Browsing Category
ଧର୍ମ-ସଂସ୍କୃତି
ଧର୍ମ-ସଂସ୍କୃତି
ଉନବିଂଶ ଗୁରୁ ହେଉଛନ୍ତି – କୁମର ବା ଶିଶୁ
ମହାତ୍ମା ଦତ୍ତାତ୍ରେୟ କହୁଛନ୍ତି ହେ ରାଜନ୍ ମୋର ଉନବିଂଶ ଗୁରୁ ହେଉଛନ୍ତି - କୁମର ବା ଶିଶୁ । ମୁଁ ତାଙ୍କ ଠାରୁ ସଦା ଚିନ୍ତାମୁକ୍ତ ଓ…
ସନ୍ଧ୍ୟା ୫ଟାରୁ ୯ଟା ୪ ଘଣ୍ଟା ଶ୍ରୀମନ୍ଦିର ବନ୍ଦ ରହିବ
ପୁରୀ: ଆଜି ଶ୍ରୀମନ୍ଦିରରେ ବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ!-->…
ରାଜଧାନୀରେ ୧୨ରୁ ଖୋଲିବ ସବୁ ଧର୍ମାନୁଷ୍ଠାନ
ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍) : ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ୧୨ରୁ କୋଭିଡ଼ କଟକଣା ମଧ୍ୟରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ!-->…
ହିଜାବ ବିବାଦ: ସମ୍ବିଧାନ ଅନୁଯାୟୀ ନିଷ୍ପତ୍ତି ନିଆଯିବ -କର୍ଣ୍ଣାଟକ ହାଇକୋର୍ଟ
ବେଙ୍ଗାଲୁରୁ: ଆମେ କାହାର ଆବେଗ କିମ୍ବା ଭାବନା ଦ୍ୱାରା ନୁହେଁ ବରଂ କାରଣ ଏବଂ ଆଇନ ଅନୁଯାୟୀ ଚାଲିବୁ। ସମ୍ବିଧାନ ଯାହା କହିବ ଆମେ ତାହା!-->…
ଆରମ୍ଭ ହେଲା ଖଣ୍ଡଗିରି ମାଘ ମେଳା
ଖଣ୍ଡଗିରି: କୋଭିଡ୍ କଟକଣା ଯୋଗୁଁ ଖଣ୍ଡଗିରିର ମାଘମେଳା ଫିକା ପଡ଼ିଲା । ହଜାର ହଜାର ସଂଖ୍ୟାରେ ଲୋକ ଅନନ୍ତକେଶରୀଙ୍କ ଆଗମନ ଯାତ୍ରାରେ!-->…
କୋଭିଡ କଟକଣା ହେତୁ ଚନ୍ଦ୍ରଭାଗା ବୁଡରେ ରୋକ
ପୁରୀ: ଆଜିର ତିଥିରେ ପ୍ରଭୁ ସୂର୍ଯ୍ୟଦେବ ଜନ୍ମ ଗ୍ରହଣ କରିଥିଲେ। ଆଜିର ଦିନରେ ଚନ୍ଦ୍ରଭାଗାରେ ସ୍ନାନକରି ଉଦିତ ସୂର୍ଯ୍ୟଙ୍କୁ ଦର୍ଶନ କଲେ!-->…
ଅଷ୍ଟାଦଶ ଗୁରୁ – କୁରର ପକ୍ଷୀ
ଦତ୍ତାତ୍ରେୟଙ୍କର ୨୪ ଗୁରୁ ପ୍ରସଙ୍ଗରେ ଅଷ୍ଟାଦଶ ଗୁରୁ - କୁରର ପକ୍ଷୀ
ମହାତ୍ମା ଦତ୍ତାତ୍ରେୟ କହୁଛନ୍ତି ହେ ରାଜନ୍ ମୋର ଅଷ୍ଟାଦଶ!-->!-->!-->…
ରାମାନୁଜଚାର୍ଯ୍ୟଙ୍କ ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୋଦି
ହାଇଦ୍ରାବାଦ: ହାଇଦ୍ରାବାଦ ସାମସାବାଦସ୍ଥିତ ମୁଚିନ୍ତଲରେ ଥିବା ଚିନ୍ନା ଜିୟାର ଆଶ୍ରମ ପରିସରରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି!-->…
ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ବତୀ
ପବିତ୍ର ଶ୍ରୀପଞ୍ଚମୀ ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ବତୀଙ୍କୁ!-->…
ଆଜିଠାରୁ ଶ୍ରୀଜିଉଙ୍କ ରଥକାଠ ଅନୁକୂଳ
ଭୁବନେଶ୍ୱର: ଆଜି ପବିତ୍ର ମାଘ ଶୁକ୍ଲପକ୍ଷ ପଞ୍ଚମୀ। ଏ ତିଥିରେ ଶ୍ରୀଜିଉଙ୍କ ରଥକାଠ ଅନୁକୂଳ ହେବ । ଶ୍ରୀ ପଞ୍ଚମୀ ଅବସରରେ ଶ୍ରମନ୍ଦିରରରେ!-->…