ଆଜି ପୁଣି ପେଟ୍ରୋଲ ଡିଜେଲ ଦର ବୃଦ୍ଧି

ନୂଆଦିଲ୍ଲୀ: ପୁଣି ଆଜି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ଲଗାତର ୯ ଦିନ ମଧ୍ୟରେ ବଢ଼ିଲାଣି ୮ ଥର ଦର । ଆଜି ପେଟ୍ରୋଲ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଥିବା ବେଳେ, ଡିଜେଲ ଲିଟର ପ୍ରତି ୭୦ ପଇସା ବୃଦ୍ଧି ପାଇଛି । ଗତକାଲି ମଧ୍ୟ ପେଟ୍ରୋଲ ଲିଟର ପିଛା ୮୦ ପଇସା ଓ ଡିଜେଲ ଲିଟର ପ୍ରତି ୭୦ ପଇସା ବୃଦ୍ଧିପାଇଥିଲା । ଗତ ମାତ୍ର ଗୋଟିଏ ସପ୍ତାହକ ମଧ୍ୟରେ ତୈଳ ଦର ଲିଟର ପିଛା ମୋଟ ୫.୬୦ ପଇସା ବୃଦ୍ଧି ପାଇଛି । ର।ଷ୍ଟ୍ର।ୟତ୍ତ ତୈଳ କମ୍ପ।ନୀଗୁଡିକ ଦ୍ୱ।ର। କ୍ରମ।ଗତ ଭ।ବେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କର।ଯ।ଉଥିବ। ଦେଖିବ।କୁ ମିଳୁଛି । ଯ।ହ। ଦ୍ବ।ର। ସ।ଧ।ରଣ ଲୋକ ନ।ହିଁ ନଥିବ।ର ହଇର।ଣ ହେଉଛନ୍ତି । ଦେଶର ବିଭିନ୍ନ ସ୍ଥ।ନରେ ତୈଳଦର ଶହେ ଟପିଥିବ। ବେଳେ କେତେକ ସ୍ଥ।ନରେ ମଧ୍ୟ ୧୧୪ଟଙ୍କ। ଟପି ସ।ରିଲ।ଣି ପେଟ୍ରେ।ଲ ଦର ।