ଆୟବର୍ହିଭୂତ ସମ୍ପତି ଠୁଳ ମାମଲା ; ବନ୍ଧା ହେଲେ ଅବସରପ୍ରାପ୍ତ ଫରେଷ୍ଟ ରେଞ୍ଜର

ଭୁବନେଶ୍ୱର(ଏସ୍ ନ୍ୟୁଜ): କୋଟି କୋଟି ଟଙ୍କାର ଆୟବହିର୍ଭୂତ ସମ୍ପତି ଠୁଳ କରିବା ମହଙ୍ଗା ପଡିଛି ଜଣେ ଅବସରପ୍ରାପ୍ତ ରେଞ୍ଜରଙ୍କୁ ।