ରାଶିଫଳ ରବିବାର : ଆପଣଙ୍କର ଭବିଷ୍ୟତର ଯୋଜନା କରିବା ପାଇଁ ଆଜି ଉପଯୁକ୍ତ ଦିନ ଅଛି

ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ମିଶ୍ରିତ ଫଳ ଦେବ

ମେଷ : ଆଜି ଦିନ ସାରା ମଜା-ମସ୍ତି ଓ ମନପସନ୍ଦର କାର୍ଯ୍ୟ କରି ପାରନ୍ତି | ଆପଣ କେବେ ଧନର ମହତ୍ୱ ବୁଝି ନାହାନ୍ତି, କିନ୍ତୁ ଆଜି ଆପଣ ତାହା ବୁଝିପାରିବେ ଯେତେବେଳେ ଆପଣଙ୍କୁ ବହୁତ ଧନର ଆବଶ୍ୟକତା ହେବ କିନ୍ତୁ ଆପଣଙ୍କ ପାଖରେ ଧନ ନ ଥିବ | ଝିଅର ରୋଗ ଆପଣଙ୍କ ମନ ଖରାପ କରି ପାରେ | ଉତ୍ସାହ ବଢ଼େଇବା ପାଇଁ ତାଙ୍କୁ ସ୍ନେହ ସହିତ ଗେହ୍ଲା କରନ୍ତୁ | ପ୍ରେମରେ ରୋଗୀକୁ ବି ସୁସ୍ତ-ସବଳ କରିବାର ଵାଲା ଥାଏ | ପ୍ରେମ ଜୀବନର ଦୃଷ୍ଟିରୁ ଆଜି ଦିନ ଅତି ଉତ୍ତମ ଅଟେ | ଆପଣଙ୍କ କୁଶଳ ଭାବରେ କାମ କରିବାର ଯୋଗ୍ୟତା ସବୁ ଅସୁବିଧାରୁ ସୁରକ୍ଷିତ ରଖିବ | ଆପଣ ଅନୁଭବ କରିବେ କି ଆପଣଙ୍କ ଜୀବନସାଥୀର ମହୁଠୁ ବି ଅଧିକ ମିଠା ଅଛି | ଅଫିସ୍ ରେ ସାଙ୍ଗମାନଙ୍କ ସହିତ ଅଧିକ କଥାହେବାଦ୍ଵାରା ଘରେ ବିରକ୍ତି ଭାବ ପ୍ରକାଶ କରିପାରନ୍ତି | ତେଣୁ ଯେତେ ପାରିବେ ସେଥିରୁ ଦୂରରେ ରୁହନ୍ତୁ |

ବୃଷ : ଉତ୍ତମ ଜିନିଷକୁ ଗ୍ରହଣ କରିବା ପାଇଁ ଆପଣଙ୍କ ମସ୍ତିସ୍କ ଖୋଲା ରହିବ | ଆପଣଙ୍କ ପଇସା କେଉଁଠି ଓ କେମିତି ଖର୍ଚ୍ଚ ହେଉଛି ତା’ ବିଷୟରେ ଆପଣ ଯତ୍ନ ବାନ ହେବ ଉଚିତ ନଚେତ ଆଗାମୀ ଦିନମାନଙ୍କରେ ପଶ୍ଚାତାପ କରିବାକୁ ପଡ଼ିପାରେ | ଘର ସଫା-ସୁତୁରା ରଖିବା ଆବଶ୍ୟକ | ସବୁ ବେଳେ ଭଳିଆ ଏହି କାର୍ଯ୍ୟକୁ ଆର ଥର ପାଇଁ ନ ରଖନ୍ତୁ ଓ ଅଂଟା ବିଢ଼ୀକି ଲାଗି ଯାନ୍ତୁ | ଭୁଲ ବୁଝା-ମନା କିମ୍ବା କୌଣସି ଭୁଲ ସନ୍ଦେଶ କାରଣରୁ ଆପଣଙ୍କ ଦିନ ଆଜି ନିରାଶଜନକ ହୋଇ ପାରେ | ଆପଣଙ୍କୁ ଏମିତି ଯାହଠୁ ମାହାତ୍ତ୍ୱପୁର୍ଣ ଡାକରା ଆସି ପାରେ, ଯୋଉଁ ଠୁ ଆପଣ କେବେ କଳ୍ପନା ବି କରି ନଥିବେ | ଆପଣଙ୍କ ଜୀବନ-ସାଥୀଙ୍କ କାରଣରୁ ଆପଣଙ୍କୁ ମାନସିକ ଆସନ୍ତିର ସମ୍ମୁଖୀନ ହେବାକୁ ପଡ଼ି ପାରେ | ସ୍ଵୟଂସେବା କାର୍ଯ୍ୟ କିମ୍ବା କାହାର ସାହାଯ୍ୟ କରିବା ଆପଣଙ୍କ ମାନସିକ ଶାନ୍ତି ପାଇଁ ଏକ ଉତ୍ତମ ଟନିକ ପରି କାର୍ଯ୍ୟ କରେ |

