ମେଘାଳୟକୁ ପ୍ରଥମ ଥର ପାଇଁ ବିଦ୍ୟୁତ୍ ଚାଳିତ ଟ୍ରେନ୍

ପ୍ରଧାନମନ୍ତ୍ରୀଙ୍କ ଖୁସି..

ପିଆଇବି, ଭୁବେନେଶ୍ଵର : ଭାରତୀୟ ରେଳବାଇ ଅଭୟପୁରୀ – ପଂଚରତ୍ନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ବିଦ୍ୟୁତିକରଣ ସମାପ୍ତ କରିବା ପରେ ମେଘାଳୟ ପ୍ରଥମ ଥର ପାଇଁ ବିଦ୍ୟୁତ ଚାଳିତ ଟ୍ରେନ୍ ପାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି; ଦୁଧନାଇ – ମେଣ୍ଡିପଥର ।

ପିଆଇବି ମେଘାଳୟର ଏକ ଟ୍ୱିଟ୍‌କୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ;

ମେଘାଳୟ ଏବଂ ଉତ୍ତର ପୂର୍ବ ଅଂଚଳର ସଂଯୋଗକୁ ଆଗକୁ ବଢ଼ାଇବା ପାଇଁ ବହୁତ ଭଲ ଖବର । ”