ରାଶିଫଳ ରବିବାର : ନିଜକୁ ଆଜି ଗୋଟେ ନୂଆ ଉତ୍ତେଜିତ ଅବସ୍ଥାରେ ପାଇବେ

Horoscope Sunday-28-08-2022

ମେଷ : ସନ୍ଦେହ କରିବା ସ୍ଵଭାଵ କାରଣରୁ ଆପଣଙ୍କୁ ପରାଜୟ ହେବାକୁ ପଡି ପାରେ | ନିଜକୁ ଆଜି ଗୋଟେ ନୂଆ ଉତ୍ତେଜିତ ଅବସ୍ଥାରେ ପାଇବେ ଓ ଆପଣଙ୍କ ଅର୍ଥ ଅବସ୍ଥାରେ ଲାଭ ହେବ | ଆଜି ଆପଣଙ୍କ ଉର୍ଜା ଓ ପ୍ରଫୁଲ ଭରା ବ୍ୟାହର କାରଣରୁ ଆପଣଙ୍କ ଆଖ-ପାଖ ଲୋକ ଖୁସି ରହିବେ | ପ୍ରେମର ଶକ୍ତି ଆପଣଙ୍କୁ ପ୍ରେମ କରିବାର କାରଣ ଦିଏ | ଆଜି ନିଜର ସାମାଜିକ ଜୀବନକୁ ସମୟ ଦେବାକୁ ସୁଯୋଗ ପାଇବେ ଓ ନିଜର ପସନ୍ଦର କାମ କରି ପାରିବେ | ଆପଣଙ୍କ ଜୀବନ-ସାଥୀ ସତରେ ଆପଣଙ୍କ ପାଇଁ ଦେବଦୁତ ପରି ଓ ଏହା ଆପଣଙ୍କୁ ଆଜି ଅନୁଭବ ହେବ | ଯାତ୍ରାରେ କୌଣସି ସୁନ୍ଦର ଅପରିଚିତ ବ୍ୟକ୍ତିଙ୍କୁ ଦେଖି ଆପଣ ବହୁତ ଖୁସି ଅନୁଭବ କରିପାରନ୍ତି |

ବୃଷ : ଘର ଓ କାର୍ଯ୍ୟାଳୟରେ କିଛି କାମ ଚାପି କାରଣରୁ ଆପଣ କ୍ରୋଧିତ ହୋଇ ପାରନ୍ତି | ଆଜି ଆପଣ ସାଙ୍ଗସାଥୀଙ୍କ ମେଳାରେ ବହୁତ ଅର୍ଥ ଖର୍ଚ୍ଚ କରିପାରନ୍ତି କିନ୍ତୁ ତା ସତ୍ତ୍ବେ ଆପଣଙ୍କ ପାଖରେ ଧାନର ଅଭାବ ହେବ ନାହିଁ | ସାଙ୍ଗ ମାନେ ସନ୍ଧ୍ୟା ବେଳେ କୌଣସି ବଢ଼ିଆ ଯୋଜନା ବନେଇ ଆପଣଙ୍କ ଦିନ ଖୁସି ଭରା କରିବାକୁ ଚେଷ୍ଟା କରିବେ | ପ୍ରେମ ସମ୍ବନ୍ଧୀୟ କଥାରେ ତର-ବର କରନ୍ତୁ ନାହିଁ | କାର୍ଯ୍ୟ ସମ୍ପର୍କରେ ଯାତ୍ରା କରିବା ଆପଣଙ୍କ ପାଇଁ ଅତି ଉପକାରୀ ଓ ମନୋହର ଅଟେ | ଖର୍ଚାକୁ ନେଇକି ଜୀବନ-ସାଥୀ ସଂହତିତ ବାଡ଼-ବିବାଦ ଲାଗି ରହିବ | ଆଜି ଆପଣଙ୍କ ମନ ଧାର୍ମିକ କାର୍ଯ୍ୟରେ ନିଯୁକ୍ତି ହେବାପାଇଁ ଚାହିଁବା | ଏଥିରେ ଆପଣଙ୍କୁ ବହୁତ ମାନସିକ ଶାନ୍ତି ମିଳିପାରେ |

