ରାଶିଫଳ ଗୁରୁବାର: ହଠାତ ଆୟ ବଢ଼ିବା ଯୋଗୁଁ ଏହି ୯ଟି ରାଶିରେ ଆର୍ଥିକ ଅବସ୍ଥାରେ ସୁଧାର ଆସିବ

Horoscopes Thursday 06-10-2022

ମେଷ ରାଶି: ଆପଣଙ୍କଠାରୁ ଋଣ ନେଇଥିବା ବ୍ୟକ୍ତି ଯଦି ଆପଣଙ୍କୁ ପଇସା ନ ଫେରାଉଥାଏ ତେବେ ଆଜିର ଦିନରେ ସେ ହୁଏତ ଆପଣଙ୍କ ଋଣ ସୁଝିପାରେ | ପାରିବାରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ି ପାରେ | ପାରିବାରିକ ଦାଇତ୍ଵକୁ ଅଦେଖା କଲେ ସମସ୍ତଂକର କ୍ରୋଧର କେନ୍ଦ୍ର ବାଣୀ ପାରିବେ | ଭଲ ପାଇବାର ଭାବନା ଯୋଗୁଁ ଆଜି ମନ୍ତ୍ର-ମୁଗ୍ଧ ହୋଇ ପାରନ୍ତି | ଏହି ଭାବନାକୁ ଅନୁଭବ କରନ୍ତୁ | କୌଣସି ଦାମିକା କାର୍ଯ୍ୟ କି ଯୋଜନାରେ ହାଥ ପୁରେଇବା ଆଗରୁ ଭଲ ଭାବରେ ଭାବି ଚିନ୍ତି ନିଅନ୍ତୁ | ପରିବାରର ଆବଶ୍ୟକତା ପୂର୍ଣ୍ଣ କରିବାରେ ଆପଣ ନିଜ ବିଷୟ ରେ ଭାବିବା ଭୁଲି ଯାଇଛନ୍ତି |ଆଜି କିନ୍ତୁ ଆପଣ ନିଜପାଇଁ ସମୟ ବାହାର କରିପାରିବେ |

ବୃଷ: ଧର୍ଯ୍ୟ ରଖନ୍ତୁ,କାରଣ ଚେଷ୍ଟା ସଫଳତା ନିହାତି ଦେବ | ହଠାତ ଆୟ ବଢ଼ିବା ଯୋଗୁଁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ | ଆଜି ଆପଣଙ୍କୁ ଲାଭ ମିଳିବ, କାରଣ ପରିବାର ଲୋକ ଆପଣଙ୍କ ସକରାତ୍ମକ ଭାବନଠୁ ପ୍ରଭାବିତ ହେବେ ଓ ପ୍ରଶଂସା କରିବେ | ଆଜି ଆପଣଙ୍କ ହୃଦୟର ସ୍ପନ୍ଦନ ଆପଣଙ୍କ ପ୍ରିୟ ସହିତ ତାଳ ଦେଇ ଚାଲିବ | ଅଜ୍ଞାନ ହଁ ଏହା ପ୍ରେମ ହିଁ | ଦିନରେ ସ୍ବପ୍ନ ଦେଖିବା ଆପଣଙ୍କ ପାଇଁ କ୍ଷତିପୂର୍ଣ ହୋଇ ପାରେ, ସେଥିପାଇଁ ଏହି ବିଶ୍ଵାସରେ ନ ରୁହନ୍ତୁକି ଆପଣଙ୍କ ପାଇଁ ଅନ୍ୟ ଜଣେ କେହି କାମ କରିବେ | ଆପଣଙ୍କ ଅବସର ସମୟରେ ଆପଣ ଆଜି ଧ୍ୟାନ କରିବାକୁ ପସନ୍ଦ କରିବେ ଯଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିପାରିବ |

ମିଥୁନ: ଖରାପ ସ୍ୱାସ୍ଥ୍ୟ ଉପରରୁ ଧ୍ୟାନ ନ କରି କୌଣସି କୌତୁହଳଜନକ କାର୍ଯ୍ୟ କରନ୍ତୁ | କାରଣ ଏହି ବିଷୟରେ ଆପଣ ଯେତେ ବେଶୀ କଥା ହେବେ,ସେତିକି ହିଁ ବେଶୀ କଷ୍ଟ ଆପଣଙ୍କୁ ହେବ | ତରବର ହୋଇ କୌଣସି ନିବେଶ କରନ୍ତୁ ନାହିଁ ଭାବି ଚିନ୍ତି ସବୁ ଆଡୁ ଦୃଷ୍ଟି ରଖିକି ଆଗକୁ ବଢ଼ନ୍ତୁ | ପରିବାରରେ କୋଣସି ମହିଲଙ୍କାର ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଆପଣଂକୁ ଚିଂତା ହୋଇ ପାରେ| ଆଖି କେବେ ମିଛ କୁହେ ନାହିଁ ଓ ଆପଣଙ୍କ ଜୀବନ ସାଥୀ ଆଜି ଆଖିରେ କିଛି ଗୋଟେ ମହତ୍ୱପୂର୍ଣ୍ଣ କଥା କହିବେ | କାର୍ଯ୍ୟସ୍ଥଳରେ କାମ କଥାବାର୍ତା କରି ସଂଯମତା ରକ୍ଷା କରନ୍ତୁ ନଚେତ ଆପଣଙ୍କର ନକାରାତ୍ମକ ଛବି ଦେଖାଯାଇପାରେ | ବ୍ୟପାରୀମାନଙ୍କୁ ଆଜି ସେମାନଙ୍କ ପୁରୁଣା ନିବେଶରୁ କ୍ଷତି ସହିବାକୁ ପଡ଼ିପାରେ | ଆଜି ଆପଣ ନିକଟସ୍ଥ ଲୋକମାନଙ୍କ ସହିତ ସମୟ କାଟିବାକୁ ଚାହିଁଲେ ମଧ୍ୟ ସକ୍ଷମ ହୋଇପାରିବେ ନାହିଁ |

କର୍କଟ: ଯାତ୍ରା ଓ ଶିକ୍ଷାଠୁ ଜଡିତ କାର୍ଯ୍ୟ ଆପଣଙ୍କ ସଚେତନତାରେ ବୃଦ୍ଧି ଆଣିବ | ଆପଣଙ୍କ ସ୍ପଷ୍ଟ ଓ ନିର୍ଭୟ ଚିନ୍ତାଧାରା ଆପଣଙ୍କ ସାଙ୍ଗର ଗର୍ବକୁ କ୍ଷତି କରି ପାରେ | ଗୁରୁଃଥ୍ବପୁର୍ଣ ବ୍ୟକ୍ତି ମାନେ କୌଣସି ବିଶେଷ ଯୋଜନା ଉପରେ ନିବେଶ କରିବାକୁ ଏକମତ ହେବେ | ଆଜି ମା ବାପାଙ୍କର ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ | ଖୁସି ପାଇବା ପାଇଁ ନୂତନ ସମ୍ଭନ୍ଧରେ ପପ୍ରତୀକ୍ଷା କରନ୍ତୁ | ଯଦି ଆପଣ ନୂତନ ଜ୍ଞାନ ଓ କ୍ଷମତାରେ ବୃଦ୍ଧି କରିବା ପାଇଁ ଟିକେ ଅଧିକ ଚେଷ୍ଟା କରିବେ, ତାହେଲେ ଆପଣଙ୍କୁ ବହୁତ ଲାଭ ମିଳିବ |

