ଫଳର ଲାଭ ଦାୟିକ ଗୁଣ ଜାଣନ୍ତୁ…..

ଖରାଦିନେ ଫଳ ଖାଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି…

ଖରାଦିନେ ଫଳ ଖାଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ସହ ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ମାତ୍ର ଫଳର ସମ୍ପୂର୍ଣ୍ଣ ପୋଷଣ ପାଇବା ପାଇଁ ଫଳ ଖାଇବା ସମୟରେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଲୋକେ ସକାଳେ ଫଳ ଖାଇବା ପାଇଁ କିଛି ସମୟ ପୂର୍ବରୁ ଏହାକୁ କାଟି ରଖନ୍ତି। ଏପରି କରିବା ଦ୍ୱାରା ଏହାର ପୋଷକତତ୍ତ୍ୱ ନଷ୍ଟ ହୋଇଥାଏ।

ଫଳ ସାଲାଡ ପ୍ରସ୍ତୁତ କରି ଖାଆନ୍ତୁ ଫଳରେ ଏହାର ପ୍ରାକୃତିକ ସ୍ୱାଦ ନଷ୍ଟ ହେବା ସହ ସଠିକ ପୋଷକ ତତ୍ତ୍ୱ ମିଳିପାରି ନଥାଏ।ଲୋକେ ଫଳ ସାଲାଡ ଖାଇବା ସହ କଫି ପିଅନ୍ତି। ମାତ୍ର ଏପରି କରିବା ଦ୍ୱାରା ତ୍ୱଚା ଉପରେ କୁପ୍ରଭାବ ପକାଇଥାଏ। ହଜମ ଶକ୍ତିକୁ ମଧ୍ୟ ପ୍ରଭାବିତ କରିଥାଏ।