ରାଶିଫଳ ଶୁକ୍ରବାର: ଆପଣଙ୍କ ଦିନଟି କିପରି କାଟିବ ସେଥିପାଇଁ ଆପଣ ନିଜେ ଯତ୍ନବାନ ହେବା ଆବଶ୍ୟକ

ରାଶିଫଳ ଶୁକ୍ରବାର ୦୬-୦୧-୨୦୨୩

ମେଷ: ମନୋରଞ୍ଜନରେ ବାହାର ଗତିବିଧି ଓ କ୍ରୀଡ଼ାକୁ ବି ସମଷ୍ଟିରେ କରିବା ଉଚିତ । ଧନ ଓ ଅର୍ଥର ମହତ୍ୱ ଆପଣ ଭଲଭାବରେ ଜାଣନ୍ତି । ସେଥିପାଇଁ ଆପଣଙ୍କର ସଞ୍ଚିତ ଧାନ ଆଜି ଆପଣଙ୍କର ବହୁତ କାମରେ ଆସିବା ଓ ଆପଣ ବହୁତ ବଡ଼ ଅସୁବିଧାରୁ ବାହାରିପାରିବେ । କୌଣସି ପ୍ରିୟ ବ୍ୟତିଙ୍କ ସହ ପରସ୍ପର କଥାବାର୍ତା ନ ହେବା କାରଣରୁ,ଯିଏ କି ବହୁତ ମନେ ପଡୁଛନ୍ତି ଆପଣ ମାନସିକ ଚାପ ଅନୁଭବ କରି ପାରନ୍ତି । ଆଜି ଆପଣ ଆପଣଙ୍କ ପ୍ରକୃତ ପ୍ରେମକୁ ଅତି ମନେ ପକେଇବେ । କିନ୍ତୁ ଆପଣ ଚିନ୍ତା କରନ୍ତୁ ନାହିଁ କାରଣ ସମୟ ସାଙ୍ଗରେ ସବୁ କିଛି ବଦଳି ଆପଣଙ୍କ ପ୍ରେମ ଜୀବନ ବି ଶୀଘ୍ର ବଦଳି ଯିବ । ଆପଣ ଆଜି ନିଶ୍ଚିତ ସେମିତିଆ ଲୋକଙ୍କ ସହିତ ଦେଖା କରିବେ, ଯେଉଁ ମାନେ ଆପଣଙ୍କ କ୍ୟାରିଅରରେ ଲାଭକାରୀ ପ୍ରମାଣିତ ହେବେ । ଜୀବନର ବ୍ୟସ୍ତ ମଧ୍ୟରେ ବି ଆଜି ଆପଣଙ୍କ ପିଲା ମାନଙ୍କ ପାଇଁ କିଛି ସମୟ କାଢ଼ିପାରିବେ।

ବୃଷ: ଆପଣଙ୍କ ଦିନଟି କିପରି କାଟିବ ସେଥିପାଇଁ ଆପଣ ନିଜେ ଯତ୍ନବାନ ହେବା ଆବଶ୍ୟକ । ନିଜର ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ,ଯାହାକି ଆଧ୍ୟାତ୍ମକ ଜୀବନ ପାଇଁ ଆବଶ୍ୟକ|ମସ୍ତିସ୍କ ଜୀବନର ଦ୍ୱାର ଅଟେ,କାରଣ ଭଲ-ଖରାପ ସବୁ କିଛି ଏଇ ମାଧ୍ୟମରୁ ହିଁ ଆସେ । ଏହା ଜୀବନର ସମସ୍ୟାକୁ ଦୂର କରିବାରେ ସହାୟକ ହୁଏ ଓ ସଠିକ ଭାବନା ଦ୍ୱାରା ବ୍ୟକ୍ତିଙ୍କୁ ଆଲୋକିତ କରେ ଧନର ଆଗମନ ଆଜି ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ କରିପାରିବ । ପୂର୍ବପୁରୁଷଙ୍କ ଜମିର ଖବର ଶୁଣିକି ପରିବାର ଲୋକ ଖୁସି ହେବେ । ଆପଣଙ୍କୁ ଦୟା ଓ ସ୍ନେହରେ ଭରା ପ୍ରେମର ଉପହାର ମିଳି ପାରେ । ବିନା ଗଭୀର ଭାବରେ ବୁଝା-ମଣା କରି କୌଣସି ବ୍ୟବସାୟିକ କିମ୍ବା ଆଇନ ସମ୍ଭନ୍ଧୀଆ ଦସ୍ତାବିଜକୁ ହସ୍ତକଃୟର କରନ୍ତୁ ନାହିଁ।