ମିଥୁନ : ଜୀବନସାଥୀ ଖୁସିର କାରଣ ପ୍ରମାଣିତ ହେବେ | ଆଜି ଆପଣଙ୍କ ଘରେ କୌଣସି ସମାରୋହ ପାଇଁ ଆପଣଙ୍କୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ ଯେଉଁଥିପାଇଁ ଆପଣଙ୍କର ଆର୍ଥିକ ସ୍ଥିତି ବିଗିଡି ଯାଇପାରେ | ଆପଣଙ୍କ ଜୀବନ-ସାଥୀଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ଚିନ୍ତାର କାରଣ ହୋଇ ପାରେ ଓ ତାଙ୍କୁ ଚିକିଶ୍ୟାର ଆବଶ୍ୟକତା ଅଛି | ନିଜର ପ୍ରିୟାର ବିଶ୍ୱସ୍ତ ହେବ ଉପରେ ସନ୍ଦେହ କରନ୍ତୁ ନାହିଁ | ହି ରାଶିର ବ୍ୟକ୍ତିମାନେ ଆଜି ନିଜ ଭାଇଭଉଣୀଙ୍କ ସହିତ କୌଣସି ଚଳଚିତ୍ର ବା ମ୍ୟାଚ ଦେଖୀପାରନ୍ତି ଏହାଦ୍ୱାରା ଆପଣଙ୍କର ସମ୍ପର୍କ ଆହୁରି ବଢିବ | ବୈବାହିକ ଜୀବନକୁ ଅଧିକ ସୁଖମୟ ବଣେଇବାର ଚେଷ୍ଟା ଆଶାରୁ ଅଧିକ ରଙ୍ଗ ଆଣିବ | ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦୌଡିବା ଆପଣଙ୍କ ପାଇଁ ଲାଭକାରୀ ରହିବ, କାରଣ ଏହା ପାଇଁ ତାଙ୍କ ପଡ଼େନି ଓ ଉତ୍ତମ ବ୍ୟୟାମ ବି |

କର୍କଟ : ପ୍ରକୃତି ଆପଣଙ୍କୁ ବିଶେଷ ସାହସ ଓ ବୁଦ୍ଧିର ଉପହାର ପ୍ରଦାନ କରିଛି- ତାହାର ଲାଭ ଉଠାନ୍ତୁ | ବିଦେଶ ବା ଦୂରଦେଶରେ ଥିବା ଆପଣଙ୍କର ଜମିଜମା ଭଲ ଦରରେ ବିକ୍ରି ହୋଇପାରେ ଯେଉଁଥିରେ ଆପଣଙ୍କୁ ଭଲ ଲାଭ ହୋଇପାରେ | ପରିବାର ଲୋକଙ୍କ ହସ-ମଜ଼ା ଭରା ବ୍ୟବହାର ଘରର ବାତାବରଣକୁ ଖୁସିରେ ଭାରି ଦବ | ଆପଣଙ୍କ ନିରାଶ ଓ ଠକ ଜୀବନ ଆପଣଙ୍କ ଜୀବନ-ସାଥିକୁ ମାନସିକ ଚାପି ଦେଇ ପାରିବ | ଆଜି ବହୁତ ଲୋକ ଆପଣଙ୍କୁ ପ୍ରଶଂସା କରିବେ ଯାହା ଆପଣ ବହୁତ ଦିନରୁ ଶୁଣିବାକୁ ଚାହୁଁଥିଲେ | ଅଖା-ପାଖ ଲୋକଙ୍କ କଥା ଶୁଣି ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ସହିତ ବିବାଦ କରି ପାରନ୍ତି | ବେଶୀ ଥଣ୍ଡା ପାଣି ପିଇବା ଆଜି ଆପଣଙ୍କ ପାଇଁ ହାନିକାରକ ହୋଇପାରେ |

