ରାଶିଫଳ ଶୁକ୍ରବାର : କୌଣସି ନୂତନ ଦ୍ରବ୍ୟ ଲାଭର ସୁଯୋଗ ରହିଛି

Horoscope Friday-23-09-2022

ମେଷ : ବାହାର ଗତିବିଧି ଆପଣଙ୍କ ପାଇଁ ଲାଭକାରୀ ରହିବ | କିଲ୍ଲାରେ ବନ୍ଦ ହେବା ପରି ଜୀବନ ପ୍ରଣାଳୀରେ ବାନ୍ଧି ରହିବା ଓ ସଦାବେଳେ ନିଜର ସୁରକ୍ଷାର ଚିନ୍ତା କରିବା, ଆପଣଙ୍କ ଶାରୀରିକ ଓ ମଣିଷକ ବିକାଶରେ ବାଧା ଦେଇ ପାରେ | ଏହି ଅଭ୍ୟାସ ଆପଣଙ୍କୁ ଚିଡଚିଡା ଓ ଉତେଜିତ ଲୋକ ବନେଇ ପାରେ | ଆର୍ଥିକ ଅବସ୍ଥାରେ କେବଳ ଗୋଟିଏ ହିଁ ସ୍ତ୍ରୋତରୁ ଲାଭ ମିଳିବ ଆଜି ଦିନରେ କାମର ଚାପ କମ ରହିବ ଓ ଆପଣ ଆପଣଙ୍କ ପରିବାର ସହିତ ସମୟ ବିତେଇବାର ମଜା ନିଅନ୍ତୁ | ଆପଣଙ୍କ ପ୍ରିୟାଙ୍କ କଡା ଶବ୍ଦ କାରଣରୁ ଆପଣଙ୍କ ମନ ଖରାପ ହୋଇ ପାରେ | ଆଜି ନିଜ କାମ ନିଜେ କରିବାକୁ ଚେଷ୍ଠା କରନ୍ତୁ – ଆଉ କାହାଠୁ ସାହାଯ୍ୟ ର ଆସ ରଖନ୍ତୁ ନାହିଁ ନହେଲେ ନିରାଶ ହୋଇ ପାରନ୍ତି | ଯେଉଁ କାର୍ଯ୍ୟ ଆପଣ ଅନ୍ୟ ମାନଙ୍କ ପାଇଁ ନିଜର ସ୍ୱଇଚ୍ଛାରେ କରିବେ, ନା କି କେବଳ ଅନ୍ୟ ମାନଙ୍କ ପାଇଁ ଲାଭକାରୀ ପ୍ରମାଣିତ ହେବା ତା ଛଡ଼ା ଆପଣଙ୍କ ହୃଦୟ ଭିତରେ ନିଜର ଛବି ବି ସକାରାତ୍ମକ ହେବ | ବନ୍ଧୁ-ବାନ୍ଧବଙ୍କ ହସ୍ତକ୍ଷେପ ହେବା କାରଣରୁ ବୈବାହିକ ଜୀବନରେ ଅସୁବିଧା ଆସି ପାରେ |

