Browsing Category
ରାଜନୀତି
Politics News: Get Live Politics news and updates from India on Indian Politics. Read all the latest Politics headlines, odisha politics news current affairs online and more
କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ…
ମମିତା ହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ରାଜନୈତିକ ବକ୍ତବ୍ୟ ଅଗଣତାନ୍ତ୍ରିକ ଓ ସମ୍ବେଦନହୀନ : ଧର୍ମେନ୍ଦ୍ର ପ୍ରଧାନ
!-->!-->!-->…
ବିଜେଡିରେ ମିଶିଲେ ବେଗୁନିଆର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ
ଭୁବନେଶ୍ୱର: ପୁଣି କଂଗ୍ରେସକୁ ଝଟକା । ବିଜେଡିରେ ସାମିଲ ହେଲେ ବେଗୁନିଆର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ । ନିଜ ସମର୍ଥକଙ୍କ!-->…
ପୁଣି ୟୁପିରେ ଯୋଗୀ ସରକାର: ସି ଭୋଟର ସର୍ଭେ
ୟୁପି : ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ପ୍ରମୁଖ ରାଜନୈତିକ ଦଳଗୁଡିକ ବିଜୟୀ ହେବାନେଇ ଦାବି!-->…
ସୋନିଆଙ୍କୁ ଭେଟିଲେ ପାଇଲଟ୍
ନୂଆଦିଲ୍ଳୀ : କଂଗ୍ରେସ ନେତା ସଚିନ ପାଇଲଟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି । ରାଜସ୍ଥାନରେ କ୍ୟାବିନେଟ ସମ୍ପ୍ରସାରଣ!-->…
ସ୍ମୃତିଙ୍କ ଟାର୍ଗେଟରେ ପ୍ରିୟଙ୍କା ଓ ରାହୁଲ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ୪୦% ମହିଳା ପ୍ରାର୍ଥୀ ଦେବାକୁ ଘୋଷଣା କରିବା ସହ ‘ଲଡକି ହୁଁ, ଲଢେ ସକତି!-->…
ଆଜି କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ହରତାଳ ଡାକରା
ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଦାବିରେ ଆଜି କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ହରତାଳ ଡାକରା ଦିଆଯାଇଛି ।!-->…
କଂଗ୍ରେସ ଦଳ ପକ୍ଷରୁ “ଓଡ଼ିଶା ବନ୍ଦ’କୁ ସମର୍ଥନ ଦେବାପାଇଁ ରାଜ୍ୟବାସୀଙ୍କୁ ବିନମ୍ର…
ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍): ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ କମିଟିର ନିଷ୍ପତ୍ତି ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର!-->…
ପୁଣି ବିବାଦୀୟ ବୟାନ ଦେଇ ଅଡୁଆରେ ପ୍ରଜ୍ଞା ଠାକୁର
ଭୋପାଲ: ବିଜେପି ସାଂସଦ ପ୍ରଜ୍ଞା ଠାକୁର ପୁଣିଥରେ ବିବାଦୀୟ ବୟାନ ଦେଇ ଅଡୁଆରେ । ଏଥର ପ୍ରଜ୍ଞା ଠାକୁର ନମାଜରୁ ହେଉଥିବା ଅଜାନର ଶବ୍ଦକୁ!-->…
ଗୋଟିଏ ଜିଲ୍ଲା କିମ୍ବା ନିଜ ଜିଲ୍ଲାରେ ୩ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଥିବା ସରକାରୀ ଅଧିକାରୀଙ୍କୁ…
ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍): ରାଜ୍ୟରେ ଅନୁଷ୍ଠିତ ହେଉଥିବା ଯେକୈାଣସି ନିର୍ବାଚନ ପ୍ରକ୍ରିୟାକୁ ଶାସକ ବିଜେଡି ତରଫରୁ ପ୍ରଭାବିତ!-->…
୧୨ରେ ଓଡିଶା ବନ୍ଦ ନେଇ କଂଗ୍ରେସର ପ୍ରସ୍ତୁତି ବୈଠକ
ଭୁବନେଶ୍ୱର: ଆସନ୍ତା୧୨ ତାରିଖ ଓଡିଶା ବନ୍ଦ ଓ ୧୯ ତାରିଖ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ନେଇ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ!-->…