ମିଥୁନ: ଆପଣଙ୍କ ଜୀବନରେ ପରଦା ପଛରେ କିଛି ବେଶୀ ଚାଲୁଛି । ଶରୀର ବ୍ୟୟାମ ଓ ଓଜନ କାମ କରିବାର ଚେଷ୍ଟା ଆପଣଙ୍କୁ ରଙ୍ଗ-ରୂପରେ ବୃଦ୍ଧି ଆଣିବ ପାଇଁ ଲାଭକାରୀ ହେବ । ଯେଉଁମାନେ କୌଣସି ସମ୍ବନ୍ଧିୟଙ୍କ ଠାରୁ ଧାର ନେଇଥିଲେ, ସେମାନଙ୍କୁ ଆଜି ଯେକୌଣସି ପରିସ୍ଥିତିରେ ଧାର ସୁଝିବାକୁ ପଡ଼ିପାରେ । ଆପଣଙ୍କ ହାସ୍ୟବୃତ୍ତି ଓ ଜ୍ଞାନ ଯୋଗୁଁ ଆଖ ପାଖ ଲୋକ ପ୍ରଭାବିତ ରହିବେ । ଆଜି ଆପଣଙ୍କ ସନ୍ଧ୍ୟା ସୁନ୍ଦର ଫୁଲ ଓ ଉପହାର ସହିତ ବିତି ପାରେ । ଯେତିକି ଆପଣ ଭାବି ପାରିବେ, ଆଉ ଥିବା କିଛି ଦିନରେ ବହୁତ ଭଲ ସୁଯୋଗ ଆପଣଙ୍କ ହାତକୁ ଆସିବ । ଜୀବନର ଆନନ୍ଦ ନେବାକୁ ହେଲେ ବନ୍ଧୁମାନଙ୍କୁ ସମୟ ଦେବା ଦରକାର । ସମାଜଠୁ ଦୂରରେ ରହିଲେ ଆବଶ୍ୟକତା ସମୟରେ କେହିବି ଆପଣଙ୍କ ପାଖକୁ ଆସିବେନି।

କର୍କଟ: ଯଦି ଆଜି ଲାଭରେ ରହିବାକୁ ଚାହୁଁଛନ୍ତି ତାହେଲେ ଅନ୍ୟ ମାନଙ୍କ ପରାମର୍ଶ ମାନନ୍ତୁ । ଅନ୍ୟ ମାନଙ୍କ ପାଇଁ ଖରାପ ଚିନ୍ତାଧାରା ରଖିବା ମାନସିକ ଚାପକୁ ସୃଷି କରି ପାରେ । ଏହି ପରି ବିଚାର ଠୁ ନିଜକୁ ରକ୍ଷା କରନ୍ତୁ, କାରଣ ଏହା ସମୟକୁ ନଷ୍ଟ କରେ ଓ ଅପାଙ୍କ କ୍ଷମମାତାକୁ କମ କରେ । ଆଜି କୌଣସି ଧାରକ ଆପଣଙ୍କୁ ଉଦ୍ଧାର ଫେରାଇଦେବାକୁ ଆପଣଙ୍କୁ କହିପାରେ । ତାଙ୍କୁ ଉଦ୍ଧାର ଫେରାଇ ଆପଣ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ଆପଣଙ୍କୁ ଭବିଷ୍ୟତରେ ଉଦ୍ଧାର ନକରିବାପାଇଁ ସତର୍କତା ଅବଲମ୍ବନ କରିବା ଉଚିତ । ଯଦି ଆପଣ ସାମାଜିକ ଭୋଜି ଓ କାର୍ଯ୍ୟକ୍ରମରେ ଭାଗ ନେବେ,ତାହେଲେ ଆପଣ ନିଜର ସାଙ୍ଗ-ସାଥୀ ମାନଙ୍କ ସହିତ ସମ୍ବନ୍ଧରେ ବୃଦ୍ଧି ଆଣି ପାରିବେ । ଥରେ ଆପଣ ନିଜର ମନର ମଣିଷକୁ ପ୍ରାପ୍ତ କଲା ପରେ,ଜୀବନରେ ଆଉ କୌଣସି ଜିନିଷର ଆବଶ୍ୟକତା ନାହିଁ । ଏଇ କଥାକୁ ଆପଣ ଆଜି ଗଭୀରତାରେ ଅନୁଭବ କରିବେ । କାର୍ଯ୍ୟାଳୟରେ କେହି ଆପଣଙ୍କୁ କିଛି ବଢିଆ ଜିନିଷ କିମ୍ବା ଖବର ଦେଇ ପାରେ।

ସିଂହ: ବହୁତ କମ ଲୋକ ହିଁ ଆପଣଙ୍କ ଏହି ଆକର୍ଷକ ଚରିତ୍ରର ରହସ୍ୟ ଜାଣି ପାରିବେ । ନିଜର ମନ ଇଚ୍ଛା କାର୍ଯ୍ୟ କରିବା ଓ ଜିଦ କରିବା ଶ୍ଵାସଭାବକୁ ନିଅନ୍ତ୍ରଣରେ ରଖନ୍ତୁ,ବିଶେଷ କରିକି କୌଣସି ସମାରୋହ କିମ୍ବା ପାର୍ଟିରେ । କାରଣ ଏହା ନ କରିବା ସେଠାର ପରିବେଶ ଚାପଗ୍ରସ୍ତ ହୋଇ ପାରେ । ବାଣିଜ୍ୟ ବ୍ୟାପାରର କୁ ସଶକ୍ତ କରିବା ପାଇଁ ଆଜି ଆପଣ କୌଣସି କଡା ନିଷ୍ପତ୍ତି ନେଇପାରନ୍ତି, ଯେଉଁଥିରେ ଆପଣଙ୍କର କୌଣସି ନିକଟ ବନ୍ଧୁ ପରିଜନ ସହାୟତା କରିପାରନ୍ତି । ଆଜି ଆପଣଙ୍କୁ ନିଜର ଜ୍ଞାନ ଓ ପ୍ରଭାବରେ ଉପଯୋଗ ସଂବେଦନଶୀଳ ଘରୋଇ ବିବାଦକୁ ହଳ କରିବା ପାଇଁ କରିବା ଉଚ୍ଛିତ । ଆଜି ଆପଣଙ୍କୁ ସତ୍ୟତାର ସାମନା କରିବାକୁ ପଡ଼ିବ ଓ ତାହା ଯୋଗୁଁ ଆପଣ ନିଜ ପ୍ରିୟକୁ ଭୁଲି ଯିବାକୁ ନିଷ୍ପତି ନେବେ । ଦରମା ବଢ଼ିବା କାରଣରୁ ଆପଣ ଉତ୍ସାହରେ ଭାରି ପଡ଼ିବେ । ଏହି ସମୟ ନିଜର ସବୁ ନିରାଶା ଓ ବିପଦକୁ ଲିଭେଇବା ପାଇଁ ଅଛି । ଯିଏ ବି ଆପଣଙ୍କ ସହିତ ମିଶିବେ ତାଙ୍କ ସହିତ ବିନମ୍ର ଓ ସୁଖଦ ବ୍ୟବହାର ରଖନ୍ତୁ।

କନ୍ୟା: ପଇସା ଅଭାବରୁ ଆଜି ଘରେ କଳହ ସୃଷ୍ଟି ହୋଇପାରେ । ତେଣୁ ଭାବି ଚିନ୍ତି ଘର ଲୋକଙ୍କ ସହିତ କଥା ହୁଅନ୍ତୁ । ପରିବାର ଲୋକଙ୍କ ଦରକାରକୁ ଗୁରୁତ୍ୱ ଦିଅନ୍ତୁ । ତାଙ୍କର ସୁଖ-ଦୁଃଖର ଭାଗିଦାର ହୁଅନ୍ତୁ, ତାହେଲେ ତାଙ୍କୁ ଅନୁଭବ ହେବକି ଆପଣ ସତରେ ତାଙ୍କର ଧ୍ୟାନ ରଖନ୍ତି । ଆଜି ଆପଣ ନିଜ ପ୍ରିୟକୁ ନିଜ ମନ କଥା କହିବା ପାଇଁ ଅସୁବିଧା ଅନୁଭବ କରିବେ । ମନୋରଞ୍ଜନ ଓ ଆରାମ କରିବା ପାଇଁ ଆଜି ଦିନଟା ଭଲ ରହିବ, କିନ୍ତୁ ଯଦି ଆପଣ କାମ କରୁଛନ୍ତି ତାହେଲେ ସାବଧାନ ହାଇ ଉଦ୍ୟମ ବୈଠକରେ ବସିବେ । ଅଜାଣତରେ କୌଣସି କଥା ଆପଣଙ୍କ ଘରର କୌଣସି ସଦସ୍ୟଙ୍କ ମନଦୁଃଖ କରିପାରେ । ପରେ ସେହି କଥା ଭାବି ଆପଣ ପୁରା ଦିଅଁ ମନସ୍ତାପରେ ରହିବେ।

