ରାଶିଫଳ ସୋମବାର : ନୂତନ ପରିଯୋଜନା ଓ କାର୍ଯ୍ୟକୁ ଆରମ୍ଭ କରିବା ପାଇଁ ଉତ୍ତମ ଦିନ ଅଟେ

ନିଜର ଧନ କିପରି ଭାବରେ ସଂଚୟ କରିପାରିବେ ତାହା ଆଜି ଆପଣ ଭଲଭାବରେ ଶିଖିପାରିବେ…

ମେଷ ରାଶି ସୋମବାର ମଇ ୧୬, ୨୦୨୨: ଆଜି ଆପଣଙ୍କ ଶରୀର ଭଲ ରହିବ | ନିଜର ଧନ କିପରି ଭାବରେ ସଂଚୟ କରିପାରିବେ ତାହା ଆଜି ଆପଣ ଭଲଭାବରେ ଶିଖିପାରିବେ ଏବଂ ଏହା ଦ୍ୱାରା ଆପଣ ଆପଣଙ୍କର ଧନ ସଂଚୟ କରିପାରିବେ | ପିଲା ଓ ପରିବାର ଲୋକ ଦିନର କେନ୍ଦ୍ର-ବିନ୍ଦୁ ହୋଇ ରହିବେ | ସମୟ, କାମକର୍ଯ୍ୟ, ପଇସା,ବନ୍ଧୁ-ବାନ୍ଧବ, ସମ୍ପର୍କ ସବୁ ଗୋଟେ ପଟେ ଓ ଆପଣଙ୍କ ପ୍ରେମ ଗୋଟେ ପଟେ, ଦୁଇ ଜଣ ନିଜ ଭିତରେ ହଜି ଯିବେ- କିଛି ଏମିତି ହି ଅବସ୍ଥା ରହିବ ଆପଣଙ୍କର | କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଶତ୍ରୁ ନିଜର ଦୁଷ୍କର୍ମର ଫଳ ପାଇବେ | ଆପଣଙ୍କ ଦିନଟି କିପରି କାଟିବା ସେଥିପାଇଁ ଆପଣ ନିଜେ ଯତ୍ନବାନ ହେବା ଆବଶ୍ୟକ | ଜୀବନସାଥୀ ସହିତ ଗୋଟେ ଉତ୍ତମ ଦିନ କଟାଇବେ |

ବୃଷ : ଶାରୀରିକ ରୋଗର ଠିକ ହେବାର ଅନେକ ସମ୍ଭାବନାଅଛି ଓ ଏହା କାରଣରୁ ଆପଣ ଶୀଘ୍ର ହିଁ କ୍ରୀଡ଼ାରେ ଭାଗ ନେଇ ପାରିବେ ଯେଉଁମାନେ ଅତୀତରେ କୋୖଣସି ଧାନ ନିବେଶ କରିଥିଲେ ଆଜି ସେହି ଧାନ ଲାଭ ହେବାର ସମ୍ଭାବନା ଅଛି | ଦିନର ଶେଷ ଭାଗ କିଛି ବିଶେଷ ଓ ଆନନ୍ଦଦାୟକ କାର୍ଯ୍ୟ କରିବା ପାଇଁ ଅତି ଶୁଭ ଅଟେ | ପ୍ରେମ ଏକ ଝରଣା,ଫୁଲ,ଆଲୋକ ଓ ପ୍ରଜାପତି ପରି | ଆଜି ଆପଣଙ୍କ ପ୍ରେମରେ ଭରା ରୂପ ସାମନାକୁ ଆସିବା | ଆଜି ଆପଣ କାର୍ଯ୍ୟକ୍ଷେତ୍ରରେ ଜଣେ ଉତ୍ତମ ବ୍ୟକ୍ତିଙ୍କୁ ଦେଖା କରିବେ | ଆଜି ଯାତ୍ରା କରିବା ଆପଣଙ୍କ ପାଇଁ ଉପକାରୀ ହୋଇ ପାରେ କିନ୍ତୁ ବହୁତ ଖର୍ଚ ମଧ୍ୟ ହେବ | ଗୋଟେ ଉତ୍ତମ ଜୀବନସାଥୀ ସହିତ ଜୀବନ ସତରେ ଅଦ୍ଭୁତ ଲାଗେ ଓ ଆଜି ଆପଣ ଏହି କଥାକୁ ଅନୁଭବ ମଧ୍ୟ କରିବେ |

