ରାଶିଫଳ ଶୁକ୍ରବାର : ନୂତନ ପରିଯୋଜନା ଓ କାର୍ଯ୍ୟକୁ ଆରମ୍ଭ କରିବା ପାଇଁ ଉତ୍ତମ ଦିନ ଅଟେ

ଆଜି ପୁରା ଦିନ ଉର୍ଜାରେ ଭରି ରହିବେ….

ମେଷ : ମନ ଶାନ୍ତି ପ୍ରାପ୍ତ କରିବା ପାଇଁ କିଛି କ୍ଷଣ ନିଜର ବନ୍ଧୁ ମାନଙ୍କ ସହିତ ବ୍ୟତୀତ କରନ୍ତୁ | କାହାର ବିନା ପରାମର୍ଶରେ ଆଜି କିଛି ନିବେଶ କରନ୍ତୁ ନାହିଁ | ପରିବାର ଲୋକଙ୍କ ଶଯ୍ୟା କରିବା ପାଇଁ ଖାଲି ସମୟର ଲାଭ ଉଠାନ୍ତୁ | ଟିକେ ସଂଭାଳିକି ରୁହନ୍ତୁ,କାରଣ ଆପଣଙ୍କ ପ୍ରିୟ ରସମୟ ଭାବରେ ଆପଣଙ୍କୁ ତେଲ ମାରି ପାରନ୍ତି କି – ମୁଁ ତୁମ ବିନା ଏଇ ଦୁନିଆରେ ବଞ୍ଚି ପାରିବିନି | ଆପଣଙ୍କ ପରିଶ୍ରମ ଆଜି କାର୍ଯ୍ୟକ୍ଷେତ୍ରରେ ରଙ୍ଗ ଦେଖେଇବ | ସେମିନାର ଓ ପ୍ରଦର୍ଶନୀ ଆପଣଂକୁ ନୂଆ ଜ୍ଞାନ ଓ ବନ୍ଧୁ ଦେବ | ଜୀବନ-ସାଥୀ ସହିତ ଆଜି ସନ୍ଧ୍ୟା ସମୟରେ ପ୍ରକୃତରେ କିଛି ବିସସ ହବାର ସମ୍ଭାବନା ଅଛି |

ବୃଷ : କାର୍ଯ୍ୟସ୍ଥଳୀ ରେ ବରିଷ୍ଠଙ୍କ ଠାରୁ ଚାପ ଓ ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇ ପାରେ – ଯାହାକି କାର୍ଯ୍ୟରେ ଆପଣଙ୍କର ଏକାଗ୍ରତା ଭଙ୍ଗ କରି ପାରେ | ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ – ବିଳାସ ଓ ମନୋରଞ୍ଜନ ଉପରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ | ପରିବାର ଲୋକ ସହଯୋଗ ଦେବେ,କିନ୍ତୁ ସେମାନେ ବହୁତ ସାରା ଦାବି କରିବେ | ନିଜର ପ୍ରିୟାକୁ ଚଡି ସମୟ ବ୍ୟତୀତ କରିବା ପାଇଁ ଅସୁବିଧା ଅନୁଭବ କରିବେ | କିଛି ଲୋକଙ୍କୁ ବ୍ୟବସାୟ ଓ ଶିକ୍ଷା କ୍ଷେତ୍ରରେ ଲାଭ ମିଳି ପାରେ | କର ଓ ବୀମା ଯୋଜନା ଉପରେ ଆଜି ବିଶେଷ ଧ୍ୟାନ ଦେବେ | ଅପ୍ରତ୍ୟାନସୀତ ଅତିଥି ଆସିବା କାରଣରୁ ଆପଣଙ୍କ ଯୋଗାଣ ନଷ୍ଟ ହୋଇ ପାରେ , କିନ୍ତୁ ଆପଣଙ୍କ ଦିନ ଭଲ ରହିବ |

