ବୋଲ୍ଡ ଫଟୋସୁଟ୍‌ କରି ଚର୍ଚ୍ଚାରେ ଜାହ୍ନବୀ

ମୁମ୍ୱାଇ : ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରାଙ୍କ ବୋଲ୍ଡ ଓ ହଟ୍‌ନେସ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ବର୍ତ୍ତମାନ ତାଙ୍କର ଏକ ବୋଲ୍ଡ ଆକର୍ଷଣୀୟ ଫଟୋ ଭାଇରାଲ୍‌ ହୋଇଛି । ଯେଉଁଥିପାଇଁ ସେ ଚର୍ଚ୍ଚାରେ ରହିଛନ୍ତି । ଅଭିନେତ୍ରୀ ନିଜର ବୋଲ୍ଡ ଫଟୋସୁଟର ଫଟୋ ପୋଷ୍ଟ କରିଛନ୍ତ । ଏହି ଫଟୋରେ ଜାହ୍ନବୀ କମଳା ରଙ୍ଗର ଡିପ ନେକ ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି । ଏହା ବ୍ୟତୀତ ଜାହ୍ନବୀ କ୍ୟାମେରା ଆଗରେ ଗୋଟିଏ ପରେ ଗୋଟି ଭିନ୍ନ ପୋଜ୍‌ ଦେଇଛନ୍ତି ।