ରାଶିଫଳ ଶନିବାର : ଆଜି ଉତେଜିତ ରହିବେ କାରଣ ଆପଣଙ୍କ ପ୍ରିୟ ଆଜି ଫୋନ କରି ପାରନ୍ତି

ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ…

ମେଷ ରାଶି ଶନିବାର ମଇ ୧୪ , ୨୦୨୨: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ | ସ୍ୱାସ୍ଥ୍ୟ ଠିକ ରହିବା ହେତୁ ବନ୍ଧୁମାନଙ୍କ ସହିତ ଖେଳକୁଦରେ ସମୟ କାଟିବାକୁ ଚିନ୍ତା କରିପାରନ୍ତି | ଆପଣଙ୍କର କୌଣସି ସହକର୍ମୀ ଆପଣଙ୍କର ମୂଲ୍ୟବାନ ବସ୍ତୁ ଚୋରି କରିପାରେ ସେଥିପାଇଁ ସାବଧାନ ରୁହନ୍ତୁ ଓ ମୂଲ୍ୟବାନ ସାମଗ୍ରୀକୁ ଯତ୍ନର ସହିତ ରଖନ୍ତୁ | ଆଜି ଆପଣ ଅଧର୍ଯ୍ୟ ହୋଇ ପାରନ୍ତି | ସେଥିପାଇଁ ଧର୍ଯ୍ୟ ରଖନ୍ତୁ, ନଚେତ ଆପଣଙ୍କ ଆଖ-ପାଖ ଲୋକ ଆପଣଙ୍କ ବ୍ୟବହାର ଯୋଗୁଁ ଦୁଖୀ ହୋଇ ପାରନ୍ତି | ଆଜି ଉତେଜିତ ରହିବେ କାରଣ ଆପଣଙ୍କ ପ୍ରିୟ ଆଜି ଫୋନ କରି ପାରନ୍ତି | ଆଜି ଆପଣ ସବୁ କାମଦାମ ଛାଡି ପରିବାର ସହିତ ସମୟ କାଟିବାକୁ ପସନ୍ଦ କରିବେ | ପରିବାରବର୍ଗ ମଧ୍ୟ ଏଥିରେ ଖୁସି ହେବା ସହିତ ଆଶ୍ଚର୍ଯ୍ୟ ହେବେ | ଆପଣ ଓ ଆପଣଙ୍କ ଜୀବନ-ସାଥୀଙ୍କୁ ଆଜି ଗୋଟେ ବିଶେଷ ଖବର ମିଳିବ | ମାନସିକ ଶାନ୍ତି ବହୁତ ମହତ୍ଵପୁର୍ଣ- ଏହା ପାଇଁ ଆପଣ କୌଣସି ଉଦ୍ୟାନ, ନଦୀ କିମ୍ବା ମନ୍ଦିର ଯାଇ ପାରନ୍ତି |

ବୃଷ : କାମରେ ଚାପ ଯୋଗୁଁ ଆଜି ଚିନ୍ତିତ ଅନୁଭବ କରି ପାରନ୍ତି| ଆଜି ଘରୁ ବାହାରିବା ବେଳେ ଗୁରୁଜନମାନଙ୍କର ଆଶୀର୍ବାଦ ନେଇ ବାହାରନ୍ତୁ | ଏହାଦ୍ୱାରା ଧାନ ଲାଭ ହୋଇପାରେ | ଯେଉଁ ଲୋକ ମାନଙ୍କ ସହିତ ଆପଣଙ୍କ ବହୁତ କାମ ଦେଖା ସାକ୍ଷାତ ହୁଏ ତାଙ୍କ ସହିତ କଥା ବାର୍ତା ହେବା ପାଇଁ ଆଜି ଉତ୍ତମ ଦିନ ଅଟେ | ଆଖି କେବେ ମିଛ କୁହେ ନାହିଁ ଓ ଆପଣଙ୍କ ଜୀବନ ସାଥୀ ଆଜି ଆଖିରେ କିଛି ଗୋଟେ ମହତ୍ୱପୂର୍ଣ୍ଣ କଥା କହିବେ | ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ଆପଣ ଆପଣଙ୍କ ପାଇଁ ସମୟ କାଢ଼ିନେବେ ଓ ଆପଣଙ୍କର ପ୍ରିୟ ରୁଚି ବା ସଉକ ପୁରା କରିପାରିବେ | ଜୀବନସାଥୀର ନିରୀହତା ଆପଣଙ୍କ ଦିନକୁ ବିଶେଷ କରିବ | ଯଦି କେହି ଆପଣଙ୍କ କଥା ଶୁଣୁନାହାନ୍ତି , ଆପଣ ଆପଣଙ୍କ ସଂସ୍କାର ହରାନ୍ତୁ ନାହିଁ |ଥଣ୍ଡା ମନରେ ପରିସ୍ଥିତିକୁ ବୁଝି ସେହି ଅନୁସାରେ ଉପଦେଶ ଦିଅନ୍ତୁ ବା ପ୍ରତିକ୍ରିୟା କରନ୍ତୁ |

