ରାଶିଫଳ ଶନିବାର : କୌଣସି ସାଧୁ ପୁରୁଷଙ୍କ ଦୈବିକ ବାଣୀ ଆପଣଙ୍କୁ ଶନିଙ୍କ ରାଶିଚକ୍ରରୁ ଶୁଭ ଦେବ

Horoscope Saturday 13-08-2022

ମେଷ : ଆପଣ ଖାଲି ସମୟର ଆନନ୍ଦ ନେଇ ପାରିବେ | ବିଦେଶକୁ ଯାଇ ଶିକ୍ଷ୍ୟା ଅର୍ଜନ କରିବାପାଇଁ ଚାହୁଁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆଜି ଘରର ଆର୍ଥିକ ସଙ୍କଟ ବ୍ୟସ୍ତ କରିପାରେ | ଆପଣଙ୍କ କଠିନ ପରିଶ୍ରମ ଓ ପରିବାର ଜଣଙ୍କ ସହଯୋଗ କାରଣରୁ ଆପଣଙ୍କୁ ଆସୁଥିବା ସମୟରେ ବହୁମାତ୍ରାରେ ଖୁସି ଓ ସଫଳତା ପ୍ରାପ୍ତ ହେବ | ଆଜି ଆପଣଙ୍କର ପ୍ରେମୀ ଆପଣଙ୍କ ସହିତ ନିଜର ଭାବନାକୁ ପ୍ରକାଶ କରିପାରିବେ ନାହିଁ ଯାହା ଆପଣଙ୍କୁ ବ୍ୟଥିତ କରିବ | ଠାରେ ମୋବାଇଲ ବା ଇଣ୍ଟରନେଟ ରେ ରହିଲେ ସମୟ କେମିତି କାଟେ ଜଣ ପଡ଼େ ନାହିଁ | ପରେ ଅବଶ୍ୟ ଆପଣ ଏଥିପାଇଁ ଅନୁତାପ କରିପାରନ୍ତି | ଜୀବନସାଥୀ ସହିତ ଗୋଟେ ଆରାମଦାୟକ ଦିନ କାଟିବେ | ଆଜି କୌଣସି ବନ୍ଧୁ ଆପଣଙ୍କୁ ସହୃଦୟ ପ୍ରଶଂସା କରିପାରନ୍ତି |

ବୃଷ : ଆପଣ ଖାଲି ସମୟର ଆନନ୍ଦ ନେଇ ପାରିବେ | ଆଜି କୌଣସି ଏମିତି ସମ୍ପର୍କୀୟଙ୍କୁ ଉଧାର ଦିଅନ୍ତୁ ନାହିଁ ଯେଉଁମାନେ ଆପଣଙ୍କର ପୁରୁଣା ଉଧାର ଫେରାଇ ନାହାନ୍ତି | ଲୋକ ଓ ତାଙ୍କର ଉଦେଶ୍ୟ ବିଷୟରେ ଜଲ୍ଦି ନିର୍ଣ୍ଣୟ ନିଅନ୍ତୁ ନାହିଁ | ହୋଇ ପାରେ କି ସେମାନେ କାହା ଚାପରେ ଅଛନ୍ତି ଓ ତାଙ୍କୁ ଆପଣଙ୍କର ସହାନୁଭୂତି ଓ ବିଶ୍ୱାସର ଆବଶ୍ୟକତା ଅଛି | ପ୍ରେମର ଶକ୍ତି ଆପଣଙ୍କୁ ପ୍ରେମ କରିବାର କାରଣ ଦିଏ | ଆଜି ଆପଣଙ୍କର ଖାଲି ସମରେ ଆପଣ ଆପଣଙ୍କର ସାଙ୍ଗସାଥୀମାନଙ୍କ ସହିତ କଟାଇପାରନ୍ତି | ଆପଣଙ୍କୁ ଖୁସି କରିବା ପାଇଁ ଆପଣଙ୍କ ଜୀବନ-ସାଥୀ ବହୁତ ଚେଷ୍ଟା କରିବ | ଆଜି ଆପଣ ଆପଣଙ୍କର ବନ୍ଧୁମାନେ ଆବଶ୍ୟକତା ସମୟରେ ସାହାଯ୍ୟ କରିଲେଣି ବୋଲି ଭାବିପାରନ୍ତି |

