ରାଶିଫଳ ଶନିବାର : ପୂର୍ବ ଯୋଜନାରେ ସଫଳତା ଲାଭ କରିବେ

Horoscope Saturday-17-09-2022

ମେଷ : ଆଜି ସାଙ୍ଗ ମାନେ ବହୁତ ସହଯୋଗ କରିବେ ଯାହାଯୋଗୁଁଆପଣ ଖୁସି ଅନୁଭବ କରିବେ ଯଦି ଆପଣ ଆପଣଙ୍କ ଘରେ କାହାଠାରୁ ଆପଣ ଉଧାର ନେଇଥାନ୍ତି ତାହେଲେ ଆଜି ତାହା ସୁଝି ଦିଅନ୍ତୁ ନଚେତ ସେ ଆପଣଙ୍କ ବିପକ୍ଷରେ ଆଇନ ଗତ କାରବାହି କରିପାରେ | ଛୋଟ ପିଲା ଆପଣଙ୍କୁ ବ୍ୟସ୍ତ ରଖିବେ ଓ ମାନଙ୍କୁ ଶାନ୍ତି ଦେବେ | ଆଜି ଆପଣଙ୍କ ପ୍ରିୟ ଆପଣଙ୍କୁ ଖୁସି କରିବା ପାଇଁ ଅନେକ ପ୍ରୟାସ କରିବେ | ଆଜି କେହି ଜଣେ ଆଧ୍ୟାତ୍ମିକ ନେତା କିମ୍ବା ଗୁରୁଜନୋଚିତ ଲୋକ ପରାମର୍ଶ ପ୍ରଦାନ କରି ପାରନ୍ତି | ଆପଣଙ୍କ ଜୀବନ-ସାଥୀ ଆଜି ଆପଣଙ୍କ ପାଇଁ କିଛି ବିଶେଷ କରିବାକୁ ଚେଷ୍ଟା କରିବେ | ମାନସିକ ଶାନ୍ତି ପ୍ରାପ୍ତ କରିବା ପାଇଁ ଆଜି କୌଣସି ନଦୀ ପାଖରେ କିମ୍ବା କୌଣସି ପାର୍କ ବୁଲିବା ଗୋଟେ ଉତ୍ତମ ବିକଳ୍ପ |

ବୃଷ : ଆଜି ନିଜ ସ୍ୱାସ୍ଥ୍ୟ ସୁଧାରିବା ଉପପରେ ଧ୍ୟାନ ଦିଅନ୍ତୁ | ଯେଉଁ ବ୍ୟକ୍ତିମାନେ ଅକାରଣ ଧାନ ଅପବ୍ୟୟ କରନ୍ତି ସେମାନେ ଆଜି ନିଜ ବଦଖର୍ଚ୍ଚ ଉପରେ କାବୁ ରଖିବାକୁ ପଡ଼ିବ | ପରିବାର ଲୋକ ଓ ପିଲା ମାନଙ୍କ ସହିତ ସମୟ ବ୍ୟତୀତ କରିବା କାରଣରୁ ଆପଣ ଫୁର୍ତି ଓ ଉର୍ଜା ରେ ଭରା ଅନୁଭବ କରିବେ | ଅପ୍ରତୟନସିତ ପ୍ରେମ ଆକର୍ଷଣ ହେବାର ସମ୍ଭାବନା ଅଛି | ଖେଳକୁଦ ଜୀବନରେ ଅତ୍ୟନ୍ତ ଜରୁରୀ | କିନ୍ତୁ ଏଥିରେ ଏତେ ମଟନ୍ତୁନି ଯେ ଆପଣଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେବ | ଆପଣ ଵିଵାହାଠୁ ଜଡିତ ପରିହାସ ସୋସିଆଲ-ମିଡ଼ିଆରେ ପଢିକି ହସୁଥିବେ | କିନ୍ତୁ ଆଜି ଯେତେ ବେଳେ ଆପଣଙ୍କ ବୈବାହିକ ଜୀବନ ଠୁ ଜଡ଼ିତ କିଛି ପ୍ରେମ ଭରା କଥା ଆସିବା ଆପଣଙ ଭାବୁକ ନ ହୋଇ ରଖି ପରାଇବେନି | ଆଜି ଘରୁ ବାହାରିବା ପୂର୍ବରୁ ନିଜର ସମସ୍ତ ଜରୁରୀ କାଗଜପତ୍ର ଦେଖିନିଅନ୍ତୁ |

