ବଲାଙ୍ଗୀର(ଏସ୍ ନ୍ୟୁଜ): ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ।ବଲାଙ୍ଗୀର ପାଟଣାଗଡ଼ର ପାଟଣାଗଡ ସଅଁରାପଡାରେ ଏହି ଚାଂଚଲ୍ୟକର ଘଟଣା ଘଟିଛି । ସମସ୍ତ ମୃତଦେହ ଘର ଭିତରେ ଘୋଡା ଯାଇଛି । ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି ।

ମୃତଦେହ ନିକଟରୁ ଟାଙ୍ଗିଆ ଓ ଫାର୍ଶା ଜବତ କରାଯାଇଛି । ପାଟଣାଗଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନିଭିନ ଆରମ୍ଭ କରିଛନ୍ତି । ତେବେ ମୃତ୍ୟୁର ଅସ୍ପଷ୍ଟଥିବା ବେଳେ କେହି ସେମାନଙ୍କୁ ହତ୍ୟା କରି ଗୋଟିଏ ଘରେ ବନ୍ଦ କରିଦେଇଥିବା ପୋଲିସ ସନ୍ଦେହ କରୁଛି । ଏଥି ସହିତ ଗୁଣି ଗାରେଡି ପାଇଁ ହତ୍ୟା କରାଯାଇଥିବା ସନ୍ଦେହ ହେଉଛି ।