ମିଥୁନ : ଆଜି ନିଜର ଉର୍ଜାର ଉଚ୍ଚ ସ୍ତରକୁ, କାମରେ ଲଗାନ୍ତୁ | ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଧନ ସଞ୍ଚିତ ନାହିଁ, ତେବେ ଘରର କୌଣସି ବଡ଼ଙ୍କ ଠାରୁ ଧନ ସଞ୍ଚୟ କରିବାର ଉପଦେଶ ନିଅନ୍ତୁ | ଆଜି ନା କେବଳ ଅଚିଂହା ବ୍ୟକ୍ତି,ତା ଛଡ଼ା ନିଜ ବନ୍ଧୁ ମାନଙ୍କଠୁ ବି ସାବଧାନ ରୁହନ୍ତୁ | ବୁଲା-ବୁଲି କରିବାକୁ ଯିବାର ଯୋଜନା କରି ପାରନ୍ତି , ଯାହା ଆପଣଙ୍କୁ ଉର୍ଜା ଓ ଉତ୍ସାହରେ ଭାରି ଦେବ | ସମୟ ବହୁତ ମୂଲ୍ୟବାନ | ତେଣୁ ତାର ସଦୁପଯୋଗ କରିବା ନିତାନ୍ତ ଆବଶ୍ୟକ | କିନ୍ତୁ ତା ମଧ୍ୟରେ ପରିବାର ଓ ନିଜ ପାଇଁ ସମୟ କାଢ଼ିବ ବି ଅତି ଜରୁରୀ | ଆପଣ ଓ ଆପଣଙ୍କ ଜୀବନ-ସାଥୀ ମିଶିକି ବୈବାହିକ ଜୀବନର ସ୍ମରଣୀୟ ସ୍ମୃତି ମାନେ ପକାଇବେ | ନିଜ ସାମର୍ଥ୍ୟରୁ ଅଧିକ କରିବା ଆପଣଙ୍କ ପାଇଁ ହାନିକାରକ ହୋଇପାରେ |

କର୍କଟ : ଆଜିକୁ ଆପଣଙ୍କ ପାକହରେ ନିଜ ପାଇଁ ଯଥେଷ୍ଟ ସମୟ ରହିବ, ତା ସୁଯୋଗର ଲାଭ ଉଠାନ୍ତୁ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପଦ ଯାତ୍ରାରେ ଯାନ୍ତୁ | ଆଜି ଦିନ ଯାକ ଆପଣ ଉର୍ଜାରେ ଭରି ରହିବେ ଓ ହୋଇ ପାରେ କି ହଠାତ ଅଦେଖା ଲାଭ ମଧ୍ୟ ମିଳି ପାରେ | ଘର ପରିବର୍ତନ କରିବା ପାଇଁ ଉତ୍ତମ ଦିନ ଅଛି | ଆପଣ ଓ ଆପଣଙ୍କର ପ୍ରିୟଜନ ଅଧିକ ସମୟ ଏକାଠି କାଟିଲେ ବୁଝିବା ଶକ୍ତି ବଢିବ | ଆଜି ଆପଣ ଆପଣଙ୍କର ବଳକା ସମୟ ସେହି ସବୁ କାମରେ ସଦୁପଯୋଗ କରିବେ ଯାହା ଆପଣ ବିଗତ ଦିନ ମାନଙ୍କରେ କରିନଥିଲେ | କିଛି ଲୋକ ଭାବନ୍ତି କି ବୈବାହିକ ଜୀବନରେ ଶାରୀରିକ ସମ୍ବନ୍ଧ ଓ ଯୁକ୍ତଟି-ତର୍କ ମଧ୍ୟରେ ବୁଲେ, କିନ୍ତୁ ଆଜି ଆପଣଙ୍କ ପାଇଁ ସବୁ କିଛି ପ୍ରଶାନ୍ତ ରହିବ | ଆଜି ରାତ୍ରି ସମୟରେ ଆପଣ ନିଜ ମାନସିକ ପୀଡାର କୌଣସି ସମାଧାନ ନପାଇ କାହାରିକୁ ନ ଜଣାଇ ବାହାରକୁ ଯାଇପାରନ୍ତି |

