ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ

ନୂଆଦିଲ୍ଲୀ: ରାଜ୍ୟସଭାର ୫୬ଟି ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯିବ ଫେବ୍ରୁଆରୀ ୨୭ ତାରିଖ ଦିନ ମତଦାନ ଗ୍ରହଣ ଫଳାଫଳ ପ୍ରକାଶ କରାଯିବ ଫେବ୍ରୁଆରୀ ତାରିଖ ଦିନ କମିଶନ ପକ୍ଷରୁ ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ

ତାପୂର୍ବରୁ ଖାଲି ପଡୁଥିବା ଆସନ ଉପରେ କୋଉ ରାଜନୈତିକ ଦଳ ପତିଆରା ଜମାଇବ; ତାକୁ କେନ୍ଦ୍ର କରି ଜାତୀୟ ରାଜନୈତିକ ଦଳ ଆଂଚଳିକ ଦଳ ପକ୍ଷରୁ ଭିଡାଭିଡି ଆରମ୍ଭ ହୋଇଗଲାଣି

ସୂଚନା ମୁତାବକ, ୟୁପିର ୧୦, ମହାରାଷ୍ଟ୍ରର , ବିହାରର , ମଧ୍ୟପ୍ରଦେଶର , ପଶ୍ଚିମବଙ୍ଗର , ଗୁଜରାଟର , କର୍ଣ୍ଣାଟକର , ଓଡ଼ିଶାର , ଆନ୍ଧ୍ରପ୍ରଦେଶର , ରାଜସ୍ଥାନର , ତେଲଙ୍ଗାନାର , ଛତିଶଗଡ଼ର , ହରିୟାଣାର ହିମାଚଳ ପ୍ରଦେଶର ୧ଟି ଆସନ ଖାଲି ହେବ