ମିଥୁନ : ଅନ୍ୟ ମାନଙ୍କ ସଫଳତାକୁ ପ୍ରଶଂସା କରି ଆପଣ ତାହାର ଆନନ୍ଦ ନେଇ ପାରନ୍ତି | ଖରାପ ଅର୍ଥ ଅବସ୍ଥାରୁ ସାଙ୍ଗ ମାନଙ୍କ ସାହାଯ୍ୟରେ ଆରାମରେ ବାହାରି ପାରିବେ | ନିଜର ବ୍ୟବହାରରେ ଉଦାରତା ଅଣାନତୁ ଓ ପରିବାର ଲୋକଙ୍କ ସହିତ ପ୍ରେମରେ ଭରା ସମୟ ବିତାନ୍ତୁ | ଆଜି ପ୍ରେମ ବାୟୁ ପବନରେ ମିଶି ଯାଇଛି| ଚାରି ଆଡେ ସବୁ କିଛି ଗୋଲାପୀ ଗୋଲାପୀ ଦେଖା ଯିବା ଆଜି ମୋବାଇଲରେ ଆପଣ କୌଣସି ଚଳଚିତ୍ର ବା ୱେବ ସିରିଜ଼ ଦେଖି ସମୟ ଅତିବାହିତ କରିପାରନ୍ତି | ଯେତେବେଳେ ଆପଣ ଆପଣଙ୍କ ଜୀବନସାଥୀ ସହିତ ଭାବନାତ୍ମକ ଦୃଷ୍ଟିରେ ଜଡ଼ିତ ଅଛନ୍ତି, ତାହେଲେ ନିକଟ ରହିବା ପରି ଅନୁଭବ କରିବେ | ଆଜି ଆପଣ ବହୁତ କିଛି କରିବାକୁ ଚାହୁଁଛନ୍ତି, କିନ୍ତୁ ହୋଇ ପାରେ କି ଆପଣ କିଛି ଜିନିଷକୁ ପର ପାଇଁ ରଖିଦେବେ | ଦିନ ସାରିବା ପୂର୍ବରୁ ଉଠନ୍ତୁ ଓ କାର୍ଯ୍ୟରେ ଲାଗି ଯାଆନ୍ତୁ, ନଚେତ ଆପଣଙ୍କୁ ଅନୁଭବ ହେବକି ପୁରା ଦିନ ନଷ୍ଟ ହୋଇ ଗଲା |

