ରାଶିଫଳ ଶନିବାର: ଏହି ରାଶିର ବ୍ୟକ୍ତି ସାବଧାନ ହୋଇ କଥା ବାର୍ତା ହୁଅନ୍ତୁ ନଚେତ ବିବାଦରେ ପଡ଼ି ପାରନ୍ତି

ଶନିବାର ଏହି ରାଶିର ବ୍ୟକ୍ତି ସାବଧାନ ହୋଇ କଥା ବାର୍ତା ହୁଅନ୍ତୁ ନଚେତ ବିବାଦରେ ପଡ଼ି ପାରନ୍ତି…

ଆଜି ଶନିବାର ୩୦ଏପ୍ରିଲ୨୦୨୨ ମେଷ ରାଶିରେ ପୁରା ଦିନ କାମରେ ଲାଗି ରହିଥିବା ପରେ ବି ଶକ୍ତିରେ ଭରା ଅନୁଭବ କରିବେ | ଆୟ ବଢ଼ିବା ଯୋଗୁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ| ଯେଉଁ ଲୋକ ମାନଙ୍କ ସହିତ ଆପଣ ବାସ କରୁଛନ୍ତି, ଆପଣ ତାଙ୍କ ପାଇଁ ଯାହା କିଛି ବି କଲେ ,ସେମାନେ ଆପଣଙ୍କଠୁ ବିଶେଷ ଖୁସି ହେବେନି | ଯେଉଁ ମାନେ ନିଜ ପ୍ରିୟ ସହ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଏହା ଅତି ସ୍ମରଣୀୟ କ୍ଷଣ | ସାବଧାନ ହୋଇ କଥା ବାର୍ତା ହୁଅନ୍ତୁ ନଚେତ ବିବାଦରେ ପଡ଼ି ପାରନ୍ତି | ଆଜି ଦିନରେ ଆପଣ ପ୍ରେମରେ ପାଗଳ ହୋଇପାରନ୍ତି, ନିଜର ଜୀବନ-ସାଥୀ ସହିତ ପ୍ରେମ କରିବାର ସବୁ ସୀମା ପାର କରି ପାରନ୍ତି | ଆଜି ଯେଉଁ କାମ ଆପଣ ପୁରା କରିବାର ଥିଲା ତାକୁ ଅଧାରୁ ଛାଡ଼ନ୍ତୁ ନାହିଁ |

ବୃଷ : ସେଇ ଭାବନାକୁ ଚିହ୍ନନ୍ତୁ,ଯାହା ଆପଣାକୁ ଉତ୍ସାହିତ କରେ | ଡର, ସନ୍ଦେହ ଓ ଲୋଭ ପରି ନକାରାତ୍ମକ ଭାବନାକୁ ଚଡି ଦିଅନ୍ତୁ, କାରଣ ଏହି ବିଚାର ସେମିତିଆ ଜିନିଷକୁ ଆକର୍ଷିତ କରେ, ଯାହା ଆପଣ ଚାହୁଁ ନାହାନ୍ତି | ଧନର ଆଗମନ ଆଜି ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ କରିପାରିବ | ଆଜି ସାଙ୍ଗ ମାନଙ୍କଠୁ ଅନପେକ୍ଷିତ ଉପହାର ମିଳି ପାରେ | ଆପଣଙ୍କ ପ୍ରେମ ବୃତି ହେବ | ଦିନର ଆରମ୍ଭ ଆପଣଙ୍କର ପ୍ରିୟଙ୍କ ହଂସାରୁ ହେବ ଓ ରାତି ତାଙ୍କର ସ୍ବପ୍ନ ଦେଖି ବିତିବ | ଆପଣଙ୍କ କୁଶଳ ଭାବରେ କାମ କରିବାର ଯୋଗ୍ୟତା ସବୁ ଅସୁବିଧାରୁ ସୁରକ୍ଷିତ ରଖିବ | ବୈବାହିକ ଜୀବନ କିଛି ଦିନରୁ ବହୁତ ବିପଦରେ ଥିଲା, କିନ୍ତୁ ଆଜି ଆପଣ ଅବସ୍ଥାରେ ବୃଦ୍ଧି ଅନୁଭବ କରିବେ | ସକାରାତ୍ମକ ବିଚାର ଜୀବନରେ ଆଶ୍ଚର୍ଯ୍ୟ କରିବା ପରି ଯାଦୁ କରି ପାରେ- କୌଣସି ପ୍ରେରଣା ଦେବା ପରି ପୁସ୍ତକ କିମ୍ବା ଚଳଚିତ୍ର ଦେଖିବା ଆଜି ଦିନ ପାଇଁ ଉତ୍ତମ ରହିବ |

