ଆଫଗାନିସ୍ତାନରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ପୂର୍ବୋତ୍ତର ଆଫଗାନିସ୍ତାନରେ ମଙ୍ଗଳବାର ଭୂକମ୍ପ ଝଟକା ଅନୁଭବ ହୋଇଛି। ଭୂକମ୍ପର ତିବ୍ରତା ୫.୧ ରେକର୍ଡ କରାଯାଇଛି। ଏହି ଝଟକା ବଦଖଶନ ପ୍ରାନ୍ତର ରାଜଧାନୀ ଫେଜାବାଦରେ ଅନୁଭବ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଶାଘନନ ଜିଲା। ଭୂକମ୍ପରେ କୌଣସି ଧନଜୀବନ ହାନୀ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ।