ପଲକଙ୍କ ବୋଲ୍ଡ ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ପଲକ ଏବେ ସୋସିଆଲ୍‌ ମିଡିଆରେ ବେଶ ଆକ୍ଟିଭ ରହୁଛନ୍ତି । ସୋସିଆଲ୍‌ ମିଡିଆ ଆକାଉଣ୍ଟ ତାଙ୍କ ବୋଲ୍ଡ ଫଟୋରେ ଭରିଯାଇଛି । ସେ ଏବେ ହଟ୍‌ ଓ ସିଜିଲିଙ୍ଗ ଗାର୍ଲ ଭାବେ ପରିଚିତ ହୋଇଗଲେଣି । ତେବେ ପଲକଙ୍କର କିଛି ବୋଲ୍ଡ ଫଟୋ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । ଏହି ଫଟୋରେ ତାଙ୍କ ଅବତାର ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ପଲକ ତାଙ୍କ ଇନରେ ନିଜର କେତେକ ବୋଲ୍ଡ ଫଟୋସୁଟର ଭିଡିଓ ସେୟାର କରିଛନ୍ତି । ପଲକଙ୍କ ଏହି ହଟ୍‌ ଅବତାର ପ୍ରଶଂସକଙ୍କ ମଧ୍ୟରେ ହୋଶ ଉଡାଇଛି । ୟୁଜର୍ସ ପଲକଙ୍କ ଏହି ବୋଲ୍ଡ ଅବତାର ଏତେ ଭଲ ଲାଗିଲା ଯେ ତାଙ୍କୁ ପ୍ରଶଂସାରେ ପୋତି ପକେଇଛନ୍ତି । ଏହି ଅବସରରେ ପଲକଙ୍କର ନୂଆ ମ୍ୟୁଜିକ୍‌ ଭିଡିଓ ବିଜ୍‌ଲି ବିଜଲି’ ରିଲିଜ୍‌ ହୋଇଛି । ଏଥିରେ ତାଙ୍କ ଚେହେରାକୁ ସମସ୍ତେ ପସନ୍ଦ କରୁଛନ୍ତି ।