ଗତ ୨୪ ଘଣ୍ଟ।ରେ ଦେଶରେ ଆଉ ୧,୭୭୮ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କମୁଛି କରେ।ନ। ଆକ୍ର।ନ୍ତଙ୍କ ସଂଖ୍ୟ। । ଗତ କିଛିଦିନ ହେବ ଦେଶରେ କରୋନ। ଆକ୍ର।ନ୍ତଙ୍କ ସଂଖ୍ର। ଦ୍ରୁତ ଗତିରେ ହ୍ର।ସ ପ।ଇବ।ରେ ଲ।ଗିଛି । ସଂକ୍ରମଣ ତୁଳନ।ରେ ଦେଶରେ ମଧ୍ୟ ସୁସ୍ଥତ। ସଂଖ୍ୟ। ବୃଦ୍ଧି ପ।ଇଛି । ହେଲେ କିଛି ଦିନର ବ୍ୟବଧ।ନ ପରେ ପୁଣି ମୃତ୍ୟୁସଂଖ୍ୟ। ମଧ୍ୟ ହ୍ର।ସ ପ।ଇଛି । ଗତ ୨୪ ଘଣ୍ଟ।ରେ ଦେଶରେ ଆଉ ୧,୭୭୮ ପଜିଟିଭ୍ ଚିହ୍ନଟ ହୋଇଥିବ। ବେଳେ ଗୋଟିଏ ଦିନରେ କରୋନ। ଭୂତ।ଣୁ ୬୨ ଜଣଙ୍କ ଜୀବନ ନେଇଛି । ସେହିପରି ଆଜିର ଆକ୍ର।ନ୍ତଙ୍କୁ ମିଶ।ଇ ଦେଶରେ ମୋଟ୍ କରୋନ। ସଂକ୍ରମିତଙ୍କ ସଂଖ୍ୟ। ୨୩,୦୮୭ ରେ ପହଞ୍ଚିଛି ।