ସିଂହ : ବେଶୀ କୋଲେଷ୍ଟ୍ରୋଲ ଥିବା ଖାଦ୍ୟ ପଦାର୍ଥକୁ ବର୍ଜନ କରନ୍ତୁ | ଆଜି ଘରୁ ବାହାରିବା ବେଳେ ଗୁରୁଜନମାନଙ୍କର ଆଶୀର୍ବାଦ ନେଇ ବାହାରନ୍ତୁ | ଏହାଦ୍ୱାରା ଧାନ ଲାଭ ହୋଇପାରେ | ଆଜି ନିଜର ଦୈନିକ କାର୍ଯ୍ୟରୁ ବିଶ୍ରାମ ନେଇ ସାଙ୍ଗ ମାନଙ୍କ ସାଙ୍ଗରେ ବୁଲିବାକୁ ଯାନ୍ତୁ | ଆଜି ହେଇ ପାରିକି ପ୍ରଥମ ଦେଖାରେ ହିଁ ଆପଣଙ୍କୁ କେହି ପସନ୍ଦ ଆସିଯିବେ | ଦୂର ଯାତ୍ରା କରିବା ଯୋଗୁଁ ଆପଣଙ୍କୁ ଶାରୀରିକ କଷ୍ଟ ଲାଗି ପାରେ , କିନ୍ତୁ କାମ ପାଇଁ ଯାତ୍ରା ତା ଉପକାରୀ ହେବ | ଆଜିର ଦିନ ଆପଣଙ୍କ ଜୀବନ-ସାଥୀର ରସମୟ ପଟକୁ ଭଲ ଭାବରେ ପ୍ରସ୍ତୁତ କରିବ | ଆପଣ ଯଦି ଭାବୁଛନ୍ତି ଯେ ଆପଣ ସବୁବେଳେ ଠିକ,ଏହା ଠିକ ନୁହେଁ | ଆପଣଙ୍କୁ ନମନୀୟତା ରଖିବା ଦରକାର |

କନ୍ୟା : କୌଣସି ସାଧୁ ପୁରୁଷଙ୍କ ଦୈବିକ ବାଣୀ ଆପଣଙ୍କୁ ସନ୍ତୋଷ ଓ ସାନତନା ଦେବ | ବହୁତ ଦିନରୁ ଅଟକିଥିବା ଧନ ଶେଷରେ ଆପଣଙ୍କୁ ମିଳିବ | ନିଜ ପିଲାଙ୍କ ସହିତ ଗୋଟେ ସାଙ୍ଗ ପରି ସମ୍ପର୍କ ରଖନ୍ତୁ | ପୁରୁଣା କଥାକୁ ପଛରେ ଛାଡ଼ିକି ଆଗକୁ ଆସୁଥିବା ଶୁଭ ସମୟ ଆଡକୁ ଦେଖନ୍ତୁ | ଆପଣଙ୍କ ଚେଷ୍ଟା ନିହାତି ଫଳ ଦେବ | ଆପଣଙ୍କୁ ଆଜି ହିଁ ନିଜ ପ୍ରିୟାକୁ ମନର କଥା ପ୍ରକାଶ କରିବାର ଆବଶ୍ୟକତା ଅଛି,କାରଣ କାଲିକୁ ବହୁତ ଡେରି ହେଇ ପାରେ | ଆଜି ଆପଣଙ୍କର ପିଲାଦିନର ଇଛା ଗୁଡ଼ିକୁ ପୁର୍ଣ କରିପାରିବାପାଇଁ ଯଥେଷ୍ଟ ସମୟ ମିଳିବ | ଆପଣଙ୍କ ବୈବାହିକ ଜୀବନରେ ଶାରୀରିକ ସୁଖର ଦୃଷ୍ଟିରୁ କିଛି ସୁନ୍ଦର ପରିବର୍ତନ ହୋଇ ପାରେ | ନିଜର ପ୍ରିୟ ସହିତ ଯଥେଷ୍ଟ ସମୟ କାଟିବାର ସମ୍ଭାବନା ଅଛି | ଏମିତି ହବନି ବି କାହିଁକି, ଏମିତି ସମୟ ହିଁ ତା କୌଣସି ସମ୍ପର୍କକୁ ଦୃଦ କରେ |

