ନୂଆ ଲୁକ୍‌ରେ ସୁନ୍ଦରୀ ମୌନିଙ୍କ ଜଲୱା

ସୌନ୍ଦର୍ଯ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ…

ମୁମ୍ବାଇ : ବଲିଉଡର ସୁନ୍ଦରୀ ଅଭିନେତ୍ରୀ ମୌନୀ ରୟ ଖୁବ ଚର୍ଚ୍ଚାରେ ଅଛନ୍ତି । ପ୍ରତିଦିନ ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରି ପ୍ରଶଂସକଙ୍କ ହୃଦୟରେ ନିଆଁ ଲଗାଉଛନ୍ତି । ଏବେ ପୁଣି ଥରେ ମୌନି ତାଙ୍କର ଗ୍ଲାମରସ ଫଟୋ ସେୟାର କରିଛନ୍ତି ।

ଏହି ଫଟୋରେ ଅଭିନେତ୍ରୀ ଏକ ଲାଲ୍‌ ଶାଢୀରେ ନଜର ଆସିଛନ୍ତି । ଏହା ସହିତ ମୌନି ତାଙ୍କ କାନରେ ବଡ଼ କାନଫୁଲ ପିନ୍ଧିଛନ୍ତି । ଯେଉଁଥିରେ ତାଙ୍କ ସୌନ୍ଦର୍ଯ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଅନ୍ୟପକ୍ଷରେ ମୌନି ଦୀର୍ଘ ଦିନ ଧରି ସେ ‘ବ୍ରହ୍ମାସ୍ତ୍ର’ ଚଳଚ୍ଚ଼ିତ୍ର ପାଇଁ ଚର୍ଚ୍ଚାରେ ଥିଲେ ।