ବୃଷ : ମାତା-ପିତାଙ୍କୁ ଅଦେଖା କରିବା ଆପଣଙ୍କ ଭବିଷ୍ୟର ସମ୍ଭାବନାକୁ ଶେଷ କରି ଦିଏ | ଭଲ ସମୟ ବହୁତ ବେଶୀ ଦିନ ଯାଏଁ ରହେନି | ମଣିଷର କର୍ମ ଧ୍ବନିର ତରଙ୍ଗ ପରି | ସାଙ୍ଗରେ ମିଶିକି ଏହା ସଂଗୀତ ହୁଅନ୍ତି ଓ ପରସ୍ପର ବିରୁଦ୍ଧରେ ଯାଇକି କର୍କଶ ଶବ୍ଦରେ ପରିଣତ ହୁଅନ୍ତି | ଆମେ ଯାହା କରୁ,ସେଇୟା ହିଁ ପାଉ | ଆପଣଙ୍କ ପଇସା ଆପଣଙ୍କ କାମରେ ସେବେ ଆସିବ ଯେବେ ଆପଣ ତାହା ସଞ୍ଚୟ କରିବେ | ଏହା ଭଲଭାବରେ ଜାଣି ରଖନ୍ତୁ ନଚେତ ପରେ ପଶ୍ଚାତାପ କରିବାକୁ ପଡ଼ିବ | ଆଜି ଦିନ ସାରା କିଛି ବିଶେଷ ନ କରିକି ଆପଣ ସହଜ ଭାବରେ ଲୋକଙ୍କ ଧ୍ୟାନ ନିଜ ଉପାରେ ଆକର୍ଷିତ କରିବାରେ ସଫଳ ରହିବେ | ଆଜି ଆପଣ ଲୋକପ୍ରିୟ ହେବେ ଓ ବହୁତ ସାରା ଲୋକ ଆପଣଂକ ପ୍ରତି ଆକର୍ଷିତ ହେବେ | ଦିନରେ ସ୍ବପ୍ନ ଦେଖିବା ଆପଣଙ୍କ ପାଇଁ କ୍ଷତିପୂର୍ଣ ହୋଇ ପାରେ, ସେଥିପାଇଁ ଏହି ବିଶ୍ଵାସରେ ନ ରୁହନ୍ତୁକି ଆପଣଙ୍କ ପାଇଁ ଅନ୍ୟ ଜଣେ କେହି କାମ କରିବେ | ଆଜି ଆପଣଙ୍କ ପାଇଁ ବହି ପଢ଼ି ସମୟ ଅତିବାହିତ କରିବା ସବୁଠାରୁ ବେଶୀ ଉପଯୁକ୍ତ | ବୈବାହିକ ଜୀବନର ଆନନ୍ଦ ନେବା ପାଇଁ ପ୍ରଚୁର ସୁଯୋଗ ଅଛି ଆପଣଙ୍କ ପାଖରେ |

ମିଥୁନ : ଅପ୍ରତ୍ୟାନସୀତ ଯାତ୍ରା କରିବା କାରଣରୁ ଆପଣ ଠକ ଅନୁଭବ କରିବେ ଓ ଆପଣ ଉତ୍ତେଜିତ ଅନୂଭଵ ବି କରିବେ | ମାଂସପେଶୀକୁ ଆରାମ ଦେବା ପାଇଁ ଶରୀରକୁ ତେଲରେ ମାଲିସ କରନ୍ତୁ | ଅର୍ଥ ଅବସ୍ଥାରେ ଉନ୍ନତି ହେବା କାରଣରୁ ନିଜର ଆବଶ୍ୟକ ବସ୍ତୁ କିଣି ପାରିବେ | କେହି ଜଣେ ପୁରୁଣା ସାଙ୍ଗ ସଂଧ୍ୟା ବେଳେ ଫୋନ କରି ପୁରୁଣା ସ୍ମୃତି ମାନେ ପକେଇବେ | ଆପଣ ଓ ଆପଣଙ୍କର ପ୍ରିୟଜନ ଅଧିକ ସମୟ ଏକାଠି କାଟିଲେ ବୁଝିବା ଶକ୍ତି ବଢିବ | ମହତ୍ଵପୁର୍ଣ ବ୍ୟବସାୟ ବୁଝା-ମଣା କରିବା ସମୟରେ ଅନ୍ୟ ମାନଙ୍କ ଚାପରେ ଆସନ୍ତୁ ନାହିଁ | ଖରାପ ସଂଗରେ ରହନ୍ତୁ ନାହିଁ ନଚେତ, ନିଜର ପ୍ରତିଷ୍ଠା ହରାଇ ବସିବେ | ଆପଣଙ୍କ ଜୀବନ-ସାଥୀଙ୍କ ମନ ଆଜି ବହୁତ ଭଲ ଅଛି | ଆପଣଙ୍କୁ କୌଣସି ଉପହାର ମିଳି ପାରେ |

