ରାଶିଫଳ ବୁଧବାର : ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ

Horoscope Wednesday-21-09-2022

ମେଷ : ସୁସ୍ତ ଶରୀର ପାଇଁ ପଦ ଯାତ୍ରା ଅଧିକା ରୁ ଅଧିକା କରିବାକୁ ଚେଷ୍ଟା କରନ୍ତୁ | କାର୍ଯ୍ୟକ୍ଷେତ୍ରରେ ସାମାନ୍ୟ ଅବହେଳା ବି ଆଜି ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ କରାଇପାରେ | ସାଙ୍ଗ ମାନଙ୍କ ସହିତ ସନ୍ଧ୍ୟା ବେଳେ ବୁଲିବାକୁ ନିହାତି ଯାନ୍ତୁ,ଏହା ଦ୍ୱାରା ଆପଣଙ୍କୁ ବହୁତ ପ୍ରିୟା ଓ ସହଯୋଗ ଦେବେ | ଆଜି ହଠାତ ନିଜର ଆତ୍ମୀୟ ମିତ୍ରକୁ ଦେଖା କରି ପାରନ୍ତି | ସହକର୍ମୀ ଓ ବରିଷ୍ଠ ଲୋକଙ୍କ ପୁରା ସହଯୋଗ ପାଇ କାର୍ଯ୍ୟାଳୟର କାମ ଅତି ଶୀଘ୍ର କରି ପାରିବେ | ରାତ୍ରି ସମୟରେ ପରିବାର ବର୍ଗଙ୍କ ଠାରୁ ଟିକେ ଦୂରରେ ରହି ଆପଣ ଛାତ ଉପରେ ବା ପାର୍କରେ ସମୟ କାଟିବାକୁ ଚାହିଁବେ | ଆଜି ଆପଣ ବିବାହ କରିବାର ଲାଭକୁ ଅନୁଭବ କରିବେ |

ବୃଷ : ଆପଣଙ୍କ ପିଲାଙ୍କ ପ୍ରଦର୍ଶନ ଆପଣଙ୍କୁ ଅତି ଖୁସି କରିବ | କିଛିଟା ଆବଶ୍ୟକ ଯୋଜନା କାରଣ ଯୋଗୁଁ ଆପଣଙ୍କ ଅର୍ଥ ଅବସ୍ଥାରେ ଉନ୍ନତି ହୋଇ ପାରେ | ପରିବାର ଲୋକଙ୍କ ଦରକାରକୁ ଗୁରୁତ୍ୱ ଦିଅନ୍ତୁ | ତାଙ୍କର ସୁଖ-ଦୁଃଖର ଭାଗିଦାର ହୁଅନ୍ତୁ, ତାହେଲେ ତାଙ୍କୁ ଅନୁଭବ ହେବକି ଆପଣ ସତରେ ତାଙ୍କର ଧ୍ୟାନ ରଖନ୍ତି | ସମ୍ଭବ ହୋଇ ପାରେକି କେହି ଆପଣଙ୍କୁ ନିଜର ପ୍ରେମର ପ୍ରସ୍ତାବ ଦେଇ ପାରେ | ଆଜି ଆପଣ ଅନ୍ୟ ଦିନ ତୁଳନାରେ ନିଜର ଲଖ୍ୟକୁ ଟିକେ ବେଶୀ ଉଚ୍ଚ ଉଦ୍ଧେଶ୍ୟ ପ୍ରାପ୍ତ କରି ପାରିବେ | ଯଦି ପରିଣାମ ଆପଣଙ୍କ ଆଶା ହିଷବାରେ ନ ଆସେ, ତାହେଲେ ନିରାଶ ହେବେ ନାହିଁ | କେହି ଜଣେ ପୁରୁଣା ଚିଂହା ଲୋକ ଆଜି ଆପଣଙ୍କୁ ସଂପର୍କ କରି ପାରନ୍ତି ଓ ଆପଣଙ୍କ ଦିନକୁ ସ୍ମରଣୀୟ କରିପାରନ୍ତି | ଯଦି ଆପଣ ନିଜର ଜୀବନ-ସାଥୀଙ୍କ ଠୁ ସ୍ନେହର ଆଶା ରଖୁଛନ୍ତି, ତାହେଲେ ଆଜିର ଦିନ ଆପଣଙ୍କ ସବୁ ଆଶା ପୁରୁଣ କରିବ |

