ରାଶିଫଳ ବୁଧବାର : ନୂତନ ଯୋଜନାରେ ସଫଳତା ମିଳିବ ଓ ଆର୍ଥିକ ଉନ୍ନତି ହେବ

Horoscope Wednesday-14-09-2022

ମେଷ : ଆପଣଙ୍କୁ ଆପଣଙ୍କ କାମ ରେ ଧ୍ୟାନ ଦେବା କଷ୍ଟକର ହେବ- କାରଣ ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଠିକ ରହିବ ନାହିଁ | ଆଜି କୌଣସି ପୁରୁଣା ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗିପାରେ | କିନ୍ତୁ ତାଙ୍କୁ ସାହାଯ୍ୟ କରିବା ଦ୍ୱାରା ଆପଣଙ୍କ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପାରେ | ଯଦି ଆପଣ ନିଜର ସାଥୀଙ୍କ ଦୃଷ୍ଟିକୁ ଅବହେଳା କରିବେ, ତାହେଲେ ସିଏ ନିଜର ସହନଶୀଳତା ହରେଇ ବସି ପାରନ୍ତି | ଆପଣଙ୍କ ଅସୀମ ପ୍ରେମ ଆପଣଙ୍କ ପ୍ରିୟଙ୍କ ପାଇଁ ଅତି ବହୁମୂଲ୍ୟ ଅଟେ | ଆପଣ ନିଜର କଠୋର ପରିଶ୍ରମ ଓ ଧର୍ଯ୍ୟ ଯୋଗୁଁ ସଫଳତା ପ୍ରାପ୍ତ କରିବେ | ଦିନ ଶେଷରେ ଆଜି ଆପଣ ଆପଣଙ୍କ ପରିବାରକୁ ସମୟ ଦେବାପାଇଁ ଇଛା କରିପାରନ୍ତି | କିନ୍ତୁ କୌଣସି ସଦସ୍ୟଙ୍କ ସହିତ ଯୁକ୍ତିତର୍କ ଯୌଗୁଁ ଆପଣଙ୍କ ମୁଡ଼ ଖରାପ ହୋଇଯାଇପାରେ | ଏହି ଦିନ ବୈବାହିକ ଜୀବନର ସବୁଠୁ ବିଶେଷ ଦିନ ରହିବ |

ବୃଷ : ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ଉଚିତ | ଆଜି ଆପଣଙ୍କୁ ଆପଣଙ୍କ ସନ୍ତାନ ଦ୍ୱାରା ଧାନ ପ୍ରାପ୍ତି ହୋଇପାରେ | ଘରେ କୌଣସି ବୃଦ୍ଧ ମହିଳାଙ୍କ ଶରୀର ଖରାପ ଯୋଗୁଁ ଆପଣଙ୍କ ଚିନ୍ତା ବଢ଼ିପାରେ ଅନ୍ୟ ମାନଙ୍କୁ ଖୁସି ଦେଇ ଓ ପୁରୁଣା ଭୁଲକୁ ଭୁଲିକି ଆପଣ ନିଜର ଜୀବନକୁ ସାର୍ଥକ କରିପାରିବେ ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହୋଉଛି ଓ ଲାଭ ସ୍ପଷ୍ଟ ଦେଖା ଯାଉଛି | ଯଦି ଆଜି କିଣାକିଣି କରିବାକୁ ଯାଆନ୍ତି ତାହେଲେ ବେଶୀ ଖର୍ଚ କରିବେ ନାହିଁ | ବୈବାହିକ ଜୀବନରେ କଷ୍ଟଦାୟକ ଦିନ ଦେଖିଲା ପରେ ଆପଣଙ୍କୁ ଖରା ଦେଖା ଯିବ |

