ରାଶିଫଳ ରବିବାର : ଅନେକ ଦିନର ଆଶା ପୂରଣ ହେବ

Horoscope Sunday-04-09-2022

ମେଷ : କିଛି କୌତୁହଳଜନଙ୍କ ପଢ଼ିକି ଟିକେ ମାନସିକ ବ୍ୟୟାମ କରନ୍ତୁ | ଏହି ରାଶିର ବ୍ୟକ୍ତି ମାନଙ୍କୁ ଆଜି ନିଜର ଘରର ସେମିତି ସଦସ୍ୟଙ୍କ ଠାରୁ ଦୂରରେ ରହିବା ଉଚିତ ଯେଉଁମାନେ ଆପଣଙ୍କ ଠାରୁ ପଇସା ନେଇ ଫେରନ୍ତି ନାହିଁ | କେହି ଆପଣଙ୍କୁ କକ୍ଷେତି କରିବାକୁ ଚେଷ୍ଟା କରି ପାରେ | ବହୁତ ସାରା ବଳିଷ୍ଠ ଶକ୍ତି ଆପଙ୍କ ବିରୋଧରେ କାର୍ଯ୍ୟ କରୁଛନ୍ତି | ଆପଙ୍କ ଏମିତି ପଦ ନେବାଠୁ ନିଜକୁ ରକ୍ଷା କରିବା କଥା,ଯାହା କାରଣରୁ ତାଙ୍କ ଓ ଆପଙ୍କ ସାମ୍ନା-ସାମନି ହେଉ | ଯଦି ଆପଣ ହିସାବ ସମାନ କରିବାକୁ ଚାହୁଁଛନ୍ତି, ତାହେଲେ ଭାବି-ଛିନ୍ତିକି କରନ୍ତୁ | ସାବଧାନ ରୁହନ୍ତୁ, କାରଣ କେହି ଆପଣଙ୍କ ଛବିକୁ ଖରାପ କରିବାକୁ ଚେଷ୍ଟା କରି ପାରେ | କାର୍ଯ୍ୟ ସମ୍ପର୍କରେ ଯାତ୍ରା କରିବା ଆପଣଙ୍କ ପାଇଁ ଅତି ଉପକାରୀ ଓ ମନୋହର ଅଟେ | ବୈବାହିକ ଜୀବନରେ ଜିନିଷ ହଠାରୁ ଖସିଲା ପରି ଲାଗୁଚି | ନକ୍ଷେତ୍ର କହୁଛନ୍ତି କି କୌଣସି ପାଖ ସ୍ଥାନକୁ ଯାତ୍ରା ହୋଇ ପାରେ | ଏହା ଯାତ୍ରା ଆନନ୍ଦଦାୟକ ରହିବ ଓ ନିଜ ପ୍ରିୟ ଲୋକଙ୍କ ସହଯୋଗ ମିଳିବ |

ବୃଷ : ସମ୍ପୂର୍ଣତଃ ସ୍ୱାସ୍ଥ୍ୟ ଆଜି ଭଲ ରହିବ କିନ୍ତୁ ଯାତ୍ରା ଯୋଗୁଁ ଆପଣଙ୍କ ଉପରେ ମାନସିକ ଓ ଶାରୀରିକ ଚାପ ପଡ଼ି ପାରେ | ବ୍ୟପାରୀମାନେ ନିଜ ଅର୍ଜିତ ସମ୍ପତ୍ତିକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ | ଆଜି ଚୋରି ହେବାର ବହୁତ ସମ୍ଭାବନା ଅଛି | ବୃଦ୍ଧ ଓ ପରିବାର ଲୋକ ସ୍ନେହ ଦେବେ ଓ ଖାତିର କରିବେ | ଆଜିର ଦିନ ଆପଣଙ୍କ ପ୍ରେମ ସମ୍ପର୍କରେ ରଙ୍ଗ ଭରିଦେବ କିନ୍ତୁ ରାତିରେ କୋଣସି ପୁରୁଣା କଥାକୁନେଇ ପ୍ରେମିକ/ପ୍ରେମିକାଙ୍କ ସହିତ ଯୁକ୍ତି ତର୍କ ସହିତ ମନୋମାଳିନ୍ୟ ହୋଇପାରେ | ଯଦି ଆଜି ଲାଭରେ ରହିବାକୁ ଚାହୁଁଛନ୍ତି ତାହେଲେ ଅନ୍ୟ ମାନଙ୍କ ପରାମର୍ଶ ମାନନ୍ତୁ | କିଛି ଲୋକ ଭାବନ୍ତି କି ବୈବାହିକ ଜୀବନରେ ଶାରୀରିକ ସମ୍ବନ୍ଧ ଓ ଯୁକ୍ତଟି-ତର୍କ ମଧ୍ୟରେ ବୁଲେ, କିନ୍ତୁ ଆଜି ଆପଣଙ୍କ ପାଇଁ ସବୁ କିଛି ପ୍ରଶାନ୍ତ ରହିବ | ଆଜିର ଦିନ କୌଣସି ଧାର୍ମିକ ସ୍ଥଳରେ ସମର୍ପିତ ରହିବ ଆପଣଙ୍କ ମାନସିକ ଶାନ୍ତି ରଖିବା ପାଇଁ ସବୁଠୁ ଉତ୍ତମ ସାଧନ ହୋଇ ପାରେ |

