ପ୍ରଧାନମନ୍ତ୍ରୀ ମନ କି ବାତ କାର୍ଯ୍ୟକ୍ରମ ପାଇଁ ଲୋକଙ୍କୁ ମାଗିଲେ ପରାମର୍ଶ

କୌଣସି ବ୍ୟକ୍ତି ମନ କି ବାତ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିଜ ଚିଚାର ବା ସୁଝାବ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶବାଣୀରେ ଲୋକପ୍ରିୟ କାର୍ଯ୍ୟକ୍ରମ ମନ କି ବାତ ପାଇଁ ସାଧାରଣ ଜନତାଙ୍କ ସହିତ ବିଚାର ଏବଂ ପରାମର୍ଶ ମାଗିଛନ୍ତି । ୩୧ ଜୁଲାଇକୁ ପ୍ରସାରିତ ହେବାକୁଥିବା ଏପିସୋଡ ପାଇଁ ସେ ଲୋକଙ୍କୁ ପରାମର୍ଶ ଦେବାକୁ ଅପିଲ କରିଛନ୍ତି ।

କୌଣସି ବ୍ୟକ୍ତି ମନ କି ବାତ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିଜ ଚିଚାର ବା ସୁଝାବ ମାୟଗୋବ ଏବଂ ନମୋ ଆପରେ ପଠାଇପାରିବେ ବା ୧୮୦୦-୧୧-୭୮୦୦ରେ ଫୋନ କରି ନିଜ ପରାମର୍ଶକୁ ରେକର୍ଡ ମଧ୍ୟ କରିପାରିବେ ।