ମିଥୁନ : ଘୃଣାର ଭାବନା ମହଂଗା ପଡ଼ି ପାରେ | ଏହା କେବଳ ନିଜର ସହିବା-ଶକ୍ତି କମ କରେ, ତା ସହିତ ଆପଣଙ୍କ ବିବେକରେ କଲଂକ ଲାଗି ଯାଏ ଓ ସଂପର୍କରେ ବାଧା ଆସି ଯାଏ | ଯେଉଁ ମାନେ ନିଜର ନିକଟ ବନ୍ଧୁ ବା ସମ୍ପର୍କୀୟଙ୍କ ସହିତ ମିଶି ବାଣିଜ୍ୟ କରୁଛନ୍ତି ସେମାନଙ୍କୁ ଆଜି ବହୁତ ବୁଝିସୁଝି କାମ କରିବାକୁ ପଡିବ ନଚେତ ଅର୍ଥହାନି ହୋଇପାରେ | ଭାବି ଚିନ୍ତିକି କଥା ବାର୍ତା ଓ ସହୋଦ୍ୟୋଗ ସାହାଯ୍ୟରେ ନିଜର ଜୀବନ ସାଥି ସହ ସମ୍ପର୍କରେ ସୁଧାର ଆସି ପାରେ | ଆଜି ଦିନ ସାରା ପ୍ରେମରେ ଭରା ରହିବାର ପୁରା ସମ୍ଭାବନା ଅଛି | ନୂତନ ପରିଯୋଜନା ଓ କାର୍ଯ୍ୟକୁ ଆରମ୍ଭ କରିବା ପାଇଁ ଉତ୍ତମ ଦିନ ଅଟେ | ଅଜାଣତରେ କୌଣସି କଥା ଆପଣଙ୍କ ଘରର କୌଣସି ସଦସ୍ୟଙ୍କ ମନଦୁଃଖ କରିପାରେ | ପରେ ସେହି କଥା ଭାବି ଆପଣ ପୁରା ଦିଅଁ ମନସ୍ତାପରେ ରହିବେ | ଆପଣଙ୍କ ଜୀବନ-ସାଥୀ କାରଣରୁ ଆପଣ ଅନୁଭବ କରିବେ କି ସ୍ୱର୍ଗ ପୃଥିବୀରେ ହିଁ ଅଛି |

କର୍କଟ : ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦୁଇଗୁଣ କରି ଦବ | ଆଜି ଆପଣକୁ ଅର୍ଥ ହାନି ହୋଇ ପାରେ ଯଦି ଅନ୍ୟ କଥାରେ ପଡିକି ନିବେଶ କରିବେ | ଲୋକଙ୍କ ସହିତ ଠିକ ଭାବରେ ପ୍ରସ୍ତୁତ ହୁଅନ୍ତୁ, ବିଶେଷ କରିକି ଯେଉଁ ମାନେ ଆପଣଙ୍କୁ ପ୍ରେମ କରନ୍ତି ଓ ଆପଣଙ୍କ ଯତ୍ନ ନିଅନ୍ତି | ଅନ୍ୟ ମାନଙ୍କୁ ଖୁସି ଦେଇ ଓ ପୁରୁଣା ଭୁଲକୁ ଭୁଲିକି ଆପଣ ନିଜର ଜୀବନକୁ ସାର୍ଥକ କରିପାରିବେ ଆପଣଙ୍କୁ ଜଣା ପଡ଼ିଯିବ କି କାର୍ଯ୍ୟାଳୟରେ ଆପଣଙ୍କ ବରିଷ୍ଠ ଅଧିକାରୀ ଆପଣଙ୍କ ସହିତ ଅଟେ କଡ଼ା କଥା କାହିଁକି ହେଉଛନ୍ତି | କାରଣ ଜଣିକି ଆପଣଙ୍କୁ ସନ୍ତୋଷ ହେବ | ଆଜି ଯେତେବେଳେ ଆପଣଙ୍କ ପରିବାରର କୌଣସି ସଦସ୍ୟ ଆପଣଙ୍କୁ ସମୟ ଦେବେନି, ଆପଣଙ୍କୁ ଖରାପ ଲାଗିପାରେ | ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ଦୋଷକୁ ସୁଧାରିବେ ଓ ଆପଣଙ୍କୁ ଖୁସି ଅନୁଭବ ହେବ |

