ଆମ୍ବୁଲାନ୍ସ ଆସିବାକୁ ବିଳମ୍ବ କରିବାରୁ ଅସହାୟ ବୃଦ୍ଧାଙ୍କୁ ସାଇକେଲ ନେଲେ ଯୁବକ

କଟକ : ଆଜି ମୁଁ ରାସ୍ତାରେ ଯାଉଥିବା ସମୟରେ ବରଗଡ଼ ସହରର ଗଙ୍ଗାଧର ନଗର ରାସ୍ତା ଉପରେ ଅସହାୟ ଅବସ୍ଥାରେ ବହୁତ୍ ଜୋରରେ ଜ୍ବରରେ କଂପୁଥିିବା ଅବସ୍ଥାରେ ଘରଦ୍ୱାର ନଥିବା ଜଣେ ଅସହାୟ ପାଗେଲି ମା ଙ୍କୁ ପଡିଥିବାର ଦେଖିଲି । ବରଗଡ଼ ବନ୍ଦ୍ ପାଇଁ ଆମ୍ବୁଲାନ୍ସ ଆସିବାକୁ ବିଳମ୍ବ କରିବାରୁ ଆଉ କାହାକୁ ସାହାଯ୍ୟ ପାଇଁ call କରି ନପାରି ତାଙ୍କୁ ସଙ୍ଗେ ସଙ୍ଗେ ରାସ୍ତାରୁ ଉଠାଇ ସାଷ୍ଟାମ କରାଇ ସାଇକେଲ ରେ ବହୁତ୍ କଷ୍ଟରେ ତାଙ୍କୁ ହସ୍ପିଟାଲ ପର୍ଯ୍ୟନ୍ତ ପହଞ୍ଚାଇ ଦେଖେଇ ମେଡିସିନ ଏବଂ ଖାଦ୍ୟ ସାମଗ୍ରୀ ଦେଇ ବରଗଡ଼ ଟାଉନ ଥାନାର ପୋଲିସ ମାନଙ୍କୁ handover କଲି ।

ସେମାନେ ମୋତେ ପ୍ରତିଶ୍ରୁତି ଦେଲେ ଯେ PCR ଯୋଗେ ବୃଦ୍ଧା ଜଣଙ୍କୁ ତାଙ୍କର ଆଶ୍ରୟ ସ୍ଥଳୀରେ ରେ ନେଇ ପହଞ୍ଚାଇବେ ବୋଲି।ମୋ ସହିତ ସହଯୋଗ କରିଥିଲେ ନିଆଳି ମାଟିର ପୁଅ ସନ୍ତୋଷ ମଲ୍ଲିକ ସୁସୀରୀ ସଙ୍ଗିତା ମୋହାରଣା