କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ଆଜିର ତିଥିରେ ପାଞ୍ଚ ବର୍ଷ ପୂର୍ବେ ମହାନଦୀ ର ପ୍ରଳୟଙ୍କର ବନ୍ୟା ରୁ ଗଜରାଜ କୁ ଉଦ୍ଧାର କରିବାକୁ ଯାଇ ମହାନଦୀ ର କାଳ ଶ୍ରତ ରେ ଭାସି ଯାଇ ନିଜେ ଇତିହାସ ବନି ଗଲେ। ସେହି ମହାନ ଆତ୍ମ ର ସଦଗତି ନିମିତ୍ତ ଦୀପ ପ୍ରଯଳିତ କରି ତାଙ୍କର ଅମର ଆତ୍ମ ର ଭଗବାନ ସୁଖରେ ରହିବା ପାଇଁ ନିଜ ପୈତୃକ ଗ୍ରାମ ରାଇକଳା ଗ୍ରାମ ର ଅନେକ ଲୋକ ସହିତ ଅନ୍ୟ ଗ୍ରାମ ର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରି ଥିଲେ ।
ଟିଭି ରିପୋର୍ଟ ଙ୍କ ନିଜ ମା କୁନି ଦାଶ ବଡ଼ ଭଉଣୀ ରୋଜାଲିନ ଦାଶ ଓ କାକା ଧରଣୀ ଦାଶ ଙ୍କ ସହିତ ଅକ୍ଷୟ ନାରାୟଣ ମିଶ୍ରଙ୍କ ସହିତ ଶିକ୍ଷକ ଚିନ୍ତା ମଣି ମହାନ୍ତ, ଶିକ୍ଷକ ରମେଶ ପାତ୍ର, ଖୁଡି ସଂଯୁକ୍ତା ଦାଶ ଉପସ୍ଥିତ ରହି ଆଜିର ଏହି କାଯ୍ୟକ୍ରମ କୁ ସାଫଲ୍ୟ କରି ଥିଲେ। ଧୂପ ଦୀପ ଉତ୍ତରୀୟ ଦେଇ ତାଙ୍କର ଅମର ଆତ୍ମା କୁ ମନେ ପକେଇ ଥିଲେ। କେନ୍ଦୁଝର ରୁ ଅଞ୍ଜନ ରଣା ଙ୍କ ରିପୋର୍ଟ ସାକ୍ସୀ ନ୍ୟୁଜ୍ ।