ନୋରାଙ୍କ ବୋଲ୍ଡ ଲୁକ ଫଟୋ ଭାଇରାଲ

ନୂଆଦିଲ୍ଲୀ: ଅଭିନେତ୍ରୀ ନୋରା ଫତେହି ପ୍ରାୟ ସବୁବେଳେ ତାଙ୍କ ବୋଲ୍ଡନେସ ନେଇ ଚର୍ଚ୍ଚାରେ ରୁହନ୍ତି । ପ୍ରାୟ ସମୟରେ ଅଭିନେତ୍ରୀ ନୋରାଙ୍କ ବୋଲ୍ଡ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୁଏ । ସେ ନିଜର ବୋଲ୍ଡ ଅନ୍ଦାଜରେ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ବର୍ତ୍ତମାନ ନୋରାଙ୍କ କିଛି ଲାଟେଷ୍ଟ ଫୋଟୋ ଇନଷ୍ଟାରେ ଜୋରଦାର ଭାଇରାଲ୍‌ ହେଉଛି । ନୋରାଙ୍କ ଫଟୋ ସେୟାର କରି ଲେଖିଛନ୍ତି ଯେ, ଲାଇଟ୍‌ ଓ ନୋରା । ଅବୁ ସନ୍ଦୀପ ଏବଂ ମୋର ଫ୍ୟାଶନ୍‌ ଫିଲ୍ମ ଇନଟୁ ଦି ଲାଇଟ୍‌ର ସେଟରେ ସୁଟ୍‌ ହୋଇଥିବା ଏକ ଫଟୋ ।