କର୍କଟ : ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ ଉପାରେ ଧ୍ୟାନ ଓ ଯତ୍ନ ନେବା ଉଚିତ | ସମସ୍ତଙ୍କଠୁ ପରାମର୍ଶ ନେଇ ନିବେଶ କରନ୍ତୁ | ଆପଣଙ୍କୁ ଲାଗିବକି ଆପଣଂକ ବନ୍ଧୁ ସହାୟକକାରି – କିନ୍ତୁ କଥା ହେବା ବେଳେ ସାବଧାନ ରହି କଥା ହୁଅନ୍ତୁ | ପ୍ରେମ ସମ୍ବନ୍ଧରେ ଦାସ ପରି ବ୍ୟବହାର କରନ୍ତୁ ନାହିଁ | ଆଜି ଆପଣଙ୍କ ପାଇଁ ଯଥେଷ୍ଟ ସମୟ ମିଳିବ ଯେତେବେଳେ ଆପଣ ଅଜିତ ଶୁଣିବା ବା ବହି ପଢ଼ିବାର ଇଛାକୁ ପୂର୍ଣ୍ଣ କରିପାରିବେ | ଆପଣଙ୍କୁ କିମ୍ବା ଆପଣଙ୍କ ଜୀବନସାଥିକୁ ଖଟରେ ମାଡ଼ ହୋଇ ପାରେ | ସେଥିପାଇଁ ଦୁଇ ଜଣ ପରସ୍ପରର ଧ୍ୟାନ ରଖନ୍ତୁ | ଆପଣଙ୍କୁ ଲାଗିପାରେ ଯେ ଆପଣଙ୍କ ପରିବାରରେ କେହି ଆପଣଙ୍କୁ ବୁଝିପାରୁ ନାହାନ୍ତି | ତେଣୁ ଆପଣ ସେମାନଙ୍କ ଠାରୁ ଦୁରେଇ ଯିବାକୁ ଚେଷ୍ଟା କରିପାରନ୍ତି |

ସିଂହ : ପ୍ରତିଦିନ ହେଉ ଥିବା ଗତିବିଧିରେ ଗର୍ଭବତୀ ମହିଳା ମାନଙ୍କୁ ସାବଧାନ ରହିବା ଆବଶ୍ୟକ | ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ମିଶ୍ରିତ ଫଳ ଦେବ | ଆଜି ଆପଣଙ୍କୁ ଧନପ୍ରାପ୍ତି ହେଲେ ମଧ୍ୟ ସେଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିବ | ଗୋଟେ ବଢିଆ ଓ ଖୁସି-ଭରା ସନ୍ଧ୍ୟା ବନେଇବା ପାଇଁ ଆପଣଙ୍କ ଘରେ ଅତିଥି ଆସି ପାରନ୍ତି | ଆପଣଙ୍କ ହସ ଆପଣଙ୍କ ପ୍ରିୟାର ରାଗ ଦୂର କରିବା ପାଇଁ ସବୁଠୁ ଉତ୍ତମ ଓଷଧ ଅଟେ | ଆପଣ ବଳକା ସମୟରେ କୌଣସି ଭଲ ବହି ପଢ଼ିପାରନ୍ତି | କିନ୍ତୁ ଏହି ସମୟରେ ଆପଣଙ୍କ ଘରର ସଦସ୍ୟମାନେ ଆପଣଙ୍କୁ ବାରମ୍ବାର ଅବରୋଧ କରିବେ | ଆଜି ଦିନରେ ଆପଣଙ୍କ ସାମାନ୍ୟ ବୈବାହିକ ଜୀବନ ଠୁ କିଛି ଅଲଗା ହୋଇ ପାରେ | ଆଜି ଆପଣଙ୍କୁ ଆପଣଙ୍କର ଜୀବନ-ସାଥୀଙ୍କ ଆଡୁ କିଛ ବିଶେଷ ଦେଖିବାକୁ ମିଳି ପାରେ | ଆଜିର ଦୌଡ-ଦୌଡ଼ି ଜୀବନରେ ଆମେ ଆମର ପରିବାର ଲୋକଙ୍କୁ କମ ସମୟ ଦୋଉ | କିନ୍ତୁ ପରିବାର ଲୋକଙ୍କ ସହିତ ଭଲ ସମୟ କାଟିବାର ଏହା ଏକ ଉତ୍ତମ ସୁଯୋଗ |