ସିଂହ : କାର୍ଯ୍ୟସ୍ଥଳୀ ରେ ବରିଷ୍ଠଙ୍କ ଠାରୁ ଚାପ ଓ ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇ ପାରେ – ଯାହାକି କାର୍ଯ୍ୟରେ ଆପଣଙ୍କର ଏକାଗ୍ରତା ଭଙ୍ଗ କରି ପାରେ | ଆପଣଙ୍କର ଆର୍ଥିକ ପରିସ୍ଥିତି ଆଜି ଅନୁକୂଳ ଦେଖାଯାଉନାହିଁ | ସେଥିପାଇଁ ଆପଣଙ୍କୁ ଆଜି ଅର୍ଥ ସଞ୍ଚୟ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ | ଆପଙ୍କ ଅତ୍ୟଧିକ ସ୍ୱତଂତ୍ର ଜୀବନ ଶୈଳୀ ଯୋଗୁଁ ଘରେ ବିବାଦ ସୃଷ୍ଟି ହୋଇ ପାରେ – ତେଣୁ ରାତିରେ ଡେରିରେ ଘରକୁ ଫେରିବା ଓ ଅନ୍ୟ ମାନଙ୍କ ଉପରେ ଖର୍ଚ୍ଚ କରିବା ବନ୍ଦ କରନ୍ତୁ | ସମ୍ଭବ ହୋଇ ପାରେକି କେହି ଆପଣଙ୍କୁ ନିଜର ପ୍ରେମର ପ୍ରସ୍ତାବ ଦେଇ ପାରେ | କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ ସେ କାମ କରିଥିବା ଅନୁଭବୀ ଲୋକଙ୍କ ସହିତ ପରାମର୍ଶ କରନ୍ତୁ | ଯଦି ସମୟ ଅଛି ତାହେଲେ ସେମାନଙ୍କୁ ଦେଖାକରି ତାଙ୍କର ଉପଦେଶ ନିଅନ୍ତୁ | ଏହା ସମୟ ଜୀବନରେ ଆପଣଙ୍କୁ ବୈବାହିକ ଜୀବନର ପୁରୁଣ ରୂପେ ଆନନ୍ଦ ଦେବ | ଆଜିକୁ ଆପଣ ଆପଣଙ୍କ ଦୁନିଆରେ ହିଁ ହଜିଯିବେ | ଆପଣଙ୍କର ଏହି ବ୍ୟବହାର ଆପଣଙ୍କ ପରିବାରବର୍ଗଙ୍କୁ ଦୁଃଖୀ କରିପାରେ |

କନ୍ୟା : ଆପଣଙ୍କ ଦରର ଚିକିଷ୍ୟା ହେବାର ସମୟ ଆସି ଯାଇଛି | ଆପଣଙ୍କୁ ବୁଝିବା ଦରକାର କି ନା କେବେ ଏହା ଶାରୀରିକ ଉର୍ଜାକୁ ଶୋଷି ନିଏ, ତା ସହିତ ଜୀବନ କୁ ବି କମ କରି ଦିଏ | ଆଜି ଟଙ୍କା ରୋଜଗାର କରିବା ପାଇଁ ଶୁଭ ଦିନ ଅଟେ -କିନ୍ତୁ ଚେଷ୍ଟା କରିବେ କି ତାହା ହାଥ ଛଡ଼ା ନ ହଉ | ସନ୍ଧ୍ୟା ବେଳେ ନିଜର ସହଭଗି ସହିତ ବାହାରକୁ ବଜାନା କିମ୍ବା ଚଳଚିତ୍ର ଦେଖିବା ଆପଣଙ୍କୁ ଶାନ୍ତି ଦେବା ଓ ଖୁସି ପ୍ରଦାନ କରିବ | ଆଜି ଆପଣଙ୍କ ପ୍ରିୟ ଟିକେ ବିରକ୍ତ ହୋଇ ପାରନ୍ତି,ତାହା କାରଣରୁ ଆପଣଙ୍କ ମାନସିକ ଚାପି ଆହୁରି ବଢ଼ି ପାରେ | ଆଜି ପରିବାରର ବହୁତ ଗୁଡ଼େ ସମସ୍ୟା ଆପଣଙ୍କ ସହିତ ଆଲୋଚନା କରାଗଲେ ମଧ୍ୟ ଆପଣ ଆପଣଙ୍କ କାମରେ ବ୍ୟସ୍ତ ରହିବେ ଓ ଅବସର ସମୟରେ ନିଜର କୌଣସି ରୁଚି ପୂର୍ଣ୍ଣ କରି ସମୟ ଅତିବାହିତ କରିବେ | ଜୀବନସାଥୀ ସହିତ ଗୋଟେ ଆରାମଦାୟକ ଦିନ କାଟିବେ | ଆଜି ଆପଣ ଆପଣଙ୍କର କୌଣସି ବନ୍ଧୁଙ୍କ ପାଇଁ ବହୁତ ବଡ଼ ଅସୁବିଧାରୁ ବଞ୍ଚିଯିବେ |

ତୁଳା : କାର୍ଯ୍ୟସ୍ଥଳୀ ରେ ବରିଷ୍ଠଙ୍କ ଠାରୁ ଚାପ ଓ ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇ ପାରେ – ଯାହାକି କାର୍ଯ୍ୟରେ ଆପଣଙ୍କର ଏକାଗ୍ରତା ଭଙ୍ଗ କରି ପାରେ | ଅନ୍ୟର ସହଯୋଗ ବିନା ମଧ୍ୟ ଆପଣ ଧାନ ଅର୍ଜନ କରିବାରେ ସକ୍ଷମ | କେବେ ନିଜ ଉପରେ ବିଶ୍ୱାସ ରଖିବା ଆବଶ୍ୟକ | ଘରେ ଚେଷ୍ଟା କରଂତୁକି କେହି ଆପଣଙ୍କ କାରଣରୁ ଆହାତ ନ ହୋଉ ଓ ପରିବାର ଲୋକଙ୍କ ଆବଶ୍ୟକତା ହିସାବରେ ନିଜକୁ ଗଢନ୍ତୁ | ନିଜ ସସାଙ୍ଗ ଠୁ ବହୁତ ଲମ୍ବା ସମୟ ପରେ ଦେଖା କରିବାର ବିଚାର ଭାବି ଆପଣ ହୃଦୟର ଗତି ବଢି ପାରେ | ଆଜି ଆପଣ କୌଣସି ଉପନ୍ୟାସ ବା ପତ୍ରିକା ପଢ଼ି ସମୟ ଅତିବାହିତ କରିପାରିବେ | ଯଦି ଆପଣ ବୈବାହିକ ଜୀବନ ଦୃଷ୍ଟିରୁ ଲମ୍ବା ସମୟରୁ ନିରାଶ ଅଛନ୍ତି, ତାହେଲେ ଆଜି ଆପଣଙ୍କ ସ୍ଥତିରେ ବୃଦ୍ଧି ଅନୁଭବ କରି ପାରନ୍ତି | ନକ୍ଷେତ୍ର କହୁଛନ୍ତି କି କୌଣସି ପାଖ ସ୍ଥାନକୁ ଯାତ୍ରା ହୋଇ ପାରେ | ଏହା ଯାତ୍ରା ଆନନ୍ଦଦାୟକ ରହିବ ଓ ନିଜ ପ୍ରିୟ ଲୋକଙ୍କ ସହଯୋଗ ମିଳିବ |

