ହୀରାକୁଦ ତଳିଆ ଅଞ୍ଚଳ ପାଇଁ ଜାରି ହେଲା ସତର୍କ ସୂଚନା

କବାଟ ଖୋଲି ପଶିଲା ବେଳକୁ କବାଟରେ ଝୁଲୁଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ….

ସମ୍ୱଲପୁର : ହୀରାକୁଦ ତଳିଆ ଅଞ୍ଚଳ ପାଇଁ ସତର୍କ ସୂଚନା । ହୀରାକୁଦ ତଳିଆ ଅଞ୍ଚଳକୁ ଜଳ ପ୍ରବେଶ ନେଇ ସମ୍ବଲପୁର ପ୍ରଶାସନର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଲଗାଣ ବର୍ଷା ଫଳରେ ଜଳ ନିଷ୍କାସନ ହେଉଥିବାରୁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ତଳମୁଣ୍ଡରେ ଜଳ ପ୍ରବେଶ କରୁଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ନଦୀ ତଳ ଅଞ୍ଚଳରେ ନଦୀକୁ ନଯିବାକୁ ପରାମର୍ଶ ଜାରି କରିଛି ପ୍ରଶାସନ ।