ମିଥୁନ : ଆଜି ଦିନ ସାରା ମଜା-ମସ୍ତି ଓ ମନପସନ୍ଦର କାର୍ଯ୍ୟ କରି ପାରନ୍ତି | ବାଜି ଲଗେଇବା ଆଜି ଲାଭକାରୀ ହୋଇ ପାରେ | ଆପଣଙ୍କ ହାସ୍ୟବୃତ୍ତି ଓ ଜ୍ଞାନ ଯୋଗୁଁ ଆଖ ପାଖ ଲୋକ ପ୍ରଭାବିତ ରହିବେ | ଆପଣଙ୍କ ପ୍ରିୟାର ମନୋହର ସ୍ଵଭାଵ ଆପଣଙ୍କୁ ବିଶେଷ ହବାର ଅନୁଭବ କରେଇବ, ଏହି ସ୍ମୃତିର ଲାଭ ଉଠାନ୍ତୁ | ଆଜି ଆପଣ ଘରର ଛୋଟମାନଙ୍କୁ ନେଇ ପାର୍କ ବା ଶପିଂ ମଲ ଯାଇପାରନ୍ତି | ବିବାହ ବନ୍ଧନ ସ୍ଵର୍ଗରେ ହିଁ ଠିକ ହେଇକି ଆସେ ଓ ଆପଣଙ୍କ ଜୀବନସାଥୀ ଆଜି ଏହି କଥାକୁ ପ୍ରମାଣିତ କରି ଦେବ | ଆପଣ ଆଜି ପରିବାର ଲୋକଙ୍କ ସହିତ ମିଶିକି କୌଣସି ମହତ୍ଵପୁର୍ଣ ନିଷ୍ପତି ନେଇ ପାରନ୍ତି | ଏହା କରିବା ପାଇଁ ଏହା ସଠିକ ସମୟ ବି | ଆଗକୁ ୟେଇକି ଏହା ନିଷ୍ପତି ଲାଭଦାୟକ ହେବ |

