ରାଶିଫଳ ବୁଧବାର: ଆଜି ଆପଣ ଦିନ ସାରା ଫୁର୍ତ୍ତୀ ରହିବେ ଓ ସ୍ୱାସ୍ଥ୍ୟ ଭଲ ରହିବ, ଜାଣନ୍ତୁ ରାଶିଚକ୍ର

Horoscope Wednesday 26-10-2022

ମେଷ ରାଶି: ଆପଣ ସଞ୍ଚୟ କରିଥିବା ଧାନ ଆଜି ପଣଙ୍କର କାମରେ ଆସିବା କିନ୍ତୁ ତା ସହିତ ଏହି ଧନ ଖର୍ଚ୍ଚ ହେବାର ବା ଯିବାର ଦୁଃଖ ମଧ୍ୟ ଆପଣଙ୍କୁ ହେବ | କୌଣସି ନୂତନ ସମ୍ପର୍କ ଲମ୍ବା ସମୟ ଯାଏଁ ଚାଲିବା ସହିତ,ଲାଭକାରୀ ମଧ୍ୟ ରହିବ | ଯାହା ବି କୁହନ୍ତୁ,ଭାବି ଛିନ୍ତିକି କୁହନ୍ତୁ | କାରଣ କଡ଼ା ଶବ୍ଦ ଶାନ୍ତି କୁ ନଷ୍ଟ କରି ଆପଣ ଓ ଆପଣଙ୍କ ପ୍ରିୟ ମଧ୍ୟରେ ଦୂରତା ସୃଷ୍ଟି କରି ପାରେ | କାର୍ଯ୍ୟ କଲା ବେଳେ ଆପଣଙ୍କ ରାଗ ଶିଖର ଚଢ଼ିବ -କିନ୍ତୁ କୌଣସି ନିଷ୍ପତି ନେବା ଆଗରୁ ଭଲ ଭାବରେ ଅନ୍ୟ ମାନଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ | କର ଓ ବୀମା ଯୋଜନା ଉପରେ ଆଜି ବିଶେଷ ଧ୍ୟାନ ଦେବେ | ଆଜି ଆପଣ ନିଜକୁ ଶାନ୍ତି ଓ ଜୀବନର ମଜା ନେବାର ମନୋଦଶାରେ ପାଇବେ |

ବୃଷ ରାଶି: ଆଜି ଆପଣଙ୍କ କଲା ଓ ରଚନାରେ ଥିବା କ୍ଷମତାକୁ ପ୍ରଶଂସା ମିଳିବ ଓ ଯାହା କାରଣରୁ ହଠାତ ଲାଭ ମିଳିବାର ସମ୍ଭାବନା ଅଛି | ଆପଣ ନିଜକୁ ସମୟ ଦେବା ଜାଣନ୍ତି | ସେଥିପାଇଁ ଆପଣ ଆପଣଙ୍କର ଖାଲି ସମୟରେ କିଛି ଖେଳ ଖେଳି ବା ଜ଼ିମ ଯାଇ ସମୟ ଅତିବାହିତ କରିପାରନ୍ତି | ଆପଣଙ୍କ ପରିଶ୍ରମ ଓ ପରିବାରର ସହଯୋଗ ଵିଚିତ ପରିଣାମ ଦେବାରେ ସଫଳ ହେବେ | କିନ୍ତୁ ପ୍ରତି ଦିନ ସଫଳତାର ଆକାଶ ଛୁଇଁବା ପାଇଁ ଏମିତି ହିଁ ପରିଶ୍ରମ କରନ୍ତୁ | ଆପଣଙ୍କ ଧାନ ଆପଣଙ୍କ କାମରେ ସେବେ ଆସିପାରିବ ଯେବେ ଆପଣ କୌଣସି ବଦଖର୍ଚ୍ଚ କରିବା କମ କରିବେ | ଆଜି ଆପଣ ଏହା ବେଶୀ ଭଲ ଭାବରେ ବୁଝି ପାରିବେ | ଆପଣଙ୍କ ପିଲାଙ୍କ ପୁରସ୍କାର ବିତରଣର ସମାରୋହର ନିମନ୍ତ୍ରଣ ପାଇ ଖୁସି ଅନୁଭବ କରିବେ | ସିଏ ଆପଣଙ୍କ ଆଶା ପୂରଣ କରିବ ଓ ଆପଣ ନିଜ ପିଲା ଦ୍ୱାରା ନିଜର ସ୍ବପ୍ନ ସାକାର ହୋଇ ଥିବା ଦେଖିବେ | ନିଜର ପ୍ରିୟଙ୍କ ପୁରୁଣା କଥାକୁ କ୍ଷମା କରି ଆପଣ ନିଜର ଜୀବନକୁ ସୁଧାରି ପାରିବେ |