କର୍କଟ : କାର୍ଯ୍ୟସ୍ଥଳୀ ରେ ବରିଷ୍ଠଙ୍କ ଠାରୁ ଚାପ ଓ ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇ ପାରେ – ଯାହାକି କାର୍ଯ୍ୟରେ ଆପଣଙ୍କର ଏକାଗ୍ରତା ଭଙ୍ଗ କରି ପାରେ | ଯେଉଁ ବ୍ୟକ୍ତିମାନେ କର ଚୁକ୍ତି ନ କରନ୍ତି ଓ କର ଚୋରି କରନ୍ତି , ସେମାନେ ସାବଧାନ | ଆଜି ଆପଣ ଫସି ପାରନ୍ତି | ତେଣୁ କର ଚୋରି କରିବାରୁ ନିବୃତ୍ତ ରୁହନ୍ତୁ | ଘରର କିଛି ସମୟରୁ ରହି ଯାଇ ଥିବା ସମୟ ଖର୍ଚ ହୋଇ ପାରେ | ଆଜି ହିଁ ଲମ୍ବା ସମୟରୁ ଚାଲୁଥିବା ବିବାଦକୁ ସମାଧାନ କରି ନିୟନ୍ତୁ, କାରଣ ହେଇ ପାରେ କି କଳିକୁ ବହୁତ ଡେରି ହେଇ ଯାଇ ପାରେ | ସହକର୍ମୀ ଓ ବରିଷ୍ଠ ଲୋକଙ୍କ ପୁରା ସହଯୋଗ ପାଇ କାର୍ଯ୍ୟାଳୟର କାମ ଅତି ଶୀଘ୍ର କରି ପାରିବେ | ଆଜିର ଦିନ ଆପଣଙ୍କ ପାଇଁ ଉତ୍ତମ ଦିନଟିଏ | ଆଜି ଆପଣ ଆପଣଙ୍କର ଉଜ୍ଜ୍ୱଳ ଭବିସ୍ୟତପାଇଁ ଯୋଜନା କରିବେ | କିନ୍ତୁ ଘରେ କୌଣସି ଅତିଥିଙ୍କ ଆଗମନପାଇଁ ସବୁ ଯୋଜନା ପଣ୍ଡୁର ହୋଇଯିବ | ଆପଣ ଓ ଆପଣଙ୍କ ଜୀବନ-ସାଥୀଙ୍କ ମଧ୍ୟରେ କୌଣସି ଅଜଣା ଲୋକ କାରଣରୁ ଯୁକ୍ତି-ତର୍କ ହୋଇ ପାରେ |

ସିଂହ : ଆଜି ଜଣେ ଆଧ୍ୟାତ୍ମିକ ଗୁରୁଜନଙ୍କ ଠାରୁ ଆଶୀର୍ବାଦ ମିଳି ପାରେ ଯାହା ଯୋଗୁଁ ମନକୁ ବହୁତ ଶାନ୍ତି ମିଳିବ | ଅର୍ଥ ବଢିବା ପରେ ବି ଆପଣଙ୍କ ଆଶା ପୁରଣ ହେବ ନାହିଁ | ସନ୍ଧ୍ୟା ବେଳକୁ ସାଙ୍ଗ ସାଥୀଙ୍କ ସହିତ ସମୟ କାଟିବା ଆନନ୍ଦ ଦେବ | ଆପଣଙ୍କର ଜୀବନରେ ପ୍ରେମର ଗଂଗା ବୋହିବ , ତେଣୁ ଆପଣ ସଚେତ ଥାନ୍ତୁ| କାର୍ଯ୍ୟ କଲା ବେଳେ ଆପଣଙ୍କ ରାଗ ଶିଖର ଚଢ଼ିବ -କିନ୍ତୁ କୌଣସି ନିଷ୍ପତି ନେବା ଆଗରୁ ଭଲ ଭାବରେ ଅନ୍ୟ ମାନଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ | ଅତୀତରେ ଆପଣ ଯାହା ସବୁ ଯୋଜନା କରିଥିଲେ ସେସବୁ ଆଜି କାର୍ଯ୍ୟକାରୀ କରିବା ପାଇଁ ଆଜି ସମୟ ମିଳିଯିବ | ଆପଣ ଅନୁଭବ କରିବେ କି ଆପଣଙ୍କ ଜୀବନସାଥୀର ମହୁଠୁ ବି ଅଧିକ ମିଠା ଅଛି |