କର୍କଟ : ମନେ ମନେ ସ୍ବପ୍ନ ଦେଖି ନିଜର ସମୟ ନଷ୍ଟ କରନ୍ତୁ ନାହିଁ | ସାର୍ଥକ କାର୍ଯ୍ୟରେ ଉପଯୋଗ କରିବା ପାଇଁ ନିଜ ଉର୍ଜା ସଂଚୟ କରି ରଖନ୍ତୁ | ଆପଣଙ୍କର କୌଣସି ବନ୍ଧୁ ଆପଣଙ୍କଠାରୁ ଆର୍ଥିକ ସହାୟତା ମାଗିପାରେ | ତାଙ୍କୁ ସାହାଯ୍ୟ କଲେ ଆପଣ ଆର୍ଥିକ ଭାବରେ ପଙ୍ଗୁ ହୋଇପାରନ୍ତି | ଆଜି ଆପଣଙ୍କୁ ନିଜର ଜ୍ଞାନ ଓ ପ୍ରଭାବରେ ଉପଯୋଗ ସଂବେଦନଶୀଳ ଘରୋଇ ବିବାଦକୁ ହଳ କରିବା ପାଇଁ କରିବା ଉଚ୍ଛିତ | ପ୍ରେମର ଦୃଷ୍ଟିରୁ ଯଦି ଆପଣ ଦେଖିବେ ତାହେଲେ ଜୀବନର ରସର ପୁରା ଆନନ୍ଦ ନେବାର ସଫଳ ରହିବେ | ଆଜି ଛାତ୍ର ଛାତ୍ରୀମାନେ ପ୍ରେମ ଭାବନାରେ ବୁଡ଼ି ରହି ନିଜର ସମୟ ନଷ୍ଟ କରିପାରନ୍ତି | ଜୀବନସାଥୀ କାରଣରୁ ଆପଣଙ୍କୁ ଅନୁଭବ ହେବ କି ତାଙ୍କ ପାଇଁ ଦୁନିଆରେ ଆପଣ ହିଁ ସବୁଠୁ ମହତ୍ଵପୁର୍ଣ | କୌଣସି ଏମିତି ବ୍ୟକ୍ତିଙ୍କ ଫୋନ ଆସି ପାରେ ଯାହା ସହିତ ଆପଣ ବହୁତ ଲମ୍ବା ସମୟରୁ କଥା ହେବାକୁ ଚାହୁଁଥିଲେ | ବହୁତ ପୁରୁଣା ସ୍ମୃତି ମାନେ ପଡିବ ଓ ଆପଣ ସମୟରେ ପାଚଲଉ ଚାଲି ଯିବେ |

ସିଂହ : ସ୍ୱାସ୍ଥ୍ୟ ଭଲ ରହିବ | ଭବିଷ୍ୟ କଥା ଭାବିକି ଅର୍ଥ ନିବେଶ କରନ୍ତୁ | ଆପଙ୍କ କିଛି ବୃଦ୍ଧ ବନ୍ଧୁ ବାନ୍ଧବଙ୍କ ଦାବି ଜାଣି ଆପଣ ଟିକେ ନିରାଶ ହୋଇ ପାରନ୍ତି | ଭୁଲ ବୁଝା-ମନା କିମ୍ବା କୌଣସି ଭୁଲ ସନ୍ଦେଶ କାରଣରୁ ଆପଣଙ୍କ ଦିନ ଆଜି ନିରାଶଜନକ ହୋଇ ପାରେ | ଆଜି ଆପଣ ଅଫିସରୁ ଆସିଲାପରେ ନିଜର କୌଣସି ସମୟ ଅତିବାହିତ କାମରେ ଲାଗିପାରନ୍ତି ଯାହା ଆପଣଙ୍କ ମନକୁ ଶାନ୍ତ ରଖିବ | ନିଜେ ମାନସିକ ଚାପରେ ଥିବା କାରଣରୁ ଆପଣ ବିନା କାରଣ ନିଜ ଜୀବନ-ସାଥୀ ଉପରେ ବିରକ୍ତ ହୋଇ ପାରନ୍ତି | ସଂସାରରେ ପ୍ରେମଠାରୁ ବଡ଼ କିଛି ବି ନୁହେଁ |ଆପଣ ବି ଆପଣଙ୍କ ପ୍ରେମୀଙ୍କୁ ଏହି ବିଶ୍ୱାସ ଦେଇ ନିଜ ପ୍ରେମକୁ ନୂଆ ଉଚାଇ କୁ ନେଇପାରନ୍ତି |

