ରାଶିଫଳ: ସୋମବାର ଏହି ରାଶିରେ ଆପଣଙ୍କୁ ପ୍ରେମର ଗଭୀରତା ଅନୁଭବ ହେବ

ରାଶିଫଳ ସୋମବାର ତା ୦୨-୦୫-୨୦୨୨

ମେଷ ରାଶି ଭବିଷ୍ୟ ସୋମବାର ୨ ମଇ ୨୦୨୨ ଆର୍ଥିକ ଅବସ୍ଥା ଯୋଗୁଁ ଆପଣ ମାନସିକ ଚାପରେ ରହିବେ | କିଛିଟା ଆବଶ୍ୟକ ଯୋଜନା କାରଣ ଯୋଗୁଁ ଆପଣଙ୍କ ଅର୍ଥ ଅବସ୍ଥାରେ ଉନ୍ନତି ହୋଇ ପାରେ | ଝିଅର ରୋଗ ଆପଣଙ୍କ ମନ ଖରାପ କରି ପାରେ | ଉତ୍ସାହ ବଢ଼େଇବା ପାଇଁ ତାଙ୍କୁ ସ୍ନେହ ସହିତ ଗେହ୍ଲା କରନ୍ତୁ | ପ୍ରେମରେ ରୋଗୀକୁ ବି ସୁସ୍ତ-ସବଳ କରିବାର ଵାଲା ଥାଏ | ନିଜର ପ୍ରିୟ ସହିତ ବୁଲା-ବୁଲିରେ ଯିବା ବେଳେ ଜୀବନକୁ ପୁରା ସମାପନ ସହିତ ବଞ୍ଚନ୍ତୁ | କାମ ଓ ଘରର ଚାପ ଯୋଗୁଁ ଆଜି ଟିକେ ବେଶୀ ରାଗ ଅନୁଭବ କରିବେ | ଆଜି ଆପଣଙ୍କ ପାଇଁ ଯଥେଷ୍ଟ ସମୟ ମିଳିବ ଯେତେବେଳେ ଆପଣ ଅଜିତ ଶୁଣିବା ବା ବହି ପଢ଼ିବାର ଇଛାକୁ ପୂର୍ଣ୍ଣ କରିପାରିବେ | ଏହା ବୈବାହିକ ଜୀବନର ସବୁଠୁ ଉତ୍ତମ ଦିନ ଅଟେ | ଆପଣଙ୍କୁ ପ୍ରେମର ଗଭୀରତା ଅନୁଭବ ହେବ |

ବୃଷ: ନିଜର ମନ ଇଚ୍ଛା କାର୍ଯ୍ୟ କରିବା ଓ ଜିଦ କରିବା ଶ୍ଵାସଭାବକୁ ନିଅନ୍ତ୍ରଣରେ ରଖନ୍ତୁ,ବିଶେଷ କରିକି କୌଣସି ସମାରୋହ କିମ୍ବା ପାର୍ଟିରେ | କାରଣ ଏହା ନ କରିବା ସେଠାର ପରିବେଶ ଚାପଗ୍ରସ୍ତ ହୋଇ ପାରେ | ଆଜି ଯେଉଁ ନିବେଶ ଯୋଜନା ଗୁଡିକ ଆପଣଙ୍କୁ ଆକର୍ଷିତ କରୁଛନ୍ତି ତାହା ବିଷୟରେ ଭଲ ଭାବରେ ଖୋଲ-ତାଡ଼ କରନ୍ତୁ ଓ ବଚନ ଦବା ଆଗରୁ ସମସ୍ତଙ୍କଠୁ ପରାମର୍ଶ ବି ନିଅନ୍ତୁ | ଆପଣଙ୍କ ପିଲା ମାନେ ନିଜ ଭବିଷ୍ୟ ବିଷୟରେ ଯୋଜନା କରିବା ଜାଗାରେ ବାହାରେ ବେଶୀ ସମୟ କାଟିବେ, ଯାହା କାରଣରୁ ଆପଣ ନିରାଶ ହୋଇ ପାରନ୍ତି | ପ୍ରେମ ସମ୍ଭନ୍ଧରେ ଟିକେ ବାଧା ଆସି ପାରେ | ଲୋକ ମାନେ ଆପଣଙ୍କୁ ଆପନଙ୍କରେ ବଢିଆ କାମ ପାଇଁ ଜାଣିବେ | ସମୟ ଚକ୍ର ବହୁତ ଗତିଶୀଳ | ତେଣୁ ସମୟର ସଦୁପଯୋଗ କରିବା ଶିଖନ୍ତୁ | ଆଜି ଆପଣ ନିଜର ବୈବାହିକ ଜୀବନରେ ଟିକେ ଏକ ସମୟ କାଟିବାକୁ ଚାହିଁବେ |