ମିଥୁନ : ଧ୍ୟାନ କଲେ ଶାନ୍ତି ମିଳିବ | ଯେଉଁମାନେ ଦୁଗ୍ଧ ଆଦି ଉଦ୍ୟୋଗ ସହିତ ଜଡିତ ସେମାନଙ୍କୁ ଆଜି ଅତ୍ୟନ୍ତ ଲାଭ ମିଳିବାର ସମ୍ଭାବନା ଅଛି | କେହି ବନ୍ଧୁ ନିଜର ବ୍ୟକ୍ତିଗତ ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ପରାମର୍ଶ ମାଗି ପାରନ୍ତି | ଆଜି ଆପଣ ନିଜ ପ୍ରିୟକୁ ନିଜ ମନ କଥା କହିବା ପାଇଁ ଅସୁବିଧା ଅନୁଭବ କରିବେ | ଆଜି କାର୍ଯ୍ୟସ୍ଥଳରେ ସହକର୍ମୀ ମାନେ ବହୁତ ସାହଯ୍ୟ କରିବେ | ଯାତ୍ରା ଯୋଗୁଁ ବହୁତ ଆନନ୍ଦ ମିଳି ପାରେ ଓ ତାହା ସଂଗେ ସଂଗେ ଜ୍ଞାନ ମଧ୍ୟ ମିଳିବ | ଆପଣଙ୍କ ଜୀବନ-ସାଥୀଙ୍କର ଦାବି ଆପଣଙ୍କ ମାନସିକ ଚାପରେ କାରଣ ହୋଇ ପାରେ |

କର୍କଟ : ଆଜି ଆପଣ ବିଶ୍ରାମ ନେବା ଆବଶ୍ୟକ ଓ ନିଜର ଅନ୍ତରଂଗ ବଂଧୁ ଓ ପରିବାର ରେ ଖୁସି ପାଇବା ପାଇଁ ଚେଷ୍ଟା କରଂତୁ | ଏହି ରାଶିର ବ୍ୟକ୍ତି ମାନଙ୍କୁ ଆଜି ନିଜର ଘରର ସେମିତି ସଦସ୍ୟଙ୍କ ଠାରୁ ଦୂରରେ ରହିବା ଉଚିତ ଯେଉଁମାନେ ଆପଣଙ୍କ ଠାରୁ ପଇସା ନେଇ ଫେରନ୍ତି ନାହିଁ | ଯେତେ ବେଳେ ଆପଣ ନିବେଶ କରିବାକୁ ଯିବେ,ସେତେବେଳେ ସ୍ୱତନ୍ତ୍ର ହୋଇ ନିଷ୍ପତି ନିୟନ୍ତୁ | ପୁରୁଣା ସ୍ମୃତିକୁ ମାନେ ପକାଇ ନିଜର ବନ୍ଧୁଠାକୁ ପୁଣି ଥରେ ସଜ କରିବାର ଦିନ ଆସିଛି | ନୂତନ ପରିଯୋଜନା ଓ କାର୍ଯ୍ୟକୁ ଆରମ୍ଭ କରିବା ପାଇଁ ଉତ୍ତମ ଦିନ ଅଟେ | ଛାତ୍ର ମାନଙ୍କୁ ଉପଦେଶ ଦିଆଯାଉଛି ଯେ ସେମାନେ ସାଙ୍ଗ ସାଥୀଙ୍କ ମେଳାରେ ଅଧିକ ସମୟ ନଷ୍ଟ କରନ୍ତୁ ନାହିଁ | ଆଗାମୀ ଦିନ ମାନଙ୍କରେ ସାଙ୍ଗ ସାଥି ମିଳିପାରିବେ କିନ୍ତୁ ପାଠ ପଢ଼ାର ଏ ସମୟ ଆସିବ ନାହିଁ | ଆପଣଙ୍କ ଜୀବନ-ସାଥୀର ଅଟେ ସୁନ୍ଦର ଗୁଣ ଆପଣଙ୍କୁ ଆଗରୁ ଜଣା ନଥିଲା | ଆଜି ଆପଣଙ୍କୁ ତାଙ୍କଠୁ କୌଣସି ଉପହାର ମିଳି ପାରେ |