ମିଥୁନ : ଉଚ୍ଚ କ୍ୟାଲୋରୀ ର ଖାଦ୍ୟ କିମ୍ବା ଓ ଶରୀରକୁ ହାନି କରୁଥିବା କହାଯିବା ଜିନଷକୁ ବର୍ଜନ କରନ୍ତୁ | ଆପଣଙ୍କ ଅବାସ୍ତବ ଯୋଜନା କୌଣସି ଅସୁବିଧାରେ ପକେଇ ପାରେ | ଘରେ ଓ ଆଖ-ପାଖରେ ଛୋଟ-ମୋଟ ପରିବର୍ତନ ଘରର ସାଜେ-ସଜାରେ ବୃଦ୍ଧି ଆଣିବ | ଆଜି ଆପଣଙ୍କ ହୃଦୟର ସ୍ପନ୍ଦନ ଆପଣଙ୍କ ପ୍ରିୟ ସହିତ ତାଳ ଦେଇ ଚାଲିବ | ଅଜ୍ଞାନ ହଁ ଏହା ପ୍ରେମ ହିଁ | ଆଜି ବହୁତ ଲୋକ ଆପଣଙ୍କୁ ପ୍ରଶଂସା କରିବେ ଯାହା ଆପଣ ବହୁତ ଦିନରୁ ଶୁଣିବାକୁ ଚାହୁଁଥିଲେ | ଆଜି ଆପଣଙ୍କ ବୈବାହିକ ଜୀବନ ଗୋଟେ ବିଶିଷ୍ଟ ଦିଗରେ ଦୌଡ଼ିବ | ଆପଣ ଆଜି ପରିବାର ଲୋକଙ୍କ ସହିତ ମିଶିକି କୌଣସି ମହତ୍ଵପୁର୍ଣ ନିଷ୍ପତି ନେଇ ପାରନ୍ତି | ଏହା କରିବା ପାଇଁ ଏହା ସଠିକ ସମୟ ବି | ଆଗକୁ ୟେଇକି ଏହା ନିଷ୍ପତି ଲାଭଦାୟକ ହେବ |

କର୍କଟ : ଆପଣଙ୍କର ଉର୍ଜା ସ୍ତର ଉଚ୍ଚ ରହିବ | ଆଜି ଦିନ ଆରମ୍ଭରୁ ହିଁ ଅର୍ଥ ହାନି ହୋଇପାରେ ଯାହାଦ୍ୱାରା ପୁରା ଦିନ ଖରାପରେ କାଟିବେ | ନାତି-ନାତୁଣୀ ମାନଙ୍କଠୁ ଆଜି ବହୁତ ଖୁସି ମିଳି ପାରେ | ଆଜି ଆପଣ ଜଣେ ବିଶେଷ ବ୍ୟକ୍ତିଙ୍କୁ ଦେଖା କରି ପାରନ୍ତି ଓ ଆପଣଙ୍କ ମନ ଖୁସିରେ ଭାରି ଉଠିବା | ଯାତ୍ରା ଯୋଗୁଁ ବହୁତ ଆନନ୍ଦ ମିଳି ପାରେ ଓ ତାହା ସଂଗେ ସଂଗେ ଜ୍ଞାନ ମଧ୍ୟ ମିଳିବ | ହୋଇ ପାରେ କି ଆପଣଙ୍କ ମାତା-ପିତା ଆପଣଙ୍କ ଜୀବନ-ସାଥୀଙ୍କୁ ଗୋଟେ ବିଶେଷ ଆଶୀର୍ବାଦ ଦେବେ, ଯାହା କାରଣରୁ ଆପଣଙ୍କ ବୈବାହିକ ଜୀବନରେ ବୃଦ୍ଧି ଆସିବ | ଅଫିସ ରେ ଅଧିକ କାମ ପାଇଁ ଆଜି ଆପଣଙ୍କ ଆଖିରେ କଷ୍ଟ ଅନୁଭବ କରିପାରନ୍ତି |