ମିଥୁନ : ନିଜର ଚିନ୍ତା ଦୂର କରିବା ପାଇଁ ନିଜର ପରିବାର ଲୋକଙ୍କ ସାହାଯ୍ୟ ନିଅନ୍ତୁ | ତାନ୍କର ସାହାଯ୍ୟକୁ ଖୋଲା ମନରେ ସ୍ୱୀକାର କରନ୍ତୁ | ନିଜର ଭାବନାକୁ ଲୁଚାନ୍ତୁନି | ନିଜର ଭାବନା ଅନ୍ୟ ମାନଙ୍କ ସାମନାରେ ପ୍ରକାଶିତ କଲେ ଲାଭ ମିଳିବ | ଯେଉଁମାନେ ଶେୟାର ମାର୍କେଟ ରେ ପଇସା ଲଗାନ୍ତି ସେମାନଙ୍କୁ ବେଶଷ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଆଜି ଆପଣଙ୍କର ପଇସା ବୁଡ଼ିଯିବାର ବହୁତ ସମ୍ଭାବନା ଅଛି | ଆଜି ଆପଣ ଅଧର୍ଯ୍ୟ ହୋଇ ପାରନ୍ତି | ସେଥିପାଇଁ ଧର୍ଯ୍ୟ ରଖନ୍ତୁ, ନଚେତ ଆପଣଙ୍କ ଆଖ-ପାଖ ଲୋକ ଆପଣଙ୍କ ବ୍ୟବହାର ଯୋଗୁଁ ଦୁଖୀ ହୋଇ ପାରନ୍ତି | ଯେଉଁ ମାନେ ନିଜ ପ୍ରିୟ ସହ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଏହା ଅତି ସ୍ମରଣୀୟ କ୍ଷଣ | ଲମ୍ବିତ ପରିକଳ୍ପନା ଓ ଯୋଜନା ପୁରା ହେବା ଦିଗରେ ବଢ଼ିବ | ଅତୀତରେ ଆପଣ ଯାହା ସବୁ ଯୋଜନା କରିଥିଲେ ସେସବୁ ଆଜି କାର୍ଯ୍ୟକାରୀ କରିବା ପାଇଁ ଆଜି ସମୟ ମିଳିଯିବ | ଆପଣଙ୍କ ଆଖ-ପାଖ ଲୋକ କିଛି ଏମିତି କରି ପାରନ୍ତି ଯାହା କାରଣରୁ ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ଆଡ଼କୁ ପୁଣି ଠାରେ ଆକର୍ଷିତ ହେବେ |

କର୍କଟ : ଭିଡ ଜାଗାରେ ଯାତ୍ରା କଲା ବେଳେ ରଖଟଚାପ ରୋଗୀ ମାନଙ୍କୁ ଅତିରିକ୍ତ ସାବଧାନ ରହିବ ଉଚ୍ଛିତ | ବହୁତ ଦିନରୁ ଅଟକି ଥିବା ଅର୍ଥଆଜି ମିଳିବାଯୋଗୁଁଅର୍ଥ ଅବସ୍ଥାରେ ଉନ୍ନତି ହେବ ଏହି ସମୟରେ ନିଜକୁ ନିରାଶା ଓ ରାଗଠୁ ଅଲଗା ରଖନ୍ତୁ ନହେଲେ ନିଜର ହିଁ ଖରାପ କରିବେ | ପ୍ରେମରେ ଅଶିଷ୍ଟ ବ୍ୟବହାର ପାଇଁ କ୍ଷମା ମାଗନ୍ତୁ | କାର୍ଯ୍ୟରେ ପରିବର୍ତନ କାରଣରୁ ଆପଣଙ୍କୁ ଲାଭ ମିଳି ପାରେ | ସମୟର ଚାହିଦା ଅନୁସାରେ ଆପଣ ସମସ୍ତଙ୍କ ଠାରୁ ଦୂରରେ ଆପଣ ଏକାକୀ ରହିବାକୁ ପସନ୍ଦ କରିବେ |ଏହା ଆପଣଙ୍କ ପାଇଁ ହିତକାରୀ ମଧ୍ୟ ହେବ | ଯଦି ଆପଣ ଆପଣଙ୍କ ଜୀବନସାଥୀ ସହିତ କୋଉଠିକି ବାହାରିକୁ ଡେଟରେ ଯିବେ, ତାହେଲେ ଆପଣଙ୍କ ସମ୍ପର୍କ ଆହୁରି ଦୃଢ଼ ହୋଇ ଯିବ |

ସିଂହ : ନିଜକୁ କିଛି କୌତୁହଳଜନକ କାର୍ଯ୍ୟରେ ଲଗାନ୍ତୁ | ମାନସିକ ଶାନ୍ତି ପାଇଁ ଆପଣଙ୍କ ଖାଲି ବସିବାର ଅଭ୍ୟାସ ବିପଦଜନକ ପ୍ରମାଣିତ ହୋଇ ପାରେ | ଆଜି ଆପଣଙ୍କ ଘରେ କୌଣସି ସମାରୋହ ପାଇଁ ଆପଣଙ୍କୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ ଯେଉଁଥିପାଇଁ ଆପଣଙ୍କର ଆର୍ଥିକ ସ୍ଥିତି ବିଗିଡି ଯାଇପାରେ | ଆପଣଙ୍କ ଜୀବନ-ସାଥୀଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ଚିନ୍ତାର କାରଣ ହୋଇ ପାରେ ଓ ତାଙ୍କୁ ଚିକିଶ୍ୟାର ଆବଶ୍ୟକତା ଅଛି | ଆଜି ଆପଣ ଲୋକପ୍ରିୟ ହେବେ ଓ ବହୁତ ସାରା ଲୋକ ଆପଣଂକ ପ୍ରତି ଆକର୍ଷିତ ହେବେ | କାର୍ଯ୍ୟାଳୟରେ ଆଜି ଆପଣଙ୍କୁ ଜଣା ପଡି଼ବକି ଯାହାକୁ ଆପଣ ନିଜର ଶତ୍ରୁ ଭାବୁଛନ୍ତି, ସିଏ ପ୍ରକୃତରେ ଆପଣଙ୍କ ଶୁଭଚିନ୍ତକ | ଆଜିକୁ କାମ ଆଜି ସାରିଦେବ ଉଚିତ | ଆଜିର କାମକୁ କଲି ପାଇଁ ରଖିଲେ କାମ ବେଶୀ ବଢ଼ିଯିବ ଏବଂ ଆପଣ ନିଜପାଇଁ କେବେ ସମୟ ପାଇବେନି | ବୈବାହିକ ଜୀବନର ଆନନ୍ଦ ନେବା ପାଇଁ ପ୍ରଚୁର ସୁଯୋଗ ଅଛି ଆପଣଙ୍କ ପାଖରେ |