କନ୍ୟା : ଆପଣଙ୍କୁ ଲମ୍ବା ସମୟରୁ ଅନୁଭବ ହୋଉ ଥିବା ଥକା ଓ ମାନସିକ ଚାପି ଠୁ ଆରାମ ମିଳିବ | ଏଇ ଅସୁବିଧାଠୁ ସ୍ଥାଇ ନିଜାତ ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତନ ଆଣିବା ପାଇଁ ଉଚିତ ସମୟ ଅଛି | ନିଜକୁ ଆଜି ଗୋଟେ ନୂଆ ଉତ୍ତେଜିତ ଅବସ୍ଥାରେ ପାଇବେ ଓ ଆପଣଙ୍କ ଅର୍ଥ ଅବସ୍ଥାରେ ଲାଭ ହେବ | ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱ କାରଣରୁ ଆପଣଙ୍କୁ କିଛି ନୂଆ ମିତ୍ର ମିଳି ପାରନ୍ତି | ସମ୍ଭଳିକି ବନ୍ଧୁ ମାନଙ୍କ ସହିତ କଥା ହୁଅନ୍ତୁ,କାରଣ ଆଜି ଦିନରେ ବନ୍ଧୁତା ହଜେଇ ବସିବାର ସମ୍ଭାବନା ଅଛି | ଘରେ ପଡିଥିବା କୌଣସି ପୁରୁଣା ବସ୍ତୁକୁ ଦେଖି ଆପଣ ଭାବ ବିହ୍ଵଳ ହୋଇପାରନ୍ତି ଏବଂ ପୁରା ଦିନ ତାକୁ ସଫା କରିବାରେ ଲାଗିପାରନ୍ତି | ଆପଣଙ୍କ ଜୀବନ-ସାଥୀଙ୍କର କଡ଼ା ବ୍ୟବହାର ଆପଣଙ୍କୁ ଦିନ ଯାକ ନିରାଶ କରି ପାରେ | ଭଲ ନିଦ ଭଲ ସ୍ୱାସ୍ଥ୍ୟ ପାଇଁ ଅତି ଆବଶ୍ୟକ, ସେଥିପାଇଁ ଆପଣ ଟିକେ ଅଧିକ ସୋଇ ପାରିବେ |

ତୁଳା : ଗୋଳମାଳିଆ ଅବସ୍ଥାରେ ଫସିବା କାରଣରୁ ଚିନ୍ତିତ ହୁଅନ୍ତୁ ନାହିଁ | ଯେମିତିକି କାଧ୍ୟରେ ଟିକେ ରାଗ ତାକୁ ଆହୁରି ସ୍ୱାଦଯୁକ୍ତ ବନେଇ ଦିଏ, ସେହି ପରି ଏମିତିଆ ପରିସ୍ଥିତି ଆପଣଙ୍କୁ ଖୁସିର ପ୍ରକୃତ ମୂଲ୍ୟ ଜଣାଏ | ନିଜର ମନଦସା ପରିବର୍ତନ କରିବା ପାଇଁ କୌଣସି ସାମାଜିକ ଆୟୋଜନରେ ଭାଗ ନିଅନ୍ତୁ | ଧନ ଆଜି ଆପଣଙ୍କ ହାତରେ ରହିବ ନାହିଁ | ସେଥିପାଇଁ ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ | ନିଜର ପିଲାଙ୍କ ପାଇଁ କିଛି ବିଶେଷ ଯୋଜନା କରନ୍ତୁ | ସୁନିଶ୍ଚିତ କରନ୍ତୁ କି ଆପଣଙ୍କ ଯୋଜନା ବାସ୍ତବବାଦୀ ଅଛି ଓ ତାହାକୁ କାର୍ଯ୍ୟକାରୀ କରିବା ସମ୍ଭବ ଅଛି | ଆସୁଥିବା ଜନନ ଉପହାର ପାଇଁ ଆପଣଙ୍କୁ ସବୁ ଦିନ ମାନେ ରଖିବ | ଆଜି ଆପଣଙ୍କ ପ୍ରିୟଙ୍କ ଅନିଶ୍ଚିତ ଆଚରଣ ଯୋଗୁଁ ପ୍ରେମରେ ବାଧା ସୃଷ୍ଟି ହୋଇ ପାରେ | ଆଜିକା ଦିନର ଅଧିକାଂଶ ସମୟ କିଣାକିଣି ଓ ଅନ୍ୟ ଗତିବିଧିରେ ଯିବ | ଆପଣଙ୍କ ବ୍ୟସ୍ତ ଦୈନିକ କାମ-କାର୍ଯ୍ୟ କାରଣରୁ ଆପଣଙ୍କ ଜୀବନ-ସାଥୀ ନିରାଶ ଅନୁଭବ କରିବେ ଓ ତାହା ବିଷୟରେ ସନ୍ଧ୍ୟା ବେଳେ କଥା ହୋଇ ପାରନ୍ତି | କାହାକୁ କିଛି ନକହି ଆଜି ଘରେ କିଛି ଛୋଟ-ମୋଟ ପାର୍ଟି କରିପାରନ୍ତି |