ତୁଳା : ଆଜି ଆପଣ ଉର୍ଜାରେ ଭାରି ରହିବେ ଓ କିଛି ଅସାଧାରଣ କରିବେ | ଯଦିବା ନିଜ ଅର୍ଜିତ ଧାନ କାହାକୁ ଦେବାପାଇଁ କେବେ ଇଛା ହୁଏ ନାହିଁ, ତଥାପି ଆଜି ଆପଣ କୌଣସି ଦୀନ ଦୁଃଖୀକୁ ସାହାଯ୍ୟ କରି ଆନନ୍ଦ ଅନୁଭବ କରିବେ | ଲୋକ ଓ ତାଙ୍କର ଉଦେଶ୍ୟ ବିଷୟରେ ଜଲ୍ଦି ନିର୍ଣ୍ଣୟ ନିଅନ୍ତୁ ନାହିଁ | ହୋଇ ପାରେ କି ସେମାନେ କାହା ଚାପରେ ଅଛନ୍ତି ଓ ତାଙ୍କୁ ଆପଣଙ୍କର ସହାନୁଭୂତି ଓ ବିଶ୍ୱାସର ଆବଶ୍ୟକତା ଅଛି | ଆଜି ଆପଣଙ୍କୁ ପ୍ରେମର ଉତର ପ୍ରେମ ଓ ରସମୟ ଭାବରେ ମିଳିବ | ଶୀଘ୍ର କାମସାରି ପରିବାରବର୍ଗଙ୍କ ସହିତ ମୁଭି ଯିବାର ଯୋଜନା କରିପାରନ୍ତି |ଏହାଦ୍ୱାରା ପରିବାର ଲୋକ ମଧ୍ୟ ଖୁସି ହେବେ ଏବଂ ଆପଣ ମଧ୍ୟ ତାଜା ଅନୁଭବ କରିପାରିବେ | ଆପଣଙ୍କ ଜୀବନ-ସାଥୀର ଅଟେ ସୁନ୍ଦର ଗୁଣ ଆପଣଙ୍କୁ ଆଗରୁ ଜଣା ନଥିଲା | ଆଜି ଆପଣଙ୍କୁ ତାଙ୍କଠୁ କୌଣସି ଉପହାର ମିଳି ପାରେ | ନିଜର ସୃଜନଶୀଲତାକୁ ନୂତନ ଅଭ୍ୟାସ କରିବା ପାଇଁ ଆଜି ଉତ୍ତମ ଦିନ ଅଛି | କିଛି ଏମିତି ବିଚାର ଆସି ପାରେ ଯାହା ପ୍ରକୃତରେ ଉତ୍ତମ ଓ ସୃଜନାତ୍ମକ ଥିବ |

ବିଛା : ଖୁବ ସାରା ଆତ୍ମବିଶ୍ୱାସ ଓ ସହଜ କାମ ଯୋଗୁଁ ଆପଣଙ୍କୁ ଆରାମ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ | ଆଜି ଆପଣଙ୍କର ଯାତ୍ରା ଓ ଟଙ୍କା ଖର୍ଚ୍ଚ କରିବାକୁ ଭାରି ମନ କରି ପାରେ -କିନ୍ତୁ ତାହା ଯୋଗୁଁ ଶେଷରେ ଆପଣ ଖେଦ ଅନୁଭବ କରି ପାରନ୍ତି | ଆପଙ୍କ କିଛି ବୃଦ୍ଧ ବନ୍ଧୁ ବାନ୍ଧବଙ୍କ ଦାବି ଜାଣି ଆପଣ ଟିକେ ନିରାଶ ହୋଇ ପାରନ୍ତି | ନିଜର ପ୍ରିୟ ଠୁ ଦୁରେଇ ଜବ ପରେ ବି ଆପଣ ତାନ୍କର ଉପସ୍ଥିତି ଅନୁଭବ କରିବେ | ଅତୀତରେ ଆପଣ ଯାହା ସବୁ ଯୋଜନା କରିଥିଲେ ସେସବୁ ଆଜି କାର୍ଯ୍ୟକାରୀ କରିବା ପାଇଁ ଆଜି ସମୟ ମିଳିଯିବ | ଆଜି ଆପଣ ପୁଣି ଠାରେ ସମୟରେ ପଛକୁ ଯାଇକି ବିବାହର ପୁରୁଣା ଦିନର ପ୍ରେମକୁ ଅନୁଭବ କରିବେ | ନିଜର ପସନ୍ଦ ସଂଗୀତ ଶୁଣିବା ଆପଣଙ୍କୁ ଗୋଟେ କପ ଚାହା ପିଇବା ଠୁ ଅଧିକ ଉର୍ଜା ଦେଇ ପାରିବ |