ମିଥୁନ : ଆପଣଙ୍କ ବିନମ୍ର ସ୍ଵଭାବକୁ ପସନ୍ଦ କରା ଯିବ | ବହୁତ ସାରା ଲୋକ ବିଶେଷ କରିକି ଆପଣଙ୍କ ପ୍ରଶଂସା କରି ପାରନ୍ତି | ଯେଉଁ ବ୍ୟକ୍ତିମାନେ କର ଚୁକ୍ତି ନ କରନ୍ତି ଓ କର ଚୋରି କରନ୍ତି , ସେମାନେ ସାବଧାନ | ଆଜି ଆପଣ ଫସି ପାରନ୍ତି | ତେଣୁ କର ଚୋରି କରିବାରୁ ନିବୃତ୍ତ ରୁହନ୍ତୁ | ଅନ୍ୟ ଲୋକଙ୍କ ସହିତ ବ୍ୟର୍ଥରେ ଯୁକ୍ତିତର୍କ ଓ ବିବାଦକୁ ପରିହାର କରନ୍ତୁ | ଆପଣଙ୍କ ସାଥୀ ସାଙ୍ଗରେ କିଛି ଟା ବିବାଦ ହୋଇ ପାରେ ଓ ତାଙ୍କୁ ନିଜ ଅବସ୍ଥା ଜଣେଇବାରେ ଅସୁବିଧା ଅନୁଭବ କରିବେ | ଆଜି ଆପଣଙ୍କ ପାଇଁ ଯଥେଷ୍ଟ ସମୟ ମିଳିବ ଯେତେବେଳେ ଆପଣ ଅଜିତ ଶୁଣିବା ବା ବହି ପଢ଼ିବାର ଇଛାକୁ ପୂର୍ଣ୍ଣ କରିପାରିବେ | କେହି ବାହାରିଆ ଲୋକଂକ କାରଣରୁ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦ ହୋଇ ପାରେ,କିନ୍ତୁ ଆପଣ ସଂଭାଳି ନେବେ | ଯେତେବେଳେ ଆପଣଙ୍କ ପାଖରେ ବେଶୀ ଖାଲି ସମୟ ଥିବା, ସେତେବେଳେ ନକରାତ୍ମକ ବିଚାର ଆପଣଙ୍କୁ ବେଶୀ ହଇରାଣ କରନ୍ତି | ସେଥିପାଇଁ ସକରାତ୍ମକ ପୁସ୍ତକ ପଢ଼ନ୍ତୁ, କୌଣସି ମନୋରଞ୍ଜକ ଚଳଚିତ୍ର ଦେଖନ୍ତୁ କିମ୍ବା ସାଙ୍ଗ ମାନଙ୍କ ସହିତ ସମୟ ବିତାନ୍ତୁ |

