ରାଶିଫଳ ସୋମବାର: ଆପଣଙ୍କ କୁଶଳ ଭାବରେ କାମ କରିବାର ଯୋଗ୍ୟତା ସବୁ ଅସୁବିଧାରୁ ସୁରକ୍ଷିତ ରଖିବ, ଏହି ରାଶିରେ ଜାଣନ୍ତୁ..

Odia Rasiphala 27.06.2022

ମେଷ ରାଶି ଭବିଷ୍ୟ ଦିନଟା ଏମିତିଆ କାର୍ଯ୍ୟ କରିବା ପାଇଁ ଉତ୍ତମ ଅଟେ,ଯାହା କରିକି ଆପଣଙ୍କୁ ନିଜ ବିଷୟରେ ଭଲ ଅନୁଭବ କରିବେ | ଜମିଜମା କାମରେ ନିବେଶ କରିବା ଲାଭକାରୀ ରହିବ | ଘରେ ଓ ଆଖ-ପାଖରେ ଛୋଟ-ମୋଟ ପରିବର୍ତନ ଘରର ସାଜେ-ସଜାରେ ବୃଦ୍ଧି ଆଣିବ | ନିଜ ସସାଙ୍ଗ ଠୁ ବହୁତ ଲମ୍ବା ସମୟ ପରେ ଦେଖା କରିବାର ବିଚାର ଭାବି ଆପଣ ହୃଦୟର ଗତି ବଢି ପାରେ | ଆଜି ଲାଭ ମିଳି ପାରେ,କିନ୍ତୁ ସାର୍ଟ ଏହା କି ଆପଣ ଭଲ ଭାବରେ ନିଜ କଥା ରଖନ୍ତୁ ଓ କାର୍ଯ୍ୟରେ ଉତ୍ସାହ ଦେଖନ୍ତୁ | ହି ରାଶିର ବ୍ୟକ୍ତିମାନେ ଆଜି ନିଜ ଭାଇଭଉଣୀଙ୍କ ସହିତ କୌଣସି ଚଳଚିତ୍ର ବା ମ୍ୟାଚ ଦେଖୀପାରନ୍ତି ଏହାଦ୍ୱାରା ଆପଣଙ୍କର ସମ୍ପର୍କ ଆହୁରି ବଢିବ | ହୋଇ ପାରେ କି ଆପଣଙ୍କ ଜୀବନ-ସାଥୀ ଆଜି ସୁନ୍ଦର ଶବ୍ଦରେ ଆପଣଙ୍କୁ ଜଣେଇବେ କି ଆପଣ ତାଙ୍କ ପାଇଁ କେତେ ମତ୍ତ୍ୱପୁର୍ଣ |

ବୃଷ:
ଶରୀର ସ୍ୱାସ୍ଥ୍ୟ ରଖିବା ପାଇଁ ସିଗାରେଟ ଟାଣିବାର ଅଭ୍ୟାସ ଛାଡ଼ି ଦିଅନ୍ତୁ | ଆପଣ ଧନ ଲାଭ କରି ପାରିବେ, କିନ୍ତୁ ସର୍ତ ଏହା କି ଆପଣ ଆପଣଙ୍କ ସ୍ୱଳ୍ପ ସଂଚୟ ପାରମ୍ପରିକ ବିନିଯୋଗରେ ନିବେଶ କରନ୍ତୁ | ପରିବାରରେ କୋଣସି ମହିଲଙ୍କାର ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଆପଣଂକୁ ଚିଂତା ହୋଇ ପାରେ| ଆପଣଙ୍କ ପ୍ରେମ ସମ୍ପର୍କରେ ଯାଦୁ ବାତାବରଣ ଲାଗି ରହିଛି,ତାହାର ସୁନ୍ଦରତାକୁ ଅନୁଭବ କରନ୍ତୁ | ପର୍ଯ୍ୟଟନ କ୍ଷେତ୍ର ଆପଣଙ୍କୁ ଉତ୍ତମ କରିଅର ଦେଇ ପାରେ | ଏହି ସମୟ ନିଜର ଆଶାକୁ ବୁଝିବା ଓ ତାହାକୁ ପୁରା କରିବା ପାଇଁ କଠିନ ପରିଶ୍ରମ କରିବା ପାଇଁ ଅଛି | ସଫଳତା ଆପଣଙ୍କର ଆଗ୍ରହ ସହିତ ପ୍ରତୀକ୍ଷା କରୁଛି | ଆଜିକା ଦିନର ଅଧିକାଂଶ ସମୟ କିଣାକିଣି ଓ ଅନ୍ୟ ଗତିବିଧିରେ ଯିବ | ଜୀବନସାଥୀ ସହିତ ଗୋଟେ ଉତ୍ତମ ଦିନ କଟାଇବେ |

ମିଥୁନ:
ଆପଣଙ୍କ ସବୁଠୁ ବଡ ସ୍ବପ୍ନ ସତରେ ବଦଳି ପାରେ | କିନ୍ତୁ ନିଜର ଉତ୍ସହାକୁ ନିଅତ୍ରଣରେ ରଖନ୍ତୁ, କାରଣ ଅତି ଖୁସି ହେଵାଭି ବିପଦ ସ୍ତୃଷ୍ଟି କରି ପାରେ | ବହୁତ ଦିନରୁ ଅଟକି ଥିବା ଅର୍ଥଆଜି ମିଳିବାଯୋଗୁଁଅର୍ଥ ଅବସ୍ଥାରେ ଉନ୍ନତି ହେବ ପାରିବାରିକ କାର୍ଯ୍ୟ ଓ ଲମ୍ବା ସମୟରୁ ପଡ଼ି ଥିବା କାର୍ଯ୍ୟକୁ ସାରିବା ପାଇଁ ଆଜି ଦିନଟା ଉତ୍ତମ ଅଟେ | ଆପଣଙ୍କୁ ଆଜି ହିଁ ନିଜ ପ୍ରିୟାକୁ ମନର କଥା ପ୍ରକାଶ କରିବାର ଆବଶ୍ୟକତା ଅଛି,କାରଣ କାଲିକୁ ବହୁତ ଡେରି ହେଇ ପାରେ | ଲୋକ ମାନେ ଆପଣଙ୍କୁ ଆପନଙ୍କରେ ବଢିଆ କାମ ପାଇଁ ଜାଣିବେ | ଦିନର ଆରମ୍ଭ ଟିକେ କ୍ଲାନ୍ତଭରା ହେଲେ ମଧ୍ୟ ଧୀରେ ଧୀରେ ଆପଣଙ୍କୁ ଭଲ ଫଳ ମିଳିବ | ଦିନ ଶେଷରେ ଆପଣଙ୍କୁ ଯଥେଷ୍ଟ ସମୟ ମିଳିବ ଯାହା ଆପଣ କୌଣସି ପ୍ରିୟ ବନ୍ଧୁଙ୍କୁ ଭେଟି ସମୟର ସଦୁପଯୋଗ କରିପାରିବେ | ଆଜି ଆପଣ ଓ ଆପଣଙ୍କ ଜୀବନ-ସାଥୀଙ୍କୁ ପ୍ରେମ ସମ୍ବନ୍ଧରେ କଥା ହେବ ପାଇଁ ବହୁତ ସମୟ ମିଳିବ |

କର୍କଟ:
ଆପଣ କୌଣସି ପୁରୁଣା ରୋଗଠୁ ମୁକ୍ତି ପାଇବେ | ବିବାହିତ ବ୍ୟକ୍ତି ମାନଙ୍କୁ ଆଜି ସେମାନଙ୍କର ପିଲାଙ୍କ ପଢ଼ା ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ | ସନ୍ଧ୍ୟା ବେଳକୁ ସାଙ୍ଗ ସାଥୀଙ୍କ ସହିତ ସମୟ କାଟିବା ଆନନ୍ଦ ଦେବ | ନିଜର ପ୍ରେମ ଜୀବନ ବିଷୟରେ ଏପଟେ-ସେପଟେ ବେଶୀ କଥା ହୁଅନ୍ତୁ ନାହିଁ | ଆଜି ଅଫିସ ରେ ଆପଣଙ୍କୁ ଭଲ ଫଳ ନମିଳିପାରେ | ଆପଣଙ୍କର କୌଣସି ସହକର୍ମୀ ଵିଶ୍ଵାସଘାତ କରିପାରେ ଯାହାଦ୍ୱାରା ଆପଣ ଦିନସାରା ମାନସିକ ଚାପରେ ରହିବେ | ସମୟ ଅଭାବ ଯୋଗୁଁ ନ ଭାବିଚିନ୍ତି ଯୋଜନା କରନ୍ତୁ ନାହିଁ ନହେଲେ ପଶ୍ଚାତାପ କରିବାକୁ ପଡି ପାରେ |Littlebit Changed ଲମ୍ବା ସମୟ ଯାଏଁ କାମ-କାର୍ଯ୍ୟର ଚାପ ଆପଣଙ୍କ ବୈବାହିକ ଜୀବନରେ ବିପଦ ଠିଆ କରି ପାରେ | ଆଜି ସବୁ ଅସନ୍ତୋଷ ଦୂର ହୋଇ ଯିବ |

ସିଂହ:
ନିଜର ଉର୍ଜା-ସ୍ଥରକୁ ପୁଣି ଥରେ ବୃଦ୍ଧି କରିବା ପାଇଁ ପୁରା ଆରାମ କରନ୍ତୁ, କାରଣ ଥକା ଶରୀର ମସ୍ତିସ୍କକୁ ବି ଠକେଇ ଦିଏ | ଆପଣଙ୍କୁ ଆପଣଙ୍କ ପ୍ରକୃତ ଖଞାମତାକୁ ଚିହିଁବାର ଆବଶ୍ୟକତା ଅଛି, କାରଣ ଆପଣଙ୍କ ଭିତରେ ଖଞାମତାର ଅଭାବ ନାହିଁ କେବଳ ଇଚ୍ଛା-ଶକ୍ତିର ଅଛି | କାର୍ଯ୍ୟକ୍ଷେତ୍ରରେ ସାମାନ୍ୟ ଅବହେଳା ବି ଆଜି ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ କରାଇପାରେ | ଆପଣଙ୍କର ପରିହାସ କରିବାର ପ୍ରକୃତି ଯୋଗୁଁ ସମସ୍ତେ ଆପଣଙ୍କ ଆଡ଼େ ଆକର୍ଷିତ ହେବେ | ଯଦି ଆପଣ ଆପଣଙ୍କର ପ୍ରେମ ସମ୍ବନ୍ଧକୁ ବଜାୟ ରଖିବାକୁ ଚାହୁଁଛନ୍ତି ତାହେଲେ ଅନ୍ୟ କାହାର କଥା ଶୁଣି ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ ବା କୌଣସି ଭୁଲ ମନ୍ତବ୍ୟ ଦିଅନ୍ତୁ ନାହିଁ | କ୍ୟାରିୟରର ଦୃଷ୍ଟିରୁ ଆରମ୍ଭ କରି ଥିବା ଯାତ୍ରା ସଫଳ ରହିବ | କିନ୍ତୁ ଏମିତି କରିବା ପୂର୍ବରୁ ନିଜ ମାତା-ପିତାଙ୍କ ସହମତି ନହଟଇ ନିଅନ୍ତୁ | ସମୟର ସଦୁପଯୋଗ କରିବାପାଇଁ ଆଜି ଆପଣ ପାର୍କ ଜେବାପାଇଁ ଯୋଜନା କରିପାରନ୍ତି କିନ୍ତୁ ସେଠି କୌଣସି ଅଚିଂହା ବ୍ୟକ୍ତିଙ୍କ ସହିତ ଯୁକ୍ତି ତର୍କ ହେଵା ଆପଣଙ୍କ ମୁଡ଼ ଖରାପ ହୋଇପାରେ | ଆପଣଙ୍କ ଜୀବନସାଥୀ ଆପଣଙ୍କ ଠୁ ନିରାଶ ହୋଇ ପାରନ୍ତି, କାରଣ ଆପଣ ତାଙ୍କୁ କୌଣସି ମହତ୍ଵପୁର୍ଣ କଥା ଜଣେଇବାକୁ ଭୁଲି ଯାଇଛନ୍ତି |

କନ୍ୟା:
ଅଧିକ ଖାଇବାଠୁ ନିଜକୁ ବର୍ଜନ କରନ୍ତୁ ଓ ସ୍ୱାସ୍ଥ୍ୟ କ୍ଲବ ନିୟମିତ ଭାବେ ଯାଆନ୍ତୁ | ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ଚିଂହା ଲୋକଙ୍କଠୁ ନୂଆ ସ୍ରୋତ ମିଳି ପାରେ | ଯଦି କଥାବାର୍ତା ଓ ଚର୍ଚ୍ଚା ଆପଣଙ୍କ ହିସାବରେ ନ ହୁଏ, ତାହେଲେ ଆପଣ ରାଗରେ କଡ଼ା କଥା କହି ପାରନ୍ତି | ଯାହା କାରଣରୁ ପରେ ଆପଣଙ୍କୁ ପଶ୍ଚାତାପ କରିବାକୁ ପଡ଼ି ପାରେ – ସେଥିପାଇଁ ଭଲ ଭାବରେ ଭାବି-ଛିନ୍ତିକି କୁହନ୍ତୁ | ସାବଧାନ ରୁହନ୍ତୁ, କାରଣ କେହି ଆପଣଙ୍କ ଛବିକୁ ଖରାପ କରିବାକୁ ଚେଷ୍ଟା କରି ପାରେ | ଆପଣଙ୍କ ଆଧିପତ୍ୟ ବିସ୍ତାର କରିବାର ସ୍ଵଭାଵ ଆଲୋଚନାର କାରଣ ବାଣୀ ପାରେ | ଶରୀରକୁ ସୁସ୍ଥ ରଖିବା ପାଇଁ ଆଜି ଆପଣ ବହୁତ ଯୋଜନା କରିବେ କିନ୍ତୁ ଅନ୍ୟ ଦିନମାନଙ୍କ ଭଳି ସେମାନଙ୍କୁ କାର୍ଯ୍ୟକାରୀ କରିପାରିବେ ନାହିଁ | ଦୈନିକ କାମ-କାର୍ଯ୍ୟର ଆବଶ୍ୟକତା ପୁରଣ ନ ହେବା କାରଣରୁ ଆପଣଙ୍କ ବୈବାହିକ ଜୀବନରେ ବିବାଦ ହୋଇ ପାରେ|ଖାଦ୍ୟ,ସଫା-ସୁତୁରା କିମ୍ବା କୌଣସି ଘରୋଇ ଜିନିଷ ଏହାର କାରଣ ହୋଇ ପାରନ୍ତି|

ତୁଳା:
