ମୋବାଇଲ ଚୋର କୁ ଧରିବାରେ ସକ୍ଷମ ହୋଇଛି ବଡ଼ବିଲ ପୋଲିସ

ଘରୁ ମୋବାଇଲ ଲୁଟ କରିଥିବାର ଅଭିଯୋଗ ଥିଲା…

କେନ୍ଦୁଝର : କେନ୍ଦୁଝର ସକ୍ରିୟ ମୋବାଇଲ ଚୋର କୁ ଧରିବାରେ ବଡ଼ବିଲ ପୋଲିସ ସକ୍ଷମ ହୋଇଛି ୪ଜଣ ଅପରାଧୀ ମୋବାଇଲ ଲୁଟେରାକୁ ଧରିବା ସହ ୨୧ଗୋଟି ମୋବାଇଲ ଜବତ, ଅଭିଯୁକ୍ତଙ୍କ ବିରୁଦ୍ଧରେ ବଜାର ଏବଂ ବିଭିନ୍ନ ଘରୁ ମୋବାଇଲ ଲୁଟ କରିଥିବାର ଅଭିଯୋଗ ଥିଲା, ୪ଜଣଙ୍କ ମଧ୍ୟରୁ ୨ଜଣ ସାବାଳକ ସଞ୍ଜୟ ଫ୍ରାନ୍ସସିସି ଏବଂ ସିପୁଲ ନାଏକକୁ ସ୍ଥାନୀୟ କୋର୍ଟ କୁ ଚାଲାଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ନାବାଳକଙ୍କୁ ଜିଲ୍ଲା ଜୁଭେନାଇଲକୁ ଚାଲାଣ କରାଯାଇଥିବା ବଡ଼ବିଲ ଥାନାଧିକାରୀ ସୁଶାନ୍ତ ଦାଶ ସୂଚନା ଦେଇଛନ୍ତି