କନ୍ୟା : ପୁରୁଣା ଯୋଜନାରେ ସଫଳତା ଆତ୍ମବିଶ୍ଵାସରେ ବୃଦ୍ଧି ଆଣିବ | ଆଜି ଶୀଘ୍ର ଟଙ୍କା ରୋଜଗାର କରିବାକୁ ଇଚ୍ଛା ହେବ | ସାଙ୍ଗ ଓ ପରିବାର ଲୋକଙ୍କ ସହିତ ଆନନ୍ଦରେ ସମୟ କଟିବ | ଲମ୍ବା ସମୟ ଯାଏଁ ଫୋନେରେ କଥା ନ ହୋଇ ଆପଣ ନିଜ ପ୍ରିୟାକୁ ଚିଡ଼େଇବେ | ଭାଗିଦାରୀରେ ନୂତନ ଯୋଜନାକୁ ଆରମ୍ଭ କରିବା ପାଇଁ ଭଲ ଦିନ ଅଟେ | ଏହା କାରଣରୁ ସମସ୍ତଙ୍କୁ ଲାଭ ମିଳିବ | କିନ୍ତୁ ଭାଗିଦାର ସହିତ ହାତ ମିଳେଇବା ପୂର୍ବରୁ ଭଲ ଭାବରେ ଭାବି ଚିନ୍ତି ବିଚାର କରନ୍ତୁ | ଯାତ୍ରା ଯୋଗୁଁ ବହୁତ ଆନନ୍ଦ ମିଳି ପାରେ ଓ ତାହା ସଂଗେ ସଂଗେ ଜ୍ଞାନ ମଧ୍ୟ ମିଳିବ | ଆପଣଂ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦ ହୋଇ ପାରେ, କିନ୍ତୁ ରାତି ଯାଏଁ ସବୁ କିଛି ଠିକ ହୋଇ ଯିବ |

ତୁଳା : ବିଶ୍ୱାସ କରନ୍ତୁ କି ନିଜ ଉପରେ ବିଶ୍ୱାସ ହିଁ ବାହାଦୂରୀର ପ୍ରକୃତ ଉତ୍ତର, କାରଣ ଏଇ ଵାଲା କାରଣରୁ ହିଁ ଆପଣ ଲମ୍ବା ସମୟରୁ ଚାଲୁଥିବା ରୋଗଠୁ ନିଜାତ ପାଇଁ ପାରିବେ | ଆପଣଙ୍କ ଘରଠୁ ଜଡ଼ିତ ନିବେଶ ଆପଣ ମାନଙ୍କ ପାଇଁ ଲାଭକାରୀ ହେବ | ଲୋକ ଓ ତାଙ୍କର ଉଦେଶ୍ୟ ବିଷୟରେ ଜଲ୍ଦି ନିର୍ଣ୍ଣୟ ନିଅନ୍ତୁ ନାହିଁ | ହୋଇ ପାରେ କି ସେମାନେ କାହା ଚାପରେ ଅଛନ୍ତି ଓ ତାଙ୍କୁ ଆପଣଙ୍କର ସହାନୁଭୂତି ଓ ବିଶ୍ୱାସର ଆବଶ୍ୟକତା ଅଛି | ଆଜି ଆପଣ ନିଜ ପ୍ରିୟକୁ ନିଜ ମନ କଥା କହିବା ପାଇଁ ଅସୁବିଧା ଅନୁଭବ କରିବେ | ଆଜି ଯାହା ସଂଯୁକ୍ତ ନିବେଶ କରିବେ ତାହା ଅତି ଲାଭକାରୀ ପ୍ରମାଣିତ ହେବ କିନ୍ତୁ ସହଭାଗୀ ବିରୋଧ କରି ପାରନ୍ତି | କୌଣସି ଅନାବଶ୍ୟକ କାମରେ ଆଜି ଆପଣ ଆପଣଙ୍କର ସମୟ ନଷ୍ଟ କରିବେ | ଜୀବନ-ସାଥୀଙ୍କର ବନ୍ଧୁ-ବାନ୍ଧବଙ୍କ ହସ୍ତକ୍ଷେପ ବୈବାହିକ ଜୀବନର ସନ୍ତୁଳନ ଖରାପ କରି ପାରେ |