ସିଂହ : ଝଗଡ଼ା କରିବା ଶ୍ଵାସଭାବକୁ ନିଅନ୍ତ୍ରଣରେ ରଖନ୍ତୁ, ନଚେତ ସମ୍ପର୍କରେ କେବେ ନ ସାରିବା ଭଳିଆ ବାଧା ଆସି ପାରେ | ଏହା ଠୁ ନିଜାତ ପାଇବା ପାଇଁ ନିଜର ଚିନ୍ତାଧାରାରେ ବୃଦ୍ଧି ଅଣାନ୍ତୁ ଓ ପୂର୍ବ-ଧାରଣାକୁ ଛାଡ଼ନ୍ତୁ | ନିଜର ଧାନ କିପରି ଭାବରେ ସଂଚୟ କରିପାରିବେ ତାହା ଆଜି ଆପଣ ଭଲଭାବରେ ଶିଖିପାରିବେ ଏବଂ ଏହା ଦ୍ୱାରା ଆପଣ ଆପଣଙ୍କର ଧାନ ସଂଚୟ କରିପାରିବେ | ଭାବି ଚିନ୍ତିକି କଥା ବାର୍ତା ଓ ସହୋଦ୍ୟୋଗ ସାହାଯ୍ୟରେ ନିଜର ଜୀବନ ସାଥି ସହ ସମ୍ପର୍କରେ ସୁଧାର ଆସି ପାରେ | ଆଜି ଆପଣଙ୍କ ସୁନ୍ଦର କାର୍ଯ୍ୟକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କ ପ୍ରେମ ପୁର୍ଣ ରୂପରେ ଫୁଟିବ | ନୂତନ ଯୋଜନାକୁ ଆରମ୍ଭ କରିବା ପାଇଁ ଉତ୍ତମ ଦିନ ଅଛି | ଆପଣ ବଳକା ସମୟରେ କୌଣସି ନିକଟ ସମ୍ପର୍କୀୟଙ୍କ ଘରକୁ ଯାଇପାରନ୍ତି | କିନ୍ତୁ ସେଠି ତାଙ୍କର କିଛି କଥାଆପଣଙ୍କୁ ଭଲ ନ ଲାଗିବାରୁ ସମୟ ପୂର୍ବରୁ ଫେରିଆସିପାରନ୍ତି | ଏହା ବୈବାହିକ ଜୀବନର ସବୁଠୁ ଉତ୍ତମ ଦିନ ଅଟେ | ଆପଣଙ୍କୁ ପ୍ରେମର ଗଭୀରତା ଅନୁଭବ ହେବ |

