ଗୁଡି ସୂତା ଲାଗି କଟିଗଲା ବେକ, ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ
ଭଦ୍ରକ : ଘରୁ ବାଇକରେ ଆସିବା ବେଳେ ବେକରେ ଲାଗିଗଲା ଗୁଡି ସୂତା । ଗାଡି ସ୍ଲୋରେ ଥିବାରୁ ଅଧିକ କ୍ଷତି ହୋଇନଥିବା ବେଳେ ହାତରେ ମଧ୍ଯ…
ନବୀନ ବାବୁଙ୍କ ୨୩ବର୍ଷ ନେତୃତ୍ୱରେ ଓଡ଼ିଶାର ଯୁବକଙ୍କ ଭବିଷ୍ୟତ ଅନ୍ଧାର
ଭାରତରେ ନିଯୁକ୍ତିର ହାର ୬.୯୪ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଓଡ଼ିଶାରେ ୧୩.୬୫ ହ୍ରାସ ପାଇଛି
ଓଡିଶାର ଅଯୋଗ୍ୟ ମୁଖ୍ୟମନ୍ତ୍ରୀଙ୍କ ୨୩ବର୍ଷ ଶାସନରେ ଓଡ଼ିଶାର ନଦୀ, ସୀମା, ଭାଷା, ମହିଳା ସମସ୍ତେ…
କୋଟିଆ ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ କ’ଣ ପଦକ୍ଷେପ ନେଇଛନ୍ତି
ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଗଲେ ୫ ପର୍ଯ୍ୟଟକ; ୨ ମୃତ୍ୟୁ
ପୁରୀ: ପୁରୀ ସମୁଦ୍ରରେ ଗାଧୋଇବା ସମୟରେ ଆଜି ଅପରାହ୍ଣ ସମୟରେ ବାପ ଓ ପୁଅଙ୍କ ସମେତ ଗୋଟିଏ ପରିବାରର ୫ ଜଣ ପର୍ଯ୍ୟଟକ ବୁଡ଼ିଯାଇଛନ୍ତି।…
ତାଳଚେର ଅଞ୍ଚଳର ଭିତ୍ତିଭୂମି ସମ୍ବନ୍ଧୀୟ ସମସ୍ୟାଗୁଡିକ ସମୀକ୍ଷା ଏବଂ ଟ୍ରାଫିକ୍ ସୁବିଧା…
ପିଆଇବି, ଭୁବନେଶ୍ୱର : ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଆଜି ତାଳଚେର ଅଞ୍ଚଳ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ…
୭ରେ ଲଘୁଚାପ,୯ରେ ହେବ ବାତ୍ୟା!
ଭୁବନେଶ୍ୱର : ଆସନ୍ତା ୯ ତାରିଖ ପାଖାପାଖି ସୃଷ୍ଟି ହୋଇପାରେ ବାତ୍ୟା। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ପାଣିପାଗ ବିଭାଗର…
ଏଣିକି ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିବ ବିମାନ
ଭୁବନେଶ୍ୱର : ମେ’ ୧୫ରୁ ସିଧାସଳଖ ଭୁବନେଶ୍ୱରରୁ ବିମାନ ଉଡ଼ିବ ଦୁବାଇ । ସପ୍ତାହରେ ୩ଦିନ ସୋମବାର, ବୁଧବାର ଓ ଶୁକ୍ରବାର ଏହି ବିମାନ ସେବା…
ୟୁଆଇଡିଏଆଇ ଲୋକମାନଙ୍କୁ ଆଧାର ସହିତ ସଂଯୁକ୍ତ ଇମେଲ / ମୋବାଇଲ୍ ନମ୍ବର ଯାଞ୍ଚ କରିବାକୁ ଅନୁମତି…
ପିଆଇବି, ଭୁବନେଶ୍ୱର : ଉପଭୋକ୍ତାଙ୍କ ସୁବିଧାକୁ ନଜରରେ ରଖି ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ଲୋକମାନଙ୍କୁ…
ଓଡ଼ିଶା ଆସିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ
ଭୁବନେଶ୍ବର: ଆଗାମୀ ଶୁକ୍ରବାର ଓଡ଼ିଶା ଆସିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ ତାଙ୍କ ଓଡ଼ିଶା ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ…
ସ୍କୁଟି ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ୍
ବ୍ରହ୍ମପୁର: ସ୍କୁଟି ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଘଟଣାସ୍ଥଳରେ ସ୍କୁଟି ଆରୋହୀଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ଗଞ୍ଜାମ…