ସିଂହ: ଯଦି ଆପଣ ବୈବାହିକ ଜୀବନ ଦୃଷ୍ଟିରୁ ଲମ୍ବା ସମୟରୁ ନିରାଶ ଅଛନ୍ତି, ତାହେଲେ ଆଜି ଆପଣଙ୍କ ସ୍ଥତିରେ ବୃଦ୍ଧି ଅନୁଭବ କରି ପାରନ୍ତି | ସମସ୍ତଙ୍କୁ ସାହାଯ୍ୟ କରିବାର ଇଚ୍ଛାନୁକୂଳତା ଯୋଗୁଁ ଆଜି ଆପଣ ବହୁତ ଥକା ଓ କ୍ଳାନ୍ତିକର ଅନୁଭବ କରିବେ | ଆଜି ଆପଣ ଆପଣଙ୍କର ଜୀବନସାଥୀ ସହିତ ମିଶି କୌଣସି ଆର୍ଥିକ ଯୋଜନା କରିପାରନ୍ତି | ଏହି ଯୋଜନା ସଫଳ ହେବାର ଆଶା ଅଛି | ପରିବାର ଲୋକଂକ ସଂପର୍କରେ ନୂତନ ଜୀବନ ଦେବା ପାଇଁ ଉଚିତ ସମୟ ଆସିଛି | ହେଇ ପାରେ କି ଆପଣଙ୍କ ଆଖିରୁ ଲୁହ ପୋଛିବା ପାଇଁ କୌଣସି ବିଶେଷ ସାଙ୍ଗ ଆଗକୁ ଆସିବ | ଜଡାଇ ଆପଣ ନିଜର ବିଚାର ଅଖା-ପାଖ ଲୋକଙ୍କ ପରାମର୍ଶ ନେବେ ଯେଉଁ ମାନେ ମହତ୍ଵପୁର୍ଣ ନିଷ୍ପତି ନଉଥିବେ, ତାହେଲେ ଆପଣଙ୍କୁ ଲାଭ ହେବ | ତା ସହିତ ଆପଣାକୁ କାମ ପ୍ରତି ଆପଣଙ୍କର ସମର୍ପଣ ଓ ନିଷ୍ଠା ପାଇଁ ପ୍ରଶଂସା ବି ମିଳିବ | ଆଜି ଘରେ ପୂଜା ପାଠ ଓ ବିଭିନ ଶୁଭ କାର୍ଯ୍ୟ ହେବ |

କନ୍ୟା: ନିଜ ପ୍ରିୟଙ୍କ ସହିତ ଆଜି ଉତ୍ତମ ବ୍ୟବହାର କରନ୍ତୁ | ଆଜି ଆପଣଙ୍କୁ କାର୍ଯ୍ୟାଳୟରେ କିଛି ଖୁସି ଖବର ଶୁଣିବାକୁ ମିଳି ପାରେ | ନିଜର ଉର୍ଜାର ପ୍ରୟୋଗ କେହି ବିପଦରେ ଫସି ଥିବା ଲୋକର ସାହାଯ୍ୟ କରିବା ପାଇଁ କରନ୍ତୁ | ମନେ ରଖନ୍ତୁ – ଏହି ଶରୀର ଦିନେ-ନା -ଦିନେ ମାଟିରେ ମିଶିଯିବ, ଯଦି ଏହା କାହାର କାମରେ ନ ଆସେ ତାହେଲେ ତାହାର ଲାଭ କଣ? ଆଜି ଆପଣଙ୍କ ଜମା ଖାତାରେ କୌଣସି ଅଜଣା ସୂତ୍ରରୁ ଅର୍ଥ ଆସିପାରେ ଯାହା ପାଇଁ ଆପଣ ବହୁତ ଖୁସି ଅନୁଭବ କରିବେ | ଆପଣଙ୍କ ପୁର୍ଣ ଉର୍ଜା ଓ ଉତ୍ସାହ ସକରାତ୍ମକ ପରିଣାମ ଆଣିବେ ଓ ଘରୋଇ ବିବାଦ ଦୂର କରିବାରେ ସାହାଯ୍ୟ କରିବେ | ଆଜି କୌଣସି କାରଣରୁ ଅଫିସ ରୁ ଶୀଘ୍ର ଘରକୁ ଫେରିପାରନ୍ତି | ତେଣୁ ପରିବାର ସହିତ ପିକନିକ ବା ବାହାରକୁ ବୁଲିଯିବାପାଇଁ ଯୋଜନା କରିପାରନ୍ତି |