ମିଥୁନ: ଆପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟ ମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ | ଆଜି ଆପଣ ଯେତେ ଚେଷ୍ଟା କଲେ ବି ଖର୍ଚ୍ଚରୁ ବଂଚି ପାରିବେ ନାହିଁ | କିନ୍ତୁ ଆପଣ ବ୍ୟସ୍ତ ହୁଅନ୍ତୁନାହିଁ କାରଣ ସ୍ଥିତି ଶୀଘ୍ର ସୁଧୁରି ଯିବ | ପାରିବାରିକ ଦାଇତ୍ୱ ଭାର ବଢ଼ିବ, ଯାହା ମାନସିକ ଯନ୍ତ୍ରଣା ଅନୁଭବ କରି ପାରନ୍ତି | ଆଜି ଆପଣ ବୁଝିପାରିବେ କି ପ୍ରେମ ସବୁ ଜିନିଷର ପ୍ରତିବଦଳ ଅଟେ | କାର୍ଯ୍ୟାଳୟରେ ଯାହା ସହିତ ସବୁ ଠୁ କାମ କଥା ହଉଥିଲେ ଆଜି ତାଙ୍କ ସହିତ ଭଲ କଥା ବାର୍ତ୍ତା ହେବ ସାବଧାନ ହୋଇ କଥା ବାର୍ତା ହୁଅନ୍ତୁ ନଚେତ ବିବାଦରେ ପଡ଼ି ପାରନ୍ତି | ପ୍ରେମ, ନିକଟତର, ମଜା-ମସ୍ତି ଆଉ ବହୁତ କିଛି ଆପଣଙ୍କ ଜୀବନସାଥୀ ସହିତ ଏହା ଏକ ରସମୟ ଦିନ ରହିବ |

କର୍କଟ: ଆଜି ଦିନ ସାରା ଊର୍ଜା ସହିତ ଭରା ରହିବେ | ପରେ କାମ ଚାପ ଯୋଗୁ ବିରକ୍ତ ହୋଇ ପାରନ୍ତି | ଆଜି ଆପଣ ବହୁତ ଆରାମରେ ଟଙ୍କା ସଂଗ୍ରହ କରି ପାରିବେ- ଲୋକଙ୍କୁ ଦେଇ ଥିବା ପୁରୁଣା ଋଣ ଆଜି ମିଳି ପାରେ- ନହେଲେ କିଛି ନୂଆ ଯୋଜନା ଉପରେ ନିବେଶ କରି ପାଇଁ ଧନ ଅର୍ଜନ କରି ପାରନ୍ତି | ଯେଉଁ ଲୋକ ମାନଙ୍କ ସହିତ ଆପଣଙ୍କ ବହୁତ କାମ ଦେଖା ସାକ୍ଷାତ ହୁଏ ତାଙ୍କ ସହିତ କଥା ବାର୍ତା ହେବା ପାଇଁ ଆଜି ଉତ୍ତମ ଦିନ ଅଟେ | ଆପଣ ଆପଣଙ୍କ ପ୍ରେମୀଙ୍କୁ ଦେଇଥିବା କୌଣସି ବଚନ ରଖିପାରିବେନି ଯେଉଁଥିପାଇଁ ସେ ନାରାଜ ହୋଇ ପାରନ୍ତି | ଆପଣଙ୍କର ଆନ୍ତରିକ ଵାଲା କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଦିନରେ ବୃଦ୍ଧି ଆଣିବା ପାଇଁ ଆପଣଙ୍କର ସାହାଯ୍ୟ କରିବ | ଆପଣ ସେଇ ଲୋକଙ୍କ ଆଡକୁ ହାଥ ବଢ଼ାନ୍ତୁ, ଯେଉଁ ମାନେ ଆପଣଙ୍କଠୁ ସାହାଯ୍ୟର ଅନୁରୋଧ କରୁଛନ୍ତି | ଆପଣଙ୍କ ବୈବାହିକ ଜୀବନରେ ସବୁ ମଜା ସରିଗଲା ପରି ଜଣ ପଡୁଛି | ନିଜର ଜୀବନସାଥୀ ସହିତ କଥା ହୁଅନ୍ତୁ ଓ କିଛି ମଜା କଲା ପରି ଯୋଜନା ବନାନ୍ତୁ |

ସିଂହ: କାର୍ଯ୍ୟସ୍ଥଳୀ ରେ ବରିଷ୍ଠଙ୍କ ଠାରୁ ଚାପ ଓ ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇ ପାରେ – ଯାହାକି କାର୍ଯ୍ୟରେ ଆପଣଙ୍କର ଏକାଗ୍ରତା ଭଙ୍ଗ କରି ପାରେ | ଅଟକି ଥିବା କାମ ଆହୁରି ଗଭୀର ହେବ ଓ ଖର୍ଚ୍ଚ ଯୋଗୁଁ ଆପଣ ମାନସିକ ଚାପ ଅନୁଭବ କରିବେ | କୌଣସି ପୁରୁଣା ପରିଚିତ ବ୍ୟକ୍ତି ଆପଣଙ୍କ ପାଇଁ ଅସୁବିଧାର କାରଣ ହୋଇ ପାରେ | ଆପଣଙ୍କର ପ୍ରେମୀ ଆପଣଙ୍କର ସବୁବେଳେ ଭଲ ଚିନ୍ତା କରନ୍ତି | ତେଣୁ ଯଦି ସେ ରାଗି ଯାଆନ୍ତି ତାଙ୍କୁ ଜବାବ ନଦେଇ ବୁଝିବାକୁ ଚେଷ୍ଟା କରନ୍ତୁ | ଯାହା ବି ଆଜି ଆପଣ କରିବେ, ଆପଣ ସବୁ ବେଳେ ପ୍ରଭାବଶାଳୀ ସ୍ଥିତିରେ ରହିବେ | ଆଜି ଆପଣ ମୁଭି ଦେଖି ସମୟ କାଟିପାରନ୍ତି | ପରେ କିନ୍ତୁ ଆପଣ ଏହାକୁ ସମୟ ଅପଚୟ ବୋଲି ଭାବିବେ ଯେତେବେଳେ ଆପଣଙ୍କୁ ମୁଭିଟା ଭଲ ଲାଗିବନି | କିଛି ସୁନ୍ଦର ସ୍ମୃତି କାରଣରୁ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦରେ ବିରାମ ଲାଗିବ | ସେଥିପାଇଁ ବାଦ-ବିବାଦ ଅବସ୍ଥାରେ ପୁରୁଣା ଦିନକୁ ମନେ ପକେଇବାକୁ ଭୁଲନ୍ତୁ ନାହିଁ |

