ଦିବ୍ୟାଙ୍ଗ ମହିଳାଙ୍କ ଦ୍ୱାରା ମନ୍ କୀ ବାତର ୧୦୦ତମ ଅଧ୍ୟାୟର ପେଣ୍ଟିଂ ସେୟାର କଲେ ପ୍ରଧାନମନ୍ତ୍ରୀ

ପିଆଇବି, ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କୀ ବାତର ୧୦୦ତମ ଅଧ୍ୟାୟରେ ରାଜସ୍ଥାନ ଆଜମୈରର ଦିବ୍ୟାଙ୍ଗ ମହିଳା ଆଙ୍କିଥିବା ଚିତ୍ରକୁ ସେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

‘ବହୁତ ମନମୋହକ ପେଣ୍ଟିଂ! ଆଜମୈରର ସୁନ୍ଦର ଝିଅ ନନ୍ଦିନୀଙ୍କ ଅଭିନନ୍ଦନ ବାର୍ତ୍ତା ଦେଖି ମୁଁ ଅଭିଭୂତ! ମୋ ତରଫରୁ ତାଙ୍କୁ ବହୁତସାରା ଅଭିନନ୍ଦନ!’