ଭର୍ଚ୍ଚୁଆଲରେ ରେଳ ଲାଇନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଠାଣେ-ଦିବା ମଧ୍ୟରେ ନିର୍ମାଣ ହୋଇଥିବା ରେଳ ଲାଇନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚ୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ନୂଆ ରେଳ ଲାଇନ ମୁମ୍ବାଇବାସୀଙ୍କ ଜୀବନରେ ପରିବର୍ତ୍ତନ ଆଣିବ । ସେମାନଙ୍କ ଦୈନନ୍ଦିନ ଜୀବନରେ ପରିବର୍ତ୍ତନର ଉନ୍ନତି ଆଣିବ । ତେବେ ସେଣ୍ଟ୍ରାଲ ରେଲୱେ ଲାଇନରେ ୩୬ଟି ଟ୍ରେନ ଚଳାଚଳ କରିବ । ସେଥିମଧ୍ୟରୁ ଅଧିକାଂଶ ଏସି ଟ୍ରେନ ରହିଛି ।