କନ୍ୟା: ନିଜର ଉର୍ଜା-ସ୍ଥରକୁ ପୁଣି ଥରେ ବୃଦ୍ଧି କରିବା ପାଇଁ ପୁରା ଆରାମ କରନ୍ତୁ, କାରଣ ଥକା ଶରୀର ମସ୍ତିସ୍କକୁ ବି ଠକେଇ ଦିଏ | ଆପଣଙ୍କୁ ଆପଣଙ୍କ ପ୍ରକୃତ ଖଞାମତାକୁ ଚିହିଁବାର ଆବଶ୍ୟକତା ଅଛି, କାରଣ ଆପଣଙ୍କ ଭିତରେ ଖଞାମତାର ଅଭାବ ନାହିଁ କେବଳ ଇଚ୍ଛା-ଶକ୍ତିର ଅଛି | ବିବାହିତ ବ୍ୟକ୍ତି ମାନଙ୍କୁ ଆଜି ସେମାନଙ୍କର ପିଲାଙ୍କ ପଢ଼ା ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ | ପିଲା ମାନେ ଆଜି ଦିନଟା ଆପଣଙ୍କ ପାଇଁ କଷ୍ଟକର ବନେଇ ପାରନ୍ତି | ସ୍ନେହ ମମତା ଆପଣେଇ ତାଙ୍କୁ ବୁଝାନ୍ତୁ ଓ ଅଦରକାରୀ ଚାପ ଠୁ ରକ୍ଷା ପାନ୍ତୁ | ମନେ ରଖ୍ନ୍ତୁକି ପ୍ରେମ ହିଁ ପ୍ରେମକୁ ଜନ୍ମ କରେ | ଆଜି ଆପଣଙ୍କୁ ପ୍ରେମର ଉତର ପ୍ରେମ ଓ ରସମୟ ଭାବରେ ମିଳିବ | କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସମସ୍ତେ ଗଭୀରତାରେ ନେବେ | ହି ରାଶିର ବ୍ୟକ୍ତିମାନେ ଆଜି ନିଜ ଭାଇଭଉଣୀଙ୍କ ସହିତ କୌଣସି ଚଳଚିତ୍ର ବା ମ୍ୟାଚ ଦେଖୀପାରନ୍ତି ଏହାଦ୍ୱାରା ଆପଣଙ୍କର ସମ୍ପର୍କ ଆହୁରି ବଢିବ | ଆପଣ ଓ ଆପଣଙ୍କ ଜୀବନ-ସାଥୀ ମିଶିକି ବୈବାହିକ ଜୀବନର ସ୍ମରଣୀୟ ସ୍ମୃତି ମାନେ ପକାଇବେ |

ତୁଳା: ଉତ୍ତମ ଜିନିଷକୁ ଗ୍ରହଣ କରିବା ପାଇଁ ଆପଣଙ୍କ ମସ୍ତିସ୍କ ଖୋଲା ରହିବ | ଆଜି ଶୀଘ୍ର ଟଙ୍କା ରୋଜଗାର କରିବାକୁ ଇଚ୍ଛା ହେବ | ଘର ଳୋକେ ଆଜି ଆପଣଙ୍କ ଉପରେ ଘର କାମ ନ କରିବା ଯୋଗୁ ଅଧିକ ଚିଡ଼ିବେ | ବାହାର ଜିନିଷ ପ୍ରତି ଆପଣଙ୍କ ରୁଚି ଆଉ ନାହିଁ,କାରଣ ଆପଣ ନିଜକୁ ସର୍ବଦା ପ୍ରଥମ ଭଲ ପାନ୍ତି | କୌଣସି ଛୋଟ କିମ୍ବା ମଧ୍ୟ-କାର୍ଯ୍ୟକାଳ ପାଠ୍ୟକ୍ରମରେ ନାମ ଲେଖନ୍ତୁ ଓ ନିଜର କ୍ଷମତାରେ ବୃଦ୍ଧି ଅଣାନ୍ତୁ | ଆଜି ଆପଣଙ୍କୁ ଆପଣଙ୍କ କାମ ଠିକ ସମୟରେ ସାରିବା ଆବଶ୍ୟକ | ମାନେ ରଖନ୍ତୁ ଘରେ କେହି ଆପଣଙ୍କୁ ଅପେକ୍ଷା କରିଛନ୍ତି ଯେ ଆପଣଙ୍କ ଉପସ୍ଥିତି ଚାହାନ୍ତି | ଜୀବନ ବହୁତ ସୁନ୍ଦର ଦେଖା ଯିବ, କାରଣ ଆପଣଙ୍କ ଜୀବନସାଥୀ ଆପଣଙ୍କ ପାଇଁ କିଛି ବିଶେଷ ଯୋଜନା କରିଛନ୍ତି |