ବିଛା : ଆଜି ଆପଣଙ୍କ ସ୍ୱାସ୍ଥ୍ୟର ଚିନ୍ତା କରିବାର ଆବଶ୍ୟକତା ନାହିଁ | ଆପଣଙ୍କ ଆଖ-ପାଖ ଲୋକ ଆପଣଙ୍କୁ ପ୍ରୋତ୍ସାହିତ କରିବେ ଓ ପ୍ରଶଂସା ମଧ୍ୟ କରିବେ | ବହୁତ ଦିନରୁ ଅଟକି ଥିବା ଅର୍ଥଆଜି ମିଳିବାଯୋଗୁଁଅର୍ଥ ଅବସ୍ଥାରେ ଉନ୍ନତି ହେବ ଜୀବନସାଥୀ ଆପଣଙ୍କ ଧ୍ୟାନ ରଖିବେ | ଆପଣଙ୍କ ପ୍ରିୟଙ୍କ ଅଧିକ ଆଶା ଯୋଗୁ ପ୍ରେମ ସମ୍ପର୍କରେ ବାଧା ଆସିପାରେ | ସହକାର୍ଯ୍ୟକର୍ତା ଓ କନିଷ୍ଠ କର୍ମଚାରୀ ମାନଙ୍କ ଯୋଗୁଁ ଚିଂତା ଓ ଚାପରେ ପଡି ପାରନ୍ତି | ଆଜି ଯେତେବେଳେ ଆପଣଙ୍କ ପରିବାରର କୌଣସି ସଦସ୍ୟ ଆପଣଙ୍କୁ ସମୟ ଦେବେନି, ଆପଣଙ୍କୁ ଖରାପ ଲାଗିପାରେ | କୌଣସି ବନ୍ଧୁ ଆପଣଙ୍କୁ ହଠାତ ଦେଖା କରି ଆଶ୍ଚର୍ଯ୍ୟ କରି ପାରନ୍ତି, କିନ୍ତୁ ତାହା କାରଣରୁ ଆପଣଙ୍କ ଯୋଜନା ଖରାପ ହୋଇ ପାରେ |

ଧନୁ : ଶାରୀରିକ ଓ ମାନସିକ ଲାଭ ପାଇଁ ଧ୍ୟାନ ଓ ଯୋଗ ଅତି ଉପକାରୀ ଅଟେ | ଆଜି ଆପଣଙ୍କୁ ଆପଣଙ୍କର ଧନ ଖର୍ଚ୍ଚ କରିବାକୁ ପଡିବ ନାହିଁ କାରଣ ଆପଣଙ୍କ ଘରର କୌଣସି ବଡ ଲୋକ ଆଜି ଆପଣଙ୍କ ପାଇଁ ଖର୍ଚ୍ଚ କରିବେ | ଜୀବନ ଓ କାମ-କାର୍ଯ୍ୟରେ ଅନ୍ୟ ମାନଙ୍କ ପାଇଁ ଗୋଟେ ଆଦର୍ଶ ହୁଅନ୍ତୁ | ଉତ୍ତମ ବିଚାର ଓ ଅନ୍ୟ ମାନଙ୍କୁ ସାହାଯ୍ୟ କରିବାର ଇଚ୍ଛା ସହିତ ମାନବୀୟ ମୂଲ୍ୟକୁ ଆପଣେଇବା ଆପଣକୁ ସୁନାମ ଆଣିବ | ଏହା ଦ୍ୱାରା ଆପଣଙ୍କ ଜୀବନରେ ଭଲ ତାଳ-ମେଲ ବସିବ | ସାମାନ୍ୟ ଦ୍ଵନ୍ଦ ହେଲେ ମଧ୍ୟ ଆପଣଙ୍କ ପ୍ରେମ ସମ୍ପର୍କ ଆଜି ଭଲ ରହିବ ଓ ଆପଣ ଆପଣ ଆପଣଙ୍କ ପ୍ରେମିକ/ପ୍ରେମିକାଙ୍କୁ ଖୁସି କରାଇ ପାରିବେ | ଯଦି ଆପଣ ଆପଣଙ୍କ କାର୍ଯ୍ୟ ଉପରେ ଧ୍ୟାନ ଦେବେ ତାହେଲେ ସଫଳତା ଓ ପ୍ରତିଷ୍ଠା ଆପଣଙ୍କ ହବ | ଆଜି ଆପଣ ଆପଣଙ୍କ ଜୀବନସାଥୀଙ୍କୁ ନେଇ ବାହାରକୁ ଯିବାପାଇଁ ଯୋଜନା କରିପାରନ୍ତି | କିନ୍ତୁ ତାଙ୍କର ଖରାପ ସ୍ୱାସ୍ଥ୍ୟ ପାଇଁ ଆପଣ ତାଙ୍କୁ ନେଇପାରିବେନି | ଆଜି ଆପଣଙ୍କୁ ଆପଣଙ୍କ ଜୀବନ-ସାଥୀଙ୍କର ଦୈବିକ ରୂପ ଦେଖିବାକୁ ମିଳିବ |