ତୁଳା: ବ୍ୟାପାରରେ ଆପଣଙ୍କର ଆଜି ଲାଭ ହୋଇପାରେ | ଆଜିର ଦିନରେ ଆପଣଙ୍କର ବ୍ୟାପାରକୁ ନୂଆ ସଫଳତା ମିଳିପାରେ | ଆଜି ଘରେ କୌଣସି କଥାକୁ ନେଇ କଳହ ସୃଷ୍ଟି ହୋଇପାରେ | ନିଜ ଉପରେ କାବୁ ରଖନ୍ତୁ ,କାରଣ ଆଜିର ଦିନ ଅନ୍ୟ ଦିନମାନଙ୍କ ପରି ସାଧାରଣ ଭାବରେ କଟିବନି | ଆପଣଙ୍କ ପ୍ରେମ ସମ୍ପର୍କରେ ଯାଦୁ ବାତାବରଣ ଲାଗି ରହିଛି,ତାହାର ସୁନ୍ଦରତାକୁ ଅନୁଭବ କରନ୍ତୁ | ନିଜର ବରିଷ୍ଠ ମାନଙ୍କୁ ଅବହେଳା କରନ୍ତୁ ନାହିଁ | ଆପଣ ଆପଣଙ୍କ ପ୍ରେମୀ/ପ୍ରେମିକା ଙ୍କ ସହିତ ସମୟ ବିତାଇବାକୁ ଇଛା କରିପାରନ୍ତି, କିନ୍ତୁ କୌଣସି ଅତ୍ୟାବଶ୍ୟକ କାମ ପାଇଁ ଆପଣ ତାଙ୍କୁ ସମୟ ଦେବାରେ ଅସଫଳ ହୋଇପାରନ୍ତି |

ବିଛା: ଆଜି ଯେଉଁ ନିବେଶ ଯୋଜନା ଗୁଡିକ ଆପଣଙ୍କୁ ଆକର୍ଷିତ କରୁଛନ୍ତି ତାହା ବିଷୟରେ ଭଲ ଭାବରେ ଖୋଲ-ତାଡ଼ କରନ୍ତୁ ଓ ବଚନ ଦବା ଆଗରୁ ସମସ୍ତଙ୍କଠୁ ପରାମର୍ଶ ବି ନିଅନ୍ତୁ | ଆପଣଙ୍କୁ ଆଶ୍ଚର୍ଯ୍ୟ ହେବକି ଆପଣଙ୍କୁ ରକ୍ଷା କରିବା ପାଇଁ ଆପଣଙ୍କ ଭାଇ ଆସିବେ |ଆପଣଙ୍କୁ ପରସ୍ପରକୁ ଖୁସି ରଖିବା ପାଇଁ ସହଯୋଗ ଓ ସାଙ୍ଗରେ ମିଶିକି କାମ କରିବା ଆବଶ୍ୟକ ଅଛି | ମନେ ରଖନ୍ତୁ କି ସହଯୋଗ ଜୀବନର କେନ୍ଦ୍ର ବିନ୍ଦୁ ଅଟେ | ଆପଣଙ୍କ ପ୍ରିୟ ଆଜି ପ୍ରେମର ମନୋଦଶାରେ ଥିବେ | ପାରିବାରିକ ଆସନ୍ତି ଯୋଗୁଁ ଆଜି ଆପଣଙ୍କ ମନ କାମରେ ଲାଗିବନାହିଁ | ବ୍ୟପାରୀ ମାନେ ନିଜର ସହଭାଗୀଙ୍କ ଠାରୁ ସତର୍କ ରୁହନ୍ତୁ | ସେମାନେ ଆପଣଙ୍କୁ ଆଘାତ କରିପାରନ୍ତି | ଏହି ରାଶିର ପିଲାମାନେ ଆଜି ଖେଳ କୁଦରେ ଦିନସାରା ସମୟ କାଟିବାକୁ ଚାହିଁବେ | ଅଭିଵାବକ ମାନେ ଏଥିପାଇଁ ଧ୍ୟାନ ଦେବା ଦରକାର କାରଣ ଆଘାତ ଲାଗିବାର ସମ୍ଭାବନା ଅଛି |