ଆପଣଙ୍କ ଅଭଦ୍ର ବ୍ୟବହାର ଜୀବନସାଥୀ ସହିତ ଆପଣଙ୍କ ସମ୍ପର୍କରେ ବିପଦ ଆଣି ପାରେ | କୌଣସି ଏମିତିଆ କାର୍ଯ୍ୟ କରିବା ପୂର୍ବରୁ ଏହାର ପରିଣାମ ବିଷୟରେ ବିଚାର କରି ନିଅନ୍ତୁ | ଯଦି ସମ୍ଭବ ତାହେଲେ ନିଜର ମନ ଭଲ କରିବା ପାଇଁ କୋଉଠିକି ବୁଲିବାକୁ ଯାନ୍ତୁ | ଆଜି ଘରର କୌଣସି ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ଅର୍ଥ ସଞ୍ଚୟ ନେଇ ଉପଦେଶ ନେଇପାରନ୍ତି ଓ ସେହି ଉପଦେଶକୁ ନିଜ ଜୀବନରେ ଉପଯୋଗ କରି ଲାଭବାନ ହୋଇପାରନ୍ତି | ଘରେ ଉଲ୍ଲାସର ପରିବର୍ତନ ଥିବା ଯାହା ଆପଣଙ୍କ ଚାପକୁ କମ କରି ଦେବ | ଆପଣ ଏହାର ପୁର୍ଣ ରୂପେ ସହଭାଗି ହୁଅନ୍ତୁ ଓ କେବଳ ମୁକ ଦର୍ଶକ ହୋଇ କିଛି ଲାଭ ମିଳିବ ନାହିଁ | ଆଜି ଆପଣଙ୍କ ପ୍ରେମୀ ଆପଣଙ୍କ କଥାରେ ଆଘାତ ହୋଇ ପାରନ୍ତି | କଥା ବେଶୀ ବଢିବା ପୂର୍ବରୁ ନିଜର ଭୁଲ ଜାଣିନେଇ ପ୍ରତିକାର କରନ୍ତୁ | ସହକର୍ମୀ ଓ ବରିଷ୍ଠ ଲୋକଙ୍କ ପୁରା ସହଯୋଗ ପାଇ କାର୍ଯ୍ୟାଳୟର କାମ ଅତି ଶୀଘ୍ର କରି ପାରିବେ | ଆପଣଙ୍କ କୁଶଳ ଭାବରେ କାମ କରିବାର ଯୋଗ୍ୟତା ସବୁ ଅସୁବିଧାରୁ ସୁରକ୍ଷିତ ରଖିବ | ବିବାହର ଠିକ ପୂର୍ବରୁ ଘଟି ଥିବା ସୁନ୍ଦର ଦିନର ସ୍ମୃତି ମନେ ପଡ଼ି ପାରେ- ସେଇ ମଜା, ଆଗ-ପଛ ବୁଲିବା ଓ ପ୍ରେମ ପ୍ରସ୍ତାଵ ଦେବା |

ଧନୁ:
ଖୋଲାବାୟୁରେ ଖେଳ ଆପଣଙ୍କୁ ଆକର୍ଷିତ କରି ପାରେ – କିନ୍ତୁ ଯୋଗ ଓ ତପସ୍ୟା ଅଧିକ ଲାଭକାରୀ ହେବେ | ବିଦେଶ ବା ଦୂରଦେଶରେ ଥିବା ଆପଣଙ୍କର ଜମିଜମା ଭଲ ଦରରେ ବିକ୍ରି ହୋଇପାରେ ଯେଉଁଥିରେ ଆପଣଙ୍କୁ ଭଲ ଲାଭ ହୋଇପାରେ | ପିଲା ମାନେ ଆଜି ଧ୍ୟାନ ଆକର୍ଷିତ କରିବାକୁ ଚେଷ୍ଟା କରିବେ , କିନ୍ତୁ ତା ସଙ୍ଗେ ସଙ୍ଗେ ଖୁସି ହବାର କାରଣ ବି ହେବେ | ପ୍ରେମର ଦୃଷ୍ଟିରୁ ଏହା ଉତ୍ତମ ଦିନ ଅଟେ | ଆପଣଙ୍କର କୌଣସି ପୁରୁଣା କାମପାଇଁ ଆଜି ଆପଣ ପ୍ରସଂଶିତ ହେବେ | ଚାକିରୀରେ ପ୍ରୋତ୍ସାହନ ମିଳିପାରେ | ବ୍ୟବସାୟୀ ମାନେ ତାଙ୍କ ଵାଣିଜ୍ୟକୁ ବିସ୍ତାର କରିବାପାଇଁ ଅନୁଭବୀ ବ୍ୟକ୍ତି ମାନଙ୍କ ସହିତ ଆଲୋଚନା କରିପାରନ୍ତି | ଅନ୍ୟମାନେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ଆପଣ ତାହା ଆଜି ଭାବିବେ ନାହିଁ | ବରଂ ଆପଣ ଆପଣଙ୍କ ଖାଲି ସମୟରେ ଏକାକୀ ରହିବ ପସନ୍ଦ କରିବେ | ଆଜ ଆପଣ ଅନୁଭବ କରିବେ କି ଗୋଟେ ଉତ୍ତମ ଜୀବନ-ସାଥୀ ପାଇବାର କଣ-କଣ ଲାଭ ଅଛି |

ମକର:
ମାନସିକ ଓ ନୈତିକ ଶିକ୍ଷା ସହିତ ଶାରୀରିକ ଶିକ୍ଷା ବି ନିଅନ୍ତୁ,କେବଳ ତେବେ ହିଁ ପୁର୍ଣ ଭାବରେ ବିକାଶ ସମ୍ଭବ | ମନେ ରଖ୍ନ୍ତୁକି ସୁସ୍ତ ଶରୀରରେ ହିଁ ଗୋଟେ ସୁସ୍ତ ମନର ନିବାସ ହୁଏ | ଆଜି ଆପଣଙ୍କ ଘରକୁ କୌଣସି ଅଜଣା ଅତିଥି ଆସିପାରନ୍ତି | କିନ୍ତୁ ତାଙ୍କର ଉପସ୍ଥିତି ଆପଣଙ୍କୁ ଆର୍ଥିକ ଲାଭ ପ୍ରଦାନ କରିବ | ଆପଣଙ୍କର ଅନ୍ୟଙ୍କୁ ପ୍ରଭାବିତ କରିବାର କ୍ଷମତା ଆପଣଙ୍କ ପାଇଁ ସକାରାତ୍ମକ ସୁହଜ ଆଣିବ | କୌଣସି କୌତୁହଳଜନକ ବ୍ୟକ୍ତିଂକୁ ଦେଖା କରିବାର ପ୍ରବଳ ସମ୍ଭାବନା ଅଛି | ନୂଆ ଯୋଜନା ଓ ନିର୍ଣୟ ଯୋଗୁଁ ସହଭାଗୀ ମାନେ ଉତ୍ସାହଯୁକ୍ତ ଅନୁଭବ କରିବେ | ଆଜି ଆପଣ ସବୁ କାମଦାମ ଛାଡି ପରିବାର ସହିତ ସମୟ କାଟିବାକୁ ପସନ୍ଦ କରିବେ | ପରିବାରବର୍ଗ ମଧ୍ୟ ଏଥିରେ ଖୁସି ହେବା ସହିତ ଆଶ୍ଚର୍ଯ୍ୟ ହେବେ | ଆଜି ଆପଣ ନିଜର ଜୀବନର କିଛି ସ୍ମରଣୀୟ ସନ୍ଧ୍ୟା ଭିତରୁ ଗୋଟେ ନିଜର ଜୀବନ-ସାଥୀ ସହିତ ବିତାଇ ପାରନ୍ତି |

କୁମ୍ଭ:
ଆଜି ଦିନଟା ଯାକ ଆପଣ ବହୁତ ଖୁସି ଅନୁଭବ କରିବେ ଓ ଅପରିଚିତ ବ୍ୟକ୍ତିବି ନିଜ ପରି ଲାଗି ପାରନ୍ତି | ଧନଲାଭର ଆଜି ବହୁତ ସମ୍ଭାବନା ଅଛି | କିନ୍ତୁ ଏହା ସହିତ ଆପଣ କିଛି ଦାନ-ପୁଣ୍ୟ ବି କରିବା ଉଚିତ କାରଣ ଦାନ-ପୁଣ୍ୟ ଦ୍ୱାରା ମାନସିକ ଶାନ୍ତି ମିଳିଥାଏ | ଏମିତିଆ ସାଂଗ ମାନଂକ ପାଖକୁ ଯାନ୍ତୁ, ଯାହାକୁ ଆପଣଙ୍କର ଆବଶ୍ୟକତା ଅଛି | କାମରେ ଅଧିକ ଚାପ ଯୋଗୁଁ ଆପଣ ମାନସିକ କୋଳାହଳ ଓ ଯନ୍ତ୍ରଣା ଅନୁଭବ କରି ପାରନ୍ତି | ସନ୍ଧ୍ୟା ବେଳେ ଟିକେ ଆରମ୍ଭ କରିବାକୁ ଚେଷ୍ଟା କରନ୍ତୁ | କାର୍ଯ୍ୟସ୍ଥଳରେ ଉର୍ନତି ଓ ଅଗ୍ରସର ହେବାକୁ ହେଲେ ନୂଆ ନୂଆ ଟେକନୋଲଜି ଜାଣି ନିଜକୁ ଯୁଗୋପଯୋଗୀ କରନ୍ତୁ | ସାଂସାରିକ ମୋହରୁ ଦୂରରେ ଆପଣ ଆଜି ଆନନ୍ଦର ଖୋଜରେ ଆଧ୍ୟାତ୍ମିକଗୁରୁଙ୍କୁ ଭେଟିବାକୁ ଯାଇପାରନ୍ତି | ଜୀବନ-ସାଥୀ ଆଡୁ ଜାଣିକି ଭାବନାତ୍ମକ କଷ୍ଟ ମିଳି ପାରେ, ଯାହା କାରଣରୁ ଆପଣ ନିରାଶ ରହିବେ |

ମୀନ:
ସେଇ ଭାବନାକୁ ଚିହ୍ନନ୍ତୁ,ଯାହା ଆପଣାକୁ ଉତ୍ସାହିତ କରେ | ଡର, ସନ୍ଦେହ ଓ ଲୋଭ ପରି ନକାରାତ୍ମକ ଭାବନାକୁ ଚଡି ଦିଅନ୍ତୁ, କାରଣ ଏହି ବିଚାର ସେମିତିଆ ଜିନିଷକୁ ଆକର୍ଷିତ କରେ, ଯାହା ଆପଣ ଚାହୁଁ ନାହାନ୍ତି | ଆଜି କୌଣସି ଏମିତି କୁଣିଆ ଆପଣଙ୍କ ଘରକୁ ଆସିପାରନ୍ତି ଯାହାଙ୍କ ଆଗମନରେ ଆସନ୍ତା ମାସରେ ହେବାକୁଥିବା ଖର୍ଚ୍ଚ ଏହି ମାସରେ ହୋଇଯିବ | ବିଦେଶରେ ରହୁଥିବା କୌଣସି ବନ୍ଧୁ-ବାନ୍ଧବ ଠୁ ମିଳି ଥିବା ଉପହାର ଆପଣଙ୍କୁ ଖୁସି ଦେଇ ପାରେ | ସତ ଓ ପବିତ୍ର ପ୍ରେମର ଅନୁଭବ କରନ୍ତୁ | ନିର୍ଭୀକ ପଦକ୍ଷେପ ଓ ଯୋଜନା ଯୋଗୁଁ ହିତକାରୀ ପାରିତୋଷିକ ମିଳି ପାରେ | ଆଜି ଭଲ ବିଚାରରେ ଭରା ରହିବେ ଓ ଆପଣଙ୍କ ଚୟନ କରିଥିବା କ୍ରିୟା ଯୋଗୁଁ ଆଶାରୁ ବହୁତ ବେଶୀ ଲାଭ ପାଇବେ | ଆପଣଙ୍କ ଜୀବନ-ସାଥୀ ଆପଣଙ୍କୁ ଖୁସି କରିବା ପାଇଁ ବହୁତ ଚେଷ୍ଟା କରୁଥିବା ଦେଖା ଯାଇ ପାରିବେ |