ମିଥୁନ: ହୃଦୟ ରୋଗୀଙ୍କ ପାଇଁ କଫି ଛାଡ଼ିବାର ଉଚିତ ସମୟ ଆସିଛି | ଏବେ ଏହାର ଟିକେ ବି ଉପଯୋଗ ହୃଦୟ ଉପରେ ଅତିରିକ୍ତ ଚାପ ଦେଇ ପାରେ | ଯେଉଁମାନେ ଋଣ କରିଥିଲେ ସେମାନଙ୍କ ପାଇଁ ଆଜିର ଦିନ ଶୁଭ ନୁହେଁ ଆଜି ସେମାନଙ୍କୁ କୌଣସି ପରିସ୍ଥୀତିରେ ଋଣ ସୁଝିବାକୁ ପଡ଼ିପାରେ ଯାହାଦ୍ୱାରା ଆର୍ଥିକ ଅବସ୍ଥା କ୍ଷୀଣ ହୋଇପାରେ | ଆଜି ଦିନଟା ଖୁସି ଭରା ରହିବ,କାରଣ ଆପଣଙ୍କୁ ଆପଣଙ୍କର ଜୀବନ ସାଥି ସବୁ ପ୍ରକାର ଖୁସି ଦେବାକୁ ପ୍ରୟାସ କରିବେ | ଆଜି ଆପଣ ରସମୟ କଳ୍ପନା ଓ ସ୍ୱପ୍ନର ଦୁନିଆରେ ହଜି ଯିବେ | ଆଜିର ବ୍ୟସ୍ତ ଦିନଚର୍ଯ୍ୟା ଭିତରେ ମଧ୍ୟ ନିଜ ପାଇଁ ଓ ପରିବାରବର୍ଗ ପାଇଁ ସମୟ ବାହାର କରି କରିପାରିବେ | ବୈବାହିକ ସୁଖର ଦୃଷ୍ଟିରୁ ଆଜିକୁ ଆପଣଙ୍କୁ ଗୋଟେ ଆଶ୍ଚର୍ୟ୍ଯଜନକ ଉପହାର ମିଳି ପାରେ | ଧୀରେ ହେଉ ପଛେ ଆପଣଙ୍କ ଜୀବନ ଏବେ ଠିକ ରାସ୍ତାକୁ ଆସିଛି | ଏହା ଆଜି ଆପଣ ଅନୁଭବ କରିପାରିବେ |

କର୍କଟ: ଆଜି ନିଜର ଭାବନାକୁ ନିଯନ୍ତ୍ରଣ କରିବାକୁ କଷ୍ଟ ଲାଗି ପାରେ- ଆଜି ଆପଣଙ୍କର ଅସାମାନ୍ୟ ଆଚରଣ ଯୋଗୁଁ ଲୋକ ମାନେ ଦ୍ୱନ୍ଦ୍ୱରେ ପଡିବେ ଓ ଆପଣ ମଧ୍ୟ ବହୁତ ବିରକ୍ତ ଅନୁଭବ କରିବେ | ଆଜି ଆପଣଙ୍କୁ ଆପଣଙ୍କ ସନ୍ତାନ ଦ୍ୱାରା ଧାନ ପ୍ରାପ୍ତି ହୋଇପାରେ | ଯେତିକି ଆପଣ ଭାବିଛନ୍ତି,ଆପଣଙ୍କ ସାଙ୍ଗ ତା ଠୁ ବି ଅଧିକ ସାହାଯ୍ୟ କରିବେ | ଦିନକୁ ବିଶେଷ କରିବା ପାଇଁ ସ୍ନେହ ଓ ଉଦାରତାର ଛୋଟ ଛୋଟ ଭେଟ ଲୋକଙ୍କୁ ଦିଅନ୍ତୁ | ଯେଉଁମାନେ ଘରୁ ଦୂରରେ ରହି କାମ କରୁଛନ୍ତି ସେମାନେ ସନ୍ଧ୍ୟାରେ କୌଣସି ପାର୍କ ବା ଶାନ୍ତ ଜାଗାରେ ସମୟ ଅତିବାହିତ କରିପାରନ୍ତି | ଆଜି ଦିନରେ ଆପଣ ଓ ଆପଣଙ୍କ ଜୀବନ-ସାଥୀ ଗଭୀର ଆତ୍ମୀୟାପୂର୍ଣ କଥା ହୋଇ ପାରନ୍ତି | ପୁରୁଣା ସାଙ୍ଗ ମାନଙ୍କ ସହିତ ଦେଖାହୋଇ ଆଜି ଆପଣ ଜାଣିପାରିବେ କେମିତି ସମୟ ସରୁବାଲିପରି ସରିଯାଏ |