ବିଛା : ନିଜକୁ ସୁଧାରିବା ଯୋଜନା ଯୋଗୁଁ ଦୁଇଟି ପକ୍ଷରୁ ଲାଭ ମିଳି ପାରେ ଓ ଆପଣ ନିଜକୁ ନଇୟିକି ଆତ୍ମବିଶ୍ୱାସୀ ଓ ତୁଳନାତ୍ମକ ଅନୁଭବ କରିବେ | ଯଦିବା ଅର୍ଥ ଆପଣଙ୍କ ପାଇଁ ସବୁଠାରୁ ବେଶୀ ମହତ୍ୱପୂର୍ଣ୍ଣ ତଥାପି ଏହପାଇଁ ଆପଣଙ୍କୁ ଆପଣଙ୍କ ସମ୍ପର୍କ ଖରାପ କରିବା ଉଚିତ ନୁହେଁ | ଆପଣନ୍କ ଜୀବନ-ସାଥୀ ସହିତ ଉତ୍ତମ ବୁଝାମଣା ଜୀବନରେ ଖୁସି, ଶାନ୍ତି ଓ ସମୃଦ୍ଧି ଆଣିବ | ଆପଣଙ୍କ ହୃଦୟର ସ୍ପନ୍ଦନ ଆପଣଙ୍କ ପ୍ରିୟ ସହିତ ଏମିତି ଚାଲିବ ଯେପରି ଜୀବନରେ ପ୍ରେମର ସଂଗୀତ ବାଜି ଉଠିବ | ଯେଉଁମାନେ ଘରୁ ଦୂରରେ ରହି କାମ କରୁଛନ୍ତି ସେମାନେ ସନ୍ଧ୍ୟାରେ କୌଣସି ପାର୍କ ବା ଶାନ୍ତ ଜାଗାରେ ସମୟ ଅତିବାହିତ କରିପାରନ୍ତି | ବାରମ୍ବାର ବିବାଦ ହେବା କାରଣରୁ ଆପଣଙ୍କୁ ଆପଣଙ୍କ ଜୀବନସାଥୀ ସହିତ ତଳ-ମେଲ ବସେଇ ରଖିବାରେ ଅସୁବିଧା ଲାଗି ପାରେ | ମାତାପିତାଙ୍କ ପାଇଁ ଆଜି ଆପଣ କୌଣସି ତାଙ୍କ ପସନ୍ଦର ଖାଦ୍ୟ ଆଣିପାରନ୍ତି |ଏହାଦ୍ୱାରା ଘରେ ସକାରାତ୍ମକ ପରିବେଶ ସୃଷ୍ଟି ହୋଇପାରେ |

ଧନୁ : ଲାଭ ପାଇବା ପାଇଁ ବୟସ୍କ ଲୋକଙ୍କୁ ନିଜର ଆନ୍ତରିକ ଉର୍ଜାର ସକାରାତ୍ମକ ଉପଯୋଗ କରିବା ଉଚିତ | ଯଦି ଆପଣ ପାରମ୍ପରିକ ଭାବରେ ନିବେଶ କରିବେ, ତାହେଲେ ଆପଣ ଅଧିକ ତାଙ୍କ ରୋଜଗାର କରି ପାରିବେ | ପରିବାର ଲୋକଙ୍କ ଦରକାରକୁ ଗୁରୁତ୍ୱ ଦିଅନ୍ତୁ | ତାଙ୍କର ସୁଖ-ଦୁଃଖର ଭାଗିଦାର ହୁଅନ୍ତୁ, ତାହେଲେ ତାଙ୍କୁ ଅନୁଭବ ହେବକି ଆପଣ ସତରେ ତାଙ୍କର ଧ୍ୟାନ ରଖନ୍ତି | ପ୍ରେମର ଦୃଷ୍ଟିରୁ ଯଦି ଆପଣ ଦେଖିବେ ତାହେଲେ ଜୀବନର ରସର ପୁରା ଆନନ୍ଦ ନେବାର ସଫଳ ରହିବେ | ଅନ୍ୟମାନେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ଆପଣ ତାହା ଆଜି ଭାବିବେ ନାହିଁ | ବରଂ ଆପଣ ଆପଣଙ୍କ ଖାଲି ସମୟରେ ଏକାକୀ ରହିବ ପସନ୍ଦ କରିବେ | ବୈବାହିକ ଜୀବନରେ ପ୍ରେମ ଓ ଗରମ କାଧ୍ୟର ବହୁତ ଗୁରୁତ୍ୱ ଅଛି; ଆଜି ଆପଣ ଦୁଇଟାର ହିଁ ଲାଭ ନେଇ ପାରିବେ | ଗ୍ରହ ମାନେ କହୁଛନ୍ତିକି ଧାର୍ମିକ କାର୍ଯ୍ୟରେ ଆପଣ ଅଧିକ ଭାଗ ନେବେ, ଯେମିତିକି ଆପଣ ମନ୍ଦିର ଯାଇ ପାରିବେ, ଦାନ-ଦକ୍ଷିଣା ବି ସମ୍ଭବ ଅଛି ଓ ଧ୍ୟାନ-ଧାରଣ କରିବାର ଅଭ୍ୟାସ ବି କରି ପରାଇବେ |