ସିଂହ : ଆପଣଙ୍କର ଉର୍ଜା ସ୍ତର ଉଚ୍ଚ ରହିବ | କାର୍ଯ୍ୟକ୍ଷେତ୍ରରେ ସାମାନ୍ୟ ଅବହେଳା ବି ଆଜି ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ କରାଇପାରେ | ଆପଣଙ୍କ ପିଲାଙ୍କ ପୁରସ୍କାର ବିତରଣର ସମାରୋହର ନିମନ୍ତ୍ରଣ ପାଇ ଖୁସି ଅନୁଭବ କରିବେ | ସିଏ ଆପଣଙ୍କ ଆଶା ପୂରଣ କରିବ ଓ ଆପଣ ନିଜ ପିଲା ଦ୍ୱାରା ନିଜର ସ୍ବପ୍ନ ସାକାର ହୋଇ ଥିବା ଦେଖିବେ | କାଳ୍ପନିକ ବିପଦକୁ ଛାଡ଼ନ୍ତୁ ଓ ନିଜର ସାଥୀଙ୍କ ସହିତ ରସମୟ ସମୟ କାଟନ୍ତୁ | ଆଜି ଆପଣ ସାନ ମାନଙ୍କ ସହିତ ହସ ଖୁସି ରେ ଦିନ କାଟିବେ | ଟିକେ ଚେଷ୍ଟା କରିବେ ଯଦି ତାହେଲେ ଆଜି ଦିନ ଆପଣଙ୍କ ବୈବାହିକ ଜୀବନ ଭିତରୁ ସବୁ ଠୁ ବିଶେଷ ଦିନ ହେବ | ଆପଣଙ୍କ ପିତାଙ୍କ ସହିତ ଆଜି ଆପଣ ବନ୍ଧୁଭାବ ସହ କଥା ହୋଇପାରନ୍ତି | ଏହା ତାଙ୍କୁ ଖୁସି ମଧ୍ୟ ଦେବ |

କନ୍ୟା : ଗାଡ଼ି ଚଳେଇଲା ବେଳେ ସାବଧାନ ରୁହନ୍ତୁ, ବିଶେଷ କରିକି ଯଦି ଆପଣ ରାତ୍ରି ବେଳରେ ଯାତ୍ରା କରୁଛନନ୍ତି | ନଚେତ ଆଉ କାହାର ଭୁଲର ଶାସ୍ତି ଆପଣକୁ ଭୋଗିବାକୁ ପଡ଼ିବ | ଆଜି ନିବେଶ କରିବା ଯୋଗୁଁ ଆପଣଙ୍କ ସମୃଦ୍ଧି ଓ ଅର୍ଥ ସୁରକ୍ଷାରେ ବୃଦ୍ଧି ହେବ | ଆଜି ଦିନରେ କାମର ଚାପ କମ ରହିବ ଓ ଆପଣ ଆପଣଙ୍କ ପରିବାର ସହିତ ସମୟ ବିତେଇବାର ମଜା ନିଅନ୍ତୁ | ପ୍ରେମର ଉଲ୍ଲାସ ଅନୁଭବ କରି ପାଇଁ ଆପଣ କେହି ଜଣେ ନୂଆ ଭୟକ୍ତିଙ୍କ ଭେଟି ପାରନ୍ତି | ନିଜ ଲୋକଙ୍କ ସହିତ ଆଜି ଟିକେ ବିବାଦ ସୃଷ୍ଟି ହେବାରୁ ଆଜି ଟିକେ ଚିନ୍ତାରେ ପଡ଼ି ପାରନ୍ତି | ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ଦୋଷକୁ ସୁଧାରିବେ ଓ ଆପଣଙ୍କୁ ଖୁସି ଅନୁଭବ ହେବ | ଆପଣଙ୍କ ପିତା ଆପଣଙ୍କ ପାଇଁ କିଛି ବିଶେଷ ଉପହାର ଆଣିପାରନ୍ତି |

ତୁଳା : ନିଜର ଖରାପ ମନସ୍ଥିତିକୁ ବ୍ୟବାହିକ ଜୀବନରେ ଚାପ ହେବାର କାରଣ ହବାକୁ ଦିଅନ୍ତୁ ନାହିଁ | ଏହା ଠୁ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ, ନଚେତ ହଇରାଣ ହେବାକୁ ପଡ଼ି ପାରେ | ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ | ଆପଣଙ୍କ ଅଧିକାଂଶ ସମୟ ସାଙ୍ଗ ଓ ପରିବାର ଲୋକଙ୍କ ସହିତ ବିତିବ | ଖୁସିରେ ରୁହତୁ ଓ ପ୍ରେମ ରାସ୍ତାରେ ଆସୁଥିବା କୌଣସି ବାଧାକୁ ସ୍ମୁଖିଣ ହେବାକୁ ପ୍ରସ୍ତୁତ ରୁହନ୍ତୁ | ଆଜିକା ଦିନର ଅଧିକାଂଶ ସମୟ କିଣାକିଣି ଓ ଅନ୍ୟ ଗତିବିଧିରେ ଯିବ | ବିରକ୍ତ ହେଉଥିବା ବୈବାହିକ ଜୀବନରେ କିଛି କୌତୁହଳଜନକ ଖୋଜିବାକୁ ଚେଷ୍ଟା କରନ୍ତୁ | ଦିନରେ ସ୍ବପ୍ନ ଦେଖିବା ଅଟେ ବି ଖରାପ ନୁହେଁ – ସର୍ତ ଏହା କି ଏହି ମାଧ୍ୟମ ଆପଣ କିଛି ସୃଜନଶୀଳ ବିଚାର ପ୍ରାପ୍ତ କରି ପାରନ୍ତି | ଏମିତି ଆଜି ଆପଣ କରି ପାରିବେ କାରଣ ଆଜି ଆପଣଙ୍କ ପାଖରେ ସମୟର ଅଭାବ ରହିବ ନାହିଁ |

ବିଛା : ଆଜି ଆପଣଙ୍କ ଶରୀର ଭଲ ରହିବ | ଏକ ନୂତନ ବିତିୟ ବୁଝାମଣା ଅନ୍ତିମ ରୂପ ନେବା ଓ ଧନ ପ୍ରାପ୍ତି ହେବ | ଆଜି ଘରେ କୌଣସି କଥାକୁ ନେଇ କଳହ ସୃଷ୍ଟି ହୋଇପାରେ | ନିଜ ଉପରେ କାବୁ ରଖନ୍ତୁ ,କାରଣ ଆଜିର ଦିନ ଅନ୍ୟ ଦିନମାନଙ୍କ ପରି ସାଧାରଣ ଭାବରେ କଟିବନି | ଆଜି ବହୁତ ସାରା ଗଛ ଲଗାନ୍ତୁ | ଆଜି ଆପଣଙ୍କର ପିଲାଦିନର ଇଛା ଗୁଡ଼ିକୁ ପୁର୍ଣ କରିପାରିବାପାଇଁ ଯଥେଷ୍ଟ ସମୟ ମିଳିବ | ଆପଣଙ୍କ ଜୀବନ-ସାଥୀଙ୍କ କାମ-କାର୍ଯ୍ୟକୁ ନେଇକି ବ୍ୟସ୍ତତା ଆପଣଙ୍କ ନିରାଶ ହେବାର କାରଣ ହୋଇ ପାରେ | ଆଜି ଆପଣଙ୍କ ପାଖରେ ଯଥେଷ୍ଟ ସମୟ ଥିବାର ସମ୍ଭାବନା ଅଛି, କିନ୍ତୁ ଏହି ମୂଲ୍ୟବାନ ମୁହୂର୍ତ୍ତକୁ ମନେ-ମନେ ସ୍ବପ୍ନ ଦେଖିବାରେ ନଷ୍ଟ କରନ୍ତୁ ନହିଁ | କିଛି ଦୃଦ କରିବା ଆସୁଥିବା ସପ୍ତାହର ବୃଦ୍ଧିରେ ସାହାଯ୍ୟ କରିବ |