ସିଂହ : ଆପଣଙ୍କୁ ନିଜର ସ୍ୱାସ୍ଥ୍ୟ ପ୍ରତି ବେଶୀ ସାବଧାନ ରହିବା ଉଚିତ ବିଶେଷ କରିକି ରଖଚାପ ରୋଗୀ ମାନଙ୍କୁ | ମିଳିତ ଓ ସଂଦିଗ୍ଧ ଯୋଜନାରେ ଅର୍ଥ ନିବେଶ କରନ୍ତୁ ନାହିଁ | ପିଲା ମାନଂକ ଠୁ ଜଡ଼ିତ ସମସ୍ୟାର ସମାଧାନ ପାଇଁ ଟିକେ ଅଲଗା ସମୟ କାଢନ୍ତୁ | ନିଜର ପ୍ରିୟ ଠୁ ଦୁରେଇ ଜବ ପରେ ବି ଆପଣ ତାନ୍କର ଉପସ୍ଥିତି ଅନୁଭବ କରିବେ | ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହୋଉଛି ଓ ଲାଭ ସ୍ପଷ୍ଟ ଦେଖା ଯାଉଛି | ଆଜିର ଦିନ ଆପଣଂକର ଇଚ୍ଛା ଅନୁସାରରେ ଖୁସୀରେ କଟିବ| ଆପଣଙ୍କୁ ଅନୁଭବ ହେବକି ବାହା ହେବା ସମୟରେ ଯାହା ଶପଥ ନେଇ ଥିଲେ ସବୁ ସତ | ଆପଣଙ୍କ ଜୀବନ-ସାଥୀ ହିଁ ଆପଣଙ୍କର ଆତ୍ମୀଅ-ସାଥୀ |

କନ୍ୟା : ଆପଣଙ୍କ ଅଭଦ୍ର ବ୍ୟବହାର ଜୀବନସାଥୀ ସହିତ ଆପଣଙ୍କ ସମ୍ପର୍କରେ ବିପଦ ଆଣି ପାରେ | କୌଣସି ଏମିତିଆ କାର୍ଯ୍ୟ କରିବା ପୂର୍ବରୁ ଏହାର ପରିଣାମ ବିଷୟରେ ବିଚାର କରି ନିଅନ୍ତୁ | ଯଦି ସମ୍ଭବ ତାହେଲେ ନିଜର ମନ ଭଲ କରିବା ପାଇଁ କୋଉଠିକି ବୁଲିବାକୁ ଯାନ୍ତୁ | ଆଜି ଏହି ରାଶିର କିଛି ବେରୋଜଗାର ଲୋକମାନଙ୍କପାଇଁ ଶୁଭ ଅଟେ,କାରଣ ଆଜି ସେମାନଙ୍କୁ ଚାକିରୀ ମିଳିପାରେ ଯାହାଦ୍ୱାରା ସେମାନଙ୍କର ଆର୍ଥିକ ଅବସ୍ଥା ସୁଧୁରିବ | ଆଜି ସାଙ୍ଗ ମାନଙ୍କଠୁ ଅନପେକ୍ଷିତ ଉପହାର ମିଳି ପାରେ | ଆଜି ହେଇ ପାରିକି ପ୍ରଥମ ଦେଖାରେ ହିଁ ଆପଣଙ୍କୁ କେହି ପସନ୍ଦ ଆସିଯିବେ | ଯେଉଁ ମାନ୍ୟତା ଓ ପୁରସ୍କାର ପାଇବାର ଆପଣ ଆଶା ରଖିଛନ୍ତି, ସେଟା କିଛି ଦିନ ପାଇଁ ଘୁଂଚି ଯାଇଁ ପାରେ ଓ ଆପଣ ହତାଶ ଅନୁଭବ କରି ପାରନ୍ତି | କାର୍ଯ୍ୟ ସମ୍ପର୍କରେ ଯାତ୍ରା କରିବା ଆପଣଙ୍କ ପାଇଁ ଅତି ଉପକାରୀ ଓ ମନୋହର ଅଟେ | ଆଜି ଦିନରେ ଆପଣ ଓ ଆପଣଙ୍କ ଜୀବନ-ସାଥୀ ଗଭୀର ଆତ୍ମୀୟାପୂର୍ଣ କଥା ହୋଇ ପାରନ୍ତି |