ସିଂହ: ପୂର୍ଣ୍ଣତୟା ସୁଖମଜା ଆଜି ଭୋଗ କରି ପାରିବେ | ବଡ଼ ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କୁ ଆଜି ସାବଧାନର ସହିତ ଅର୍ଥ ବିନିଯୋଗ କରିବାକୁ ପଡ଼ିବ | ପିଲା ମାନେ ଆସ ପୁରୁଣ ନ କରିବା କାରଣରୁ ଆପଣ ନିରାଶ ହୋଇ ପାରନ୍ତି | ସ୍ୱପ୍ନାକୁ ପୁରା ପାଇଁ ତାଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ଅଛି | ଆଜି ଦିନ ସାରା ପ୍ରେମରେ ଭରା ରହିବାର ପୁରା ସମ୍ଭାବନା ଅଛି | କୌଣସି ବେକାର କାମରେ ଆପଣ ନିଜର ସମୟ ନଷ୍ଟ କରିପାରନ୍ତି | ଆଜିର ଦିନ ଆପଣଙ୍କ ଜୀବନ-ସାଥୀର ରସମୟ ପଟକୁ ଭଲ ଭାବରେ ପ୍ରସ୍ତୁତ କରିବ | ଆଜି କୌଣସି ସାମାଜିକ କାର୍ଯ୍ୟରେ ଭାଗ ନେଇ ଆପଣ ବହୁତ ଖୁସି ଅନୁଭବ କରିବେ |

କନ୍ୟା: ଅନ୍ୟ ମାନଙ୍କ ଆଲୋଚନା କରିବାର ଆପଣଙ୍କ ଅଭ୍ୟାସ କାରଣରୁ ଆପଣଙ୍କୁ ବି ଆଲୋଚନାର ଶିକାର ହେବାକୁ ପଡ଼ି ପାରେ | ନିଜର ସେନ୍ସ ଅ ହ୍ୱିୟୁମରରେ ବୃଦ୍ଧି ଆଣନ୍ତୁ ଓ ଯୁକ୍ତି-ତର୍କ କରନ୍ତୁ ନାହିଁ | ଏମିତି କଲେ ଆପଣ ଆରାମରେ ଅନ୍ୟ ମାନଙ୍କୁ କଡ଼ା କଥା ଠୁ ନିଜାତ ପାଇଁ ଯିବେ | ଆର୍ଥିକ ପରିସ୍ଥିତି ସୁଧୁରିବ | ଋଣ ନେଇଥିବା ବ୍ୟକ୍ତି ଋଣ ସୁଝିପାରେ | ଛୋଟ ପିଲା ଆପଣଙ୍କୁ ବ୍ୟସ୍ତ ରଖିବେ ଓ ମାନଙ୍କୁ ଶାନ୍ତି ଦେବେ | ନିଜର ପ୍ରିୟକୁ ବୁଝିବାକୁ ଚେଷ୍ଟା କରନ୍ତୁ, ନଚେତ ବିପଦରେ ପଡ଼ି ପାରନ୍ତି | ଆଜି ଆପଣ କୌଣସି ଉପନ୍ୟାସ ବା ପତ୍ରିକା ପଢ଼ି ସମୟ ଅତିବାହିତ କରିପାରିବେ | ଆଜି ଆପଣ ପୁଣି ଠାରେ ସମୟରେ ପଛକୁ ଯାଇକି ବିବାହର ପୁରୁଣା ଦିନର ପ୍ରେମକୁ ଅନୁଭବ କରିବେ | ଆଜି ଆପଣଙ୍କର ଉତ୍ସାହପୂର୍ଣ୍ଣ କାମଦେଖି ଆପଣଙ୍କ ସହକର୍ମୀମାନେ ମଧ୍ୟ ଆପଣଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି |

ତୁଳା: ସ୍ୱାସ୍ଥୟଠୁଁ ଜଡିତ ଅସୁବିଧା ଅସହଜତାର କାରଣ ବନି ପାରେ | ତରବର ହୋଇ କୌଣସି ନିବେଶ କରନ୍ତୁ ନାହିଁ ଭାବି ଚିନ୍ତି ସବୁ ଆଡୁ ଦୃଷ୍ଟି ରଖିକି ଆଗକୁ ବଢ଼ନ୍ତୁ | ଆଜି ଦିନଟା ଖୁସି ଭରା ରହିବ,କାରଣ ଆପଣଙ୍କୁ ଆପଣଙ୍କର ଜୀବନ ସାଥି ସବୁ ପ୍ରକାର ଖୁସି ଦେବାକୁ ପ୍ରୟାସ କରିବେ | ଆଜି ପ୍ରେମର ନିଶାରେ ବାସ୍ତବତା ଓ ସ୍ବପ୍ନ ମିଶି ଏକା ପରି ଜଣା ପଡୁଛି | ତାହାକୁ ଅନୁଭବ କରନ୍ତୁ | ଯେଉଁ କାର୍ଯ୍ୟ ଆପଣ ଅନ୍ୟ ମାନଙ୍କ ପାଇଁ ନିଜର ସ୍ୱଇଚ୍ଛାରେ କରିବେ, ନା କି କେବଳ ଅନ୍ୟ ମାନଙ୍କ ପାଇଁ ଲାଭକାରୀ ପ୍ରମାଣିତ ହେବା ତା ଛଡ଼ା ଆପଣଙ୍କ ହୃଦୟ ଭିତରେ ନିଜର ଛବି ବି ସକାରାତ୍ମକ ହେବ | ଲମ୍ବା ସମୟ ପରେ ଆପଣ ନିଜର ଜୀବନସାଥୀ ସହିତ ନିକଟତର ଅନୁଭବ କରିବେ | ଆପଣ ଆଜି ପରିବାର ଲୋକଙ୍କ ସହିତ ମିଶିକି କୌଣସି ମହତ୍ଵପୁର୍ଣ ନିଷ୍ପତି ନେଇ ପାରନ୍ତି | ଏହା କରିବା ପାଇଁ ଏହା ସଠିକ ସମୟ ବି | ଆଗକୁ ୟେଇକି ଏହା ନିଷ୍ପତି ଲାଭଦାୟକ ହେବ |

ବିଛା: ଆଜି ଦିନ ସାରା ଊର୍ଜା ସହିତ ଭରା ରହିବେ | ପରେ କାମ ଚାପ ଯୋଗୁ ବିରକ୍ତ ହୋଇ ପାରନ୍ତି | ଆପଣ ଯଦି ଆଜି ଆପଣଙ୍କ ସାଙ୍ଗମାନଙ୍କ ସହିତ ବାହାରକୁ ବୁଲିବାପାଇଁ ଯାଉଛନ୍ତି ତେବେ ସାବଧାନ ହୋଇ ରହିବେ , ନଚେତ ଅଯଥା ଅପବ୍ୟୟ ସହିତ ଅର୍ଥ ହାନିର ସମ୍ଭାବନା ଅଛି | ସମସ୍ତଙ୍କୁ ଭୋଜିରେ ଆମନ୍ତ୍ରଣ କରନ୍ତୁ |କାରଣ ଆପଣଙ୍କ ପାଖରେ ଯଥେଷ୍ଟ ଉର୍ଜା ଅଛି,ଯାହା ଆପଣଙ୍କୁ ପାର୍ଟି କିମ୍ବା ଆୟୋଜନ କରିବା ପାଇଁ ଅନୁପ୍ରେରିତ କରିବ | ଆଜି ନିଜ ପ୍ରିୟାଙ୍କ କିଛି ରସାଳ କଥା କୁହନ୍ତୁ ନାହିଁ | ଆଜି ଆପଣଙ୍କର ପିଲାଦିନର ଇଛା ଗୁଡ଼ିକୁ ପୁର୍ଣ କରିପାରିବାପାଇଁ ଯଥେଷ୍ଟ ସମୟ ମିଳିବ | ବିରକ୍ତ ହେଉଥିବା ବୈବାହିକ ଜୀବନରେ କିଛି କୌତୁହଳଜନକ ଖୋଜିବାକୁ ଚେଷ୍ଟା କରନ୍ତୁ | କେଶ-ସଜ୍ଜା ଓ ମାଲିସ ପରି କ୍ରିୟାରେ ବହୁତ ସମୟ ଲଗେଇ ପାରନ୍ତି ଓ ତାହା ପରେ ଆପଣ ବହୁତ ଆରାମ ଅନୁଭବ କରିବେ |