ଧନୁ : ଆଜିର ଦିନ ଯୋଗ ଓ ଧ୍ୟାନ ସହିତ ଆରମ୍ଭ କରିପାରନ୍ତି | ଏହା ଦ୍ୱାରା ଆପଣ ପୁରା ଦିନ ଉର୍ଜ୍ଜାର ସହିତ କାଟିବେ ଆଜି ଆପଣ ଧନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି , ତେଣୁ କୌଣସି ବିଶ୍ୱସ୍ତ ପାତ୍ରଙ୍କ ଠାରୁ ଉପଦେଶ ନିଅନ୍ତୁ | ଆପଣଙ୍କ ବେଖାତିର ବ୍ୟବହାର ଆପଣଙ୍କ ମାତା-ପିତାଙ୍କୁ ଦୁଖୀ କରି ପାରେ | କୌଣସି ନୂତନ ଯୋଜନା ଆରମ୍ଭ କରିବା ପୂର୍ବରୁ ତାଙ୍କ ବିଚାର ବି ଜାଣି ନିଅନ୍ତୁ | ଆଜି ଦିନ ଆପଣଙ୍କ ପାଇଁ କୌତୁହଳଜନକ ରହିବ,କାରଣ ଆପଣଙ୍କ ପ୍ରିୟ ଆପଣଙ୍କୁ ଉପହାର ଦେଇ ପାରନ୍ତି | ନିଜ ରୂପ ଓ ବ୍ୟକ୍ତିତ୍ୱ ସୁଧାରିବାକୁ ଯାହା ଭି ପ୍ରଯତ୍ନ କରିଛନ୍ତି ତାହା ସଫଳ ହେବ | ଆପଣଙ୍କ ବୈବାହିକ ଜୀବନର ସବୁ ଦିନ ଅପେକ୍ଷା ଆଜି ଦିନଟା ସବୁଠୁ ଉତ୍ତମ ରହିବ | ଆଜି ଆପଣ ଶାନ୍ତ ରହିବେ ଏବଂ ଅନ୍ୟ ମାନଙ୍କ ସହିତ କଥା ମଧ୍ୟ ହେବେ |

ମକର : ଆପଣ ମାନସିକ ଓ ଶାରୀରିକ ଥକା ଅନୁଭବ କରି ପାରନ୍ତି, ତେଣୁ ଟିକେ ଆରାମ ଓ ପୁଷ୍ଟି ଆହାର ଆପଣଙ୍କ ଉର୍ଯ୍ୟ ସ୍ତରକୁ ଉତ୍ଥାନ କରିବାରେ ସହାୟକ ହେବ | ଯଦି ଆପଣ କୌଣସି ନିବେଶ କରିଛନ୍ତି , ଆଜି ସେ ନେଇ ଆପଣଙ୍କୁ ଆର୍ଥିକ କ୍ଷତି ହେବାର ସମ୍ଭାବନା ଅଛି | ପରିବାର ଲୋକଙ୍କ ସହିତ ଗତିବିଧି ସମସ୍ତଙ୍କୁ ଖୁସି ରଖିବ | ପ୍ରେମ ଏକ ଏମିତିଆ ଭାବନା ଯାହାକି ନା କେବଳ ଅନୁଭବ କରା ଯିବା କଥା, ତା ଛଡ଼ା ପ୍ରିୟ ସହିତ ବାଣ୍ଟିବା ବି କଥା | ଜୀବନରେ ସମ୍ବନ୍ଧ ଏବଂ ସମ୍ପର୍କୀୟଙ୍କ ମୂଲ୍ୟ ବୁଝିବାକୁ ଚେଷ୍ଟା କରନ୍ତୁ | ବିବାହ ଆଜି ଠୁ ଅଧିକ ଅଟେ ଅଦଭୂତ କେବେ ବି ଲାଗି ନଥିଲା | ଆଜି ଆପଣଙ୍କ ସହକର୍ମ୍ମର ଅଚାନକ ଦେହ ଖରାପ ହେଲେ ଆପଣ ତାଙ୍କୁ ଭରପୁର ସହଯୋଗ କରିପାରିବେ |