ମିଥୁନ ରାଶି: ଆପଣ ଅପ୍ରତ୍ୟାଶିତ ସ୍ତ୍ରୋତରୁ ଧନ ମିଳିପାରେ, ଯାହା ବିଷୟରେ ଆପଣ କେବେ ବି ଭାବି ନଥିବେ | କୌଣସି ବୃଦ୍ଧ ଲୋକଙ୍କ ତାନ୍କର ନିଜି ଜୀବନର ସମସ୍ୟାରେ ସାହାଯ୍ୟ କରି, ତାଙ୍କର ଆଶୀର୍ବାଦ ପ୍ରାପ୍ତ କରି ପାରନ୍ତି | ଆଜି ନିଜ ସାଥୀକୁ ନିଜ ଅବସ୍ଥା ଜଣାଇବାରେ ଅସୁବିଧା ଅନୁଭବ କରିବେ | ଯେଉଁମାନେ ଏପର୍ଯ୍ୟନ୍ତ ବେରୋଜଗାର ଅଛନ୍ତି ଅଧିକ ପରିଶ୍ରମ କରିବା ଉଚିତ ନିଜର ମନୋବାୱଁଛିତ ଫଳ ପାଇବା ପାଇଁ | ରାତିରେ ଅଫିସ ରୁ ଫେରିଲା ସମୟରେ ସାବଧାନ ହୋଇ ଗାଡି ଚଳାଇବେ | ଦୁର୍ଘଟଣା ହୋଇପାରେ ଏବଂ ଆପଣ ବହୁତ ଦିନ ପରଷାନ୍ତ ଶଯ୍ୟାଶାୟୀ ହୋଇପାରନ୍ତି | ଯଦି ଆପଣ ଆପଣଙ୍କ ଜୀବନସାଥିଙ୍କର ଛୋଟ-ଛୋଟ ଦାବିକୁ ଅଦେଖା କରିବେ, ତାହେଲେ ତାଙ୍କୁ ଖରାପ ଲାଗି ପାରେ |

ସିଂହ ରାଶି: ନିଜ ଉର୍ଜାରେ ବୃଦ୍ଧି ଆଣିବା ପାଇଁ ଆରାମ କରନ୍ତୁ | ଅର୍ଥ ବଢିବା ପରେ ବି ଆପଣଙ୍କ ଆଶା ପୁରଣ ହେବ ନାହିଁ | କେହି ଜଣେ ଅତିପ୍ରିୟ ବନ୍ଧୁ ଆପଣଙ୍କ ଧ୍ୟାନ ରଖିବାକୁ ଚାହିଁବେ,ତାଙ୍କୁ ରଖିବାକୁ ଦିଅନ୍ତୁ କାରଣ ତାହା ଆପଣଙ୍କ ପାଇଁ ଲାଭକାରୀ ପ୍ରମାଣିତ ହେବ | ହଠାତ ମିଳି ଥିବା କୌଣସି ସୁଖଦ ସମାଚାର ଆପଣଙ୍କ ନିଦରେ ମିଠା ସ୍ବପ୍ନ ଦେବ | ବ୍ୟବସାୟୀ ମାନଙ୍କ ପାଇଁ ଉତ୍ତମ ଦିନ ଅଟେ | ବ୍ୟବସାୟ ପାଇଁ ହଠାତ କରା ଯାଇ ଥିବା କୌଣସି ଯାତ୍ରା ସକରାତ୍ମକ ପରିଣାମ ଦେବ | ଏହି ରାଶିର କୌଣସି ଛାତ୍ର ବା ଛାତ୍ରୀ ଟିଭି ବା ମୋବାଇଲ ରେ ଫିଲ୍ମ ଦେଖି ସମୟ କାଟିବେ | ଆପଣଙ୍କ ଜୀବନ-ସାଥୀ ଆଜି ଉର୍ଜା ଓ ପ୍ରେମରେ ଭରା ରହିବେ |