ଧନୁ : ଆଜି ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କଲେ ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ ଓ ସୁଖୀ ଅନୁଭବ କରିବେ | ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ଇଚ୍ଛା କରି ପାରନ୍ତି | ପରିବାର ଲୋକଙ୍କ ହସ-ମଜ଼ା ଭରା ବ୍ୟବହାର ଘରର ବାତାବରଣକୁ ଖୁସିରେ ଭାରି ଦବ | ଆଜି ଆପଣଙ୍କ କାରଣରୁ ଚାରି ଆଡେ ପ୍ରେମ ହିଁ ପ୍ରେମ ବ୍ୟାପିବ | ନିଜ ରୂପ ଓ ବ୍ୟକ୍ତିତ୍ୱ ସୁଧାରିବାକୁ ଯାହା ଭି ପ୍ରଯତ୍ନ କରିଛନ୍ତି ତାହା ସଫଳ ହେବ | ହୋଇ ପାରେ କି ଆପଣଙ୍କ ମାତା-ପିତା ଆପଣଙ୍କ ଜୀବନ-ସାଥୀଙ୍କୁ ଗୋଟେ ବିଶେଷ ଆଶୀର୍ବାଦ ଦେବେ, ଯାହା କାରଣରୁ ଆପଣଙ୍କ ବୈବାହିକ ଜୀବନରେ ବୃଦ୍ଧି ଆସିବ | ଲମ୍ବା ସମୟ ପରେ ଆପଣ ଭଲ ନିଦର ମଜ଼ା ନେଇ ପାରିବେ | ଏହା ପାରେ ଆପଣ ବହୁତ ଶାନ୍ତ ଓ ସଜ ଅନୁଭବ କରିବେ |

ମକର : ଆଜି ଆପଣଙ୍କ ଶରୀର ଭଲ ରହିବ | ଧନଲାଭର ଆଜି ବହୁତ ସମ୍ଭାବନା ଅଛି | କିନ୍ତୁ ଏହା ସହିତ ଆପଣ କିଛି ଦାନ-ପୁଣ୍ୟ ବି କରିବା ଉଚିତ କାରଣ ଦାନ-ପୁଣ୍ୟ ଦ୍ୱାରା ମାନସିକ ଶାନ୍ତି ମିଳିଥାଏ | କେହି ଜଣେ ଅତିପ୍ରିୟ ବନ୍ଧୁ ଆପଣଙ୍କ ଧ୍ୟାନ ରଖିବାକୁ ଚାହିଁବେ,ତାଙ୍କୁ ରଖିବାକୁ ଦିଅନ୍ତୁ କାରଣ ତାହା ଆପଣଙ୍କ ପାଇଁ ଲାଭକାରୀ ପ୍ରମାଣିତ ହେବ | ପ୍ରେମ ଜୀବନ ପାଇଁ ଆଜି ଦିନଟା ଅତି ଶୁଭ ଅଟେ | ଆପଣଙ୍କ ଜୀବନ ସାଥି ଆଜି ଆପଣଙ୍କ ରସମୟ କଳ୍ପନାକୁ ସତ କରି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବେ | ଆଜି ଆପଣଙ୍କର ନିକତତ୍ତ୍ୱର ହେବାପାଇଁ ଅନ୍ୟମାନେ ଚେଷ୍ଟା କରିପାରନ୍ତି | କିନ୍ତୁ ଆପଣ ଟିକେ ଶାନ୍ତ ହୋଇ ଏକାକୀ ରହିବାକୁ ବେଶୀ ପସନ୍ଦ କରିବେ | ଆଜି ଆପଣ ନିଜର ଜୀବନସାଥୀର ସ୍ନେହରେ ଭିଜିକି ନିଜକୁ ରାଜକୀୟ ଅନୁଭବ କରି ପାରିବେ | ଆଜି ଆପଣଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ନିରାଶ କରିପାରେ | ତେଣୁ ନିଜ ବ୍ୟକ୍ତିତ୍ୱରେ ଆପଣଙ୍କୁ ସକାରାତ୍ମକ ପରିବର୍ତନ ଆଣିବା ଦରକାର |