କନ୍ୟା : ଅନ୍ୟ ମାନଙ୍କ ସାଙ୍ଗରେ ଖୁସି ବାଣ୍ଟିଲେ ସ୍ୱାସ୍ଥ୍ୟ ଆହୁରି ଭଲ ରହିବ | ଆପଣଙ୍କର ସୃଜନାତ୍ମକ କଳା ଅତି ଲାଭକାରୀ ହୋଇ ପରେ ଯଦି ତାହାର ଠିକ ଜାଗାରେ ପ୍ରୟୋଗ କରା ଯିବ | ଆଜି ଆପଣ ଘରୋଇ କାର୍ଯ୍ୟ ଯୋଗୁଁ ଥକା ଅନୁଭବ କରିବେ ଯାହା ଆପଣଙ୍କୁ ମାନସିକ ଯନ୍ତ୍ରଣା ମଧ୍ୟ ଦେଇ ପାରେ | ଆପଣ ଆପଣଙ୍କ ଜୀବନ ସାଥୀଙ୍କ ସହିତ କୋଉଠିକି ବୁଲା ବୁଲି କରି ନିଜର ପ୍ରେମ ଜୀବନରେ ନୂତନ ଉର୍ଜା ଭାରି ପାରିବେ | ନିଜର ସହକର୍ମୀ ମାନଙ୍କୁ ଚତୁରତାର ସହିତ ନିୟନ୍ତ୍ରିତ କରନ୍ତୁ | ଆଜିକୁ କାମ ଆଜି ସାରିଦେବ ଉଚିତ | ଆଜିର କାମକୁ କଲି ପାଇଁ ରଖିଲେ କାମ ବେଶୀ ବଢ଼ିଯିବ ଏବଂ ଆପଣ ନିଜପାଇଁ କେବେ ସମୟ ପାଇବେନି | ଆପଣାକୁ ଅନୂଭଵ ହେବକି ଆପଣଙ୍କ ଜୀବନ-ସାଥୀ ଆଗରୁ ଏତେ ଭଲ କେବେ ବି ନଥିଲେ |

ତୁଳା : ଆଜି ଦିନଟା ଏମିତିଆ କାର୍ଯ୍ୟ କରିବା ପାଇଁ ଉତ୍ତମ ଅଟେ,ଯାହା କରିକି ଆପଣଙ୍କୁ ନିଜ ବିଷୟରେ ଭଲ ଅନୁଭବ କରିବେ | ବ୍ୟାପାରୀ ମାନଙ୍କୁ ଆଜି ବ୍ୟାପାରରେ କ୍ଷତି ସହିବାକୁ ପଡ଼ିପାରେ ତଥା ନିଜର ବ୍ୟାପାରକୁ ଆହୁରି ଭଲଭାବରେ ଚଳାଇବାପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିପାରେ | କିଛି ଲୋକ ଯେତିକି ପ୍ରକୃତରେ କରି ପାରିବେ, ତାଠୁ ବେଶୀ କଥା ଦିଅନ୍ତି | ଏମିତି ଲୋକଙ୍କୁ ଭୁଲି ଯିବା ଭଲ ଯେଉଁ ମାନେ କେବଳ କଥା କୁହନ୍ତି ଓ କିଛି ପରିଣାମ ଦିଅନ୍ତି ନାହିଁ | ପ୍ରେମ ଜୀବନର ଦୃଷ୍ଟିରୁ ଆଜି ଦିନ ଅତି ଉତ୍ତମ ରହିବ | ପ୍ରେମର ମଜା ଅନୁଭବ କରନ୍ତୁ | ଆଜି ଦିନ ସାରା କାର୍ଯ୍ୟାଳୟର ପରିବେଶ ଉତ୍ତମ ରହିବ | ଯେଉଁମାନେ ଘରୁ ଦୂରରେ ରହି କାମ କରୁଛନ୍ତି ସେମାନେ ସନ୍ଧ୍ୟାରେ କୌଣସି ପାର୍କ ବା ଶାନ୍ତ ଜାଗାରେ ସମୟ ଅତିବାହିତ କରିପାରନ୍ତି | ଆଜି ଆପଣଙ୍କୁ ରଙ୍ଗ ବେଶୀ ଗାଢା ଦେଖା ଯିବ, କାହିଁକି ନା ପରିବେଶରେ କେବଳ ପ୍ରେମ ହିଁ ପ୍ରେମ ଅଛି |