କନ୍ୟା ରାଶି: ଆପଣ ନିହାତି ସଫଳ ହେବେ – ଖାଲି ଗୋଟେ ଗୋଟେ କରିକି ମହତ୍ୱପୂର୍ଣ୍ଣ ପାଦ ପକେଇବାର ଦରକାର ଅଛି | ଆଜିକୁ କାମ ଆଜି ସାରିଦେବ ଉଚିତ | ଆଜିର କାମକୁ କଲି ପାଇଁ ରଖିଲେ କାମ ବେଶୀ ବଢ଼ିଯିବ ଏବଂ ଆପଣ ନିଜପାଇଁ କେବେ ସମୟ ପାଇବେନି | ଆପଣଙ୍କୁ ଲମ୍ବା ସମୟରୁ ଅନୁଭବ ହୋଉ ଥିବା ଥକା ଓ ମାନସିକ ଚାପି ଠୁ ଆରାମ ମିଳିବ | ଏଇ ଅସୁବିଧାଠୁ ସ୍ଥାଇ ନିଜାତ ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତନ ଆଣିବା ପାଇଁ ଉଚିତ ସମୟ ଅଛି | ଧନର ଆବଶ୍ୟକତା କେବେବି ପଡ଼ିପାରେ ସେଥିପାଇଁ ଯେତେ ସମ୍ଭବ ଆଜିଠାରୁ ସଞ୍ଚୟ କରନ୍ତୁ | ସାଙ୍ଗ ମାନେ ଆଜି ଆପଣଙ୍କର ଦାତା ଆଚରଣର ଲାଭ ଉଠେଇ ବାକୁ ଚେଷ୍ଟା କରିବେ କିନ୍ତୁ ଆପଣ ବର୍ଜନ କରନ୍ତୁ | ଏକ ପଟୁଆ ଭଲ ପାଇବା ଯୋଗୁଁ ଆଜି ଦୁର୍ଘଟଣାପୂର୍ଣ୍ଣ ଘଟଣା ହୋଇ ପାରେ |

ତୁଳା ରାଶି: ଏକାକୀ ନିଜ ସହିତ ସମୟ କଟାଇବ ଭଲ, କିନ୍ତୁ ଯଦି ଆପଣଙ୍କ ମନରେ କିଛି ଚାଲୁଛି,ତେବେ ଲୋକ ମାନଙ୍କଠାରୁ ଦୂରରେ ରହିଲେ ବେଶୀ ବ୍ୟସ୍ତ ଲାଗିବ | ତେଣୁ ଆପଣ ଅନୁଭବୀ ଲୋକମାନଙ୍କ ଗହଣରେ ରହିବ ଉଚିତ ତଥା ଆପଣଙ୍କ ବ୍ୟସ୍ତତା ବିଷୟରେ ତାଙ୍କ ସହିତ କଥା ହେବ ଉଚିତ | ଅନ୍ୟ ମାନଙ୍କ ସଫଳତାକୁ ପ୍ରଶଂସା କରି ଆପଣ ତାହାର ଆନନ୍ଦ ନେଇ ପାରନ୍ତି | ପୁରୁଣା ନିବେଶ ଯୋଗୁଁ ଅର୍ଥ ଅବସ୍ଥାରେ ବୃଦ୍ଧି ଦେଖା ଦେଇ ପାରେ | ଆଜି ନିଜ ପରିବାର ଲୋକଙ୍କ ଉପରେ ଧ୍ୟାନ ଦେବା ନିହାତି ଜରୁରୀ | ଏକ ପଟୁଆ ଭଲ ପାଇବା ଯୋଗୁଁ ଆଜି ଦୁର୍ଘଟଣାପୂର୍ଣ୍ଣ ଘଟଣା ହୋଇ ପାରେ | ଯଦି ଆପଣ ନିଜର ମନର ଦ୍ୱାର ଖୋଲା ରଖିବେ, ତାହେଲେ କୌଣସି ଉତ୍ତମ ସୁଯୋଗ ଆପଣଙ୍କୁ ମିଳି ପାରେ |

ବିଛା ରାଶି: ବହୁତ ସାରା ଲୋକ ବିଶେଷ କରିକି ଆପଣଙ୍କ ପ୍ରଶଂସା କରି ପାରନ୍ତି | ବ୍ୟାପାରରେ ଆପଣଙ୍କର ଆଜି ଲାଭ ହୋଇପାରେ | ଆଜିର ଦିନରେ ଆପଣଙ୍କର ବ୍ୟାପାରକୁ ନୂଆ ସଫଳତା ମିଳିପାରେ | ଏମିତି ସାଙ୍ଗ ମାନଙ୍କ ସହିତ ବାହାରକୁ ଯାନ୍ତୁ,ଯେଉଁ ମାନେ ସକାରାତ୍ମକ ଓ ସାହାଯ୍ୟ କରିବା ସ୍ୱଭାବର ଅଟନ୍ତି | ଆପଣଙ୍କ ହୃଦୟର ସ୍ପନ୍ଦନ ଆପଣଙ୍କ ପ୍ରିୟ ସହିତ ଏମିତି ଚାଲିବ ଯେପରି ଜୀବନରେ ପ୍ରେମର ସଂଗୀତ ବାଜି ଉଠିବ | ଖୁଚୁରା ବିକ୍ରେତା ଓ ପାଇକାରୀ ବେପାରୀ ମାନଙ୍କ ପାଇଁ ଶୁଭ ଦିନ ଅଟେ | କାର୍ଯ୍ୟ ସମ୍ପର୍କରେ ଯାତ୍ରା କରିବା ଆପଣଙ୍କ ପାଇଁ ଅତି ଉପକାରୀ ଓ ମନୋହର ଅଟେ |