ଧନୁ: ନିର୍ଭୀକ ପଦକ୍ଷେପ ଓ ଯୋଜନା ଯୋଗୁଁ ହିତକାରୀ ପାରିତୋଷିକ ମିଳି ପାରେ | ଆଜି ଦିନଟା କ୍ରୀଡ଼ାରେ ଭାଗ ନେବା ପାଇଁ ଅଂତୀ ଉତ୍ତମ ରହିବ, କାରଣ ଚିର ଦିନ ପାଇଁ ଯୌବନ ଅବସ୍ଥାରେ ରହିବାର ରହସ୍ୟ ଏହା ହି | ଆଜି ନିଜ ପରିବାର ଲୋକଙ୍କ ଉପରେ ଧ୍ୟାନ ଦେବା ନିହାତି ଜରୁରୀ | ପ୍ରତି ଦିନ ନୂଆ ପ୍ରେମରେ ପଡ଼ିବାର ଆପଣଙ୍କର ସ୍ଵଭାବକୁ ପରିବର୍ତନ କରନ୍ତୁ | ଯେଉଁମାନେ ଘରୁ ଦୂରରେ ରହି କାମ କରୁଛନ୍ତି ସେମାନେ ସନ୍ଧ୍ୟାରେ କୌଣସି ପାର୍କ ବା ଶାନ୍ତ ଜାଗାରେ ସମୟ ଅତିବାହିତ କରିପାରନ୍ତି | ଅସହଜତା କାରଣରୁ ଆପଣ ନିଜ ବୈବାହିକ ଜୀବନରେ ଛନ୍ଦି ହେଲା ପରି ଅନୁଭବ କରିବେ |

ମକର: ବୈବାହିକ ଜୀବନରେ ଉପର-ତଳ ହେବା ପରେ ବି ନିଜ-ନିଜକୁ ପ୍ରେମ କରିବା ପାଇଁ ଉତ୍ତମ ଦିନ ଅଛି | ଖୋଲାବାୟୁରେ ଖେଳ ଆପଣଙ୍କୁ ଆକର୍ଷିତ କରି ପାରେ – କିନ୍ତୁ ଯୋଗ ଓ ତପସ୍ୟା ଅଧିକ ଲାଭକାରୀ ହେବେ | ଯାତ୍ରା ଆପଣଙ୍କ ପାଇଁ କ୍ଳାନ୍ତିକର କିନ୍ତୁ ଆର୍ଥିକ ଦୃଷ୍ଟିକୋଣରୁ ଲାଭଦାୟକ ହେବ | ସନ୍ଧ୍ୟା ବେଳେ ନିଜର ସହଭଗି ସହିତ ବାହାରକୁ ବଜାନା କିମ୍ବା ଚଳଚିତ୍ର ଦେଖିବା ଆପଣଙ୍କୁ ଶାନ୍ତି ଦେବା ଓ ଖୁସି ପ୍ରଦାନ କରିବ | ଆପଣଙ୍କ ପ୍ରେମ ସମ୍ପର୍କରେ ଯାଦୁ ବାତାବରଣ ଲାଗି ରହିଛି,ତାହାର ସୁନ୍ଦରତାକୁ ଅନୁଭବ କରନ୍ତୁ | ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହୋଉଛି ଓ ଲାଭ ସ୍ପଷ୍ଟ ଦେଖା ଯାଉଛି | ଆଜି ପାର୍କ ରେ ବୁଲିଲା ସମୟରେ ଏମିତି କୌଣସି ବ୍ୟକ୍ତିଙ୍କ ସହିତ ଦେଖା ହୋଇପାରେ ଯାହାଙ୍କ ସହିତ ଅତୀତରେ ଆପଣଙ୍କର ମତଭେଦ ହୋଇଥିଲା |

