ଓଜନ କମ କରିବା ଆପଣଙ୍କ ଲକ୍ଷ୍ୟ ହେବା ଉଚିତ ନୁହେଁ

କେବଳ ଓଜନ କମ କରିବା ଆପଣଙ୍କ ଲକ୍ଷ୍ୟ ହେବା ଉଚିତ ନୁହେଁ । ଯେତେବେଳେ ଜଣେ ବ୍ୟକ୍ତି ନିଜ ଓଜନ କମ କରିବାକୁ ପ୍ରଯତ୍ନ କରିଥାଏ ତ ତାସହିତ ଚିନ୍ତା ବି ତାକୁ ଖାଇଥାଏ । ପୃଥୁଳତାକୁ ରୋଗ ମନେକରିବାକୁ ଲାଗିଥାଏ । ଏପରି କରିବା ଦ୍ୱାରା ମନ ଉପରେ ତାର ଖରାପ ପ୍ରଭାବ ହୋଇଥାଏ । ଦୁଃଖୀ ମନ ବ୍ୟକ୍ତିକୁ ଆହୁରି ରୋଗୀ କରିଦେଇଥାଏ ।
ବାସ୍ତବରେ ରୋଗ ନାମକ କୌଣସି ଜିନିଷ ହିଁ ନାହିଁ । ସ୍ୱାସ୍ଥ୍ୟ ହିଁ ସତ୍ୟ ଅଟେ । ଆମ ଭିତରେ କିଛି ଅଧିକ ବା କମ ସ୍ୱାସ୍ଥ୍ୟ ଅଛି । ଏହି ସ୍ୱାସ୍ଥ୍ୟକୁ ବଢାଇବା ହିଁ ସର୍ବଦା ଆମର ଲକ୍ଷ୍ୟ ହେବ ଉଚିତ ।
ତେଣୁ ଆମର ଚେଷ୍ଟା ଏହା ହେବା ଦରକାର ଯେ ଆମେ ନିଜ ସ୍ୱାସ୍ଥ୍ୟ କୁ ବଢାଇବା ।

ଏହି ପ୍ରଚେଷ୍ଟା ଖୁସିର ସହ ହେବା ଉଚିତ । ସମସ୍ତଙ୍କ ପାଇଁ ଗୋଟିଏ ଚିକିତ୍ସା । ଯେତେବେଳେ ଏକ ପତଳା ବ୍ୟକ୍ତି ଓ ମୋଟା ବ୍ୟକ୍ତି ଦୁହେଁ ଏକ ପ୍ରକାର ଖାଦ୍ୟ ଖାଇଥାନ୍ତି, ଦୁହିଁଙ୍କ ସ୍ୱାସ୍ଥ୍ୟ ଠିକ ହୋଇଥାଏ । ସ୍ଵସ୍ଥ ଶରୀର ନା ମୋଟା ହୋଇଥାଏ ନା ପତଳା । ଦୁହିଁଙ୍କ ଶରୀର ଠିକ ମାପର ହୋଇଯାଇଥାଏ ।