ଧନୁ ରାଶି: ଯେଉଁମାନେ ଅକାରଣରେ ପଇସା ଖର୍ଚ୍ଚ କରନ୍ତି ସେମାନେ ଆଜି ବୁଝିପାରିବେ ଜୀବନରେ ପଇସା କେତେ ଆବଶ୍ୟକ କାରଣ ଆଜି ଯତେବେଳେ ଅଚାନକ ଆପଣଙ୍କୁ ପଇସା ଆବଶ୍ୟକ ପଡ଼ିବ କିନ୍ତୁ ଆପଣଙ୍କ ପାଖରେ ପଇସା ନଥିବ | ନାତି-ନାତୁଣୀ ମାନଙ୍କଠୁ ଆଜି ବହୁତ ଖୁସି ମିଳି ପାରେ | କୌଣସି ଶୁଭ ଖବର କିମ୍ବା ପ୍ରିୟ ଠୁ ମିଳିଥିବା କୌଣସି ଖବର ଆପଣଙ୍କ ଖୁସିକୁ ଆହୁରି ବଢ଼େଇ ଦେବ | କର୍ମ ସ୍ଥାନରେ ସବୁ କିଛି ଆପଣଙ୍କ ପକ୍ଷରେ ଥିଲା ପରି ଲାଗିବ| ରାତ୍ରି ସମୟରେ ପରିବାର ବର୍ଗଙ୍କ ଠାରୁ ଟିକେ ଦୂରରେ ରହି ଆପଣ ଛାତ ଉପରେ ବା ପାର୍କରେ ସମୟ କାଟିବାକୁ ଚାହିଁବେ | ତେଲରେ ଚଣା-ଛଣି ଖାଦ୍ୟଠୁ ଦୁରେଇ ରୁହନ୍ତୁ ଓ ନିତ୍ୟ ଦିନ ବ୍ୟୟାମ କରନ୍ତୁ |

ମକର ରାଶି: ପରୀକ୍ଷାର ଅଧୀରତାକୁ ନିଜ ଉପରେ ପ୍ରଭାବ ହବାକୁ ଦିଅନ୍ତୁ ନାହିଁ | ଆପଣଙ୍କ ପ୍ରୟାସ ସକରାତ୍ମକ ପ୍ରଭାବ ନିହାତି ଦେବ | ଉତ୍ତମ ସ୍ୱାସ୍ଥ୍ୟ କାରଣରୁ ଆପଣ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ପାରିବେ | ଆପଣ କେବେ ଧନର ମହତ୍ୱ ବୁଝି ନାହାନ୍ତି, କିନ୍ତୁ ଆଜି ଆପଣ ତାହା ବୁଝିପାରିବେ ଯେତେବେଳେ ଆପଣଙ୍କୁ ବହୁତ ଧନର ଆବଶ୍ୟକତା ହେବ କିନ୍ତୁ ଆପଣଙ୍କ ପାଖରେ ଧନ ନ ଥିବ | ସାଙ୍ଗ ମାନଙ୍କ ସାଙ୍ଗରେ କିଛି କଲା ବେଳେ ନିଜ ହିତକୁ ଅଦେଖା କରନ୍ତୁ ନାହିଁ – ହେଇ ପାରେ କି ଆପଣଙ୍କ ଦରକାରକୁ ବେଶୀ ଗଂଭୀରତାରେ ନ ନେଇ ପାରନ୍ତି | ପ୍ରେମ ସମ୍ବନ୍ଧୀୟ କଥାରେ ତର-ବର କରନ୍ତୁ ନାହିଁ | ଯେଉଁ ମାନେ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତାଙ୍କୁ ମୁଣ୍ଡ ତଣ୍ଡା ରଖିବା ଆବଶ୍ୟକ | ଆଜି କାମ ସବୁ ଭଲରେ ସରିବ, କିନ୍ତୁ ଦିନ ଯାକ ଆପଣ ବିରକ୍ତ ହେବା ସାଙ୍ଗରେ ଥକା ଓ କ୍ଳାନ୍ତିକର ଅନୁଭବ କରିବେ |