ମିଥୁନ : ନିଜର ଶରୀରକୁ ସୁସ୍ତ ରଖିବା ପାଇଁ ଆପଣଙ୍କୁ ଆଜି ଖେଳ-କୁଦ ପରି ଗତିବିଧିରେ ସମୟ ବ୍ୟତୀତ କରିବା ଉଚିତ | ଆପଣଙ୍କ ଧାନ ଆପଣଙ୍କ କାମରେ ସେବେ ଆସିପାରିବ ଯେବେ ଆପଣ କୌଣସି ବଦଖର୍ଚ୍ଚ କରିବା କମ କରିବେ | ଆଜି ଆପଣ ଏହା ବେଶୀ ଭଲ ଭାବରେ ବୁଝି ପାରିବେ | ଆଜି ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ ସହାୟକ ଓ ସହଯୋଗ ଦେବେ | ଆଜି ଆପଣ ରସମୟ କଳ୍ପନା ଓ ସ୍ୱପ୍ନର ଦୁନିଆରେ ହଜି ଯିବେ | କାର୍ଯ୍ୟରେ ଧୀର ପ୍ରଗତି ହାଲୁକା ମାନସିକ ଚାପି ଦେଇ ପାରେ | ଆଜି ଘରେ ପୂଜା ପାଠ ଓ ବିଭିନ ଶୁଭ କାର୍ଯ୍ୟ ହେବ | ଆଜି ଦିନରେ ଆପଣ ପ୍ରେମରେ ପାଗଳ ହୋଇପାରନ୍ତି, ନିଜର ଜୀବନ-ସାଥୀ ସହିତ ପ୍ରେମ କରିବାର ସବୁ ସୀମା ପାର କରି ପାରନ୍ତି |

କର୍କଟ : ଗାଡ଼ି ଚଳେଇଲା ବେଳେ ସାବଧାନ ରୁହନ୍ତୁ, ବିଶେଷ କରିକି ଯଦି ଆପଣ ରାତ୍ରି ବେଳରେ ଯାତ୍ରା କରୁଛନନ୍ତି | ନଚେତ ଆଉ କାହାର ଭୁଲର ଶାସ୍ତି ଆପଣକୁ ଭୋଗିବାକୁ ପଡ଼ିବ | ଅର୍ଥ କୋଷ ଓ ଯୋଜନାରେ ନିବେଶ କରିବା ଆପଣଙ୍କ ପାଇଁ ଉପକାରି ରହିବ | ଆପଣ ଯାହାଙ୍କୁ ଭଲ ପାନ୍ତି, ଆଜି ତାଙ୍କ ସହିତ ସହିତ ଭୁଲ ବୁଝାମଣା ଦୂର ହୋଇ ପାରେ | ବ୍ୟକ୍ତିଗତ ସମ୍ବନ୍ଧ ସଂବେଦନଶୀଳ ଓ ସୁକ୍ଷ୍ମ ରହିବ | କୌଣସି ପ୍ରକାରର ଭାଗିଦାରୀତା କରିବା ପୃର୍ବରୁ ନିଜର ଆନ୍ତରିକ ଭାବନାକୁ ନିହାତି ଶୁଣନ୍ତୁ | ସେମିତି ଲୋକଙ୍କ ସହିତ ବନ୍ଧୁତା ରଖନ୍ତୁ ନାହିଁ ଯେଉଁମାନଙ୍କ ସହିତ ଆପଣଙ୍କ ସମୟ ନଷ୍ଟ ହେବ | ଆପଣଙ୍କ ଗତ ଜୀବନର କୌଣସି ଗୁପ୍ତ କଥା ଆପଣଙ୍କ ଜୀବନ-ସାଥୀଙ୍କୁ ନିରାଶ କରି ପାରେ |