କନ୍ୟା : ଖାଇବା ପିଇବା ବେଳେ ସାବଧାନ ରୁହନ୍ତୁ | ଭେଖାତିର ହେବ ରୋଗ ହେବାର କାରଣ ହୋଇ ପାରେ | ଆପଣଙ୍କ ଧାନ ଆପଣଙ୍କ କାମରେ ସେବେ ଆସିପାରିବ ଯେବେ ଆପଣ କୌଣସି ବଦଖର୍ଚ୍ଚ କରିବା କମ କରିବେ | ଆଜି ଆପଣ ଏହା ବେଶୀ ଭଲ ଭାବରେ ବୁଝି ପାରିବେ | ଆପଣ ଆପଣଙ୍କର ମୂଲ୍ୟବାନ ସମୟ ପିଲାମାନଂକ ସହିତ ବିତାଇବେ| ଏହି ଖୁସିର ସ୍ତ୍ରୋତ, ଆପଣ ମାନଙ୍କର ଆରୋଗ୍ୟତା ପାଇବା ପାଇଁ ଉତ୍ତମ ଉପାୟ | ଆଜି ଆପଣଙ୍କ ପ୍ରେମିକ/ପ୍ରେମିକାଙ୍କ ସହିତ ବୁଲିଯିବାପାଇଁ ଯୋଜନା କରିପାରନ୍ତି କିନ୍ତୁ କୌଣସି ଅତ୍ୟାବଶ୍ୟକ କାମପାଇଁ ଏହି ଯୋଜନା ପାଣ୍ଡୁର ହୋଇଯିବ ଏବଂ ସେଥିପାଇଁ ଆପଣଙ୍କ ପ୍ରେମିକ/ପ୍ରେମିକାଙ୍କ ସହିତ ଯୁକ୍ତି ତର୍କ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ବୁଝି-ସୁଝିକି ଉଠେଇ ଥିବା ଆପଣଙ୍କ ପାଦ ଫଲଦାଈ ରହିବ | ଏହା ଦ୍ୱାରା ଆପଣଙ୍କୁ ସମୟରେ ଯୋଜନା ପୁରୁଣ କରିବା ପାଇଁ ସାହାଯ୍ୟ ମିଳିବ | ତା ସହିତ ନୂତନ ଯୋଜନା ଆରମ୍ଭ କରିବା ପାଇଁ ଉଚିତ ସମୟ ଅଛି | ଆପଣ ବଳକା ସମୟରେ କୌଣସି ନିକଟ ସମ୍ପର୍କୀୟଙ୍କ ଘରକୁ ଯାଇପାରନ୍ତି | କିନ୍ତୁ ସେଠି ତାଙ୍କର କିଛି କଥାଆପଣଙ୍କୁ ଭଲ ନ ଲାଗିବାରୁ ସମୟ ପୂର୍ବରୁ ଫେରିଆସିପାରନ୍ତି | ଆଜି ଆପଣ ନିଜର ଜୀବନ ସାଥୀ ସହିତ ବୁଲା-ବୁଲି କରି ମଜା ନେଇ ପାରନ୍ତି | ତାଙ୍କ ସହିତ ସମୟ କାଟିବା ପାଇଁ ଏହା ଏକ ଉତ୍ତମ ସୁଯୋଗ, ହାତ-ଛଡ଼ା କରନ୍ତୁ ନାହିଁ |

ତୁଳା : ସୁଶୁପ୍ତ ଅସୁବିଧା ପୁଣି ଥରେ ଉପରକୁ ଆସି ପାରେ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ପଡ଼ି ପାରେ | ଆଜି ଆପଣଙ୍କୁ ସେମିତି ବନ୍ଧୁ ମାନଙ୍କ ଠାରୁ ଦୂରରେ ରହିବା ଉଚିତ ଯେଉଁମାନେ ଋଣ ନିଅନ୍ତି କିନ୍ତୁ ଫେରାନ୍ତି ନାହିଁ | ଆଜି ଆପଣଙ୍କ ଉର୍ଜା ଓ ପ୍ରଫୁଲ ଭରା ବ୍ୟାହର କାରଣରୁ ଆପଣଙ୍କ ଆଖ-ପାଖ ଲୋକ ଖୁସି ରହିବେ | ପ୍ରତ୍ୟେକ କଥାରେ ନିଜର ପ୍ରେମକୁ ଦେଖାଇବା ଭଲ ନୁହେଁ | ବେଳେବେଳେ ଏହାଦ୍ୱାରା ସମ୍ପର୍କ ରେ ମଧୁରତା ଆସିବା ପରିବର୍ତ୍ତେ ତିକ୍ତତା ଆସିପାରେ | ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଜଡିତ ହୁଅନ୍ତୁ ଯେଉଁ ମାନେ ଭବିଷ୍ୟରେ ଧାରା ଦେବାରେ ଆପଣଙ୍କ ସାହାଯ୍ୟ କରି ପାରିବେ | ଏହି ସମୟ ନିଜ ଯୋଜନା ଓ ଶକ୍ତିକୁ ପରୀକ୍ଷା କରିବା ପାଇଁ ଶୁଭ ଅଛି | କୌଣସି ପୁରୁଣା ସାଙ୍ଗ ନିଜ ସହିତ ଆପଣଙ୍କ ଜୀବନ ସାଥୀଙ୍କର ପୁରୁଣା ସ୍ମୃତିକୁ ସାଙ୍ଗରେ ନେଇକି ଆସିବେ |