ବିଛା : ଆଜି ନିଜର ଦେହର ଯତ୍ନ ନେବା ପାଇଁ ,ବହୁତ ସମୟ ମିଳିବ ତାହାର ଉପଯୋଗ କରନ୍ତୁ| ଆର୍ଥିକ ରୂପରେ ଆଜି ଅପାଙ୍କ ପାଇଁ ଶୁଭ ଦିନ ଅଟେ | ଗ୍ରହ ନକ୍ଷେତ୍ରଙ୍କ ଚଳନା ଆଜି ଆପଣଙ୍କ ପାଇଁ ଅଧିକ ଧାନ ଅର୍ଜନର ସୁଯୋଗ ଆଣିପାରେ | ମାତା-ପିତାଙ୍କ ସହିତ ନିଜର ଖୁସି ବାଣ୍ଟନ୍ତୁ | ତାଙ୍କୁ ଅନୁଭବ ହେବାକୁ ଦିଅନ୍ତୁ କି ଆପଣଙ୍କ ମନରେ ତାଂକ ପାଇଁ କେତେ ମହତ୍ୱ ଅଛି,ଏହା ଦ୍ଵାରା ତାଙ୍କର ଏକୁଟିଆ ଥିବାର ଭାବନା ଆପେ ହିଁ ସରି ଯିବ | ଆମର ଜୀବନର କଣ ଲାଭ ଯଦି,ଆମେ ଆଉ କାହାର ଜୀଵନ ସହଜ ନ କରି ପାରୁ | କୌଣସି ଶୁଭ ଖବର କିମ୍ବା ପ୍ରିୟ ଠୁ ମିଳିଥିବା କୌଣସି ଖବର ଆପଣଙ୍କ ଖୁସିକୁ ଆହୁରି ବଢ଼େଇ ଦେବ | ଯଦି ଆପଣ ଲମ୍ବା ସମୟରୁ କାହା ସହିତ କଥା ହେବାକୁ ଚେଷ୍ଟା କରୁଥିଲେ, ତାହେଲେ ଆଜି ତାଙ୍କ ସହିତ କଥା ହୋଇ ପାରନ୍ତି | ଆପଣ ଜଣେ ଭିନ୍ନ ବ୍ୟକ୍ତିତ୍ୱ ସମ୍ପନ୍ନ ବ୍ୟକ୍ତି ଯେ ଏକାକୀ ରହିବାକୁ ବେଶୀ ପସନ୍ଦ କରନ୍ତି | ଆଜି ଆପଣ ଆପଣଙ୍କ ପାଇଁ ସମୟ ପାଇବେ କିନ୍ତୁ ଅଫିସ କାମରେ ବ୍ୟସ୍ତ ରହିବେ | ଯଦି ଆପଣ ନିଜର ଜୀବନ-ସାଥୀଙ୍କ ଠୁ ସ୍ନେହର ଆଶା ରଖୁଛନ୍ତି, ତାହେଲେ ଆଜିର ଦିନ ଆପଣଙ୍କ ସବୁ ଆଶା ପୁରୁଣ କରିବ |

ଧନୁ : ନିଜର ପ୍ରକୃତ କ୍ଷମତାକୁ ଅନୁଭବ କରନ୍ତୁ କାରଣ ଆପଣଙ୍କ ପାଖରେ ବଳର ଅଭାବ ନାହିଁ କେବଳ ଇଚ୍ଛା ଶକ୍ତିର ଅଭାବ ଅଛି | ଆପଣ ନିଜେ ଜାଣି ଛନ୍ତି କି ଲୋକ ମାନେ ଆପଣଙ୍କଠୁ କଣ ଆଶା କରୁଛନ୍ତି – ତେଣୁ ଅଯଥାରେ ବେଶୀ ଖରଚ କରନ୍ତୁ ନାହିଁ | ପାରିବାରିକ ବିପଦକୁ ସମାଧାନ କରିବାରେ ଆପଣଙ୍କ ଚୁଆଲିଆ ସ୍ୱଭାବ ବିଶେଷ ଭୂମିକା କରିବ | ଆପଣଙ୍କ ପ୍ରିୟ ଆଜି ପ୍ରେମର ମନୋଦଶାରେ ଥିବେ | କୌଣସି ଛୋଟ କିମ୍ବା ମଧ୍ୟ-କାର୍ଯ୍ୟକାଳ ପାଠ୍ୟକ୍ରମରେ ନାମ ଲେଖନ୍ତୁ ଓ ନିଜର କ୍ଷମତାରେ ବୃଦ୍ଧି ଅଣାନ୍ତୁ | କାମରୁ କିଛି ସମୟ କାଢି ଆଜି ଆପଣ ଆପଣଙ୍କ ଜୀବନସାଥୀ ସହିତ କଟାଇପାରିବେ | ଆପଣଙ୍କ ଜୀବନ-ସାଥୀ ଅଜାଣତରେ କିଛି ଏମିତିଆ କାମ କରି ପାରନ୍ତି, ଯାହା ଆପଣ ଚାହିଁକୀ ବି ଭୁଲି ପାରୁ ନାହାନ୍ତି |