କନ୍ୟା : ଦିନ ଲାଭଦାୟକ ପ୍ରମାଣିତ ହେବ ଓ ଆପଣ କୌଣସି ପୁରୁଣା ରୋଗରୁ ଆରାମ ଅନୁଭବ କରିବେ ଆପଣଙ୍କ ଧାନ ଆପଣଙ୍କ କାମରେ ସେବେ ଆସିପାରିବ ଯେବେ ଆପଣ କୌଣସି ବଦଖର୍ଚ୍ଚ କରିବା କମ କରିବେ | ଆଜି ଆପଣ ଏହା ବେଶୀ ଭଲ ଭାବରେ ବୁଝି ପାରିବେ | ଘରେ କୌଣସି ପରିବର୍ତ୍ତନ କରିବା ପୂର୍ବରୁ ମନେ ରଖିକି ସମସ୍ତଙ୍କର ସ୍ୱୀକୃତି ନେବା ଭୁଲନ୍ତୁ ନାହିଁ | ଆପଣଙ୍କୁ ଆଜି ହିଁ ନିଜ ପ୍ରିୟାକୁ ମନର କଥା ପ୍ରକାଶ କରିବାର ଆବଶ୍ୟକତା ଅଛି,କାରଣ କାଲିକୁ ବହୁତ ଡେରି ହେଇ ପାରେ | ପରିବାରର ଆବଶ୍ୟକତା ପୂର୍ଣ୍ଣ କରିବାରେ ଆପଣ ନିଜ ବିଷୟ ରେ ଭାବିବା ଭୁଲି ଯାଇଛନ୍ତି |ଆଜି କିନ୍ତୁ ଆପଣ ନିଜପାଇଁ ସମୟ ବାହାର କରିପାରିବେ | ଦୈନିକ କାମ-କାର୍ଯ୍ୟ ଦୃଷ୍ଟିରୁ ବୈବାହିକ ଜୀବନରେ ଆଜି ଦିନ ସ୍ୱାଦିଷ୍ଟ ମିଠା ପରି | ନିଜର ସାଥି ପାଇଁ କୌଣସି ସ୍ୱାଦିଷ୍ଟ ଭୋଜନ ବନାନ୍ତୁ ଆପଣଙ୍କ ଦୁର୍ବଳ ସମ୍ବନ୍ଧରେ ବୃଦ୍ଧି ଆସି ଯିବ |

ତୁଳା : ସନ୍ଧ୍ୟା ବେଳେ ଟିକେ ଆରାମ କରନ୍ତୁ | ମିଳିତ ଓ ସଂଦିଗ୍ଧ ଯୋଜନାରେ ଅର୍ଥ ନିବେଶ କରନ୍ତୁ ନାହିଁ | ଯେଉଁ ବନ୍ଧୁ ବାନ୍ଧବଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ,ତାଙ୍କୁ ଆଜି ଦେଖା କରିବାକୁ ଯାଆନ୍ତୁ | ପ୍ରେମୀ ଦୁହେଁ-ଦୁହିଁଙ୍କ ପାରିବାରିକ ଭାବନାକୁ ବୁଝିବେ | ଯଦି ଆପଣ ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ନିଜପାଇଁ କାଢ଼ିପାରୁଛନ୍ତି ତେବେ ସେ ସମୟର ସଦୁପଯୋଗ କରିବା ବି ଶିଖିବା ଉଚିତ | ସେବେ ଆପଣ ଭବିଷ୍ୟତରେ ଆଗକୁ ବଢ଼ି ପାରିବେ | ଆଜି ଆପଣ ପୁଣି ଠାରେ ସମୟରେ ପଛକୁ ଯାଇକି ବିବାହର ପୁରୁଣା ଦିନର ପ୍ରେମକୁ ଅନୁଭବ କରିବେ | ଆଜି ଆପଣ ଆପଣଙ୍କ ପିଲା ମନକୁ ବହୁତ ସ୍ନେହ କରିବେ ଯାହାଦ୍ୱାରା ପିଲାମାନେ ମଧ୍ୟ ଦିନସାରା ଆପଣଙ୍କୁ ଛାଡ଼ିବେନି |