ସିଂହ : ନିଜ ଖୁସିକୁ ଅନ୍ୟ ମାନଙ୍କ ସହିତ ବାଂଟିଲେ ଆପଣଙ୍କ ସ୍ୱାସ୍ଥ୍ୟରେ ବୃଦ୍ଧି ଆସିବ | କିନ୍ତୁ ମାନେ ରଖନ୍ତୁ କି ଏହାକୁ କରିବା ଆପଣଙ୍କ ପାଇଁ ପାରେ | ଆପଣଙ୍କ ବଦଖର୍ଚ୍ଚ ପାଇଁ ଆଜି ଆପଣଙ୍କ ପିତା ମାତା ଆପଣଙ୍କ ଉପରେ କ୍ରୋଧ ହୋଇପାରନ୍ତି | ପିଲା ମାନଂକ ବିଦ୍ୟାଳୟ ଠୁ ଜଡ଼ିତ କାର୍ଯ୍ୟ ପୁରା କରିବା ପାଇଁ ତାଂକର ସାହାଯ୍ୟ କରନ୍ତୁ | ଆଜି ଅପାଙ୍କ ଆତ୍ମୀୟ ମିତ୍ର ପୁରା ଦିନ ଆପଣଙ୍କ ବିଷୟରେ ଭାବି ପାରନ୍ତି | କୌଣସି ଦାମିକା କାର୍ଯ୍ୟ କି ଯୋଜନାରେ ହାଥ ପୁରେଇବା ଆଗରୁ ଭଲ ଭାବରେ ଭାବି ଚିନ୍ତି ନିଅନ୍ତୁ | ଯେଉଁ କାର୍ଯ୍ୟ ଆପଣ ଅନ୍ୟ ମାନଙ୍କ ପାଇଁ ନିଜର ସ୍ୱଇଚ୍ଛାରେ କରିବେ, ନା କି କେବଳ ଅନ୍ୟ ମାନଙ୍କ ପାଇଁ ଲାଭକାରୀ ପ୍ରମାଣିତ ହେବା ତା ଛଡ଼ା ଆପଣଙ୍କ ହୃଦୟ ଭିତରେ ନିଜର ଛବି ବି ସକାରାତ୍ମକ ହେବ | ବିବାହ ଗୋଟେ ଦୈବିକ ଆଶୀର୍ବାଦ ଓ ଆଜି ଆପଣ ଏହା ଅନୁଭବ କରିବେ |