ତୁଳା : କିଛି ଏମିତି ଘଟଣା ଆପଣଙ୍କ ଚିନ୍ତାର କାରଣ ବନି ପାରେ, ଯାହାକୁ ଅଦେଖା କରିବା ସମ୍ଭବ ନୁହେ | କିନ୍ତୁ ଆପଣ ନିଜକୁ ଶାନ୍ତ ରଖନ୍ତୁ ଓ ସ୍ଥିତିଠୁ ନିଜାତ ପାଇବା ପାଇଁ ଅତିଶୀଘ୍ର ପ୍ରତିକ୍ରିୟା ଦିଅନ୍ତୁ ନାହିଁ | ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ କେବଳ ଦରକାରୀ ଜିନିଷ ହିଁ କିଣନ୍ତୁ | ପିଲା ଓ ପରିବାର ଲୋକ ଦିନର କେନ୍ଦ୍ର-ବିନ୍ଦୁ ହୋଇ ରହିବେ | ଯାହା ବି କୁହନ୍ତୁ,ଭାବି ଛିନ୍ତିକି କୁହନ୍ତୁ | କାରଣ କଡ଼ା ଶବ୍ଦ ଶାନ୍ତି କୁ ନଷ୍ଟ କରି ଆପଣ ଓ ଆପଣଙ୍କ ପ୍ରିୟ ମଧ୍ୟରେ ଦୂରତା ସୃଷ୍ଟି କରି ପାରେ | ଆପଣ ନିଜର କଠୋର ପରିଶ୍ରମ ଓ ଧର୍ଯ୍ୟ ଯୋଗୁଁ ସଫଳତା ପ୍ରାପ୍ତ କରିବେ | ଆଜି ପୁରା ଦିନ ଆପଣ ଟିଭି ଓ ଫିଲ୍ମ ଦେଖି ଦିନ କାଟିବେ | ଖର୍ଚାକୁ ନେଇକି ଜୀବନ-ସାଥୀ ସଂହତିତ ବାଡ଼-ବିବାଦ ଲାଗି ରହିବ |

ବିଛା : ଆପଣଙ୍କ ବିନମ୍ର ସ୍ଵଭାବକୁ ପସନ୍ଦ କରା ଯିବ | ବହୁତ ସାରା ଲୋକ ବିଶେଷ କରିକି ଆପଣଙ୍କ ପ୍ରଶଂସା କରି ପାରନ୍ତି | ଆଜି କୌଣସି ଏମିତି ସମ୍ପର୍କୀୟଙ୍କୁ ଉଧାର ଦିଅନ୍ତୁ ନାହିଁ ଯେଉଁମାନେ ଆପଣଙ୍କର ପୁରୁଣା ଉଧାର ଫେରାଇ ନାହାନ୍ତି | ଘରୋଇ ଜୀବନ ଶାନ୍ତି ଓ ଖୁସି ଭରା ରହିବ | ଆଜି ଆପଣଙ୍କ ସନ୍ଧ୍ୟା ସୁନ୍ଦର ଫୁଲ ଓ ଉପହାର ସହିତ ବିତି ପାରେ | ଆପଣଙ୍କର ବଆଇଓଡାଟା ପଠେଇବା ପାଇଁ କିମ୍ବା ଇଣ୍ଟରଭିଉ ଦେବା ପାଇଁ ଉତ୍ତମ ସମୟ ଅଛି | ଯାହାର ଆପଣଙ୍କ ଜୀବନରେ କୌଣସି ମହତ୍ୱ ନାହିଁ, ତାହା ବାରମ୍ବାର କରି ନିଜର ସମୟ ନଷ୍ଟ କରନ୍ତୁ ନାହିଁ | ଆଜି ଦିନରେ ଆପଣ ପ୍ରେମରେ ପାଗଳ ହୋଇପାରନ୍ତି, ନିଜର ଜୀବନ-ସାଥୀ ସହିତ ପ୍ରେମ କରିବାର ସବୁ ସୀମା ପାର କରି ପାରନ୍ତି |

ଧନୁ : ଆପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟ ମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ | ଆଜି ଆପଣଙ୍କୁ ଭୂମି,ରୟାଲ-ଇଷ୍ଟେଟ କିମ୍ବା ସାଂସ୍କୃତିକ ପରିଯୋଜନା ଉପରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ଅଛି | ନିଜର ନିଷ୍ପତି ପିଲା ମାନଂକ ଉପରେ ଚାପ ଦେବା ତାଂକୁ ରୁଷ୍ଟ କରି ପାରେ | ଭଲ ହେବ ଯଦି ଆପଣ ତାଂକୁ ନିଜର ପକ୍ଷ ବୁଝାନ୍ତୁ, ତାହେଲେ ସେମାନେ ତା ପଛର କାରଣ ବୁଝିକି ଆପଣଙ୍କ କଥାକୁ ଆରାମରେ ସ୍ଵୀକାର କରି ପାରିବେ | ପ୍ରେମ କରିବା ପାଇଁ ଆଜି ଗୋଟେ ଭଲ ଦିନ ଅଟେ | ଆପଣ କାର୍ଯ୍ୟାଳୟର ପରିବେଶରେ ବୃଦ୍ଧି ଓ କାମ-କାର୍ଯ୍ୟର ସ୍ତରରେ ସୁଧାର ଅନୁଭବ କରିବେ | ଆଜି ପାର୍କ ରେ ବୁଲିଲା ସମୟରେ ଏମିତି କୌଣସି ବ୍ୟକ୍ତିଙ୍କ ସହିତ ଦେଖା ହୋଇପାରେ ଯାହାଙ୍କ ସହିତ ଅତୀତରେ ଆପଣଙ୍କର ମତଭେଦ ହୋଇଥିଲା | ଦିନ ସତରେ ପ୍ରେମରେ ଭରା ରହିବ | ସ୍ୱାଦିଷ୍ଟ କାଧ୍ୟ, ମହକ ଖୁସି ସହିତ ଆପଣ ଆପଣଙ୍କର ପ୍ରିୟ ସହିତ ଉତ୍ତମ ଦିନ କାଟିବେ |

ମକର : ଚକ୍ଷୁ ରୋଗୀ ପ୍ରଦୂଷିତ ଜାଗାକୁ ଯିବାଠୁ ନିଜକୁ ରକ୍ଷା କରନ୍ତୁ, କାରଣ ଧୂଆଁ ଆପଣଙ୍କ ଆଖିକୁ ଆହୁରି କ୍ଷେଟି ଦେଇ ପାରେ | ଯଦି ହୋଇ ପାରେ ତାହେଲେ ସୌର୍ଯ୍ୟ କୀରାଣଠୁ ନିଜକୁ ରକ୍ଷା କରନ୍ତୁ | ଆଜି ସଫଳତାର ମୂଳ ମନ୍ତ୍ର ହେଉଛି କି ଆପଣ ସେମିତିଆ ଲୋକଙ୍କ ପରାମଶ ଉପରେ ଧନ ନିବେଶ କରନ୍ତୁ, ଯେଉଁ ମାନେ ନବପ୍ରବର୍ତ୍ତନ ବିଚାର ରଖନ୍ତି ଓ ଅନୁଭବୀ ଅଟନ୍ତି | ଆପଣଙ୍କ ରୋଚକ ବ୍ୟକ୍ତିତ୍ୱ ଯୋଗୁଁ ପରିବେଶରେ ଥିବା ଲୋକମାନେ ସକାରାତ୍ମକ ଉର୍ଜାରେ ନିଜକୁ ଭରି ଉଠିବେ | ହଠାତ ହୋଇ ଥିବା ପ୍ରେମର ଦେଖା ସାକ୍ଷାତ ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରି ପାରେ | କାମ-କାର୍ଯ୍ୟ କଲା ବେଳେ ଆପଣଙ୍କୁ ସମସ୍ତଙ୍କର ସ୍ନେହ ଓ ସହଯୋଗ ମିଳିବ | ଖେଳକୁଦ ଜୀବନରେ ଅତ୍ୟନ୍ତ ଜରୁରୀ | କିନ୍ତୁ ଏଥିରେ ଏତେ ମଟନ୍ତୁନି ଯେ ଆପଣଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେବ | ଆପଣଙ୍କ ଜୀବନ ସାଥିଙ୍କର ଗୁଣ କାରଣରୁ ଆପଣ ପୁଣି ଠାରେ ତାଙ୍କର ପ୍ରେମରେ ପଡ଼ି ଯିବେ |

