ରଙ୍ଗର ପର୍ବ ହୋଲି ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି ଦେଶବାସି
ନୂଆଦିଲ୍ଲୀ: ଦେଶର ଅନେକ ଭାଗରେ ଶୁକ୍ରବାର ରଙ୍ଗର ପର୍ବ ହୋଲି ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି। ପାପ ଉପରେ ପୁଣ୍ୟର ବିଜୟର ପ୍ରତୀକ…
ସ୍କୁଲ ପିଲା ପଢିବେ ଶ୍ରୀମଦ୍ ଭଗବତ ଗୀତା
ଗୁଜରାଟ: ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ସ୍କୁଲ ଓ କଲେଜରେ ଭଗବତ ଗୀତା ପଢିବେ । ନିଜ ରାଜ୍ୟରେ ଏବେ…
ଭୂକମ୍ପରେ ଥରିଲା ଜାପାନ
ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଜାପାନ ଜାପାନ । ଜାପାନର ରାଜଧାନୀ ଟୋକିଓ ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରେ ଏହି ଭୟଙ୍କର ଭୂକମ୍ପ ଝଟକା…
ୟୋ ୟୋ ଟେଷ୍ଟରେ ପାସ ହେଲେ ହାର୍ଦ୍ଦିକ
ନୂଆଦିଲ୍ଲୀ : ଗୁଜୁରାଟ ଟାଇଟନ୍ସ ଫ୍ୟାନଙ୍କୁ ବଡ ଆଶ୍ୱସ୍ତି । ଗୁଜୁରାଟ ଟାଇଟନ୍ସ ଦଳର ନବ ନିଯୁକ୍ତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା…
ମାରିୟୁପୋଲରେ ରୁଷର ବୋମାମାଡ
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧ ୨୧ ଦିନରେ ପହଞ୍ôଚଛି । ରୁଷ ଆକ୍ରମଣରେ ୟୁକ୍ରେନର ବଡ ବଡ…
ରୁଷ ଏୟାର ଷ୍ଟ୍ରାଇକରେ ଥରିଲା ଥିଏଟର : ୫୩ ମୃତ
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧ ୨୧ ଦିନରେ ପହଞ୍ôଚଛି । ରୁଷ ଆକ୍ରମଣରେ ୟୁକ୍ରେନର ବଡ ବଡ…
ରାଜନୀତିରେ ଏଣ୍ଟ୍ରି ମାରିଲେ ନାସିରୁଦ୍ଦିନ ଶାହାଙ୍କ ଭାଣେଜୀ
ନୂଆଦିଲ୍ଲୀ: ରାଜନୀତି ମୈଦାନରେ ଏଣ୍ଟ୍ରି ମାରିଲେ ଅଭିନେତା ନାସିରୁଦ୍ଦିନ ଶାହାଙ୍କ ଭାଣେଜୀ ସାଇରା ହାଲିମ । ତାଙ୍କୁ ପ୍ରାର୍ଥୀ କରିଛି…
ନାଟୋରେ ମିଶିବନି ୟୁକ୍ରେନ
ନୂଆଦିଲ୍ଲୀ : ରୁଷ-ୟୁକେନ ମଧ୍ୟରେ ଘୋମାଘୋଟ ଲଢେଇ ୨୧ ଦିନରେ ପହଞ୍ôଚଛି । ରୁଷ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି…
ଭାରତ ମିସାଇଲ ପାକିସ୍ତାନରେ ପଡିବା ନେଇ ପାକ୍ ସାଂସଦଙ୍କ ବୟାନ
ନୂଆଦିଲ୍ଲୀ : ଭାରତୀୟ ମିସାଇଲ କୌଣସିମୋତେ ଭୁଲରେ ପାକିସ୍ତାନରେ ପଡିବା ଘଟଣାକୁ ହଜମ କରିପାରୁନି । ଏହି ଘଟଣାକୁ ନେଇ ଭାରତ ସମେତ ଆମେରିକା…
ରାଜ୍ୟସଭା ପ୍ରାର୍ଥୀ ହେବେ ହରଭଜନ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ହରଭଜନ ସିଂଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ଆପ ଦଳ । ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରର ଭଗୱନ୍ତ ମାନ…