ମେଥିର ଲାଭ ଦାୟିକ ଗୁଣ ଜାଣନ୍ତୁ…

ମେଥିକୁ ରାତିରେ ବତୁରାଇ ରଖିଲେସକାଳେ ଖାଲି ପେଟରେ…

ମେଥିକୁ ରାତିରେ ବତୁରାଇ ରଖିଲେସକାଳେ ଖାଲି ପେଟରେ ଚୋବାଇ ଖାଆନ୍ତୁ ଏବଂ ସେହି ପାଣିକୁ ପିଇବା ଦ୍ବାରା ଅନେକ ସ୍ବାସ୍ଥ୍ୟସମସ୍ୟାରୁ ଫାଇଦା ମିଳିଥାଏ।

କ୍ୟାରୋଟିନ୍,କପର,ଜିଙ୍କ୍,ସୋଡ଼ିୟମ୍,ଫଲିକ୍ଏସିଡ଼୍ ଏବଂ ମ୍ୟାଗ୍ନେସିୟମ୍ ଆଦି ମିଳିଥାଏ। ଗ୍ୟାସ୍ସମସ୍ୟା ମେଥି ଦାନା ଶରୀରରୁ ବିଷାକ୍ତ ପଦାର୍ଥବାହାର କରି ଦେହକୁ ସୁସ୍ଥ ରଖିଥାଏ। ଏହା ଛଡ଼ା ଏହା ଅମ୍ଳପିତ୍ତ ଭଳି ଗ୍ୟାଷ୍ଟ୍ରିକ୍ ସମସ୍ୟାରୁମଧ୍ୟ ମୁକ୍ତି ଦେଇଥାଏ।

ଯେଉଁମାନେ ଉକ୍ତ ରକ୍ତଚାପରେ ଆକ୍ରାନ୍ତ ସେମାନଙ୍କପାଇଁ ମେଥି ଅତ୍ୟନ୍ତ ଲାଭଦାୟକ। ରାତିରେ ସୋୟା ଏବଂ ମେଥିକୁ ବତୁରାଇ ରଖନ୍ତୁ ଏବଂ ପର ଦିନ ସନ୍ଧ୍ୟାରେ ଖାଇବା ଉଚିତ୍। ଏହା ଦ୍ବାରା ଠିକ୍ ଭାବେ ରକ୍ତ ସଞ୍ଚାରିତ ହୋଇଥାଏ ଏବଂରକ୍ତଚାପରୁ ମୁକ୍ତି ମିଳିଥାଏ।