ମକର : ଖୋଲାବାୟୁରେ ଖେଳ ଆପଣଙ୍କୁ ଆକର୍ଷିତ କରି ପାରେ – କିନ୍ତୁ ଯୋଗ ଓ ତପସ୍ୟା ଅଧିକ ଲାଭକାରୀ ହେବେ | ଆପଣ ସଞ୍ଚୟ କରିଥିବା ଧାନ ଆଜି ପଣଙ୍କର କାମରେ ଆସିବା କିନ୍ତୁ ତା ସହିତ ଏହି ଧନ ଖର୍ଚ୍ଚ ହେବାର ବା ଯିବାର ଦୁଃଖ ମଧ୍ୟ ଆପଣଙ୍କୁ ହେବ | ଘରୋଇ କାର୍ଯ୍ୟ ସାରିବାରେ ପିଲା ମାନେ ସାହାଯ୍ୟ କରିବେ | ଖାଲି ସମୟରେ ତାଙ୍କୁ ଏମିତିଆ କାର୍ଯ୍ୟ କରିବାକୁ ଉତ୍ସାହିତ କରନ୍ତୁ | ଆଜି ଉତେଜିତ ରହିବେ କାରଣ ଆପଣଙ୍କ ପ୍ରିୟ ଆଜି ଫୋନ କରି ପାରନ୍ତି | କାର୍ଯ୍ୟାଳୟରେ ଯାହା ସହିତ ସବୁ ଠୁ କାମ କଥା ହଉଥିଲେ ଆଜି ତାଙ୍କ ସହିତ ଭଲ କଥା ବାର୍ତ୍ତା ହେବ ଜୀବନର କଠିନତା ଜାଣିବାକୁ ହେଲେ ଘରର କୌଣସି ବରିଷ୍ଠ ସଦସ୍ୟଙ୍କ ସହିତ ସମୟ କାଟନ୍ତୁ | ଜୀବନ-ସାଥୀ ସହିତ ଆଜି ସନ୍ଧ୍ୟା ସମୟରେ ପ୍ରକୃତରେ କିଛି ବିସସ ହବାର ସମ୍ଭାବନା ଅଛି |