ମକର : ଶାରୀରିକ ରୋଗର ଠିକ ହେବାର ଅନେକ ସମ୍ଭାବନାଅଛି ଓ ଏହା କାରଣରୁ ଆପଣ ଶୀଘ୍ର ହିଁ କ୍ରୀଡ଼ାରେ ଭାଗ ନେଇ ପାରିବେ ଆପଣଙ୍କ ପଇସା ଆପଣଙ୍କ କାମରେ ସେବେ ଆସିବ ଯେବେ ଆପଣ ତାହା ସଞ୍ଚୟ କରିବେ | ଏହା ଭଲଭାବରେ ଜାଣି ରଖନ୍ତୁ ନଚେତ ପରେ ପଶ୍ଚାତାପ କରିବାକୁ ପଡ଼ିବ | ଅସୁବିଧା ସମୟରେ ପରିବାର ଲୋକ ଆପଣଙ୍କ ସାହାଯ୍ୟ ଓ ପରାମର୍ଶ ଦେବେ | ଆପଣ ଅନ୍ୟ ମାନଙ୍କ ଅନୁବୂତିରୁ କିଛି ଶିକ୍ଷା ଶିଖି ପାରିବେ | ଏହା ଆପଣଙ୍କର ଆତ୍ମବିଶ୍ୱାସ ପାଇଁ ଅତି ଆବଶ୍ୟକ | ପ୍ରେମ ସମ୍ପର୍କରେ କୌଣସି ପ୍ରକାରର ଚାପ ପକେଇବାକୁ ଚେଷ୍ଠା କରନ୍ତୁ ନାହିଁ | ବିନା ଗଭୀର ଭାବରେ ବୁଝା-ମଣା କରି କୌଣସି ବ୍ୟବସାୟିକ କିମ୍ବା ଆଇନ ସମ୍ଭନ୍ଧୀଆ ଦସ୍ତାବିଜକୁ ହସ୍ତକଃୟର କରନ୍ତୁ ନାହିଁ | ଆପଣଙ୍କ ସମ୍ପର୍କ କରିବାର ପ୍ରବୀଣତା ପ୍ରଭାବଶାଳୀ ରହିବ | ଜୀବନ-ସାଥୀଙ୍କର ଖରାପ ସ୍ୱାସ୍ଥ୍ୟ କାରଣରୁ ଆପଣଙ୍କ କାମ-କାର୍ଯ୍ୟ ପ୍ରଭାବିତ ହୋଇ ପାରେ |