କନ୍ୟା : ଆପଣଙ୍କୁ ଲମ୍ବା ସମୟରୁ ଅନୁଭବ ହୋଉ ଥିବା ଥକା ଓ ମାନସିକ ଚାପି ଠୁ ଆରାମ ମିଳିବ | ଏଇ ଅସୁବିଧାଠୁ ସ୍ଥାଇ ନିଜାତ ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତନ ଆଣିବା ପାଇଁ ଉଚିତ ସମୟ ଅଛି | ଆଜି ଆପଣଙ୍କ ଘରେ କୌଣସି ସମାରୋହ ପାଇଁ ଆପଣଙ୍କୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ ଯେଉଁଥିପାଇଁ ଆପଣଙ୍କର ଆର୍ଥିକ ସ୍ଥିତି ବିଗିଡି ଯାଇପାରେ | ଘରେ କିଛି କର୍ମକର୍ମାଣି ହେବ | କୌଣସି ଛୋଟ-ମୋଟା କଥାକୁ ନେଇକି ଆପଣଙ୍କ ଓ ଆପଣଙ୍କ ପ୍ରିୟ ମଧ୍ୟରେ ହୋଇ ପାରେ | ଆପଣଙ୍କ ବରିଷ୍ଠ ଅଧିକାରୀଙ୍କୁ ଜଣା ପଡ଼ିବା ପୂର୍ବରୁ, ବହୁତ ସମୟରୁ ରହିଥିବା କାର୍ଯ୍ୟକୁ ଶେଷ କରି ଦିଅନ୍ତୁ | ଅଜାଣତରେ କୌଣସି କଥା ଆପଣଙ୍କ ଘରର କୌଣସି ସଦସ୍ୟଙ୍କ ମନଦୁଃଖ କରିପାରେ | ପରେ ସେହି କଥା ଭାବି ଆପଣ ପୁରା ଦିଅଁ ମନସ୍ତାପରେ ରହିବେ | ଦୈନିକ କାମ-କାର୍ଯ୍ୟର ଆବଶ୍ୟକତା ପୁରଣ ନ ହେବା କାରଣରୁ ଆପଣଙ୍କ ବୈବାହିକ ଜୀବନରେ ବିବାଦ ହୋଇ ପାରେ|ଖାଦ୍ୟ,ସଫା-ସୁତୁରା କିମ୍ବା କୌଣସି ଘରୋଇ ଜିନିଷ ଏହାର କାରଣ ହୋଇ ପାରନ୍ତି

ତୁଳା : ପିଲା ମାନଙ୍କ କାରଣରୁ ଆପଣଙ୍କ ସନ୍ଧ୍ୟା ଖୁସିରେ ଚମକିବ | ଥକା ଓ ଦୁର୍ବଳତାକୁ ବିଦାୟ କରିବା ପାଇଁ ଗୋଟେ ବଢିଆ ଦିନରର ଯୋଜନା ବନାନ୍ତୁ | ତାଙ୍କର ସହିତ ରହିବା ଆପଣଙ୍କ ଶରୀରରେ ପୁଣି ଉର୍ଜାରେ ଭାରି ଦେବ | ଆଜି ଆପଣଙ୍କ ଜମା ଖାତାରେ କୌଣସି ଅଜଣା ସୂତ୍ରରୁ ଅର୍ଥ ଆସିପାରେ ଯାହା ପାଇଁ ଆପଣ ବହୁତ ଖୁସି ଅନୁଭବ କରିବେ | ପାରିବାରିକ ଚାପକୁ ନିଅଯର ଏକାଗ୍ରତା ଭାଙ୍ଗିବାକୁ ଧୁଅନ୍ତୁ ନାହିଁ | ଖରାପ ସମୟ ବେଶୀ ଶିକ୍ଷା ଦିଏ | ଉଦାସ ହୋଇ ନିଜକୁ ହଜେଇ ବସି ସମୟ ନଷ୍ଟ କରିବାଠୁ ଭଲ କି ଜୀବନକୁ ଭଲ ଭାବରେ ଜାଣିବାକୁ ଓ ଶିଖିବାକୁ ଚେଷ୍ଟା କରନ୍ତୁ | ସମୟ, କାମକର୍ଯ୍ୟ, ପଇସା,ବନ୍ଧୁ-ବାନ୍ଧବ, ସମ୍ପର୍କ ସବୁ ଗୋଟେ ପଟେ ଓ ଆପଣଙ୍କ ପ୍ରେମ ଗୋଟେ ପଟେ, ଦୁଇ ଜଣ ନିଜ ଭିତରେ ହଜି ଯିବେ- କିଛି ଏମିତି ହି ଅବସ୍ଥା ରହିବ ଆପଣଙ୍କର | ଆଜି ଯାହା ନିବେଶ କରିବେ ତାହା ଅତି ଲାଭକାରୀ ପ୍ରମାଣିତ ହେବ କିନ୍ତୁ ସହଭାଗୀ ବିରୋଧ କରି ପାରନ୍ତି | ଆଜି ନିଜର ସାମାଜିକ ଜୀବନକୁ ସମୟ ଦେବାକୁ ସୁଯୋଗ ପାଇବେ ଓ ନିଜର ପସନ୍ଦର କାମ କରି ପାରିବେ | ବିବାହ ବନ୍ଧନ ସ୍ଵର୍ଗରେ ହିଁ ଠିକ ହେଇକି ଆସେ ଓ ଆପଣଙ୍କ ଜୀବନସାଥୀ ଆଜି ଏହି କଥାକୁ ପ୍ରମାଣିତ କରି ଦେବ |