ବିଛା : ପୂର୍ଣ୍ଣତୟା ସୁଖମଜା ଆଜି ଭୋଗ କରି ପାରିବେ | ଭବିଷ୍ୟ କଥା ଭାବିକି ଅର୍ଥ ନିବେଶ କରନ୍ତୁ | ନିଜର ପରିବାରକୁ ପ୍ରଚୁର ସମୟ ଦିଅନ୍ତୁ | ତାଙ୍କୁ ଅନୁଭବ ହେବାକୁ ଦିଆନ୍ତୁକି ଆପଣ ତାଙ୍କର ଧ୍ୟାନ ରଖନ୍ତି | ତାଙ୍କ ସହିତ ଭଲ ସମୟ ବ୍ୟତୀତ ଓ ଅସନ୍ତୋଷ ପ୍ରକାଶ କରିବାକୁ ସୁଯୋଗ ଦିଅନ୍ତୁ ନାହିଁ | ଆଜି ଆପଣ ଅନୁଭବ କରିବେ କି ପ୍ରେମ ଭଗବାନଙ୍କ ସମାନ , ପ୍ରେମ ଅତ୍ୟଧିକ ଧାର୍ମିକ ଓ ଆଧ୍ୟାତ୍ମିକ ଅଟେ | ଆଜି ଘରେ ପାର୍ଟି ଯୋଗୁଁ ଆପଣଙ୍କ ବହୁମୂଲ୍ୟ ସମୟ ନଷ୍ଟ ହୋଇପାରେ | ବିବାହ ପରେ କିଛିଟା ଜିନିଷ ଦର୍କାରରୁ ବଢ଼ିକି ଆବଶ୍ୟକତା ହୋଇ ଯାଏ | ଆଜି ଏମିତି ହିଁ କିଛି କଥା ଆପଣଙ୍କୁ ବ୍ୟସ୍ତ ରଖି ପାରେ | ଅଫିସ୍ ରେ ସାଙ୍ଗମାନଙ୍କ ସହିତ ଅଧିକ କଥାହେବାଦ୍ଵାରା ଘରେ ବିରକ୍ତି ଭାବ ପ୍ରକାଶ କରିପାରନ୍ତି | ତେଣୁ ଯେତେ ପାରିବେ ସେଥିରୁ ଦୂରରେ ରୁହନ୍ତୁ |

ଧନୁ : ନିଜର ବ୍ୟକ୍ତିତ୍ୱର ଉନ୍ନତି କରିବା ପାଇଁ ଗମ୍ଭୀର ଭାବେ ଚେଷ୍ଟା କରନ୍ତୁ | ଯେଉଁ ମାନଙ୍କର ଲଘୁ ଉଦ୍ୟୋଗ ଅଛି ଆଜି ସେମାନଙ୍କୁ କୌଣସି ନିକଟ ବନ୍ଧୁ ପରିଜନଙ୍କ ଠାରୁ ଆର୍ଥିକ ସହାୟତା ମିଳିବାର ସମ୍ଭାବନା ଅଛି | ଯାହା ସହିତ ଆପଣ ରୁହନ୍ତି,ତାଙ୍କ ସହିତ ବାଡ଼-ବିବାଦ ହାବଠୁ ନିଜକୁ ରକ୍ଷା କରନ୍ତୁ | ଯଦି କୌଣସି ସମସ୍ୟା ଅଛି,ତାହେଲେ ଶାନ୍ତି ଭାବରେ ସମାଧାନ କରନ୍ତୁ | ନିଜ ପ୍ରିୟଙ୍କ ସହିତ ଆଜି ଉତ୍ତମ ବ୍ୟବହାର କରନ୍ତୁ | ହିତକାରୀ ଗ୍ରହ ଯୋଗୁଁ ଆଜି ଅଧିକ ଖୁସି ଅନୁଭବ କରିବେ | ଖରାପ ବ୍ୟବହାର କାରଣରୁ ଆପଣ ଅନୁଭବ କରିବେକି ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ଉପରେ ବିନା କାରଣରୁ ହଇରାଣ କରୁଛନ୍ତି | ଲୋକମାନଙ୍କ ମଧ୍ୟରେ ଥାଇ ମଧ୍ୟ ଆଜି ଆପଣ ଏକାକୀ ଅନୁଭବ କରିବେ |