ବିଛା : ପ୍ରେମ,ଆଶା, ଦୟା, ଆଶାବାଦୀ ଓ ନିଷ୍ଠା ପରି ସକରାତ୍ମକ ଭାବନାକୁ ଆପଣେଇବା ପାଇଁ ନିଜକୁ ଉତ୍ସାହିତ କରନ୍ତୁ | ଠାରେ ଏହି ଗୁଣ ଆପଣଙ୍କ ଭିତରେ ଚରି ଗଲେ, ତାହା ପରେ ପ୍ରତେକଟି ସ୍ଥିତିରେ ସିଏ ନିଜେ ହିଁ ସକରାତ୍ମକ ଦୃଷ୍ଟିରୁ ବାହାରି ଆସିବ | ଏକ ନୂତନ ବିତିୟ ବୁଝାମଣା ଅନ୍ତିମ ରୂପ ନେବା ଓ ଧନ ପ୍ରାପ୍ତି ହେବ | ଘରେ ଉଲ୍ଲାସର ପରିବର୍ତନ ଥିବା ଯାହା ଆପଣଙ୍କ ଚାପକୁ କମ କରି ଦେବ | ଆପଣ ଏହାର ପୁର୍ଣ ରୂପେ ସହଭାଗି ହୁଅନ୍ତୁ ଓ କେବଳ ମୁକ ଦର୍ଶକ ହୋଇ କିଛି ଲାଭ ମିଳିବ ନାହିଁ | ଆଜି ଭାବପୂର୍ଣ୍ଣ ପ୍ରେମ ଅନୁଭବ କରିବେ , ତେଣୁ କିଛି କିଛିଟା ସମୟ ତା ପାଇଁ ମଧ୍ୟ କାଢନ୍ତୁ | ନୂତନ ଗ୍ରାହକ ମାନଙ୍କ ସହିତ କଥା ହେବ ପାଇଁ ଆଜି ଉତ୍ତମ ଦିନ ଅଟେ | ଆଜି ଆପଣଙ୍କୁ ହଠାତ ଯାତ୍ରା କରିବାକୁ ପଡ଼ିପାରେ ଯାହାଦ୍ୱାରା ଘରେ ସମସ୍ତଙ୍କ ସହିତ ସମୟ କାଟିବାର ଆପଣଙ୍କ ଯୋଜନା ବିଫଳ ହୋଇପାରେ | ଏମିତି ତ ଜୀବନ ସବୁ ବେଳେ କିଛି ନୂଆ ଓ ଆକସ୍ମିକ କରିବା ପରି ଜିନିଷ ସାମନାକୁ ଆଣେ | କିନ୍ତୁ ଆଜି ଆପଣ ନିଜର ଜୀବନସାଥୀର ଗୋଟେ ଅଦ୍ଭୁତ ଜିନ୍ସ ଦେଖି ଖୁସିରେ ଚମକି ପଡ଼ିବେ |