ତୁଳା: ଠିକ ଦିଗରେ କାମ କରନ୍ତୁ ଓ ଉଦ୍ୟମ କରନ୍ତୁ ନିଶ୍ଚୟ ଭଲ ଫଳ ପ୍ରାପ୍ତି ହେବ । ଆଜି କୋଣସି ପୁରୁଣା ସାଂଗକୁ ଦେଖା କରି ଖୁସି ଅନୁଭବ କରିବେ । ହଠାତ ନୂତନ ସୂତ୍ରରୁ ଧାନ ମିଳିବ, ଯାହା ଆପଣଙ୍କ ଦିନକୁ ସୁଖମୟ ବନେଇ ଦବ । କୌଣସି ବୃଦ୍ଧ ଲୋକଙ୍କ ତାନ୍କର ନିଜି ଜୀବନର ସମସ୍ୟାରେ ସାହାଯ୍ୟ କରି, ତାଙ୍କର ଆଶୀର୍ବାଦ ପ୍ରାପ୍ତ କରି ପାରନ୍ତି । ପ୍ରତିଶୋଧ ନେବାର ଭାବନା ଆଜି ନିଜ ପ୍ରିୟ ପ୍ରତି ଆସି ପାରେ – ନିଜ ମୁଣ୍ଡ ଥଣ୍ଡା ରଖିକି ଭାବି ଚିଂତିକି ତାଙ୍କୁ ବୁଝେୟିବାକୁ ଚେଷ୍ଟା କରନ୍ତୁ । ନଚେତ ପରେ ପଶ୍ଚାତାପ କରିବାକୁ ପଡି ପାରେ । ଏହି ରାଶିର ଛୋଟ ବ୍ୟବସାୟୀମାନଙ୍କୁ କ୍ଷତି ସହିବାକୁ ପଡ଼ିପାରେ।

ବିଛା: ଖରାପ ସଂଗରେ ରହନ୍ତୁ ନାହିଁ ନଚେତ, ନିଜର ପ୍ରତିଷ୍ଠା ହରାଇ ବସିବେ । ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ଓ ଯାହା ବି କାମ କରିବେ ତାହା କମ ସମୟରେ ସାରି ପାରିବେ ନିଜର ଅଧିକା ଧନକୁ କୌଣସି ସୁରକ୍ଷିତ ସ୍ଥାନରେ ନିବେଶ କରନ୍ତୁ ଯାହାକି ଆପଣଙ୍କ ଦରକାର ସମୟରେ ଲାଭ ପ୍ରଦାନ କରିବ । ସାଙ୍ଗ ମାନଙ୍କ ସହିତ ଆରାମ ଅନୁଭବ କରିବେ । ଆଜି ଆପଣ ନିଜ ପ୍ରିୟକୁ ପସନ୍ଦ ଆସୁଥିବା ବସ୍ତ୍ର ପିନ୍ଧନ୍ତୁ ନଚେତ ସିଏ ଅପମାନିତ ଅନୁଭବ କରି ପାରନ୍ତି । ଆପଣଙ୍କ ସୃଜନଶୀଳତା କାର୍ଯ୍ୟ ଆଖ-ପାଖ ଲୋକଙ୍କୁ ଆଶ୍ଚର୍ଯ୍ୟରେ ପକେଇ ପାରେ ଓ ଆପଣଙ୍କୁ ବହୁତ ପ୍ରଶଂସା ମିଳିବ।

ଧନୁ: କାମ ଓ ଘରର ଚାପ ଯୋଗୁଁ ଆଜି ଟିକେ ବେଶୀ ରାଗ ଅନୁଭବ କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ଯାତ୍ରା ଆପଣଙ୍କ ପାଇଁ କ୍ଳାନ୍ତିକର କିନ୍ତୁ ଆର୍ଥିକ ଦୃଷ୍ଟିକୋଣରୁ ଲାଭଦାୟକ ହେବ । ଘରର କିଛି ସମୟରୁ ରହି ଯାଇ ଥିବା ସମୟ ଖର୍ଚ ହୋଇ ପାରେ । ଆଜି ଆପଣ ଜଣେ ବ୍ୟକ୍ତିଙ୍କ ହୃଦୟ ଭାଙ୍ଗିବେଠୁ ରକ୍ଷା କରି ପାରନ୍ତି । ଆଜି ଆପଣ ନିକଟସ୍ଥ ଲୋକମାନଙ୍କ ସହିତ ସମୟ କାଟିବାକୁ ଚାହିଁଲେ ମଧ୍ୟ ସକ୍ଷମ ହୋଇପାରିବେ ନାହିଁ।

