ହାତୀ ବଞ୍ଚାଅ ଦିବସ ୧୬ ଏପ୍ରିଲ୍

ହାତୀ ବଞ୍ଚାଅ ଦିବସ ପ୍ରଥମ ଥର ପାଇଁ ୨୦୧୨ରେ ଥାଇ୍ୟାଣ୍ଡ ରେ ପାଳନ କରାଯାଇଥିଲା l ସାଧାରଣତଃ ହାତୀ ସୁରକ୍ଷା ସମ୍ପର୍କ ରେ ଲୋକଙ୍କୁ ସଚେତନ କରିବାପାଇଁ ଏଭଳି ଏକ ଦିବସ ପାଳନ କରାଯାଇଥାଏ l ମୁଖ୍ୟତଃ ହତୀ ଦାନ୍ତ ପାଇଁ ପ୍ରତିଦିନ ଅବୈଧ ଭାବେ ଅଧିକ ସାଂଖ୍ୟାରେ ଶିକାର କରାଯାଉଛିl

ବିଶ୍ବରେ ସର୍ବାଧିକ ହାତୀ ଆଫ୍ରିକା ମହାଦେଶରେ ଅଛନ୍ତି l ପ୍ରାୟ ୪ଲକ୍ଷ ୧୫ହଜାର ଆଫ୍ରିକୀୟ ହାତୀଙ୍କ ସଂଖ୍ୟା l ଏସୀୟ ହାତୀଙ୍କ ସଂଖ୍ୟା ୪୦-୫୦ ହଜାର l ସେହିପରି ଭାରତୀୟ ହାତୀଙ୍କ ସଂଖ୍ୟା ୨୯ହଜାର ।