ବିଛା: ଆପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟ ମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ | ଆଜି ଶୀଘ୍ର ଟଙ୍କା ରୋଜଗାର କରିବାକୁ ଇଚ୍ଛା ହେବ | ପରିବାରର କୌଣସି ସଦସ୍ୟଙ୍କ ବ୍ୟବହାର ଆପଣଙ୍କୁ ବ୍ୟଥିତ କରିପାରେ | ଆପଣ ତାଙ୍କ ସହିତ କଥାହେବା ଦରକାର | ଗୋଟେ ରସମୟ ଦେଖା ସାକ୍ଷାତ ଆପଣଙ୍କ ପ୍ରେମ ଜୀବନରେ ଖୁସିର ଛୁଙ୍କ ମାରିଲା ପରି କାମ କରିବ | କାର୍ଯ୍ୟରେ ପେସାଗତ ବ୍ୟବହାର ଆପଣଙ୍କୁ ପ୍ରଶଂସା ଦବ | ଆଜି ଆପଣ ସାନ ମାନଙ୍କ ସହିତ ହସ ଖୁସି ରେ ଦିନ କାଟିବେ | ଆପଣ ଓ ଆପଣଙ୍କ ଜୀବନ-ସାଥୀଙ୍କୁ ଆଜି ଗୋଟେ ବିଶେଷ ଖବର ମିଳିବ |

ଧନୁ: ଅତ୍ୟଧିକ ପ୍ରେମ ଓ ପାଗଳାମୀର ଉଚ୍ଚ ସ୍ତର ଆପଣଙ୍କ ସ୍ନାୟୁ ସମ୍ବନ୍ଧିଆ କ୍ଷେଟି ଦେଇ ପାରେ | ଏହି ବିପଦ ଠୁ ରକ୍ଷା ପାଇବା ପାଇଁ ନିଜର ଭାବନା ଉପରେ ନିଅନ୍ତ୍ରଣ ରଖନ୍ତୁ | ଯେଉଁ ରାଶିର ବ୍ୟକ୍ତିମାନେ ଆଜି ବିବାହ କରିଥିଲେ ସେମାନଙ୍କୁ ଶ୍ୱଶୁର ଘର ପକ୍ଷରୁ ଧନ ଲାଭ ହୋଇପାରେ | ଘରୋଇ କାର୍ଯ୍ୟ ସାରିବାରେ ପିଲା ମାନେ ସାହାଯ୍ୟ କରିବେ | ଖାଲି ସମୟରେ ତାଙ୍କୁ ଏମିତିଆ କାର୍ଯ୍ୟ କରିବାକୁ ଉତ୍ସାହିତ କରନ୍ତୁ | ଆଜି ଆପଣ ନିଜର ପ୍ରିୟାର ଅନୂପସ୍ଥିତି ଅନୁଭବ କରିବେ | ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଜଡିତ ହୁଅନ୍ତୁ ଯେଉଁ ମାନେ ଭବିଷ୍ୟରେ ଧାରା ଦେବାରେ ଆପଣଙ୍କ ସାହାଯ୍ୟ କରି ପାରିବେ | ଆଜି ଅକାରଣରେ ଆପଣ କାହା ସହିତ ଯୁକ୍ତି ତର୍କ କରିପାରନ୍ତି | ଏହା ଦ୍ୱାରା ଆପଣ ଆପଣଙ୍କର ସମୟ ହିଁ ନଷ୍ଟ କରୁଛନ୍ତି ବୋଲି ଜାଣି ପରେ ଦୁଃଖ କରିବେ | ପରିବାର ଲୋକଙ୍କ ସହିତ ଟିକେ ବିବାଦ ୟହଇ ପାରେ | କିନ୍ତୁ ଶେଷରେ ଆପଣଙ୍କ ଜୀବନସାଥୀ ଆପଣଙ୍କ ବିପଦର ସମାଧାନ କରିବେ |

