ଚେହେରା ଏବଂ କେଶ ପାଇଁ ନଡ଼ିଆ ତେଲ ଅତ୍ୟନ୍ତ ଲାଭଦାୟକ ବୋଲି ବିଶ୍ୱାସ। ଲୋକମାନେ ନିଜ କେଶକୁ ବଜାୟ ରଖିବା ପାଇଁ ନଡ଼ିଆ ତେଲ ବ୍ୟବହାର କରନ୍ତି। ସେହିପରି କିଛି ଲୋକ ବିଶ୍ ବିଶ୍ୱାସ କରନ୍ତି ଯେ ନଡ଼ିଆ ତେଲ ଚର୍ମ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ।
ଏଥିରେ ଥିବା ଫ୍ୟାଟି ଏସିଡ୍, ଭିଟାମିନ୍-ଇ, ଲିନୋଲିକ୍ ଏସିଡ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଚର୍ମ ପାଇଁ ସେରମ୍ ପରି କାମ କରେ।
ଏହା ତ୍ୱାଚାକୁ ନରମ ରଖେ। କିନ୍ତୁ ଏହା ସଂପୂର୍ଣ୍ଣ ସତ୍ୟ ନୁହେଁ। ନଡ଼ିଆ ତେଲର ମଧ୍ୟ ଅନେକ ଗୁଡ଼ିଏ ଖରାପ ଗୁଣ ରହିଛି। ଏହି ତେଲଗୁ ତ୍ୱଚାରେ ଲଗାଇବା କ୍ଷତିକାରକ ହୋଇପାରେ।