ବକ୍ସ ଅଫିସରେ ଧମାଲ କରୁଛି ‘ଗଙ୍ଗୁବାଇ କାଠିଆୱାଡି’

ମୁମ୍ବାଇ: ଶୁକ୍ରବାର ମୁକ୍ତିଲାଭ କରିଥିବା ଆଲିଆ ଭଟ୍ଟଙ୍କ ଅଭିନୀତ ‘ଗାଙ୍ଗୁବାଇ କାଠିଆୱାଡି’ ଫିଲ୍ମଟି ଦିନ ବକ୍ସ ଅଫିସରେ ଧମାକା କରୁଛି । ଏହି ଫିଲ୍ମ ପ୍ରଥମ ଦିନରେ ପ୍ରାୟ ୭କୋଟି ଟଙ୍କାର ବ୍ୟବସାୟ କରିଛି । ସୂଚନାଯୋଗ୍ୟ ଯେ, ଏହି ଚଳଚ୍ଚିତ୍ରକୁ ନେଇ ବିବାଦ ଦେଖା ଦେଇଥିଲା।

ଆଗକୁ ଜଣା ପଡିବ ଏହି ଫିଲ୍ମଟି ଭଲ ଆୟ କରୁଛି କି ନାହିଁ । ସୂଚନାଯୋଗ୍ୟ ଯେ, ଏହି ଫିଲ୍ମ ହୁସେନ୍‌ ଜାଇଡିଙ୍କ ପୁସ୍ତକ ମାଫିଆ କୁଇନ୍ସ ଅଫ ମୁମ୍ବାଇର ଏକ ଅଧ୍ୟାୟ ଉପରେ ଆଧାରିତ ।