ବିଛା : ସତର୍କ ରୁହନ୍ତୁ,କାରଣ କେହି ଆପଣଙ୍କୁ ବଳି ଦେବାର ଛେଳି ବନେଇ ପାରେ | ମାନସିକ ଚାପି ଓ ଚିନ୍ତା ବଢ଼ୀ ପାରେ | ଆପଣଙ୍କ ଧାନ ଆପଣଙ୍କ କାମରେ ସେବେ ଆସିପାରିବ ଯେବେ ଆପଣ କୌଣସି ବଦଖର୍ଚ୍ଚ କରିବା କମ କରିବେ | ଆଜି ଆପଣ ଏହା ବେଶୀ ଭଲ ଭାବରେ ବୁଝି ପାରିବେ | ଆପଣଙ୍କ ସୋସିଆଲ ମିଡ଼ିଆରେ ନିଜ ପ୍ରିୟାର ଦୁଇ-ତିନିଟା ସନ୍ଦେଶ ଦେଖନ୍ତୁ,ଆପଣଙ୍କୁ ଏକ ସୁନ୍ଦର ଆଶ୍ଚର୍ଯ୍ୟ କରିଦେବା ପରି ଅନୁଭବ ହେବ | ଆଜି ଆପଣଙ୍କ ସମ୍ପର୍କ କରିବାର କୌଶଳ ଓ ପ୍ରବୀଣତା ଅନ୍ୟ ମାନଙ୍କୁ ବହୁତ ପ୍ରଭାବିତ କରିବ | ଆଜି ଆପଣଙ୍କ ଜୀବନସାଥୀ ଆପଣଙ୍କୁ ପ୍ରେମ ଓ ସୁଖର ଲୋକର ଭ୍ରମଣ କରାଇବେ | ମାତାପିତାଙ୍କ ପାଇଁ ଆଜି ଆପଣ କୌଣସି ତାଙ୍କ ପସନ୍ଦର ଖାଦ୍ୟ ଆଣିପାରନ୍ତି |ଏହାଦ୍ୱାରା ଘରେ ସକାରାତ୍ମକ ପରିବେଶ ସୃଷ୍ଟି ହୋଇପାରେ |

ଧନୁ : ସ୍ୱାସ୍ଥୟଠୁଁ ଜଡିତ ଅସୁବିଧା ଅସହଜତାର କାରଣ ବନି ପାରେ | ଆଜି ନିବେଶ କରିବା ପାଇଁ ଯାହା ବି ଅବସର ଦେଖା ଯିବା,ତାହା ଉପରେ ବିଚାର କରନ୍ତୁ | କିନ୍ତୁ ପ୍ରତି ଯୋଜନା ଭଲ ଭାବରେ ଅଧୟନ କରିବା ପରେ ହିଁ ଧନ ନିବେଶ କରନ୍ତୁ | ଆଜି ପୁରା ପରିବାର ଏକାଠି ହୋଇ ଆପଣକୁ ପ୍ରଶଂସା କରିବେ| ପରିବାର ସଦସ୍ୟମାନଙ୍କର ପ୍ରସଂଶାର କେନ୍ଦ୍ରବିନ୍ଦୁ ହୋଇ ଆପଣ ରହିବେ | ଆପଣଙ୍କ ପ୍ରେମ ସମ୍ପର୍କରେ ଯାଦୁ ବାତାବରଣ ଲାଗି ରହିଛି,ତାହାର ସୁନ୍ଦରତାକୁ ଅନୁଭବ କରନ୍ତୁ | ଜରୁରୀ କାମରେ ଧ୍ୟାନ ନଦେବା ଏବଂ ଅନାବଶ୍ୟକ କାମରେ ମନଲାଗିବା ଆଜି ଅପାଙ୍କ ପାଇଁ ଘାତକ ସିଦ୍ଧ ହୋଇପାରେ | ଆପଣ ନିଜର ଜୀବନସାଥୀ ସହିତ କିଛି ରସମୟ କାର୍ଯ୍ୟ କରି ପାରନ୍ତି | ଏହି ରାଶିର କିଛି ବ୍ୟକ୍ତି ଆଜି ଜିମ ଯିବାପାଇଁ ଭାବିପାରନ୍ତି |

