‘ଅଟଳ ସମ୍ମାନ-୨୦୨୧’ ସମ୍ମାନୀତ ହେଲେ ବରିଷ୍ଠ ସଂଗଠକ ଶରତ
ଓଡିଶା ବିକାଶରେ ଅଟଳଜୀଙ୍କ ଅବଦାନ ଅତୁଳନୀୟ :ସମୀର ମହାନ୍ତି
ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍): ୧୯୨୪ ଡିସେମ୍ବର ୨୫ ତାରିଖରେ ଭାରତର!-->!-->!-->…
ପଞ୍ଚାୟତ ନିର୍ବାଚନରେ ୪୦% ଓବିସି ପ୍ରାର୍ଥୀ ଦେବ BJD
ଭୁବନେଶ୍ୱର: ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ରାଜନୀତି ସରଗରମ ହୋଇଛି । ପଞ୍ଚାୟତ ନିର୍ବାଚନରେ ଓବିସି ପ୍ରାର୍ଥୀଙ୍କୁ ଅଧିକ!-->…
ବିଜେପିର ନୂତନ ଦାୟୀତ୍ୱ ଘୋଷଣା
ଋଶ୍ମୀରଞ୍ଜନ କାନୁନଗୋଙ୍କୁ ସାମାଜିକ ସଂଗଠନ ରାଜ୍ୟ ସଂଯୋଜକ ଦାୟୀତ୍ୱ ପ୍ରଦାନ
ଭୂବନେଶ୍ୱର,(ସାକ୍ସୀ ନ୍ୟୁଜ୍): ରାଜ୍ୟ ସଭାପତି ଶ୍ରୀ!-->!-->!-->…
କମିଶନରେଟ୍ ପୋଲିସରେ ଅଦଳବଦଳ
ଭୁବନେଶ୍ୱର: କମିଶରେଟ୍ ପୋଲିସ୍ ଭୁବନେଶ୍ୱରର ଜୋନ୍-୪ ଏସିପି ଭାବେ ଶୁକ୍ରବାର ଦାୟିତ୍ୱ ନେଇଛନ୍ତି ପରେଶ କୁମାର ରାଉତ । ଏସିପି ରଜତ!-->…
ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସମୟରେ ଲଢିଲେ ଦଳୀୟ କର୍ମୀ
ଯାଜପୁର: ବିଧାୟକଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟାକୁ ନେଇ ଦେଖା ଦେଇଛି ଉତ୍ତେଜନା । ବଡଚଣା ବିଧାୟକ ଅମର ଶତପଥୀ ବିଜୁ ସ୍ୱାସ୍ଥ୍ୟ!-->…
ମାର୍ଚ୍ଚରେ ୧୦ମ ପରୀକ୍ଷା ନହେଲେ ଆସେସମେଣ୍ଟ ମାର୍କ ଆଧାରରେ କରାଯିବ ମାର୍କିଂ
ଭୁବନେଶ୍ୱର: ସ୍କୁଲ ପାଇଁ ଆଲର୍ଟ ଜାରି ଅଛି । ସର୍ଭିଲାନ୍ସ ଚାଲିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି!-->…
ବଡ଼ଦିନ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ବର ସର୍ବବୃହତ ବାଲୁକା ସାନ୍ତାକ୍ଲଜ
ପୁରୀ: ବଡ଼ଦିନ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ବର ସର୍ବବୃହତ ବାଲୁକା ସାନ୍ତାକ୍ଲଜ ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ!-->…
ପୁଣି କରୋନା ନିୟମ ଭାଙ୍ଗିଲା ରେଭେନ୍ସା
କଟକ: ପୁଣି କରୋନା ନିୟମ ଭାଙ୍ଗିଲେ ରେଭେନ୍ସା ଛାତ୍ରଛାତ୍ରୀ । କଟକଣା ଭୁଲି ଓମିକ୍ରନକୁ ଆମନ୍ତ୍ରଣ କଲେ ପିଲା । ୧୫ ତମ ଆଥଲେଟିକ୍ ମିଟରେ!-->…
ପଂଚାୟତ ନିର୍ବାଚନରେ ସ୍ୱଚ୍ଛତା: ଭୁଲ ତଥ୍ୟ ଦେଲେ ଜେଲ ଦଣ୍ଡ
ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍): ପଞ୍ଚାୟତ ନିର୍ବାଚନରେ ଲୋକସଭା ଓ ବିଧାନସଭା ଭଳି ମଧ୍ୟ ପ୍ରାର୍ଥୀ ମାନେ ନିଜ ନିଜର ସତ୍ୟ ପାଠ ଦାଖଲ!-->…
ସାରା ରାଜ୍ୟରେ ଶୀତରୁ ସାମାନ୍ୟ ଆଶ୍ୱସ୍ତି, ୧୨ ଡିଗ୍ରୀ ତଳେ ୯ ସହର
ଭୁବନେଶ୍ୱର: ସାରା ରାଜ୍ୟରେ ଶୀତରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ରାଜ୍ୟର ୯ଟି ସହରର ରାତ୍ରି ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି । ୮!-->…