ବିଛା : ଆପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟ ମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ | ଅର୍ଥ ଅବସ୍ଥାରେ ନିହାତି ଭାବରେ ଉନ୍ନତି ହେବ | ଆପଣ ସବୁ ପାରିବାରିକ ଋଣ ସାରିବାରେ ସଫଳ ରହିବେ | ଗୋଟେ ରସମୟ ଦେଖା ସାକ୍ଷାତ ଆପଣଙ୍କ ପ୍ରେମ ଜୀବନରେ ଖୁସିର ଛୁଙ୍କ ମାରିଲା ପରି କାମ କରିବ | ଡିଲର ଓ ବ୍ୟବସାୟୀ ମାନଙ୍କ ପାଇଁ ଉତ୍ତମ ଦିନ ରହିବ,କାରଣ ତାଙ୍କର ଦାବିରେ ବୃଦ୍ଧି ହେବାରୁ ଲାଭ ମିଳିବ | ଯାତ୍ରା କରିବାର ଯଦି କିଛି ଯୋଜନା ଅଛି ତାହେଲେ ଶେଷ ସମୟରେ କିଛିଟା ପରିବର୍ତ୍ତନ ହୋଇପାରେ | ବୈବାହିକ ଜୀବନକୁ ଅଧିକ ସୁଖମୟ ବଣେଇବାର ଚେଷ୍ଟା ଆଶାରୁ ଅଧିକ ରଙ୍ଗ ଆଣିବ |

ଧନୁ : ଆଜି ଆପଣ ଖେଳା-ଖେଳିରେ ଭାଗ ନେଇ ପାରନ୍ତି, ଯାହା ଆପଣଙ୍କୁ ସୁସ୍ଥ ରହିବାରେ ସାହାଯ୍ୟ କରିବ ଆର୍ଥିକ ଅବସ୍ଥାରେ ଉନ୍ନତି ହେବା କାରଣରୁ ନିଜର ଆବଶ୍ୟକ ବସ୍ତୁ କିଣି ପାରିବେ | ନିଜର ପରିବାରକୁ ପ୍ରଚୁର ସମୟ ଦିଅନ୍ତୁ | ତାଙ୍କୁ ଅନୁଭବ ହେବାକୁ ଦିଆନ୍ତୁକି ଆପଣ ତାଙ୍କର ଧ୍ୟାନ ରଖନ୍ତି | ତାଙ୍କ ସହିତ ଭଲ ସମୟ ବ୍ୟତୀତ ଓ ଅସନ୍ତୋଷ ପ୍ରକାଶ କରିବାକୁ ସୁଯୋଗ ଦିଅନ୍ତୁ ନାହିଁ | ଆଜି ଆପଣ ପ୍ରିୟ ସହିତ ସମୟ କାଟିବା ଓ ଉପହାର ପାଇବାର ଆଶା କରି ପାରନ୍ତି | କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଶତ୍ରୁ ନିଜର ଦୁଷ୍କର୍ମର ଫଳ ପାଇବେ | ଯେଉଁମାନେ ଘରୁ ଦୂରରେ ରହି କାମ କରୁଛନ୍ତି ସେମାନେ ସନ୍ଧ୍ୟାରେ କୌଣସି ପାର୍କ ବା ଶାନ୍ତ ଜାଗାରେ ସମୟ ଅତିବାହିତ କରିପାରନ୍ତି | ଆଜି ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ମନର ସବୁ କଥା ଶୁଣିବାକୁ ପ୍ରଚୁର ସମୟ ଦେବେ |