କର୍କଟ : କିଛି କୌତୁହଳଜନଙ୍କ ପଢ଼ିକି ଟିକେ ମାନସିକ ବ୍ୟୟାମ କରନ୍ତୁ | ଆଜି ଘରୁ ବାହାରିବା ବେଳେ ଗୁରୁଜନମାନଙ୍କର ଆଶୀର୍ବାଦ ନେଇ ବାହାରନ୍ତୁ | ଏହାଦ୍ୱାରା ଧାନ ଲାଭ ହୋଇପାରେ | ପୁରୁଣା ଲୋକଙ୍କ ସହିତ ଯୋଗାଯୋଗ କରିବା ପାଇଁ ଆଜି ଶୁଭ ଦିନ ଅଟେ | ଆପଣ ଆପଣଙ୍କ ପ୍ରିୟଙ୍କ ରୁଷ୍ଟ ହେବା ସତ୍ୱେ ନିଜର ପ୍ରେମ ବ୍ୟକ୍ତ କରିବେ | ଆଜିର ଦିନ ଆପଣଙ୍କର | ନିଜର ଦୁର୍ବଳତା ଏବଂ ସାମର୍ଥ୍ୟ ଉପରେ ନଜର ପକାଇବା ଉଚିତ |ଏହା ଦ୍ୱାରା ବ୍ୟକ୍ତିତ୍ୱରେ ସକାରାତ୍ମକ ପରିବର୍ତ୍ତନ ଆସେ | ଜୀବନ-ସାଥୀଙ୍କ କାରଣରୁ ଆପଣଙ୍କୁ ନିଜ ଇଚ୍ଛା ବିରୁଦ୍ଧରେ ବାହାରକୁ ଯିବାକୁ ପଡ଼ି ପାରେ, ଯାହା ପରେ ଆପଣଙ୍କ ବିରକ୍ତ ହେବାର କାରଣ ହୋଇ ପାରେ | ଯେତେ ବେଳେ ଆପଣଙ୍କ ପରିବାର ଲୋକେ ସପ୍ତାହ ଅନ୍ତରେ କିଛି-ନ-କିଛି କରିବାକୁ ବାଧ୍ୟ କରିବେ, ତାହେଲେ କ୍ରୋଧିତ ହେବ ସ୍ୱାଭାବିକ | କିନ୍ତୁ ଶାନ୍ତ ରହିବ ଆପଣଙ୍କ ପାଇଁ ଲାଭକାରୀ ରହିବ |

ସିଂହ : ସନ୍ଦେହ କରିବା ସ୍ଵଭାଵ କାରଣରୁ ଆପଣଙ୍କୁ ପରାଜୟ ହେବାକୁ ପଡି ପାରେ | ଆପଣଙ୍କର କୌଣସି ବନ୍ଧୁ ଆପଣଙ୍କଠାରୁ ଆର୍ଥିକ ସହାୟତା ମାଗିପାରେ | ତାଙ୍କୁ ସାହାଯ୍ୟ କଲେ ଆପଣ ଆର୍ଥିକ ଭାବରେ ପଙ୍ଗୁ ହୋଇପାରନ୍ତି | ମାତା-ପିତାଙ୍କ ସ୍ୱାସ୍ଥ୍ୟରେ ବୃଦ୍ଧି ହେବ ଓ ଆପଣଙ୍କ ଉପରେ ପ୍ରେମର ବର୍ଷା କରିବେ | ଆଜି ଦିନରେ ପ୍ରେମର କଢ଼ ଫୁଟିକି ଫୁଲ ହେଇ ପାରେ | ନିଜର ଦୁର୍ବଳତା ଉପରେ ଆପଣଙ୍କୁ ବହୁତ ଧ୍ୟାନ ଦେବା ଉଚିତ | କିନ୍ତୁ ଏଥିପାଇଁ ନିଜପାଇଁ ସମୟ ବି ଦେବାକୁ ପଡିବ | ଏମିତି ତ ଜୀବନ ସବୁ ବେଳେ କିଛି ନୂଆ ଓ ଆକସ୍ମିକ କରିବା ପରି ଜିନିଷ ସାମନାକୁ ଆଣେ | କିନ୍ତୁ ଆଜି ଆପଣ ନିଜର ଜୀବନସାଥୀର ଗୋଟେ ଅଦ୍ଭୁତ ଜିନ୍ସ ଦେଖି ଖୁସିରେ ଚମକି ପଡ଼ିବେ | ଯାତ୍ରାରେ କୌଣସି ସୁନ୍ଦର ଅପରିଚିତ ବ୍ୟକ୍ତିଙ୍କୁ ଦେଖି ଆପଣ ବହୁତ ଖୁସି ଅନୁଭବ କରିପାରନ୍ତି |

କନ୍ୟା : କାମରେ ଚାପ ଯୋଗୁଁ ଆଜି ଚିନ୍ତିତ ଅନୁଭବ କରି ପାରନ୍ତି| ଆଜି କୌଣସି ପୁରୁଣା ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗିପାରେ | କିନ୍ତୁ ତାଙ୍କୁ ସାହାଯ୍ୟ କରିବା ଦ୍ୱାରା ଆପଣଙ୍କ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପାରେ | ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱ କାରଣରୁ ଆପଣଙ୍କୁ କିଛି ନୂଆ ମିତ୍ର ମିଳି ପାରନ୍ତି | ଆଜି ଆପଣ ରସମୟ କଳ୍ପନା ଓ ସ୍ୱପ୍ନର ଦୁନିଆରେ ହଜି ଯିବେ | ଆପଣ ସେଇ ଲୋକଙ୍କ ଆଡକୁ ହାଥ ବଢ଼ାନ୍ତୁ, ଯେଉଁ ମାନେ ଆପଣଙ୍କଠୁ ସାହାଯ୍ୟର ଅନୁରୋଧ କରୁଛନ୍ତି | ଆପଣଙ୍କ ଜୀବନ-ସାଥୀ ଆଜି ଉର୍ଜା ଓ ପ୍ରେମରେ ଭରା ରହିବେ | ଆଜି ଦିନ ବହୁତ ବଢ଼ିଆ ହୋଇ ପାରେ- ସାଙ୍ଗ କିମ୍ବା ଚିହ୍ନ ଲୋକଙ୍କ ସହିତ ବାହାରକୁ ଯାଇ ଚଳଚିତ୍ର ଦେଖିବାର ଯୋଜନା କରି ପାରନ୍ତି |

ତୁଳା : ଆପଣଙ୍କ ରାଗ ବଢ଼ି ପାରେ, ଯାହା କାରଣରୁ ପରିବାର ଲୋକ ନିରାଶ ହୋଇ ପାରନ୍ତି | ସେଇ ଲୋକ ମାନେ ବହୁତ ଭାଗ୍ୟଶାଲୀ ଯୋଉ ମାନେ ନିଜର କ୍ରୋଧ ଉପରେ ନିଅନ୍ତ୍ରଣ ରଖି ପାରନ୍ତି | ତା ଆଗରୁ କି ଆପଣଙ୍କୁ କ୍ରୋଧ ଆସୁ, ଆପଣ ତାହାକୁ ଶେଷ କରି ଦିଅନ୍ତୁ | ଆପଣଙ୍କର ପିତାଙ୍କର କୌଣସି ଉପଦେଶ ଆଜି ଆପଣଙ୍କୁ ଧାନ ଲାଭ କରାଇପାରେ | ଘର ପଟୁ ଅସୁବିଧା ବଢି ବଢି ଚାଲିବ ତେଣୁ ଭାବି ଚିନ୍ତିକି କଥା ବାର୍ତା କରନ୍ତୁ | ପ୍ରେମ ପାଇଁ ବଢ଼େଇ ଥିବା ଉଦ୍ୟମ କିଛି ଫଳ ଦେବ ନାହିଁ | ଖାଲି ସମୟର ସଦୁପଯୋଗ କରିବା ଉଚିତ | କିନ୍ତୁ ଆଜି ଆପଣ ତାର ଦୁରୁପଯୋଗ କରିବେ | ସେଥିପାଇଁ ଆପଣଙ୍କ ମନ ମଧ୍ୟ ଖରାପ ରହିବ | ତେଜରାତି ଜିନିଷ କିଣା-କିଣିକୁ ନେଇକି ଆପଣଙ୍କ ଜୀବନସାଥୀ ସହିତ ବିବାଦ ହୋଇ ପାରେ | ଆଜି ଜିନର ଆରମ୍ଭ ବହୁତ ଭଲ ରହିବ | ସେଥିପାଇଁ ଆଜି ପୁରା ଦିନ ଆପଣ ଉର୍ଜା ଅନୁଭବ କରିବେ |