ମକର : ଗୋଳମାଳିଆ ଅବସ୍ଥାରେ ଫସିବା କାରଣରୁ ଚିନ୍ତିତ ହୁଅନ୍ତୁ ନାହିଁ | ଯେମିତିକି କାଧ୍ୟରେ ଟିକେ ରାଗ ତାକୁ ଆହୁରି ସ୍ୱାଦଯୁକ୍ତ ବନେଇ ଦିଏ, ସେହି ପରି ଏମିତିଆ ପରିସ୍ଥିତି ଆପଣଙ୍କୁ ଖୁସିର ପ୍ରକୃତ ମୂଲ୍ୟ ଜଣାଏ | ନିଜର ମନଦସା ପରିବର୍ତନ କରିବା ପାଇଁ କୌଣସି ସାମାଜିକ ଆୟୋଜନରେ ଭାଗ ନିଅନ୍ତୁ | ଆଜି ଆପଣଙ୍କୁ ଆପଣଙ୍କର ଧନ ଖର୍ଚ୍ଚ କରିବାକୁ ପଡିବ ନାହିଁ କାରଣ ଆପଣଙ୍କ ଘରର କୌଣସି ବଡ ଲୋକ ଆଜି ଆପଣଙ୍କ ପାଇଁ ଖର୍ଚ୍ଚ କରିବେ | ଘରେ ମରାମତି କାର୍ଯ୍ୟ କିମ୍ବା ସାମାଜିକ ମେଳକ ଆପଣଙ୍କୁ ବ୍ୟସ୍ତ ରଖିବ | ଆଜି ଆପଣ ଜଣେ ବିଶେଷ ବ୍ୟକ୍ତିଙ୍କ ଦୃଷ୍ଟିରେ ଆସି ପାରନ୍ତି- ଯଦି ଆପଣ ନିଜ ଦଳଠୁ ଅଲଗା ହୋଇ ରହିବେ | ଏମିତିଆ ପରିବର୍ତନ ଅଣାନ୍ତୁ ଯାହାକି ଆପଣଙ୍କ ରୂପ-ରଙ୍ଗରେ ବୃଦ୍ଧି ଆଣି ପାରିବ ଓ ସମ୍ଭାବ୍ୟ ସାଥୀଙ୍କୁ ଆପଙ୍କ ଆଡକୁ ଆକର୍ଷିତ କରିବ | ବୈବାହିକ ଜୀବନରେ କିଛି ଭଲ ଅନୁଭବ କରିବେ | ଆଜି ଆପଣ ଜାଣିପାରିବେ ଜୀବନର ଆନନ୍ଦ ନିଜ ପ୍ରିୟଜନଙ୍କ ସାଥିରେ ଥାଏ | ସେମାନେହିଁ ଆପଣଙ୍କ ଖୁସିର ପ୍ରକୃତ ଉତ୍ସ |

