ପୁଣି କାର୍ଯ୍ୟକାରୀ ହେବ ଏୟାର ସୁବିଧା ପୋର୍ଟାଲ

ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ କହିଛନ୍ତି ଚୀନ୍‌, ଜାପାନ, ଦକ୍ଷିଣ…

ନୂଆଦିଲ୍ଲୀ :  ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ କହିଛନ୍ତି ଚୀନ୍‌, ଜାପାନ, ଦକ୍ଷିଣ କୋରିଆ, ହଂକଂ ଓ ଥାଇଲାଣ୍ଡରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏୟାର ସୁବିଧା ପୋର୍ଟାଲ କାର୍ଯ୍ୟକାରୀ ହେବ। ବିଦେଶରୁ ଆସୁଥିବା ଯାତ୍ରୀ ଅବା କୌଣସି ଭାରତୀୟ ବିଦେଶରୁ ଫେରିଲେ ସେମାନଙ୍କୁ ବିଦେଶଯାତ୍ରାର ବିସ୍ତୃତ ବିବରଣୀ ଏୟାର ସୁବିଧା ପୋର୍ଟାଲରେ ଦେବାକୁ ପଡିବ । କିଛିଦିନ ତଳେ ସରକାର ଏହି  ବ୍ୟବସ୍ଥା ଉଠାଇ ଦେଇଥିଲେ। ଏବେ ପୁଣି ଏହାକୁ କାର୍ଯ୍ୟକାରୀ କରାଯିବ।