ବିଛା : ଆପଣଙ୍କ ଝଗଡା କରିବା ସ୍ଵଭାଵ କାରଣରୁ ଆପଣଙ୍କ ଶତ୍ରୁ ବଢ଼ି ପାରନ୍ତି | କାହାକୁ ନିଜ ଉପରେ ଅଟେ ନିଅନ୍ତ୍ରଣ ଦିଆନ୍ତୁନି କି, ସିଏ ଆପଣଙ୍କୁ ନିରାଶ କରି ପାରେ ଓ ଯାହା ପରେ ଆପଣଙ୍କୁ ପଶ୍ଚାତାପ କରିବାକୁ ପଡ଼େ | ଯେଉଁମାନେ ଆର୍ଥିକ ସଙ୍କଟ ମଧ୍ୟଦେଇ ଯାଉଛନ୍ତି ସେମାନଙ୍କୁ ଧାନ ପ୍ରାପ୍ତି ହୋଇପାରେ ଯାହା ଦ୍ୱାରା ବହୁତଗୁଡିଏ ସମସ୍ୟାର ସମାଧାନ ହୋଇପାରିବ | ଯଦି ଆପଣ କାର୍ଯ୍ୟାଳୟରେ ଅଧିକ ସମୟ କାଟିବେ, ତାହେଲେ ଆପଣଙ୍କ ଘରୋଇ ଜୀବନ ଉପରେ ନକରାତ୍ମକ ପ୍ରଭାବ ପଡ଼ି ପାରେ | ଆଜି ପ୍ରେମ ବାୟୁ ପବନରେ ମିଶି ଯାଇଛି| ଚାରି ଆଡେ ସବୁ କିଛି ଗୋଲାପୀ ଗୋଲାପୀ ଦେଖା ଯିବା ଆଜି ଘର ସଜାଡ଼ିବା ପାଇଁ ଭାବିପାରନ୍ତି କିନ୍ତୁ ଆପଣ ଏଥିପାଇଁ ସମୟ ପାଇବେନି | ଆପଣଙ୍କ ଜୀବନସାଥୀ କୌଣସି ସୁନ୍ଦର ବିସ୍ମୟ ଦ୍ୱାରା ଆପଣଙ୍କ ଦିନକୁ ଉତ୍ତମ ବନେଇ ପାରନ୍ତି | ଯେଉଁମାନଙ୍କର ଆପଣଙ୍କ ଜୀବନରେ କୌଣସି ମହତ୍ୱ ନାହିଁ ସେମାନଙ୍କ କଥା ଭାବି କିଛି ଲାଭ ହେବନି |

ଧନୁ : ଚଣା-ଛଣି କାଧ୍ୟ ଖେଇବାଠୁ ପରିହାର କରନ୍ତୁ | ଯେଉଁମାନେ କୌଣସି ଅଚିଂହା ବ୍ୟକ୍ତିଙ୍କ ଉପଦେଶରେ ଅର୍ଥ ନିବେଶ କରିଥିଲେ ସେମାନେ ଆଜି ଲାଭାନ୍ବିତ ହେବେ | ଆଜି ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ ସହାୟକ ଓ ସହଯୋଗ ଦେବେ | ଗୋଟେ ରସମୟ ଦେଖା ସାକ୍ଷାତ ଆପଣଙ୍କ ପ୍ରେମ ଜୀବନରେ ଖୁସିର ଛୁଙ୍କ ମାରିଲା ପରି କାମ କରିବ | ହିତକାରୀ ଗ୍ରହ ଯୋଗୁଁ ଆଜି ଅଧିକ ଖୁସି ଅନୁଭବ କରିବେ | ଆପଣଙ୍କ ଜୀବନ-ସାଥୀର ଅଟେ ସୁନ୍ଦର ଗୁଣ ଆପଣଙ୍କୁ ଆଗରୁ ଜଣା ନଥିଲା | ଆଜି ଆପଣଙ୍କୁ ତାଙ୍କଠୁ କୌଣସି ଉପହାର ମିଳି ପାରେ | ଆଜି ଆପଣ ସବୁ ଚିନ୍ତା ଛାଡି ରଚନାତ୍ମକ ଆଡ଼କୁ ଆକର୍ଷିତ ହୋଇପାରନ୍ତି |

