ଭାରତୀୟ ସଂସ୍କୃତିରେ ଚରଣ_ସ୍ପର୍ଶ ର ଅପାର ମହତ୍ତ୍ୱ ରହିଛି

ଭାରତୀୟ ସଂସ୍କୃତିରେ ଚରଣ_ସ୍ପର୍ଶ ର ଅପାର ମହତ୍ତ୍ୱ ରହିଛି

ଯେତେବେଳେ ଆମେ କାହାର ଚରଣ ସ୍ପର୍ଶ କରିଥାନ୍ତି ତ ହୃଦୟରେ ସମର୍ପଣ ଓ ବିନମ୍ରତା ର ଭାଵ ଜାଗୃତ ହୋଇଥାଏ

ଏ ଭାଵ ଜାଗୃତ ହେବାଦ୍ୱାରା ଅହଂକାର ନଷ୍ଟ ହୋଇଯାଇଥାଏ

ଗୁରୁ ମାତା ପିତା ଓ ସମସ୍ତ ଗୁରୁଜନ ମାନଙ୍କ ପାଦ ଛୁଇଁବା ଦ୍ୱାରା ତାଙ୍କ ହୃଦୟରୁ ପ୍ରକୃତ ଆଶୀର୍ବାଦ ବାହାରିଥାଏ ଯାହା ତତ୍କାଳ ପ୍ରାପ୍ତ ହୋଇ ଯାଇଥାଏ

ଏହା ହେଉଛି ସକରାତ୍ମକ ଉର୍ଜାର ପ୍ରବାହ ଓ ଗ୍ରହଣ

ଚରଣ ସ୍ପର୍ଶ କରିବା ସମୟରେ ଦୁଇ ହାତରେ ଦୁଇ ପାଦକୁ ଛୁଅନ୍ତୁ, ଗୋଟେ ପାଦ ନୁହେଁ, ଆଣ୍ଠୁରେ ହାତ ଲଗାଇବା ଦ୍ୱାରା ସମୁଚିତ ଫଳ ମିଳିନଥାଏ

ଏହା ମହାନ ସନାତନ ସଭ୍ୟତା ଓ ସଂସ୍କୃତିର ସାର ଅଟେ ଯାହାକୁ ହରାନ୍ତୁ ନାହିଁ

ଚରଣ ସ୍ପର୍ଶ ର ସମର୍ପଣ ମନୁଷ୍ୟକୁ ଧୂଳିରୁ ଶିଖରରେ ପହଞ୍ଚାଇ ଦେଇଥାଏ