ମକର : କାର୍ଯ୍ୟାଳୟରୁ ଆଜି ଅତିଶୀଘ୍ର ବାହାରିବାକୁ ଚେଷ୍ଟା କରନ୍ତୁ ଓ ନିଜକୁ ପସନ୍ଦ ଆସୁଥିବା ଜିନିଷ କରନ୍ତୁ | ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ଇଚ୍ଛା କରି ପାରନ୍ତି | କିଛି ଦିନରୁ ଆପଣଙ୍କର ବ୍ୟକ୍ତିଗତ ଜୀବନ ହିଁ ଆପଣଙ୍କ ଧ୍ୟାନର କେନ୍ଦ୍ର ରହିଛି | କିନ୍ତୁ ଆଜି ଆପଣ ସାମାଜିକ କାର୍ଯ୍ୟ ଉପରେ ବେଶୀ ଧ୍ୟାନ ଦେବେ ଓ ଅଭାବୀ ଲୋକଙ୍କର ସାହାଯ୍ୟ କରନ୍ତୁ | ଆପଣ ଓ ଆପଣଙ୍କର ପ୍ରିୟଜନ ଅଧିକ ସମୟ ଏକାଠି କାଟିଲେ ବୁଝିବା ଶକ୍ତି ବଢିବ | ଯଦି ଆପଣଙ୍କୁ ଗୋଟେ ଦିନ ପାଇଁ ଚୁଟିରେ ଯିବାର ଅଛି ତାହେଲେ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ନଥିବା ଅବସ୍ଥାରେ ବି ସବୁ କାର୍ଯ୍ୟ ସଠିକ ଭାବରେ ଚାଇବ | ଯଦିଓ କୌଣସି ବିଶେଷ କାରଣରୁ କିଛି ଅସୁବିଧା ସୃଷ୍ଟି ହେଇ ବି ଯାଏ,ତାହେଲେ ଆପଣ ଫେରିଲା ପରେ ତାକୁ ଆରାମରେ ସମାଧାନ କରି ପାରିବେ | ଦୂର ଯାତ୍ରା କରିବା ଯୋଗୁଁ ଆପଣଙ୍କୁ ଶାରୀରିକ କଷ୍ଟ ଲାଗି ପାରେ , କିନ୍ତୁ କାମ ପାଇଁ ଯାତ୍ରା ତା ଉପକାରୀ ହେବ | ଆଜି ଆପଣ ନିଜର ଜୀବନ-ସାଥୀଙ୍କ ପ୍ରେମର ଗଭୀରତା ଅନୁଭବ କରିବେ |