ମକର: ଖେଳ ଓ ଘର ବାହାରେ ହୋଉଥିବା କାମରେ ଭାଗନେବା ଆପଣଙ୍କ ପାଇଁ ଅତି ଉପକାରୀ ପ୍ରମାଣିତ ହେବ | ସମୟ ଓ ଧନର ମହତ୍ୱ ବୁଝିବା ଉଚିତ ନଚେତ ଆଗାମୀ ଦିନମାନଙ୍କରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ | ଯେତିକି ଆପଣ ଭାବିଥିଲେ , ଆପଣଙ୍କ ଭାଇ ତହାଠୁ ବେଶୀ ସହାୟକ ପ୍ରମାଣିତ ହେବେ | ସାମାନ୍ୟ ଦ୍ଵନ୍ଦ ହେଲେ ମଧ୍ୟ ଆପଣଙ୍କ ପ୍ରେମ ସମ୍ପର୍କ ଆଜି ଭଲ ରହିବ ଓ ଆପଣ ଆପଣ ଆପଣଙ୍କ ପ୍ରେମିକ/ପ୍ରେମିକାଙ୍କୁ ଖୁସି କରାଇ ପାରିବେ | ଆଜି ଲାଭ ମିଳି ପାରେ,କିନ୍ତୁ ସାର୍ଟ ଏହା କି ଆପଣ ଭଲ ଭାବରେ ନିଜ କଥା ରଖନ୍ତୁ ଓ କାର୍ଯ୍ୟରେ ଉତ୍ସାହ ଦେଖନ୍ତୁ | ଯଦି ଆପଣ ପଢ଼ା ବା ଚାକିରୀ ପାଇଁ ବାହାରେ ରହୁଛନ୍ତି ତାହେଲେ ଖାଲି ସମୟରେ ପରିବାର ସହିତ କଥା ହୋଇପାରନ୍ତି | ଏହି ସମୟରେ ଆପଣ ଭାବୁକ ହୋଇପାରନ୍ତି | ଆପଣଙ୍କ ବୈବାହିକ ଜୀବନରେ ଶାରୀରିକ ସୁଖର ଦୃଷ୍ଟିରୁ କିଛି ସୁନ୍ଦର ପରିବର୍ତନ ହୋଇ ପାରେ |

କୁମ୍ଭ: ଘର ଓ କାର୍ଯ୍ୟାଳୟରେ କିଛି କାମ ଚାପି କାରଣରୁ ଆପଣ କ୍ରୋଧିତ ହୋଇ ପାରନ୍ତି | ନିଜର ନିବେଶ ଓ ଭବିଷ୍ୟ ଲକ୍ଷ୍ୟ ସମ୍ବନ୍ଧରେ ଯୋଜନା ଗୋପନୀୟ ଭାବରେ ରଖନ୍ତୁ | ନିଜର ଜୀବନ-ସାଥୀ ସହିତ ନିଜର ଗୁପ୍ତ କଥାକୁ ଭାବି-ଛିନ୍ତିକି ଜଣାନ୍ତୁ | ଯଦି ସମ୍ଭବ ଏହା ଠୁ ନିଜକୁ ରକ୍ଷା କରନ୍ତୁ,କାରଣ ଏହି କଥା ଗୁଡ଼ାର ବାହାର ଲୋକଙ୍କ ଜଣ ପଡ଼ିବାର ଡର ଅଛି | ନିଜ କଥାକୁ ଠିକ ପ୍ରମାଣିତ କରିବା ପାଇଁ ଆପଣ ଆପଣଙ୍କ ସହଭାଗୀଙ୍କ ସହିତ ଯୁକ୍ତି ତର୍କ ଅଥବା ଝଗଡ଼ା କରିପାରନ୍ତି, କିନ୍ତୁ ଆପଣଙ୍କ ସହଭାଗୀଙ୍କ ବୁଝାମଣା ସହିତ ଆପଣଙ୍କୁ ଶାନ୍ତ କରିଦେବେ | ଆପଣଙ୍କ ବିରୁଦ୍ଧରେ ଆପଣଙ୍କର କୌଣସି ସହକର୍ମୀ ଷଡ଼ଯନ୍ତ୍ର କରିପାରନ୍ତି ସେଥିପାଇଁ ସତର୍କ ରୁହନ୍ତୁ | ଆଜି ଆପଣ ଆପଣଙ୍କର କୌଣସି ବନ୍ଧୁଙ୍କ ସହ ସମୟ କଟାଇପାରନ୍ତି | କିନ୍ତୁ ମଦ୍ୟପାନରୁ ନିଜକୁ ନିବୃତ ରଖିବେ କାରଣ ଏହା କେବଳ ସମୟର ଅପଚୟ ହେବ | ଲମ୍ୱା ସମୟ ପରେ ଜୀବନ-ସାଥୀ ସହିତ ସମୟ କାଟିବାକୁ ସୁଯୋଗ ମିଳିବ |