ଧନୁ : ଦିନ ଲାଭଦାୟକ ପ୍ରମାଣିତ ହେବ ଓ ଆପଣ କୌଣସି ପୁରୁଣା ରୋଗରୁ ଆରାମ ଅନୁଭବ କରିବେ ବାକି ଦିନ ମାନଙ୍କ ତୁଳନାରେ ଆଜିର ଦିନ ଆର୍ଥିକ ଦୃଷ୍ଟିକୋଣରୁ ଭଲ ରହିବ | ଆଜି ଆପଣଙ୍କୁ ପର୍ୟାପ୍ତ ପରିମାଣରେ ଧାନ ପ୍ରାପ୍ତି ହେବ | ପ୍ରଭାବଶାଳୀ ଓ ମହତ୍ଵପୁର୍ଣ ଲୋକଙ୍କ ସାଙ୍ଗରେ ପରିଚୟ ବଢ଼େୟିବା ପାଇଁ ସାମାଜିକ ଗତିବିଧି ଏକ ଉତ୍ତମ ସୁଯୋଗ ପ୍ରଦାନ କରିବ | ଆଜି ନିଜ ପ୍ରିୟାଙ୍କ କିଛି ରସାଳ କଥା କୁହନ୍ତୁ ନାହିଁ | ଯେଉଁ ମାନେ ଆପଣଙ୍କ କାର୍ଯ୍ୟରେ ବାଧା ଦେଉଛନ୍ତି , ସେଇ ମାନେ ଆପଣଙ୍କ ଆଖି ସମାନରେ ହିଁ ତଳକୁ ଖସି ଯିବେ | ଆଜି ଆପଣ ଖୋଲା ଆକାଶ ଓ ଖୋଲା ପବନରେ ଶ୍ୱାସ ନେବାପାଇଁ ଚାହିଁବେ ଏହା ଆପଣଙ୍କୁ ଦିନସାରା ଶାନ୍ତ ଓ ଉନ୍ମାଦ ଭରା ରଖିବ | ଆପଣଙ୍କ ବୈବାହିକ ଜୀବନ ଆପଣଙ୍କ ପରିବାର କାରଣରୁ ନକରାତ୍ମକ ରୂପରେ ପ୍ରଭାବିତ ହୋଇ ପାରେ, କିନ୍ତୁ ଆପଣ ଦୁଇ ଜଣକ ବୁଦ୍ଧିର ସାହାଯ୍ୟ ନେଇ ସବୁ ସମ୍ଭାଳି ଦେବେ |

ମକର : ଆପଣ କୌଣସି ପୁରୁଣା ରୋଗଠୁ ମୁକ୍ତି ପାଇବେ | ନିଜକୁ ଆଜି ଗୋଟେ ନୂଆ ଉତ୍ତେଜିତ ଅବସ୍ଥାରେ ପାଇବେ ଓ ଆପଣଙ୍କ ଅର୍ଥ ଅବସ୍ଥାରେ ଲାଭ ହେବ | ସମସ୍ତଙ୍କୁ ଭୋଜିରେ ଆମନ୍ତ୍ରଣ କରନ୍ତୁ |କାରଣ ଆପଣଙ୍କ ପାଖରେ ଯଥେଷ୍ଟ ଉର୍ଜା ଅଛି,ଯାହା ଆପଣଙ୍କୁ ପାର୍ଟି କିମ୍ବା ଆୟୋଜନ କରିବା ପାଇଁ ଅନୁପ୍ରେରିତ କରିବ | ଆପଣଙ୍କ ସାଥୀ ସାଂଗରେ ସମୟ କଟେଇକି ବହୁତ ଖୁସି ଅନୁଭବ କରିବେ | ଆପଣ ନିଜର କଠୋର ପରିଶ୍ରମ ଓ ଧର୍ଯ୍ୟ ଯୋଗୁଁ ସଫଳତା ପ୍ରାପ୍ତ କରିବେ | ଆପଣଙ୍କ ଯାତ୍ରା ସନ୍ତୋଷଜନକ ରହିବ | ନିଜର ଜୀବନସାଥିଙ୍କର କଥାକୁ ଗୁରୁତ୍ୱ ନ ଦେବା କାରଣରୁ ବିବାଦ ହୋଇ ପାରେ |