କୁମ୍ଭ : ବିନା କାରଣ ନିଜର ଆଲୋଚନା କରୁଥିବା କାରଣରୁ ଆତ୍ମବିଶ୍ଵାସ କାମ ହୋଇ ପାରେ | ପୁରୁଣା ନିବେଶ ଯୋଗୁଁ ଅର୍ଥ ଅବସ୍ଥାରେ ବୃଦ୍ଧି ଦେଖା ଦେଇ ପାରେ | ପିଲା ମାନଙ୍କ ସ୍ୱାସ୍ଥ୍ୟ ଚିନ୍ତାର ବିଷୟ ହୋଇ ପାରେ | ଆଜି ଦିନରେ ଆପଣ କୌଣସି ପ୍ରାକୃତିକ ସୌନ୍ଦର୍ଯ୍ୟ ପରି ଚମକି ଉଠିବେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଜଡିତ ହୁଅନ୍ତୁ ଯେଉଁ ମାନେ ଭବିଷ୍ୟରେ ଧାରା ଦେବାରେ ଆପଣଙ୍କ ସାହାଯ୍ୟ କରି ପାରିବେ | ଅଭାବୀ ଲୋକଙ୍କର ସାହାଯ୍ୟ କରିବାର ଗୁଣ ଆପଣଙ୍କୁ ସମାନ ଦେବ | ଏହି ଦିନ ବୈବାହିକ ଜୀବନର ସବୁଠୁ ବିଶେଷ ଦିନ ରହିବ |

ମୀନ : ଶରୀର ବ୍ୟୟାମ ଓ ଓଜନ କାମ କରିବାର ଚେଷ୍ଟା ଆପଣଙ୍କୁ ରଙ୍ଗ-ରୂପରେ ବୃଦ୍ଧି ଆଣିବ ପାଇଁ ଲାଭକାରୀ ହେବ | ଅର୍ଥ ବାଧ୍ୟତାରୁ ବଞ୍ଚିବା ପାଇଁ ନିର୍ଧାରିତ ବଜେଟ ଭିତରେ ରୁହନ୍ତୁ | ଆପଣଙ୍କ ବେଖାତିର ବ୍ୟବହାର ଆପଣଙ୍କ ମାତା-ପିତାଙ୍କୁ ଦୁଖୀ କରି ପାରେ | କୌଣସି ନୂତନ ଯୋଜନା ଆରମ୍ଭ କରିବା ପୂର୍ବରୁ ତାଙ୍କ ବିଚାର ବି ଜାଣି ନିଅନ୍ତୁ | ଆପଣଙ୍କ ପ୍ରେମ ବୃତି ହେବ | ଦିନର ଆରମ୍ଭ ଆପଣଙ୍କର ପ୍ରିୟଙ୍କ ହଂସାରୁ ହେବ ଓ ରାତି ତାଙ୍କର ସ୍ବପ୍ନ ଦେଖି ବିତିବ | ନିଜର ଭୌତିକ କ୍ଷମତାର ନିଜର ହିତ ପାଇଁ ବ୍ୟବହାର କରନ୍ତୁ | ଏହା ସାହାଯ୍ୟରେ ଆପଣ ପେସାଗତ ଯୋଜନା ଓ ନୂତନ ବିଚାରକୁ ପୁରା କରି ପାରନ୍ତି | ଯେଉଁମାନଙ୍କ ସହିତ ରହିଲେ ଆପଣଙ୍କର ସମୟ ନଷ୍ଟ ହେବ ସେମାନଙ୍କର ସଙ୍ଗ ଆପଣଙ୍କୁ ତ୍ୟାଗ କରିବା ଉଚିତ | ବହୁତ ଲୋକ ସାଙ୍ଗରେ ତ ରୁହନ୍ତି, କିନ୍ତୁ ତାଙ୍କ ଜୀବନରେ ପ୍ରେମ ନଥାଏ | କିନ୍ତୁ ଆଜିର ଦିନ ଆପଣଙ୍କ ପାଇଁ ବହୁତ ରସମୟ ହେବ |