କୁମ୍ଭ: ନିଜର ଦକ୍ଷତାରେ ବୃଦ୍ଧି ଆଣି ନିଜର କ୍ୟାରିୟର ପାଇଁ ନୂତନ ଦ୍ୱାର ଖୋଲି ପାରିବେ | ସ୍ୱାସ୍ଥୟଠୁଁ ଜଡିତ ଅସୁବିଧା ଅସହଜତାର କାରଣ ବନି ପାରେ | ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ଚିଂହା ଲୋକଙ୍କଠୁ ନୂଆ ସ୍ରୋତ ମିଳି ପାରେ | ଦିନକୁ ଆନନ୍ଦଦାୟକ କରିବା ପାଇଁ ଘନିଷ୍ଠ ସାଙ୍ଗ ଓ ପରିବାର ଲୋକଙ୍କ ସହିତ ସମୟ କାଟନ୍ତୁ | ଅସ୍ଥିର ସ୍ଵଭାଵ ଯୋଗୁଁ ନିଜ ପ୍ରିୟ ସହିତ ବିବାଦ ହୋଇ ପାରେ | ନିଜର କ୍ଷେତ୍ରରେ ଆପଣଙ୍କୁ ଆପାର ସଫଳତା ପ୍ରାପ୍ତ କରିବାର ସମ୍ଭାବନା ଅଛି | ନିଜର ସମସ୍ତ କ୍ଷମତାକୁ ବୃଦ୍ଧି ଆଣି ଅନ୍ୟ ମାନଙ୍କଠୁ ଅଧିକ ଉତ୍ତମ କରିବାକୁ ପ୍ରୟାସ କରନ୍ତୁ | ଅତୀତରେ ଆପଣ ଯାହା ସବୁ ଯୋଜନା କରିଥିଲେ ସେସବୁ ଆଜି କାର୍ଯ୍ୟକାରୀ କରିବା ପାଇଁ ଆଜି ସମୟ ମିଳିଯିବ | ହେଇ ପାରେକି ଆପଣଙ୍କ ଜୀବନ-ସାଥି ଆନ୍ୟ ମାନଙ୍କ କଥାରେ ପଡ଼ିକି ଆପଣଙ୍କ ସହିତ ବିବାଦ କରିବେ, କିନ୍ତୁ ଆପଣଙ୍କ ଭଲ ପାଇବା ସବୁ କିଛି ଠିକ କରିଦେବ |

ମୀନ: ପୃଥକ ଓ ସାହସ ଧରିକି ରଖନ୍ତୁ, ବିଶେଷ ଭାବେ କାର୍ଯ୍ୟସ୍ଥଳରେ ବିରୋଧୀ ମାନଙ୍କ ସାମନାରେ | ଯେଉଁମାନେ ଘରୁ ଦୂରରେ ରହି କାମ କରୁଛନ୍ତି ସେମାନେ ସନ୍ଧ୍ୟାରେ କୌଣସି ପାର୍କ ବା ଶାନ୍ତ ଜାଗାରେ ସମୟ ଅତିବାହିତ କରିପାରନ୍ତି | ଲାଭ ପାଇବା ପାଇଁ ବୟସ୍କ ଲୋକଙ୍କୁ ନିଜର ଆନ୍ତରିକ ଉର୍ଜାର ସକାରାତ୍ମକ ଉପଯୋଗ କରିବା ଉଚିତ | ଆଜି ଆପଣଙ୍କ ପାଇଁ ଧନଲାଭର ସମ୍ଭାବନା ଅଛି କିନ୍ତୁ ଆପଣ ଆପଣଙ୍କର କ୍ରୋଧକରିବାର ସ୍ୱଭାବ ପାଇଁ ସେ ସୁଯୋଗ ହରାଇପାରନ୍ତି | ସାନ ଭାଇ-ଭଉଣୀ ଆପଣଙ୍କ ମତ ମାଗିବେ | ଆଜି ଆପଣଙ୍କ କାରଣରୁ ଚାରି ଆଡେ ପ୍ରେମ ହିଁ ପ୍ରେମ ବ୍ୟାପିବ |