ମକର : ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ | ସ୍ୱାସ୍ଥ୍ୟ ଠିକ ରହିବା ହେତୁ ବନ୍ଧୁମାନଙ୍କ ସହିତ ଖେଳକୁଦରେ ସମୟ କାଟିବାକୁ ଚିନ୍ତା କରିପାରନ୍ତି | ଆଜି ସଫଳତାର ମୂଳ ମନ୍ତ୍ର ହେଉଛି କି ଆପଣ ସେମିତିଆ ଲୋକଙ୍କ ପରାମଶ ଉପରେ ଧନ ନିବେଶ କରନ୍ତୁ, ଯେଉଁ ମାନେ ନବପ୍ରବର୍ତ୍ତନ ବିଚାର ରଖନ୍ତି ଓ ଅନୁଭବୀ ଅଟନ୍ତି | ସାଙ୍ଗ ମାନେ ଆଜି ଆପଣଙ୍କର ଦାତା ଆଚରଣର ଲାଭ ଉଠେଇ ବାକୁ ଚେଷ୍ଟା କରିବେ କିନ୍ତୁ ଆପଣ ବର୍ଜନ କରନ୍ତୁ | ଆଜି ଆପଣ ଓ ଆପଣଙ୍କ ପ୍ରିୟ ପ୍ରେମ ସମୁଦ୍ରରେ ବୁଡି ଯିବେ ଓ ଭଲ ପାଇବାର ଗଭୀରତା ଅନୁଭବ କରିବେ | ଆଜି ଆପଣ ସବୁ କାମଦାମ ଛାଡି ପରିବାର ସହିତ ସମୟ କାଟିବାକୁ ପସନ୍ଦ କରିବେ | ପରିବାରବର୍ଗ ମଧ୍ୟ ଏଥିରେ ଖୁସି ହେବା ସହିତ ଆଶ୍ଚର୍ଯ୍ୟ ହେବେ | ବିବାହ ପରେ କିଛିଟା ଜିନିଷ ଦର୍କାରରୁ ବଢ଼ିକି ଆବଶ୍ୟକତା ହୋଇ ଯାଏ | ଆଜି ଏମିତି ହିଁ କିଛି କଥା ଆପଣଙ୍କୁ ବ୍ୟସ୍ତ ରଖି ପାରେ | କାହାକୁ କିଛି ନକହି ଆଜି ଘରେ କିଛି ଛୋଟ-ମୋଟ ପାର୍ଟି କରିପାରନ୍ତି |