କୁମ୍ଭ : ନିଜ ସ୍ୱାସ୍ଥ୍ୟକୁ ଅବହେଳା କରନ୍ତୁ ନାହିଁ,ମଦ ପାନ କରିବାଠୁ ପରିହାର କରନ୍ତୁ | ଏହି ରାଶିର ବ୍ୟକ୍ତି ମାନଙ୍କୁ ଆଜି ସେମାନଙ୍କ ସନ୍ତାନଙ୍କ ଠାରୁ ଧନପ୍ରାପ୍ତି ହେବ ଓ ସନ୍ତାନ ପାଇଁ ସେମାନେ ଗୌରବାନ୍ୱିତ ହେବେ | ମାନସିକ ଚାପ ଲାଗି ରହିବ, କିନ୍ତୁ ପାରିବାରିକ ଲୋକଙ୍କ ସହଯୋଗ ମିଳିବ | ଆପଣଙ୍କ ନିରାଶ ଓ ଠକ ଜୀବନ ଆପଣଙ୍କ ଜୀବନ-ସାଥିକୁ ମାନସିକ ଚାପି ଦେଇ ପାରିବ | ଚାକିରୀ କରୁଥିବା ବ୍ୟକ୍ତି ମାନଙ୍କୁ ଆଜି କାର୍ଯ୍ୟକ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ | ଆଜି ଅଜାଣତରେ ଆପଣଙ୍କଦ୍ଵାରା କୌଣସି ଭୁଲ ହୋଇପାରେ ଯାହାଦ୍ୱାରା ଆପଣଙ୍କ ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ କ୍ରୋଧ କରିପାରନ୍ତି | ବ୍ୟବସାୟୀଙ୍କ ପାଇଁ ଦିନଟି ସାଧାରଣ ରହିବ | ଯେଉଁମାନେ ଘରୁ ଦୂରରେ ରହି କାମ କରୁଛନ୍ତି ସେମାନେ ସନ୍ଧ୍ୟାରେ କୌଣସି ପାର୍କ ବା ଶାନ୍ତ ଜାଗାରେ ସମୟ ଅତିବାହିତ କରିପାରନ୍ତି | ନିଜର ଜୀବନ-ସାଥୀଙ୍କର କୌଣସି ଛୋଟ କଥାକୁ ନେଇକି ମିଛ କହିବା କାରଣରୁ ଆଜି ଆପଣ ନିରାଶ ହୋଇ ପାରନ୍ତି |

ମୀନ : ଆଜିକୁ ଆପଣଙ୍କ ପାକହରେ ନିଜ ପାଇଁ ଯଥେଷ୍ଟ ସମୟ ରହିବ, ତା ସୁଯୋଗର ଲାଭ ଉଠାନ୍ତୁ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପଦ ଯାତ୍ରାରେ ଯାନ୍ତୁ | ଯଦି ଆପଣ କୌଣସି ବ୍ୟାଙ୍କ ଋଣ ପାଇଁ ଆବେଦନ କରିଥିଲେ ଅଥବା ଅପେକ୍ଷା କରିଥିଲେ ଆଜିର ଦିନରେ ତାହା ଆପଣଙ୍କୁ ମିଳିପାରେ | ଆପଣଙ୍କ ପରିହାସ କରିବାର ପ୍ରକୃତି ଯୋଗୁଁ ପରିବେଶରେ ଥିବା ଲୋକ ମାନେ ଖୁସିରେ ଭରି ଉଠିବେ | ଦିନକୁ ବିଶେଷ କରିବା ପାଇଁ ସ୍ନେହ ଓ ଉଦାରତାର ଛୋଟ ଛୋଟ ଭେଟ ଲୋକଙ୍କୁ ଦିଅନ୍ତୁ | ଯଦି ଆପଣ ନିଅଯର ଜ୍ଞାନ ଓ ଅନୁଭବ ଅନ୍ୟ ମାନଙ୍କ ସହିତ ବାଣ୍ଟିବେ,ତାହେଲେ ନିଶ୍ଚୟ ହିଁ ଅପାଙ୍କ ପ୍ରତିଷ୍ଠା ମିଳିବ | ଆଜି ବହୁତ ବ୍ୟସ୍ତତା ସତ୍ତ୍ୱେ ନିଜପାଇଁ କିଛି କରିବାକୁ ପର୍ଯ୍ୟାପ୍ତ ସମୟ ଆପଣ ପାଇପାରିବେ | ଆପଣଙ୍କ ଜୀବନ-ସାଥୀ ଆଜି ଆପଣଙ୍କୁ ଆପଣଙ୍କର ଛୋଟ ବେଳ କଥା ମାନେ ପକାଇବେ କି ଆପଣ କେତେ ଦୁଷ୍ଟ ଥିଲେ |