କୁମ୍ଭ : ଶାରୀରିକ ରୋଗର ଠିକ ହେବାର ଅନେକ ସମ୍ଭାବନାଅଛି ଓ ଏହା କାରଣରୁ ଆପଣ ଶୀଘ୍ର ହିଁ କ୍ରୀଡ଼ାରେ ଭାଗ ନେଇ ପାରିବେ ଆର୍ଥିକ ଅବସ୍ଥାରେ ଉନ୍ନତି ହେବା କାରଣରୁ ନିଜର ଆବଶ୍ୟକ ବସ୍ତୁ କିଣି ପାରିବେ | ପିଲା ମାନେ ଖୁସି ଖବର ଆଣି ପାରିବେ ଓ ତାହାକୁ ଶୁଣି ଆପଣଙ୍କ ଦିନ ଖୁସିରେ ଭାରି ଯିବ | କୌଣସି ଶୁଭ ଖବର କିମ୍ବା ପ୍ରିୟ ଠୁ ମିଳିଥିବା କୌଣସି ଖବର ଆପଣଙ୍କ ଖୁସିକୁ ଆହୁରି ବଢ଼େଇ ଦେବ | ସାବଧାନ ହୋଇ କଥା ବାର୍ତା ହୁଅନ୍ତୁ ନଚେତ ବିବାଦରେ ପଡ଼ି ପାରନ୍ତି | ଟିକେ ଚେଷ୍ଟା କରିବେ ଯଦି ତାହେଲେ ଆଜି ଦିନ ଆପଣଙ୍କ ବୈବାହିକ ଜୀବନ ଭିତରୁ ସବୁ ଠୁ ବିଶେଷ ଦିନ ହେବ | ଆଜି ଆପଣ ଆପଣଙ୍କ ସାନଭାଇଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି |ଏହାଦ୍ୱାରା ଆପଣ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ଆହୁରି ପ୍ରଗାଢ଼ ହେବ |

ମୀନ : ଆପଣଙ୍କ ସବୁଠୁ ବଡ ସ୍ବପ୍ନ ସତରେ ବଦଳି  ପାରେ | କିନ୍ତୁ ନିଜର ଉତ୍ସହାକୁ ନିଅତ୍ରଣରେ ରଖନ୍ତୁ, କାରଣ ଅତି ଖୁସି ହେଵାଭି ବିପଦ ସ୍ତୃଷ୍ଟି କରି ପାରେ | ଯଦି ଆପଣ ବିବାହିତା ତେବେ ଆପଣଙ୍କର ପିଲାମାନଙ୍କର ବିଶେଷ ଧ୍ୟାନ ରଖନ୍ତୁ | ନଚେତ ପିଲାମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ଓ ଆପଣଙ୍କର ଅନେକ ପଇସା ଖର୍ଚ୍ଚ ହୋଇପାରେ | ନିଜର ନିଷ୍ପତି ପିଲା ମାନଂକ ଉପରେ ଚାପ ଦେବା ତାଂକୁ ରୁଷ୍ଟ କରି ପାରେ | ଭଲ ହେବ ଯଦି ଆପଣ ତାଂକୁ ନିଜର ପକ୍ଷ ବୁଝାନ୍ତୁ, ତାହେଲେ ସେମାନେ ତା ପଛର କାରଣ ବୁଝିକି ଆପଣଙ୍କ କଥାକୁ ଆରାମରେ ସ୍ଵୀକାର କରି ପାରିବେ | ନିଜର ପ୍ରିୟ ସହିତ ବୁଲା-ବୁଲିରେ ଯିବା ବେଳେ ଜୀବନକୁ ପୁରା ସମାପନ ସହିତ ବଞ୍ଚନ୍ତୁ | ଯାତ୍ରା କରିବାକୁ ଆଜି ଅଶୁଭ ଦିନ ଅଟେ | ଆପଣଙ୍କ ଜୀବନ-ସାଥୀ ଆଜି ପୂର୍ବରୁ ଏତେ ବିସ୍ମୟକର କେବେ ବି ନଥିଲେ | ଜୀବନର ସ୍ୱାଦ ତା ସ୍ୱାଦିଷ୍ଟ ଭୋଜନରେ ଥାଏ | ଆଜି ଆପଣଙ୍କ ଘରେ ସ୍ୱାଦିଷ୍ଟ ଭୋଜନ ଦେଖି ଆପଣଙ୍କ ଜିହ୍ୱା ଲାଳେଇପାରେ |