ମକର : ଶରୀର ବ୍ୟୟାମ ଓ ଓଜନ କାମ କରିବାର ଚେଷ୍ଟା ଆପଣଙ୍କୁ ରଙ୍ଗ-ରୂପରେ ବୃଦ୍ଧି ଆଣିବ ପାଇଁ ଲାଭକାରୀ ହେବ | ଆଜି ଦିନ ଆରମ୍ଭରୁ ହିଁ ଅର୍ଥ ହାନି ହୋଇପାରେ ଯାହାଦ୍ୱାରା ପୁରା ଦିନ ଖରାପରେ କାଟିବେ | ନିଜର ବ୍ୟବହାରରେ ଉଦାରତା ଅଣାନତୁ ଓ ପରିବାର ଲୋକଙ୍କ ସହିତ ପ୍ରେମରେ ଭରା ସମୟ ବିତାନ୍ତୁ | ବିବାହ ପ୍ରସ୍ତାବ ପାଇଁ ଉଚିତ ସମୟ ଅଛି,କାରଣ ଆପଣଙ୍କ ପ୍ରେମ ଜୀବନ ସାରାର ସାଥୀରେ ରୂପାନ୍ତରିତ ହୋଇ ପାରନ୍ତି | ପରିବାରର ଆବଶ୍ୟକତା ପୂର୍ଣ୍ଣ କରିବାରେ ଆପଣ ନିଜ ବିଷୟ ରେ ଭାବିବା ଭୁଲି ଯାଇଛନ୍ତି |ଆଜି କିନ୍ତୁ ଆପଣ ନିଜପାଇଁ ସମୟ ବାହାର କରିପାରିବେ | ଆପଣଙ୍କ ଜୀବନ-ସାଥୀ ଆଜି ଆପଣଙ୍କ ପାଇଁ କିଛି ବିଶେଷ କରିବାକୁ ଚେଷ୍ଟା କରିବେ | ଆଜି ଆପଣ ଫୋଟୋଗ୍ରାଫି କରି ଆସୁଥିବା କଲି ପାଇଁ କିଛି ସୁନ୍ଦର ସ୍ମୃତି ରଖି ପାରନ୍ତି; ନିଜର କାମେରାର ସଦଉପଯୋଗ କରିବାକୁ ଭୁଲନ୍ତୁ ନାହିଁ |

କୁମ୍ଭ : କୌଣସି ଝଗଡ଼ା ମନବୃତି ରଖିବା ଲୋକ ସହିତ ବାଡ଼-ବିବାଦ ଆପଣଙ୍କ ମନ ଖରାପ କରି ପାରେ | ଭାବିଛିନ୍ତିକି କାର୍ଯ୍ୟ କରନ୍ତୁ ଓ ଯଦି ସମ୍ଭବ ତାହେଲେ ଏହା ଠୁ ନିଜକୁ ରକ୍ଷା କରନ୍ତୁ, କାରଣ କୌଣସି ପ୍ରକାରର ବିବାଦ ଆପଣଙ୍କ ସାହାଯ୍ୟ କରିବା ନାହିଁ | ଯେଉଁମାନେ କୌଣସି ଅଚିଂହା ବ୍ୟକ୍ତିଙ୍କ ଉପଦେଶରେ ଅର୍ଥ ନିବେଶ କରିଥିଲେ ସେମାନେ ଆଜି ଲାଭାନ୍ବିତ ହେବେ | ଜୀବନସାଥୀ ସହିତ ନିଜର ସମ୍ପର୍କରୁ ବାଧା ଦୂର କରିବା ପାଇଁ ଉତ୍ତମ ଦିନ ଅଛି | ସମ୍ପର୍କର ଏହି ସଂବେଦନଶୀଳ ଗଣ୍ଠିରେ ଜଡ଼ିତ ଦୁଇ ଜଣଙ୍କୁ ଏହା ପାଇଁ ସମ୍ପରପିତ ହେବାକୁ ପଡ଼ିବ ଓ ପରସ୍ପର ପାଇଁ ହୃଦୟରେ ବିଶ୍ୱାସ ଓ ପ୍ରେମ ଥିବା ଦରକାର | ସ୍ଥିତି ଠିକ କରିବାର କର୍ତ୍ତବ୍ୟ ନିଜ କାନ୍ଧ ଉପରେ ନିଅନ୍ତୁ ଓ ସକରାତ୍ମକ ଭାବରେ କଥା ହୁଅନ୍ତୁ | ଥରେ ଆପଣ ନିଜର ମନର ମଣିଷକୁ ପ୍ରାପ୍ତ କଲା ପରେ,ଜୀବନରେ ଆଉ କୌଣସି ଜିନିଷର ଆବଶ୍ୟକତା ନାହିଁ | ଏଇ କଥାକୁ ଆପଣ ଆଜି ଗଭୀରତାରେ ଅନୁଭବ କରିବେ | ରାତ୍ରି ସମୟରେ ପରିବାର ବର୍ଗଙ୍କ ଠାରୁ ଟିକେ ଦୂରରେ ରହି ଆପଣ ଛାତ ଉପରେ ବା ପାର୍କରେ ସମୟ କାଟିବାକୁ ଚାହିଁବେ | ଆପଣଙ୍କ ଜୀବନସାଥୀ ଆପଣଙ୍କୁ ପ୍ରେମର ଅନୁଭବ ଦେବାକୁ ଚାହୁଁଛନ୍ତି,ତାଙ୍କୁ ସାହାଯ୍ୟ କରନ୍ତୁ | ଆଜି ଆପଣଙ୍କ ବିବାହ ନେଇ ଘରେ କଥା ହୋଇପାରନ୍ତି | ହୁଏତ ଆପଣଙ୍କୁ ଏହା ଭଲ ନ ଲାଗିପାରେ |