ଧନୁ: ଆଜି ପୁରା ଦିନ କାମରେ ଲାଗି ରହିଥିବା ପରେ ବି ଶକ୍ତିରେ ଭରା ଅନୁଭବ କରିବେ | ଯେଉଁ ମାନଙ୍କର ଲଘୁ ଉଦ୍ୟୋଗ ଅଛି ଆଜି ସେମାନଙ୍କୁ କୌଣସି ନିକଟ ବନ୍ଧୁ ପରିଜନଙ୍କ ଠାରୁ ଆର୍ଥିକ ସହାୟତା ମିଳିବାର ସମ୍ଭାବନା ଅଛି | ଆପଣଙ୍କର ଅନ୍ୟଙ୍କୁ ପ୍ରଭାବିତ କରିବାର କ୍ଷମତା ଆପଣଙ୍କ ପାଇଁ ସକାରାତ୍ମକ ସୁହଜ ଆଣିବ | ଆପଣଙ୍କ ସାଥୀକୁ ଭାବନାତ୍ମକ ଦୃଷ୍ଟିରେ ବ୍ଲାକମେଲ କରନ୍ତୁ ନାହିଁ | ଯାତ୍ରା କରିବାର ମୌକାକୁ ହାଥ ଛଡ଼ା କରିବା ଉଚିତ ନୁହେଁ | ଆଜି ଆପଣଙ୍କୁ ନିଜର ଜୀବନ-ସାଥୀଙ୍କର ସେହି ରୂପ ଦେଖିବାକୁ ମିଳିବ, ଯାହା ଆପଣଙ୍କ ପାଇଁ ଭଲ ନୁହେ | ସମ୍ପର୍କୀୟଙ୍କଠାରୁ ଦୂରେ ଆପଣଙ୍କର ନିଜର ମଧ୍ୟ ଗୋଟେ ଦୁନିଆଁ ଅଛି | ସେ ଦୁନିଆଁ କୁ ଆଜି ଆପଣ ଆବିଷ୍କାର କରିପାରିବେ |

ମକର: କାର୍ଯ୍ୟାଳୟରୁ ଆଜି ଅତିଶୀଘ୍ର ବାହାରିବାକୁ ଚେଷ୍ଟା କରନ୍ତୁ ଓ ନିଜକୁ ପସନ୍ଦ ଆସୁଥିବା ଜିନିଷ କରନ୍ତୁ | ବହୁତ ଦିନରୁ ଅଟକିଥିବା ଧନ ଶେଷରେ ଆପଣଙ୍କୁ ମିଳିବ | ଘରେ ମରାମତି କାର୍ଯ୍ୟ କିମ୍ବା ସାମାଜିକ ମେଳକ ଆପଣଙ୍କୁ ବ୍ୟସ୍ତ ରଖିବ | ହଠାତ ହୋଇ ଥିବା ପ୍ରେମର ଦେଖା ସାକ୍ଷାତ ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରି ପାରେ | ଯାତ୍ରା କରିବା ଯୋଗୁଁ ସଂଗେ ସାଙ୍ଗ ଲାଭ ମିଳିବ ନାହିଁ କିନ୍ତୁ ଭବିଷ୍ୟ ପାଇଁ ଉପକାରୀ ହେବ | ଆପଣ ଓ ଆପଣଙ୍କ ପ୍ରିୟ ଆଜି ନିଜ-ନିଜକୁ ନିଜର ସୁନ୍ଦର ଭାବନା ଜଣେଇ ପାରିବେ | ଟିଭିରେ ଚଳଚିତ୍ର ଦେଖିବା ଓ ନିଜର ଲୋକଙ୍କ ସହିତ ଗପିବା – ଏହା ଠୁ ଉତ୍ତମ ଆଉ କଣ ହୋଇ ପାରେ? ଯଦି ଆପଣ ଟିକେ ଚେଷ୍ଟା କରାଇବେ ତାହେଲେ ଆପଣଙ୍କ ଦିନ କିଛି ଏହି ପରି କଟିବ |