କୁମ୍ଭ ରାଶି: ଅତ୍ୟଧିକ ପ୍ରେମ ଓ ପାଗଳାମୀର ଉଚ୍ଚ ସ୍ତର ଆପଣଙ୍କ ସ୍ନାୟୁ ସମ୍ବନ୍ଧିଆ କ୍ଷେଟି ଦେଇ ପାରେ | ଏହି ବିପଦ ଠୁ ରକ୍ଷା ପାଇବା ପାଇଁ ନିଜର ଭାବନା ଉପରେ ନିଅନ୍ତ୍ରଣ ରଖନ୍ତୁ | ଆପଣଙ୍କର କୌଣସି ବନ୍ଧୁ ଆପଣଙ୍କଠାରୁ ଆର୍ଥିକ ସହାୟତା ମାଗିପାରେ | ତାଙ୍କୁ ସାହାଯ୍ୟ କଲେ ଆପଣ ଆର୍ଥିକ ଭାବରେ ପଙ୍ଗୁ ହୋଇପାରନ୍ତି | ଆଜି ସାଙ୍ଗ ମାନଙ୍କଠୁ ଅନପେକ୍ଷିତ ଉପହାର ମିଳି ପାରେ | ଆଜି ଜଣେ ତୃତୀୟ ଲୋକଙ୍କ ଯୋଗୁଁ ଆପଣଙ୍କ ନିଜ ସାଥୀ ସହିତ ଵିଵାଦ ସୃଷ୍ଟି ହୋଇ ପାରେ | କାମ ଓ ଘରର ଚାପ ଯୋଗୁଁ ଆଜି ଟିକେ ବେଶୀ ରାଗ ଅନୁଭବ କରିବେ | ଅଜଣା ଲୋକଙ୍କ ସହିତ କଥାହେବାଥିକ, କିନ୍ତୁ ତାଙ୍କର ବିଶ୍ୱସନୀୟତା ନ ପରଖୀ ତାଙ୍କୁ ଆପଣଙ୍କ ଜୀବନୀ କହିବା ଠିକ ନୁହେଁ |

ମୀନ ରାଶି: କୌଣସି ସାଙ୍ଗ ଆପଣଙ୍କ ସହିବାଶକ୍ତି ଓ ବୁଦ୍ଧିର ପରୀକ୍ଷା ନେଇ ପାରେ | ନିଜର ମୂଲ୍ୟକୁ ଦୂର କରିବା ଠୁ ପରିହାର କରନ୍ତୁ ଓ ପ୍ରତେକ ଟି ନିଷ୍ପତି ଭାବି-ଚିନ୍ତିକି ନିଅନ୍ତୁ | ଯଦି ଆପଣ ଆପଣଙ୍କ ଜୀବନସାଥୀ ସହିତ କୋଉଠିକି ବାହାରିକୁ ଡେଟରେ ଯିବେ, ତାହେଲେ ଆପଣଙ୍କ ସମ୍ପର୍କ ଆହୁରି ଦୃଢ଼ ହୋଇ ଯିବ | ଆଜି ଯଦିବା ଆପଣଙ୍କ ପାଇଁ କୌଣସି ଆର୍ଥିକ ସମସ୍ୟା ନ ଉପୁଜିପାରେ ତଥାପି ଯଦି କୌଣସି ଏମିତି ସମସ୍ୟା ଆସିବା ତାହା ଆପଣ ଆପଣଙ୍କର ପ୍ରତିଭାରେ ସେହି ହାନୀକୁ ଲାଭରେ ପରିବର୍ତ୍ତନ କରିପାରିବେ | ଆଜି ଦିନ ସାରା କିଛି ବିଶେଷ ନ କରିକି ଆପଣ ସହଜ ଭାବରେ ଲୋକଙ୍କ ଧ୍ୟାନ ନିଜ ଉପାରେ ଆକର୍ଷିତ କରିବାରେ ସଫଳ ରହିବେ | ପ୍ରେମରେ ଅଶିଷ୍ଟ ବ୍ୟବହାର ପାଇଁ କ୍ଷମା ମାଗନ୍ତୁ | ପ୍ରତିସ୍ପରଧା କାରଣରୁ କାମ-କାର୍ଯ୍ୟ ଥକା ଓ ମାନସିକ ଚାପରେ ଭରା ହୋଇ ପାରେ | ଆପଣ ଆପଣଙ୍କର ପିଲାମାନଙ୍କୁ ସମୟର କିପରି ସଦୁପଯୋଗ କରାଯିବାର ଉପଦେଶ ଦେଇପାରନ୍ତି |