ନଭରୋଜ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଆଗାମୀ ବର୍ଷରେ ସମୃଦ୍ଧି ସହ ଆମ ସମାଜରେ….

ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭରୋଜ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ନଭରୋଜ ମୁବାରକ! ଏହି ପବିତ୍ର ଅବସରରେ ସମସ୍ତଙ୍କ ଖୁସି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି । ଆଗାମୀ ବର୍ଷରେ ସମୃଦ୍ଧି ସହ ଆମ ସମାଜରେ ଏକତାର ଭାବନା ବୃଦ୍ଧି ପାଉ ।”