ମକର : କାର୍ଯ୍ୟରେ ଆପଣଙ୍କ ଗତି ଲମ୍ବା ସମୟରୁ ଚାଲୁ ଆସୁଥିବା ସମସ୍ୟାର ସମାଧାନ କରି ଦେବ | ଆଜି କୌଣସି ନିକଟ ସମ୍ପର୍କୀୟଙ୍କ ସହିତ ଝଗଡା ହୋଇପାରେ, ଯାହାଦ୍ୱାରା ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇପାରେ ଓ ଆପଣଙ୍କର ଅନାବଶ୍ୟକ ଭାବରେ ଗୁଡ଼େ ଖର୍ଚ୍ଚ ହୋଇପାରେ | ସମସ୍ତଙ୍କୁ ଭୋଜିରେ ଆମନ୍ତ୍ରଣ କରନ୍ତୁ |କାରଣ ଆପଣଙ୍କ ପାଖରେ ଯଥେଷ୍ଟ ଉର୍ଜା ଅଛି,ଯାହା ଆପଣଙ୍କୁ ପାର୍ଟି କିମ୍ବା ଆୟୋଜନ କରିବା ପାଇଁ ଅନୁପ୍ରେରିତ କରିବ | ଆଜି ପ୍ରେମ ଭାବନାରେ ଭରି ଉଠିବେ | ଜୀବନର ବ୍ୟସ୍ତ ମଧ୍ୟରେ ବି ଆଜି ଆପଣଙ୍କ ପିଲା ମାନଙ୍କ ପାଇଁ କିଛି ସମୟ କାଢ଼ିପାରିବେ | ସେମାନଙ୍କ ସହିତ ସମୟ କାଟି ଜାଣିପାରିବେ ଜୀବନରେ କେତେ ମୂଲ୍ୟବାନ ସମୟ ଆପଣ ହରାଇ ଦେଇଛନ୍ତି | ଜୀବନ ବହୁତ ସୁନ୍ଦର ଦେଖା ଯିବ, କାରଣ ଆପଣଙ୍କ ଜୀବନସାଥୀ ଆପଣଙ୍କ ପାଇଁ କିଛି ବିଶେଷ ଯୋଜନା କରିଛନ୍ତି | ଭଲ ଭବିଷ୍ୟର ଯୋଜନା ବନେଇବା କେବେ ଖରାପ ହୁଏନି | ଆଜି ଦିନର ଉତ୍ତମ ପ୍ରୟୋଗ ଆପଣ ଉଜ୍ବଳ ଭବିଷ୍ୟର ଯୋଜନା ବନେଇବା ପାଇଁ କରି ପାରନ୍ତି |

