ବିବାହ ପରେ ଏକାଠି ଅଭିନାୟ କରିବେ ଭିକ୍ୟାଟ!

ମୁମ୍ବାଇ: ବଲିଉଡର ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ ବିବାହ ପରେ ପ୍ରଥମଥର ପାଇଁ ପରଦାରେ ଏକାଠି କାମ କରିବେ । ନିର୍ଦ୍ଦେଶକ ଫରହାନ୍‌ ଅଖତରଙ୍କ ଫିଲ୍ମରେ କ୍ୟାଟ୍ରିନା ଓ ଭିକି କୌଶଲଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ । ରିପୋର୍ଟ ଅନୁଯାୟୀ ଜି ଲେ ଜାରା ଫିଲ୍ମ ପାଇଁ ଭିକିଙ୍କୁ ସିଲେକ୍ଟ କରାଯାଇଛି ।