କୁମ୍ଭ : ଉଚ୍ଚ କ୍ୟାଲୋରୀ ର ଖାଦ୍ୟ କିମ୍ବା ଓ ଶରୀରକୁ ହାନି କରୁଥିବା କହାଯିବା ଜିନଷକୁ ବର୍ଜନ କରନ୍ତୁ | ଆପଣଙ୍କ ଭାଇ ଭଉଣୀଙ୍କ ମଧ୍ୟରୁ କେହି ଆଜି ଆପଣଙ୍କୁ ଉଧାର ମାଗିପାରେ | ଆପଣ ତାଙ୍କୁ ଉଦ୍ଧାର ଦେଇ ତ ଦେବେ କିନ୍ତୁ ସେଥିପାଇଁ  ଆପଣଙ୍କର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇପାରେ | ଆପଣକୁ ନିଜ ପିଲାଙ୍କ ଠୁ କିଛି ଶିକ୍ଷା ମିଳିବ | ତାଙ୍କର ନିରୀହତା ତାଙ୍କ ଅଖା-ପାଖ ଲୋକଙ୍କ ସ୍ନେହ ଓ ଉତ୍ସାହର ବଳ ଉପରେ ଅନ୍ୟ ମାନଙ୍କ ଭିତରେ ପରିବର୍ତନ ଆଣେ | ପ୍ରେମ ଆପଣଙ୍କ ହୃଦୟରେ ଶାସନ କରେ | ଆପଣଙ୍କ ପରିଶ୍ରମ ଓ ଆତ୍ମବିଶ୍ଵାସର ସ୍ତର ଉଚ୍ଚ ରହିବ ଓ ଆପଣ ନିଜ ଆଶା ଠୁ ଅଧିକ ଭଲ ପ୍ରଦର୍ଶନ କରିବେ | ପରିବାରର ଆବଶ୍ୟକତା ପୂର୍ଣ୍ଣ କରିବାରେ ଆପଣ ନିଜ ବିଷୟ ରେ ଭାବିବା ଭୁଲି ଯାଇଛନ୍ତି |ଆଜି କିନ୍ତୁ ଆପଣ ନିଜପାଇଁ ସମୟ ବାହାର କରିପାରିବେ | ଆପଣଙ୍କ ବୈବାହିକ ଜୀବନର ସବୁ ଦିନ ଅପେକ୍ଷା ଆଜି ଦିନଟା ସବୁଠୁ ଉତ୍ତମ ରହିବ |

ମୀନ : ଆଖ-ପାଖ ଲୋକଙ୍କ ସହଯୋଗ ଆପଣଙ୍କୁ ସୁଖଦ ଅନୁଭୂତି ଦେବ | ଜମିଜମା କାମରେ ନିବେଶ କରିବା ଲାଭକାରୀ ରହିବ | ଘର ଳୋକେ ଆଜି ଆପଣଙ୍କ ଉପରେ ଘର କାମ ନ କରିବା ଯୋଗୁ ଅଧିକ ଚିଡ଼ିବେ | ଆପଣଙ୍କ ସାଥୀ ସାଙ୍ଗରେ ସମୟ କଟେଇକି ବହୁତ ଖୁସି ଅନୁଭବ କରିବେ କିନ୍ତୁ ତା ଯୋଗୁଁ କାମକୁ ସମୟ ଦେଇ ପାରିବେ ନାହିଁ | ସ୍ଥାନ ଓ କାଳ ଦେଖି ପରିସ୍ଥିତି ଅନୁଯାଇ ବ୍ୟବହାର କରନ୍ତୁ ଆବଶ୍ୟକ ନପଡ଼ିଲେ ଚୁପ ରୁହନ୍ତୁ କାରଣ ଅନବାଶ୍ୟକ କଥାବର୍ତ୍ତିପାଇଁ ଆପଣ ଅସୁବିଧାରେ ପଡ଼ିପାରନ୍ତି | ରାତିରେ ଅଫିସ ରୁ ଫେରିଲା ସମୟରେ ସାବଧାନ ହୋଇ ଗାଡି ଚଳାଇବେ | ଦୁର୍ଘଟଣା ହୋଇପାରେ ଏବଂ ଆପଣ ବହୁତ ଦିନ ପରଷାନ୍ତ ଶଯ୍ୟାଶାୟୀ ହୋଇପାରନ୍ତି | ଆଜି ଆପଣ ନିଜ ଜୀବନ-ସାଥୀ ସହିତ ଆତ୍ମୀୟକଥା-ବାର୍ତ୍ତାହେବେ