କୁମ୍ଭ : ଅତ୍ୟଧିକ ମାନସିକ ଚାପ ଓ ଥକା ବିଷୟ ହୋଇ ପାରେ | ସ୍ଵାସ୍ଥ୍ୟକୁ ଠିକ ରଖିବା ପାଇଁ ବହୁତ ଆରାମ କରନ୍ତୁ | ଅର୍ଥ ଅବସ୍ଥା ଯୋଗୁଁ ଆପଣଙ୍କ ରଚନାତ୍ମକ ଭାବରେ ଭାବିବା ଶକ୍ତି ନଷ୍ଟ ହୋଇ ଯାଇଛି | ଆପଣଙ୍କ ପୁର୍ଣ ଉର୍ଜା ଓ ଉତ୍ସାହ ସକରାତ୍ମକ ପରିଣାମ ଆଣିବେ ଓ ଘରୋଇ ବିବାଦ ଦୂର କରିବାରେ ସାହାଯ୍ୟ କରିବେ | ଆପଣଙ୍କ ଉପରେ କାମର ଅଧିକ ଚାପ ଥିବା ସତ୍ୱେ ଆଜି ଆପଣଙ୍କ ପ୍ରିୟ କାରଣରୁ ଆପଣ ରସମୟ ସୁଖ ଉପଭୋଗ କରିବେ | ଆଜି ପରିବାରର ବହୁତ ଗୁଡ଼େ ସମସ୍ୟା ଆପଣଙ୍କ ସହିତ ଆଲୋଚନା କରାଗଲେ ମଧ୍ୟ ଆପଣ ଆପଣଙ୍କ କାମରେ ବ୍ୟସ୍ତ ରହିବେ ଓ ଅବସର ସମୟରେ ନିଜର କୌଣସି ରୁଚି ପୂର୍ଣ୍ଣ କରି ସମୟ ଅତିବାହିତ କରିବେ | ବୈବାହିକ ଜୀବନ ଦୃଷ୍ଟିରୁ ସ୍ୱାଦିଷ୍ଟ ଖାଦ୍ୟ ଓ ଭଲ ନିଦର ପୁରା ମଜ଼ା ଆପଣ ନେଇ ପାରିବେ | ଯୋଗ ଓ ଧ୍ୟାନ ଦ୍ୱାରା ଆଜି ଆପଣ ନିଜକୁ ସୁଦୃଢ଼ କରିପାରିବେ |

ମୀନ : ନିଜ ସ୍ୱାସ୍ଥ୍ୟକୁ ଧ୍ୟାନ ଦିଅନ୍ତୁ | ମିଳିତ ଓ ସଂଦିଗ୍ଧ ଯୋଜନାରେ ଅର୍ଥ ନିବେଶ କରନ୍ତୁ ନାହିଁ | ଘରେ କୌଣସି ପରିବର୍ତ୍ତନ କରିବା ପୂର୍ବରୁ ମନେ ରଖିକି ସମସ୍ତଙ୍କର ସ୍ୱୀକୃତି ନେବା ଭୁଲନ୍ତୁ ନାହିଁ | ପ୍ରେମ ଆପଣଙ୍କୁ ଏକ ନୂତନ ଦୁନିଆରେ ପ୍ରବେଶ କରେଇ ପାରେ | ତାହା ସଂଗେ ସଂଗେ ଆଜି ଆପଣ ପ୍ରେମସୂଚକ ଯାତ୍ରାରେ ବି ଯାଇ ପାରନ୍ତି | କୌଣସି ଦୂର ସମ୍ପର୍କୀୟ ଆଜି ଆପଣଙ୍କ ଘରକୁ ଆସିପାରନ୍ତି, ଯେଉଁଥି ପାଇଁ ଆଜି ଆପଣଙ୍କ ବହୁତ ସମୟ ନଷ୍ଟ ହେବ | ଆଜି ଆପଣଙ୍କ ବୈବାହିକ ଜୀବନର ସବୁଠୁ ସ୍ନେହପୁର୍ଣ ଦିନ ହୋଇ ପାରେ | ଆଜି ଆପଣଙ୍କ ଘରେ କୌଣସି ଧାର୍ମିକ ଅନୁଷ୍ଠାନ ବା କାର୍ଯ୍ୟ ହୋଇପାରେ | ତଥାପି ଆପଣ ଚିନ୍ତାରେ ରହିବେ |