କୁମ୍ଭ : କିଛ ମାନସିକ ଚାପି ଓ ବିବାଦ ଆପଣଙ୍କୁ ବିରକ୍ତ ଓ ଉତେଜିତ କରି ପାରନ୍ତି | ଅର୍ଥ ବାଧ୍ୟତାରୁ ବଞ୍ଚିବା ପାଇଁ ନିର୍ଧାରିତ ବଜେଟ ଭିତରେ ରୁହନ୍ତୁ | ପରିବାର ଲୋକଙ୍କ ଦରକାରକୁ ଗୁରୁତ୍ୱ ଦିଅନ୍ତୁ | ତାଙ୍କର ସୁଖ-ଦୁଃଖର ଭାଗିଦାର ହୁଅନ୍ତୁ, ତାହେଲେ ତାଙ୍କୁ ଅନୁଭବ ହେବକି ଆପଣ ସତରେ ତାଙ୍କର ଧ୍ୟାନ ରଖନ୍ତି | ସାମାନ୍ୟ ଦ୍ଵନ୍ଦ ହେଲେ ମଧ୍ୟ ଆପଣଙ୍କ ପ୍ରେମ ସମ୍ପର୍କ ଆଜି ଭଲ ରହିବ ଓ ଆପଣ ଆପଣ ଆପଣଙ୍କ ପ୍ରେମିକ/ପ୍ରେମିକାଙ୍କୁ ଖୁସି କରାଇ ପାରିବେ | ଆଜି ଆପଣଙ୍କ ଜୀବନସାଥୀ ସହିତ ବୁଝା-ମନା କରିବାରେ ଆପଣଙ୍କୁ ଅସୁବିଧା ହୋଇ ପାରେ | ଆପଣଙ୍କର ଚୁମ୍ବକୀୟ ବ୍ୟକ୍ତିତ୍ୱ ବହୁତ ଲୋକଙ୍କ ହୃଦୟ ଜିତି ନବ | ଆଜି ଆପଣ ନିଜ ଜୀବନ-ସାଥୀ ସହିତ ଆତ୍ମୀୟକଥା-ବାର୍ତ୍ତାହେବେ

ମୀନ : ହୃଦୟ ରୋଗୀଙ୍କ ପାଇଁ କଫି ଛାଡ଼ିବାର ଉଚିତ ସମୟ ଆସିଛି | ଏବେ ଏହାର ଟିକେ ବି ଉପଯୋଗ ହୃଦୟ ଉପରେ ଅତିରିକ୍ତ ଚାପ ଦେଇ ପାରେ | ଆଜି ଅର୍ଥହାନିର ସମ୍ଭାବନା ଅଛି | ତେଣୁ ଦେବା ନେବା ମାମଲାରେ ଯେତେ ସତର୍କ ରହିବେ ଆପଣଙ୍କ ପାଇଁ ସେତେ ଭଲ | ଆପଣଙ୍କ ଦୁଃଖ ଆପଣଙ୍କ ପାଇଁ ବଡ ହୋଇ ପାରେ,କିନ୍ତୁ ଆଖ-ପାଖ ଲୋକ ଆପଣଙ୍କ କଷ୍ଟକୁ ବୁଝିବେନି | ବଢେ ତାଙ୍କୁ ଲାଗୁଛିକି ତାଙ୍କୁ କିଛି ନେବା ଦେବା ନାହିଁ | ମୈତ୍ରୀ ଗଭୀର ହେବା ସାଙ୍ଗରେ,ପ୍ରେମର ଭାବନା ଭି ଅନୁଭବ କରିବେ | ମହତ୍ଵପୁର୍ଣ ଲୋକଙ୍କ ସହିତ କଥା-ବାର୍ତା ହେଲା ସମୟରେ ଆଖି ନାକ ଖୋଲା ରକ୍ଷନ୍ତୁ, ହେଇ ପାରେକି କୌଣସି ବହୁମୂଲ୍ୟ କଥା କିମ୍ବା ବିଚାର ମନକୁ ଆସି ପାରେ | ଆଜି ଆପଣ ନିକଟସ୍ଥ ଲୋକମାନଙ୍କ ସହିତ ସମୟ କାଟିବାକୁ ଚାହିଁଲେ ମଧ୍ୟ ସକ୍ଷମ ହୋଇପାରିବେ ନାହିଁ | ବୈବାହିକ ଜୀବନରେ ସବୁ ଅସୁବିଧା ପରେ ବି ଆପଣ ଓ ଆପଣଙ୍କ ଜୀବନ-ସାଥୀ ପୁଣି ଠାରେ ପ୍ରେମର ଗଭୀରତା ଅନୁଭବ କରିବେ |