କୁମ୍ଭ : ଆପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟ ମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ | ଆଜି ସୃଜନାତ୍ମକ ବିଚାର ପ୍ରୟୋଗ କରି ବେଶୀ ଟଙ୍କା ରୋଜଗାର କରନ୍ତୁ | ବିବାହ ବନ୍ଧନରେ ଜଡିତ ହେବ ପାଇଁ ଏହା ଉତ୍ତମ ସମୟ ଅଟେ | ଆପଣଙ୍କ ସତ୍ୟପ୍ରିୟ ଓ ସର୍ତବିହୀନ ପ୍ରେମରେ ଯାଦୁ କରିବାର ମୁଖ୍ୟ କାରଣ | ଆଜି ଘର ସଜାଡ଼ିବା ପାଇଁ ଭାବିପାରନ୍ତି କିନ୍ତୁ ଆପଣ ଏଥିପାଇଁ ସମୟ ପାଇବେନି | ଜୀବନ-ସାଥୀ ସହିତ ଆଜି ସନ୍ଧ୍ୟା ସମୟରେ ପ୍ରକୃତରେ କିଛି ବିସସ ହବାର ସମ୍ଭାବନା ଅଛି | ଆଜି ଜିନର ଆରମ୍ଭ ବହୁତ ଭଲ ରହିବ | ସେଥିପାଇଁ ଆଜି ପୁରା ଦିନ ଆପଣ ଉର୍ଜା ଅନୁଭବ କରିବେ |

ମୀନ : ଅପ୍ରତ୍ୟାନସୀତ ଯାତ୍ରା କରିବା କାରଣରୁ ଆପଣ ଠକ ଅନୁଭବ କରିବେ ଓ ଆପଣ ଉତ୍ତେଜିତ ଅନୂଭଵ ବି କରିବେ | ମାଂସପେଶୀକୁ ଆରାମ ଦେବା ପାଇଁ ଶରୀରକୁ ତେଲରେ ମାଲିସ କରନ୍ତୁ | ଆଜି ଆପଣଙ୍କୁ ଆପଣଙ୍କର ଧନ ଖର୍ଚ୍ଚ କରିବାକୁ ପଡିବ ନାହିଁ କାରଣ ଆପଣଙ୍କ ଘରର କୌଣସି ବଡ ଲୋକ ଆଜି ଆପଣଙ୍କ ପାଇଁ ଖର୍ଚ୍ଚ କରିବେ | ଘର ଲୋକଙ୍କ ସହିତ ସମୟ ବିତାଇ ଖୁସି ଅନୁଭବ କରିବେ | ଅପ୍ରତୟନସିତ ପ୍ରେମ ଆକର୍ଷଣ ହେବାର ସମ୍ଭାବନା ଅଛି | ଶୀଘ୍ର କାମସାରି ପରିବାରବର୍ଗଙ୍କ ସହିତ ମୁଭି ଯିବାର ଯୋଜନା କରିପାରନ୍ତି |ଏହାଦ୍ୱାରା ପରିବାର ଲୋକ ମଧ୍ୟ ଖୁସି ହେବେ ଏବଂ ଆପଣ ମଧ୍ୟ ତାଜା ଅନୁଭବ କରିପାରିବେ | ଯଦି ଆପଣ ବୈବାହିକ ଜୀବନ ଦୃଷ୍ଟିରୁ ଲମ୍ବା ସମୟରୁ ନିରାଶ ଅଛନ୍ତି, ତାହେଲେ ଆଜି ଆପଣଙ୍କ ସ୍ଥତିରେ ବୃଦ୍ଧି ଅନୁଭବ କରି ପାରନ୍ତି | ଆଜିର ଦୌଡ-ଦୌଡ଼ି ଜୀବନରେ ଆମେ ଆମର ପରିବାର ଲୋକଙ୍କୁ କମ ସମୟ ଦୋଉ | କିନ୍ତୁ ପରିବାର ଲୋକଙ୍କ ସହିତ ଭଲ ସମୟ କାଟିବାର ଏହା ଏକ ଉତ୍ତମ ସୁଯୋଗ |