ମକର: ନିଜର ବ୍ୟକ୍ତିତ୍ୱର ଉନ୍ନତି କରିବା ପାଇଁ ଗମ୍ଭୀର ଭାବେ ଚେଷ୍ଟା କରନ୍ତୁ । ଆଜି କୌଣସି ପୁରୁଣା ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗିପାରେ । କିନ୍ତୁ ତାଙ୍କୁ ସାହାଯ୍ୟ କରିବା ଦ୍ୱାରା ଆପଣଙ୍କ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପାରେ । ପାରିବାରିକ ବିପଦକୁ ସମାଧାନ କରିବାରେ ଆପଣଙ୍କ ଚୁଆଲିଆ ସ୍ୱଭାବ ବିଶେଷ ଭୂମିକା କରିବ । ଆଜି ନିଜ ପ୍ରେମିକାଙ୍କୁ କିଛି କଷ୍ଟ ଦେଲା ପରି କଥା କୁହନ୍ତୁ ନାହିଁ ,ଫଳରେ ମନ ଖରାପ ହୋଇ ପାରେ । ଆଜି ଦିନ ବଢିଆ ପ୍ରଦର୍ଶନ ଓ ବିଶେଷ କାର୍ଯ୍ୟ ପାଇଁ ଉତ୍ତମ ଅଟେ । ନିଜର ବ୍ୟସ୍ତ ଜୀବନରେ ମଧ୍ୟ ନିଜପାଇଁ ସମୟ କାଢ଼ିବାକୁ ଆପଣ ଚେଷ୍ଟା କରିବେ , କିନ୍ତୁ ସେ ସମୟର ଉପଯୋଗ କରିପାରିବେ ନାହିଁ।

କୁମ୍ଭ: ଖାଲି ସମୟରେ ଆପଣ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି । ଆଖ-ପାଖ ଲୋକଙ୍କ ସହଯୋଗ ଆପଣଙ୍କୁ ସୁଖଦ ଅନୁଭୂତି ଦେବ । ଆଜି ଘରୁ ଆପଣ ଯଦିବା ସକାରାତ୍ମକ ସ୍ଥିତି ରେ ବାହାରିବେ ତଥାପି କୌଣସି ମୂଲ୍ୟବାନ ବସ୍ତୁ ଚୋରି ହେବ ଯୋଗୁଁ ଆପଣଙ୍କ ମାନସିକ ଅବସ୍ଥା ବିଗିଡ଼ି ଯିବ । ସନ୍ଧ୍ୟାରେ ରୋଷେଇ ହେବ ଜିନିଷର କିଣା କିଣି କାରଣରୁ ଆପଣ ବ୍ୟସ୍ତ ରହିବେ । କିଛି ଲୋକଙ୍କ ବାହାଘର ଠିକ ହୋଇ ପାରେ ଓ କିଛି ଲୋକଙ୍କ ମନ ପସନ୍ଦର ଜୀବନ ସାଥୀ ମିଳିବା ଯୋଗୁଁ ମନ ଖୁସିରେ ଭରି ଉଠି ପାରେ । କାର୍ଯ୍ୟାଳୟରେ ସ୍ନେହର ପରିବେଶ ରହିବ।

ମୀନ: ଭଲ ବିଚାରରେ ଭରା ରହିବେ ଓ ଆପଣଙ୍କ ଚୟନ କରିଥିବା କ୍ରିୟା ଯୋଗୁଁ ଆଶାରୁ ବହୁତ ବେଶୀ ଲାଭ ପାଇବେ । ନିଜକୁ ଆଜି ଗୋଟେ ନୂଆ ଅବସ୍ଥାରେ ପାଇବେ ଓ ଆପଣଙ୍କ ଅର୍ଥ ଅବସ୍ଥାରେ ଲାଭ ହେବ । ଆପଣଙ୍କ ପରିହାସ କରିବାର ପ୍ରକୃତି ଯୋଗୁଁ ପରିବେଶରେ ଥିବା ଲୋକ ମାନେ ଖୁସିରେ ଭରି ଉଠିବେ । ଆପଙ୍କ ଦେଖା ଗୋଟେ ଅତି ପ୍ରିୟ ବନ୍ଧୁ ସହିତ ହେବ, ଯାହାକୁ ଆପଣଙ୍କ ଚିନ୍ତା ଅଛି ଓ ଯିଏ ଆପଣଙ୍କୁ ବୁଝନ୍ତି । କାମ ଓ ଘରର ଚାପ ଯୋଗୁଁ ଆଜି ଟିକେ ବେଶୀ ରାଗ ଅନୁଭବ କରିବେ।