କୁମ୍ଭ : ଲୋକଂକ ସହିତ କଥା ହେବ ଓ ଦଳରେ ଭାଗ ନେବାର ଡର ଆପଣଙ୍କ ଉତେଜିତ ହେବାର କାରଣ ହୋଇ ପାରେ | ଏହି ବିପଦ ଠୁ ରକ୍ଷା କରିବା ପାଇଁ ନିଜର ଆତ୍ମବିଶ୍ଵାସରେ ବୃଦ୍ଧି ଅଣାନ୍ତୁ | ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ମିଶ୍ରିତ ଫଳ ଦେବ | ଆଜି ଆପଣଙ୍କୁ ଧନପ୍ରାପ୍ତି ହେଲେ ମଧ୍ୟ ସେଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିବ | ଆଜି ଜୋ ନୂତନ ସମାରୋହରେ ଆପଣ ଭାଗ ନେବେ,ସେଠି ନୂତନ ବନ୍ଧୁତା ଆରମ୍ଭ ହେବାର ସମ୍ଭାବନା ଅଛି | ହଠାତ ମିଳି ଥିବା କୌଣସି ସୁଖଦ ସମାଚାର ଆପଣଙ୍କ ନିଦରେ ମିଠା ସ୍ବପ୍ନ ଦେବ | ଅନ୍ୟମାନେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ଆପଣ ତାହା ଆଜି ଭାବିବେ ନାହିଁ | ବରଂ ଆପଣ ଆପଣଙ୍କ ଖାଲି ସମୟରେ ଏକାକୀ ରହିବ ପସନ୍ଦ କରିବେ | ଆପଣଙ୍କ ଜୀବନ-ସାଥୀ ଅଜାଣତରେ କିଛି ଏମିତିଆ କାମ କରି ପାରନ୍ତି, ଯାହା ଆପଣ ଚାହିଁକୀ ବି ଭୁଲି ପାରୁ ନାହାନ୍ତି | ଘରର କୌଣସି ବୟସ୍କ ବ୍ୟକ୍ତି ଆପଣଙ୍କୁ କିଛି ଉପଦେଶ ଦେଇପାରନ୍ତି | ଆପଣ ସେ ଉପଦେଶ ଗ୍ରହଣ କରି ତାକୁ ଜୀବନରେ ଉପଯୋଗ ମଧ୍ୟ କରିବେ |

ମୀନ : ଯୋଗ ଓ ତପଶ୍ୟା ଆଜି ଆପଣଂକ ମନ ସୁସ୍ଥ ରଖିବାରେ ସାହାଯ୍ୟ କରିବ| ଆପଣଙ୍କର କୌଣସି ସହକର୍ମୀ ଆପଣଙ୍କର ମୂଲ୍ୟବାନ ବସ୍ତୁ ଚୋରି କରିପାରେ ସେଥିପାଇଁ ସାବଧାନ ରୁହନ୍ତୁ ଓ ମୂଲ୍ୟବାନ ସାମଗ୍ରୀକୁ ଯତ୍ନର ସହିତ ରଖନ୍ତୁ | ଆଜି ଆପଣ ଅଧର୍ଯ୍ୟ ହୋଇ ପାରନ୍ତି | ସେଥିପାଇଁ ଧର୍ଯ୍ୟ ରଖନ୍ତୁ, ନଚେତ ଆପଣଙ୍କ ଆଖ-ପାଖ ଲୋକ ଆପଣଙ୍କ ବ୍ୟବହାର ଯୋଗୁଁ ଦୁଖୀ ହୋଇ ପାରନ୍ତି | ପ୍ରେମ ଜୀବନରେ କିଛି ବାଧା ଆସିପାରେ ଓ ଆପଣଙ୍କ ଦାମିକା ଉପହାର ବି ଆଜି ଯାଦୁ କରିବାରେ ବିଫଳ ହେବ | ଆଜି ଆପଣ ଗହଳି ବ୍ୟତୀତ ଏକ ରହିବାକୁ ବେଶୀ ପସନ୍ଦ କରିବେ | ଆଜି ଆପଣ ଆପଣଙ୍କ ଖାଲି ସମୟରେ ଘର ସଫାସଫି କରିବାକୁ ପସନ୍ଦ କରିବେ | ଆପଣଙ୍କୁ ନିଜର ଜୀବନ-ସାଥୀକୁ ବୁଝିବାରେ ଆପଣଙ୍କ ଠୁ ଭୁଲ ହୋଇ ପାରେ, ଯାହା କାରଣରୁ ପୁରା ଦିନ ଆପଣ ଦୁଖୀ ରହିବେ | ଆପଣଙ୍କର ଭବିଷ୍ୟତର ଯୋଜନା କରିବା ପାଇଁ ଉପଯୁକ୍ତ ଦିନ ଅଛି, କାରଣ ଆପଣଙ୍କ ପାଖରେ ଆରାମ ପାଇଁ କାମ ସମୟ ଅଛି |