ମୀନ: ଯଦି ସମ୍ଭବ ହୁଏ ତାହେଲେ ଲମ୍ବା ଯାତ୍ରା କରନ୍ତୁ ନାହିଁ, କାରଣ ଲମ୍ବା ଯାତ୍ରା ପାଇଁ ଏବେ ଆପଣ ଦୁର୍ବଳ ଅଛନ୍ତି ଓ ଯାତ୍ରା କଲେ ଦୁର୍ବଳତା ଆହୁରି ବଢ଼ିବ | କୌଣସି ପୁରୁଣା ରୋଗ ଆଜି ଆପଣଙ୍କୁ କଷ୍ଟ ଦେଇପାରେ ଯେଉଁଥିପାଇଁ ଆପଣ ଡାକ୍ତରଖାନା ମଧ୍ୟ ଯାଇପାରନ୍ତି ଓ ଆପଣଙ୍କର ବହୁତ ଅର୍ଥ ଖର୍ଚ୍ଚ ହୋଇପାରେ | ନିଅଯର କଥା ଉପରେ ନିଅନ୍ତ୍ରଣ ରକଃନ୍ତୁ,ନଚେତ ଘରର ବୃଦ୍ଧ ଲୋକ ମାନେ ଦୁଖୀ ଅନୁଭବ କରିବେ | ବେକାରିଆ କଥା ହୋଇ ନଷ୍ଟ କରିବାଠୁ ଭଲ ଆପଣ ଶାନ୍ତ ରୁହନ୍ତୁ | ମନେ ରଖନ୍ତୁକି ବୁଢ଼ୀ ସହିତ କାମ କଲେ ହିଁ ଆମର ଜୀବନକୁ ମାନ୍ୟତା ମିଳିବ | ଆଜି ଆପଣ ଜଣେ ବିଶେଷ ବ୍ୟକ୍ତିଙ୍କୁ ଦେଖା କରି ପାରନ୍ତି ଓ ଆପଣଙ୍କ ମନ ଖୁସିରେ ଭାରି ଉଠିବା | ନିଜର ଲଖ୍ୟକୁ ପାଇବା ପାଇଁ ଉତ୍ତମ ଦିନ ଅଛି | ନିଜର ଶାରୀରିକ-ଉର୍ଜାର ସ୍ତର ଉଚ୍ଚ ରଖନ୍ତୁ ଓ ଆପଣ କଠିନ ପରିଶ୍ରମ କରି ଅତିଶୀଘ୍ର ତାଙ୍କୁ ପ୍ରାପ୍ତ କରି ପାରିବେ | ଏହି ଜିନିଷରେ ଆପଣ ଆପଣଙ୍କର ସାଙ୍ଗ ମାନଙ୍କର ସାହାଯ୍ୟ ନେଇ ପରାଇବେ | ଏକାକୀ ନିଜ ସହିତ ସମୟ କଟାଇବ ଭଲ, କିନ୍ତୁ ଯଦି ଆପଣଙ୍କ ମନରେ କିଛି ଚାଲୁଛି,ତେବେ ଲୋକ ମାନଙ୍କଠାରୁ ଦୂରରେ ରହିଲେ ବେଶୀ ବ୍ୟସ୍ତ ଲାଗିବ | ତେଣୁ ଆପଣ ଅନୁଭବୀ ଲୋକମାନଙ୍କ ଗହଣରେ ରହିବ ଉଚିତ ତଥା ଆପଣଙ୍କ ବ୍ୟସ୍ତତା ବିଷୟରେ ତାଙ୍କ ସହିତ କଥା ହେବ ଉଚିତ | ହୋଇ ପାରେ କି ଆପଣଙ୍କ ଜୀବନ-ସାଥୀ ଆଜି ସୁନ୍ଦର ଶବ୍ଦରେ ଆପଣଙ୍କୁ ଜଣେଇବେ କି ଆପଣ ତାଙ୍କ ପାଇଁ କେତେ ମତ୍ତ୍ୱପୁର୍ଣ |