କୁମ୍ଭ: ପୂର୍ଣ୍ଣତୟା ସୁଖମଜା ଆଜି ଭୋଗ କରି ପାରିବେ | ନିଜକୁ ଆଜି ଗୋଟେ ନୂଆ ଉତ୍ତେଜିତ ଅବସ୍ଥାରେ ପାଇବେ ଓ ଆପଣଙ୍କ ଅର୍ଥ ଅବସ୍ଥାରେ ଲାଭ ହେବ | ଆପଣନ୍କ ଜୀବନ-ସାଥୀ ସହିତ ଉତ୍ତମ ବୁଝାମଣା ଜୀବନରେ ଖୁସି, ଶାନ୍ତି ଓ ସମୃଦ୍ଧି ଆଣିବ | ଆଜି ଆପଣ ଆପଣଙ୍କ ପ୍ରକୃତ ପ୍ରେମକୁ ଅତି ମନେ ପକେଇବେ | କିନ୍ତୁ ଆପଣ ଚିନ୍ତା କରନ୍ତୁ ନାହିଁ କାରଣ ସମୟ ସାଙ୍ଗରେ ସବୁ କିଛି ବଦଳି ଆପଣଙ୍କ ପ୍ରେମ ଜୀବନ ବି ଶୀଘ୍ର ବଦଳି ଯିବ | କଥା ବାର୍ତ୍ତା ହିଁ ଆପଣଙ୍କ ବଳ ବୋଲି ଆଜି ପ୍ରମାଣିତ ହେବ | ଅପ୍ରତ୍ୟାନସୀତ ଅତିଥି ଆସିବା କାରଣରୁ ଆପଣଙ୍କ ଯୋଗାଣ ନଷ୍ଟ ହୋଇ ପାରେ , କିନ୍ତୁ ଆପଣଙ୍କ ଦିନ ଭଲ ରହିବ | ଘରର କୌଣସି ସଦସ୍ୟ ଆଜି ଆପଣଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କରେ କଟହ ହୋଇପାରନ୍ତି | ଆପଣ ତାଙ୍କୁ ଠିକ ଉପଦେଶ ଦେବା ଆବଶ୍ୟକ |

ମୀନ: ସ୍ୱାସ୍ଥ୍ୟ ସମ୍ପର୍କ କାର୍ଯ୍ୟକମ ସହିତ ପୁଣି ଠାରେ ଜଡିତ ହେବ ପାଇଁ ଆଜି ଶୁଭ ଦିନ ଅଟେ | ଆଜି ଆପଣଙ୍କ ପାଇଁ ଧନଲାଭର ସମ୍ଭାବନା ଅଛି କିନ୍ତୁ ଆପଣ ଆପଣଙ୍କର କ୍ରୋଧକରିବାର ସ୍ୱଭାବ ପାଇଁ ସେ ସୁଯୋଗ ହରାଇପାରନ୍ତି | ନିଜର ନୂତନ ଯୋଜନା ପାଇଁ ନିଜର ମାତା-ପିତାଙ୍କୁ ବିଶ୍ୱାସରେ ନେବା ଅତି ଆବଶ୍ୟକ | ଆପଣଙ୍କ ପ୍ରେମ ସମ୍ପର୍କରେ ଯାଦୁ ବାତାବରଣ ଲାଗି ରହିଛି,ତାହାର ସୁନ୍ଦରତାକୁ ଅନୁଭବ କରନ୍ତୁ | ଆଜି ଆପଣଙ୍କୁ ହଠାତ ଯାତ୍ରା କରିବାକୁ ପଡ଼ିପାରେ ଯାହାଦ୍ୱାରା ଘରେ ସମସ୍ତଙ୍କ ସହିତ ସମୟ କାଟିବାର ଆପଣଙ୍କ ଯୋଜନା ବିଫଳ ହୋଇପାରେ | ଆପଣଙ୍କ ଜୀବନସାଥୀଙ୍କର ଆନ୍ତରିକ ସୌନ୍ଦର୍ଯ୍ୟ ଆଜି ବାହାରକୁ ବାହରିକି ଆସିବ | ସାଙ୍ଗ ମାନଙ୍କ ସହିତ ଆପଣ ବହୁତ ଆନନ୍ଦଦାୟକ ସମୟ କାଟିବେ | ତା ସହିତ ଏମିତି ଜାଗାକୁ ଯିବାର ସମ୍ଭାବନା ଅଛି ଯେଉଁ ଠିକୀ ନୂତନ ଲୋକ ମାନଙ୍କ ସହିତ ଦେଖା ହେବ |