ମୀନ : ଆପଣଙ୍କ ସ୍ପଷ୍ଟ ଓ ନିର୍ଭୟ ଚିନ୍ତାଧାରା ଆପଣଙ୍କ ସାଙ୍ଗର ଗର୍ବକୁ କ୍ଷତି କରି ପାରେ | ଆଜି ଆପଣ ଅନନଙ୍କ ଜୀବନସାଥୀମକା ସହିତ ଘରର କିଛି ଜରୁରୀ ସାମାନ କିଣି ପାରନ୍ତି ଯେଉଁଥିପାଇଁ ଆପଣଙ୍କର ଆର୍ଥିକ ଅବସ୍ଥା ସାମାନ୍ୟ ବବିଗିଡ଼ି ଯାଇପାରେ | ସାଙ୍ଗ ଓ ଜୀବନସାଥୀ ଆରାମ ଓ ଖୁସି ଦେବେ, ନଚେତ ବାକି ଦିନଯାକ ନିରାଶ ହୋଇ ବିତିବ | ଟିକେ ସଂଭାଳିକି ରୁହନ୍ତୁ,କାରଣ ଆପଣଙ୍କ ପ୍ରିୟ ରସମୟ ଭାବରେ ଆପଣଙ୍କୁ ତେଲ ମାରି ପାରନ୍ତି କି – ମୁଁ ତୁମ ବିନା ଏଇ ଦୁନିଆରେ ବଞ୍ଚି ପାରିବିନି | ନିଜର ସମୟ ଓ ଉର୍ଜା ଅନ୍ୟ ମାନଂକୁ ସାହାଯ୍ୟ କରିବାରେ ଲଗାନ୍ତୁ, କିନ୍ତୁ ଏମିତିଆ କଥାରେ ପଡନ୍ତୁ ନାହିଁ ଯେଉଁଥିରେ ଆପଣଙ୍କର କିଛି ନବ ଦବା ନାହିଁ | ବିବାହ ଆଜି ଠୁ ଅଧିକ ଅଟେ ଅଦଭୂତ କେବେ ବି ଲାଗି ନଥିଲା | ଆଜିକୁ ଆପଣ ଆପଣଙ୍କ ଦୁନିଆରେ ହିଁ ହଜିଯିବେ | ଆପଣଙ୍କର ଏହି ବ୍ୟବହାର ଆପଣଙ୍କ ପରିବାରବର୍ଗଙ୍କୁ ଦୁଃଖୀ କରିପାରେ |