କୁମ୍ଭ : କିଛି ଲୋକଂକ ପାଇଁ ଆପଣ ପୁରୁଣା କାଳିଆ ଲୋକ ହାଇ ପାରନ୍ତି କିନ୍ତୁ – ଏହା ସତ ନୁହେଁ – ଆପଣ ଆରାମରେ ନୂଆ ଜିନିଷ ଶିଖିବେ ଓ ଗ୍ରହଣ କରିବେ| ଧନ ସମ୍ବନ୍ଧୀୟ କୌଣସି ମାମଲା ଯଦି କୋଟ କଚେରୀରେ ଚାଲୁଥାଏ ତେବେ ଆଜି ସେଥିରେ ଆପଣ ବିଜୟୀ ହୋଇପାରନ୍ତି ଏବଂ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ | ଆପଣଙ୍କ ଭିତରୁ କିହିଁ ଲୋକେ ଗହଣା କିମ୍ବା ଘରୋଇ ଜିନିଷ କିଣି ପାରିବେ | ବାହାର ଜିନିଷ ପ୍ରତି ଆପଣଙ୍କ ରୁଚି ଆଉ ନାହିଁ,କାରଣ ଆପଣ ନିଜକୁ ସର୍ବଦା ପ୍ରଥମ ଭଲ ପାନ୍ତି | ଆଜି ବହୁତ ବ୍ୟସ୍ତ ଥିବା ସତ୍ତ୍ୱେ ଆପଣ ନିଜପାଇଁ ସମୟ କାଢ଼ି ପାରିବେ ଓ ନିଜର କଳାତ୍ମକ ରୁଚି ପୂର୍ଣ୍ଣ କରିପାରିବେ | ଆଜି ପଛେ ଯାହା ବି ହେଇ ଯାଉ, ଆପଣ ଆପଣଙ୍କ ଜୀବନସାଥୀକୁ କୁଣ୍ଡେଇକି ରହିବେ ଓ ତାଙ୍କଠୁ ଅଲଗା ହୋଇ ପାରିବେନି | ଲୋକମାନଙ୍କ ମଧ୍ୟରେ ଥାଇ ମଧ୍ୟ ଆଜି ଆପଣ ଏକାକୀ ଅନୁଭବ କରିବେ |

ମୀନ : ଉର୍ଜା ଓ ଉତ୍ସାହ ଆପଣଙ୍କୁ ଘେରି ରଖିବା ଓ ଆପଣଙ୍କ ସାମନାରେ ଆସୁଥିବା ପ୍ରତି ସୁଯୋଗର ପୁର୍ଣ ରୂପରେ ଲାଭ ଉଠେଇ ପାରିବେ | ଧନ ଓ ଅର୍ଥର ମହତ୍ୱ ଆପଣ ଭଲଭାବରେ ଜାଣନ୍ତି | ସେଥିପାଇଁ ଆପଣଙ୍କର ସଞ୍ଚିତ ଧାନ ଆଜି ଆପଣଙ୍କର ବହୁତ କାମରେ ଆସିବା ଓ ଆପଣ ବହୁତ ବଡ଼ ଅସୁବିଧାରୁ ବାହାରିପାରିବେ | କିଛି ଦିନରୁ ଆପଣଙ୍କର ବ୍ୟକ୍ତିଗତ ଜୀବନ ହିଁ ଆପଣଙ୍କ ଧ୍ୟାନର କେନ୍ଦ୍ର ରହିଛି | କିନ୍ତୁ ଆଜି ଆପଣ ସାମାଜିକ କାର୍ଯ୍ୟ ଉପରେ ବେଶୀ ଧ୍ୟାନ ଦେବେ ଓ ଅଭାବୀ ଲୋକଙ୍କର ସାହାଯ୍ୟ କରନ୍ତୁ | ପ୍ରେମ ସମ୍ଭନ୍ଧ ପାଇଁ ଆଜି ଦିନଟା ଅତି ଉତ୍ସାହିତ ରହିବ | ସନ୍ଧ୍ୟାରେ କୌଣସି ବିଶେଷ ଯୋଜନା ବନାନ୍ତୁ ଓ ଯେତିକି ହେୟାଇ ପାରିବ, ସେତିକି ରସମୟ ବଣେଇବାକୁ ଚେଷ୍ଟା କରନ୍ତୁ | ଆଜି ଆପଣ ଆପଣଙ୍କର ବଳକା ସମୟ ସେହି ସବୁ କାମରେ ସଦୁପଯୋଗ କରିବେ ଯାହା ଆପଣ ବିଗତ ଦିନ ମାନଙ୍କରେ କରିନଥିଲେ | ଆଜିର ଦିନ ଆପଣଙ୍କ ଜୀବନ-ସାଥୀର ରସମୟ ପଟକୁ ଭଲ ଭାବରେ ପ୍ରସ୍ତୁତ କରିବ | ଚାଷ କରିବା ଆପଣଙ୍କ ପାଇଁ ଆନନ୍ଦଦାୟକ ରହିବ- ଏହା ଦ୍ୱାରା ପରିବେଶକୁ ବି ଲାଭ ମିଳିବ |