କୁମ୍ଭ : ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ଓ ଯାହା ବି କାମ କରିବେ ତାହା କମ ସମୟରେ ସାରି ପାରିବେ କୌଣସି ନୂଆ ଚମତ୍କାରୀ ବିଚାର ଆପଣଙ୍କୁ ଆର୍ଥିକ ଲାଭ ପ୍ରଦାନ କରି ପାରେ | ଆଜି ଆପଣଙ୍କୁ ଅନ୍ୟ ମାନଙ୍କ ଆବଶ୍ୟକତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ | ଯଦିଓ ପିଲା ମାନଙ୍କୁ ବେଶୀ ଛାଡ ଦେବା କାରଣରୁ ଆପଣଙ୍କ ପାଇଁ ବାଧା ସୃଷ୍ଟି ହୋଇ ପାରେ | ନିଜର ମନର କଥା ପ୍ରକାଶିତ କରି ଆପଣ ବହୁତ ହାଲ୍କା ଓ ଅଭିବୃତ ଅନୁଭବ କରିବେ | ଯେଉଁମାନେ ଏପର୍ଯ୍ୟନ୍ତ ବେରୋଜଗାର ଅଛନ୍ତି ଅଧିକ ପରିଶ୍ରମ କରିବା ଉଚିତ ନିଜର ମନୋବାୱଁଛିତ ଫଳ ପାଇବା ପାଇଁ | ଯେଉଁମାନଙ୍କ ଘରେ ସେମାନଙ୍କୁ ସମୟ ଆପଣ ଦେଉନାହାନ୍ତି ବୋଲି ଅଭିଯୋଗ କରନ୍ତି, ଆଜି ଆପଣ ସେମାନଙ୍କୁ ସମୟ ଦେବାପାଇଁ ଯୋଜନା କରିବେ, କିନ୍ତୁ ଠିକ ସମୟରେ କୌଣସି ଜରୁରୀ କାମ ପାଇଁ ଆପଣଙ୍କ ଯୋଜନା ବିଫଳ ହୋଇଯିବ | ବୈବାହିକ ଜୀବନ ଦୃଷ୍ଟିରୁ ସବୁ ଜିନିଷ ବହୁତ ଭଲ ରହିବ |

ମୀନ : ସତର୍କ ରୁହନ୍ତୁ,କାରଣ କେହି ଆପଣଙ୍କୁ ବଳି ଦେବାର ଛେଳି ବନେଇ ପାରେ | ମାନସିକ ଚାପି ଓ ଚିନ୍ତା ବଢ଼ୀ ପାରେ | ଅର୍ଥ ବଢିବା ପରେ ବି ଆପଣଙ୍କ ଆଶା ପୁରଣ ହେବ ନାହିଁ | ବିବାହ ବନ୍ଧନରେ ଜଡିତ ହେବ ପାଇଁ ଏହା ଉତ୍ତମ ସମୟ ଅଟେ | ଆପଣଙ୍କ ପ୍ରିୟର ଫୋନ ଆସିବା କାରଣରୁ ଆପଣ ଦିନଯାକ ଖୁସିରେ ରହିବେ | ଯେଉଁମାନେ ଏପର୍ଯ୍ୟନ୍ତ ବେରୋଜଗାର ଅଛନ୍ତି ଅଧିକ ପରିଶ୍ରମ କରିବା ଉଚିତ ନିଜର ମନୋବାୱଁଛିତ ଫଳ ପାଇବା ପାଇଁ | ଆପଙ୍କ ମନେ ରଖିବା କଥାକି ଭଗବାନ ବି ସେମାନଙ୍କର ସାହାଯ୍ୟ କରନ୍ତି ଯେଉଁ ମାନେ, ଆଗେ ନିଜର ସାହାଯ୍ୟ କରନ୍ତି | ଆପଣଙ୍କ ଜୀବନ-ସାଥୀ ଅଜାଣତରେ କିଛି ଏମିତିଆ କାମ କରି ପାରନ୍ତି, ଯାହା ଆପଣ ଚାହିଁକୀ ବି ଭୁଲି ପାରୁ ନାହାନ୍ତି |